Browsing Category

Odisha

କୋଟିପତି ଶିକ୍ଷୟିତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍‌

ଭୁବନେଶ୍ୱର:  ଭୁବନେଶ୍ୱରସ୍ଥିତ ସିଟି ସ୍କୁଲର ଜଣେ ସହକାରୀ ଶିକ୍ଷୟିତ୍ରୀଙ୍କ ଘରେ ଆଜି ଭିଜିଲାନ୍ସ ରେଡ୍ ହୋଇଛି। ଶିକ୍ଷୟିତ୍ରୀ ଜଣକ ୟୁନିଟ-୬ସ୍ଥିତ ସିଟି ସ୍କୁଲର ଶିକ୍ଷୟିତ୍ରୀ ତିଳୋତ୍ତମା ମହାନ୍ତି ବୋଲି ଜଣାଯାଇଛି।…
Read More...

ସମଗ୍ର ଦେଶରେ ୧୦୦ଟି ସହରରେ ଶୁଭାରମ୍ଭ ହେଲା ରୁକୋ କାର୍ଯ୍ୟକ୍ରମ

ଭୁବନେଶ୍ୱର: ରନ୍ଧନ ତୈଳ ବିଷୟରେ ସଚେତନ କରାଇବା ପାଇଁ ଅଭିଯାନ ରୁକୋ (ରିପରପୋଜଡ୍ ଇୟୁଜ୍ ଅଫ୍ କୁକିଂ ଅଏଲ) କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଛି । ଏହା ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟର ତତ୍ୱାବଧାନରେ…
Read More...

ମୋ ସରକାର ଯୋଜନା: ଡାକ୍ତରଖାନାକୁ ଆସୁଥିବା ଲୋକଙ୍କ ସହ କଥା ହେଲେ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କ୍ୟାପିଟାଲ ହସ୍ପିଟାଲ ପରିସରରେ ମୋ ସରକାର ଯୋଜନାର ଶୁଭାରମ୍ଭ କରିଥିବାବେଳେ ନବୀନ ନିବାସରୁ ଡାକ୍ତରଖାନାକୁ ଆସୁଥିବା ଲୋକଙ୍କ ସହିତ ଟେଲିଫୋନରେ କଥାହୋଇ ଲୋକଙ୍କ ମତାମତ…
Read More...

ଦେଶର ପର୍ଯ୍ୟଟନକୁ ନୂଆ ପରିଚୟ ଦେବ “ପର୍ଯ୍ୟଟନ ପର୍ବ”-ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶର ପ୍ରତି ଜିଲ୍ଲାରେ ଭିନ୍ନ ସଂସ୍କୃତି, ପର୍ଯ୍ୟଟନଙ୍କୁ ଆକର୍ଷିତ କରିବା ପାଇଁ ପର୍ଯ୍ୟଟନ ସ୍ଥଳ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମାରକୀ ରହିଛି । ଆଜି ଉଦ୍ଘାଦିତ ହୋଇଯାଇଥିବା ୪ର୍ଥ ପର୍ଯ୍ୟଟନ…
Read More...

ରାଜଧାନୀରେ ୭ଟି ଡ୍ୟାନ୍ସ ବାର୍‌ ରଦ୍ଦ କଲେ ଡିଜିପି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ୭ଟି ବାର୍‌ ରଦ୍ଦ ହୋଇଛି। ଆବଶ୍ୟକ ଫାୟାର ଏନ୍ଓସି ସାର୍ଟିଫିକେଟ୍‌ ପାଇଁ ରଦ୍ଦ କରାଯାଇଛି। ତ୍ରୁଟିପୂର୍ଣ୍ଣ ଫାୟାର ସେଫ୍ଟି ସାର୍ଟିଫିକେଟ୍ ଥିବା ଅଭିଯୋଗରେ ଏହି ନିର୍ଦ୍ଦେଶ ଦେଇଛନ୍ତି…
Read More...

ଲୋକଙ୍କ ସମସ୍ୟା ବୁଝିବ ସୋସିଆଲ ସର୍ଭିସ ୱିଙ୍ଗ

ଭୁବନେଶ୍ୱର:ବିଜୁ ଜନତା ଦଳରେ ହେବ ସୋସିଆଲ ସର୍ଭିସ ୱିଙ୍ଗ । ଆଜି ଗାନ୍ଧି ଜୟନ୍ତ୍ରୀ ଜନସଂପର୍କ ପଦଯାତ୍ରା ଅବସରରେ  ସୋସିଆଲ ସର୍ଭିସ ୱିଙ୍ଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଆଜି ସାରା ଦେଶ ପାଳନ…
Read More...

ବିଜେଡିର ଜନସମ୍ପର୍କ ପଦଯାତ୍ରାର ଉଦଘାଟନ କଲେ ନବୀନ

ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର  ଶୁଭାରମ୍ଭ କରିଛନ୍ତି | ଏହି ଅବସରରେ ବିଜେଡି ସୁପ୍ରିମୋ କର୍ମୀଙ୍କୁ କିଛି ନିର୍ଦ୍ଦେଶ…
Read More...

