Browsing Category

Odisha

ଆଜି ଠାରୁ ‘ମୋ ସରକାର’ଯୋଜନା

ଭୁବନେଶ୍ବର: ଆଜି ଠାରୁ ଲାଗୁ ହେବ 'ମୋ ସରକାର' ଯୋଜନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦନଗର ଥାନା ଓ କ୍ୟାପିଟାଲ ହସ୍ପିଟାଲରୁ ଏହାର ଶୁଭାରମ୍ଭ କରିବେ । ଡାକ୍ତରଖାନା ଏବଂ ଥାନାରୁ ସମସ୍ତ ଅଭିଯୋଗକାରୀଙ୍କ…
Read More...

ଆଜିଠାରୁ ପ୍ଲାଷ୍ଟିକ୍ ନିଷିଦ୍ଧ

ଭୁବନେଶ୍ୱର: ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ରାଜ୍ୟର ସବୁ ସହରାଞ୍ଚଳରେ ‘ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍’ ନିଷିଦ୍ଧ କରାଯିବ। ଗତକାଲି ଏ ନେଇ ଜଙ୍ଗଲ ଓ ପରିବେଶ ବିଭାଗ ବିଜ୍ଞପ୍ତି ଜାରି କଲା ପରେ ଆବଶ୍ୟକ ପଦକ୍ଷେପ…
Read More...

ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଚାନକ ଗସ୍ତ ପରେ ଖୋରଧା ବିଡିଓଙ୍କୁ କୈଫତ ତଲବ

ଭୁବନେଶ୍ୱର: ସୋମବାର ଅଭିଯୋଗ ଶୁଣାଣି ଦିନ ଥିବାରୁ ଗାଁ ଗହଳରୁ ଲୋକେ ଆସିଥିଲେ ବିଡିଓଙ୍କୁ ନିଜର ଦୁଃଖ ଜଣାଇବାକୁ ହେଲେ ବିଡିଓ ଆସିଲେନି କି ଆବଶ୍ୟକ ସଂଖ୍ୟକ କର୍ମଚାରୀ ବି ଉପସ୍ଥିତ ରହିଲେନି, କିନ୍ତୁ ପହଞ୍ଚିଗଲେ ମନ୍ତ୍ରୀ…
Read More...

ଦାରିଙ୍ଗିବାଡ଼ି ବ୍ଲକ ଅଧ୍ୟକ୍ଷା ଶୁଭେନ୍ତ୍ରୀ ପ୍ରଧାନଙ୍କ ସଭ୍ୟ ପଦ ରଦ୍ଦ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ ଅଧ୍ୟକ୍ଷା ଶୁଭେନ୍ତ୍ରୀ ପ୍ରଧାନଙ୍କ ସଭ୍ୟ ପଦ ରଦ୍ଦ ହୋଇଛି। ଶୁଭେନ୍ତ୍ରୀଙ୍କର ୨ରୁ ଅଧିକ ସନ୍ତାନ ଥିବା ଅଭିଯୋଗରେ ସମିତି ସଭ୍ୟା ସହ ଅଧ୍ୟକ୍ଷା ପଦ ବି ରଦ୍ଦ ହୋଇଛି। ଏକ…
Read More...

୩ରେ ଓଡ଼ିଶା ଆସିବେ ଏନଆଇଏ ଡିଜି

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୩ରେ ଓଡ଼ିଶା ଆସୁଛନ୍ତି ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି ଡିଜି ଯୋଗେଶ ଚନ୍ଦ୍ର ମୋଦୀ । ଆତଙ୍କବାଦୀ ଆକ୍ରମଣ ମାମଲାରେ ତଦନ୍ତ ସମ୍ପର୍କରେ ପୋଲିସକୁ ପ୍ରଶିକ୍ଷଣ ଦିଆଯିବା କାର୍ଯ୍ୟକ୍ରମ…
Read More...

ଆସନ୍ତାକାଲି “ମୋ ସରକାର” ଯୋଜନାର ଶୁଭାରମ୍ଭ କରିବେ ନବୀନ

ଭୁବନେଶ୍ୱର:ଆସନ୍ତାକାଲି ଅର୍ଥାତ ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ଲାଗୁ ହେବ “ମୋ ସରକାର” ଯୋଜନା । “ମୋ ସରକାର” ଯୋଜନାକୁ ସଫଳତାର ସହ ଲାଗୁ କରିବା ନେଇ ତତ୍ପର ରାଜ୍ୟ ସରକାର । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Read More...