କେନ୍ଦ୍ରାପଡ଼ାରେ ଲାଗୁ ହେବ ଏନଆରସି !

କେନ୍ଦ୍ରାପଡା : ଓଡ଼ିଶାର କେନ୍ଦ୍ରାପଡା ଜିଲ୍ଲାରେ ନ୍ୟାସନାଲ୍ ରେଜିଷ୍ଟର ଅଫ୍ ସିଟିଜେନସିପ୍ (ଏନଆରସି)ର ନବୀକରଣ କରାଯିବ। ଏଥିଲାଗି କେନ୍ଦ୍ରାପଡା ଜିଲ୍ଲାରେ ରହୁଥିବା ବିଦେଶୀ ନାଗରିକଙ୍କ ଚିହ୍ନଟ ପ୍ରକ୍ରିୟା ଖୁବ୍…
Read More...

ଡଷ୍ଟବିନରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଯାଜପୁର:ପୁଣି ଅଲୋଡ଼ା ହୋଇପଡ଼ିଛି ଶିଶୁକନ୍ୟା । ଆଜି ଏକ ଡଷ୍ଟବିନରୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । ଏପରି ଘଟଣା ଘଟିଛି ଯାଜପୁର ଜିଲ୍ଲାରେ । ଆଜି ପୁଣି ଜଣେ ମା ତାର ନବଜାତ ଶିଶୁକନ୍ୟାକୁ ଡଷ୍ଟବିନରେ ଫୋପଡ଼ି ଦେଇ…
Read More...

ରାଜ୍ୟ ବିଜେପି ପକ୍ଷରୁ ପାଳନ ହେଲା ଗାନ୍ଧି ଜୟନ୍ତୀ

କଟକ:ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ଅବସରରେ ରାଜ୍ୟ ବିଜେପି ତରଫରୁ କଟକର ତେଲେଙ୍ଗାପେଣ୍ଠରେ ଗାନ୍ଧି ମୂର୍ତିରେ ମାଲ୍ୟାର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ…
Read More...

ମହଙ୍ଗା ପଡିଲା ପୁଲିସ୍‌ ଉପରେ ଦାଦାଗିରି; ଗିରଫ ହେଲେ ବିଜେଡି ନେତା ଶମ୍ଭୁ ମହାନ୍ତି

ଝାରସୁଗୁଡ଼ା:  ମହଙ୍ଗା ପଡିଲା ପୁଲିସ୍‌ ଉପରେ ଦାଦାଗିରି । କର୍ତ୍ତବ୍ୟରତ ପୁଲିସ୍‌କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଝାରସୁଗୁଡା ବିଜେଡି ଉପସଭାପତି ଶମ୍ଭୁ ମହାନ୍ତି ଗିରଫ ହୋଇଛନ୍ତି।ସୂଚନା ଅନୁଯାୟୀ, ଗତକାଲି…
Read More...

କ୍ଷମତାଶାଳୀ ବ୍ୟକ୍ତି ତାଲିକାରେ ରହିବା ପରେ ଧର୍ମେନ୍ଦ୍ରଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ୱାଗତ

ଭୁବନେଶ୍ୱର:ଇଣ୍ଡିଆନ୍ ଏକ୍ସପ୍ରେସର ସର୍ଭେ ଅନୁସାରେ ଦେଶର ସବୁଠାରୁ କ୍ଷମତାଶାଳୀ ୧୦୦ଜଣ  ବ୍ୟକ୍ତି ତାଲିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୪ ତମ ସ୍ଥାନରେ ରହିଛନ୍ତି । ଯାହାକୁ ନେଇ ରାଜ୍ୟ ବିଜେପି ତରଫରୁ ଆଜି…
Read More...

ଗାନ୍ଧୀ ଜୟନ୍ତୀ ଅବସରରେ ବିଧାନସଭା ପରିସରରେ ରାଜ୍ୟ ସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମଜୟନ୍ତୀ ଅବସରରେ ବିଧାନସଭା ପରିସରରେ ରାଜ୍ୟ ସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି | ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେସି ଲାଲଙ୍କ ସହ ମୁଖ୍ୟମନ୍ତ୍ରୀ…
Read More...

ରାଜ୍ୟ କଂଗ୍ରେସ ପକ୍ଷରୁ ଗାନ୍ଧି ଜୟନ୍ତୀ ଅବସରରେ ପଦଯାତ୍ରା

ଭୁବନେଶ୍ୱର:ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟ କଂଗ୍ରେସ ପକ୍ଷରୁ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଛି । ଭୁବନେଶ୍ୱର ଗାନ୍ଧି ପାର୍କରୁ କଂଗ୍ରେସ ଭବନ ଯାଏଁ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଛି ।ଆଜି ପବିତ୍ର ଗାନ୍ଧି…
Read More...