ପ୍ରାଥମିକ ଶିକ୍ଷା: ସପ୍ତମରେ ଓଡିଶା,କେରଳ ପ୍ରଥମ

ଭୁବନେଶ୍ବର: ଦେଶରେ ପ୍ରାଥମିକ ଶିକ୍ଷାର ସ୍ଥିତି ଏବଂ ମାନକୁ ନେଇ ନୀତି ଆୟୋଗ ପକ୍ଷରୁ ପ୍ରଥମ ଥର ଲାଗି ନୀତି ଆୟୋଗଙ୍କ ପକ୍ଷରୁ ପ୍ରକାଶ ପାଇଛି ବିଦ୍ୟାଳୟ ଶିକ୍ଷା ଗୁଣବତ୍ତା ସୂଚକାଙ୍କ । ବର୍ଷ ୨୦୧୫-୧୬କୁ ଆଧାର ବର୍ଷ ଓ…
Read More...

କେନ୍ଦ୍ରାପଡା ସା˚ସଦ ଅନୁଭବ ମହାନ୍ତିଙ୍କ ପଡ଼ୋଶୀ ମନଜିତ ଦାସଙ୍କ ନାଆଁରେ ମାମଲା ରୁଜ୍ଜୁ

କଟକ : କେନ୍ଦ୍ରାପଡା ସା˚ସଦ ଅନୁଭବ ମହାନ୍ତିଙ୍କ ପଡ଼ୋଶୀ ମନଜିତ ଦାସଙ୍କ ନାଆଁରେ କଟକର ପୁରୀଘାଟ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ ସା˚ସଦ ଅନୁଭବ ମହାନ୍ତିଙ୍କ ପିଏସଓ ଗତକାଲି…
Read More...

ହାଇକୋର୍ଟରେ ଦୁର୍ଗାପୂଜା ଅବକାଶ : ଅକ୍ଟୋ‌ବର ୪ ଓ ୧୧ରେ ଅବକାଶକାଳୀନ ଅଦାଲତ

କଟକ : ଓଡିଶା ହାଇକୋର୍ଟରେ ଦୁର୍ଗାପୂଜା ଅବକାଶ ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଛୁଟି ହୋଇଥିବାବେଳେ ୩ ତାରିଖରୁ ଦୁର୍ଗାପୂଜା ଛୁଟି ଆରମ୍ଭ ହେବ। ଅକ୍ଟୋବର ୧୪ରେ କୋର୍ଟ ଖୋଲିବ। ଅବକାଶ ସମୟରେ…
Read More...

ଆଜିଠୁ କଂଗ୍ରେସ ପ୍ରେରକମାନଙ୍କୁ ତାଲିମ କାର୍ଯ୍ୟକ୍ରମ

ଭୁବନେଶ୍ବର : ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପାଇଁ ମଙ୍ଗଳବାରଠୁ କଂଗ୍ରେସ ଆରମ୍ଭ କରିବ ଅଭିଯାନ। ଏଥିପାଇଁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ…
Read More...

ଆସନ୍ତାକାଲିଠୁ ରାଜ୍ୟରେ ପ୍ଲାଷ୍ଟିକ ବ୍ୟାନ୍‌

ଭୁବନେଶ୍ୱର: ଆସନ୍ତାକାଲି ଗାନ୍ଧି ଜୟନ୍ତୀଠାରୁ ରାଜ୍ୟରେ ବ୍ୟାନ୍‌ ହେବ ପ୍ଲାଷ୍ଟିକ। ବିଶେଷ କରି ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ଉପରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି। ୫୦ ମାଇକ୍ରନ୍‌ରୁ କମ୍ ମୋଟେଇର ପଲିଥିନ୍‌…
Read More...

ଆଜିଠୁ ୧୦ଟାରୁ ୪ଟା ଯାଏଁ ଖୋଲା ରହିବ ବ୍ୟାଙ୍କ

ଭୁବନେଶ୍ୱର:ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏକ ଭଲ ଖବର । ବ୍ୟାଙ୍କ କାର୍ଯ୍ୟ ସମୟରେ ପରିବର୍ତ୍ତନ ହୋଇଛି । ଏଣିକି ଗ୍ରାହକଙ୍କ ପାଇଁ ବ୍ୟାଙ୍କ କାର୍ଯ୍ୟ ଅବଧି ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ରହିବାକୁ ନିଷ୍ପତି ହୋଇଛି ।…
Read More...

ଶ୍ରମିକଙ୍କ ମୂଳ ଆକାଂକ୍ଷା ପୂରଣ ବିନା ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ଅସମ୍ଭବ: ଧର୍ମେନ୍ଦ୍ର ପ୍ରଧାନ

ରାଉରକେଲା:ଶ୍ରମିିିିିିିିିିିକ ତଥା କର୍ମଚାରୀମାନେ ରାଉରକେଲାରେ ଇସ୍ପାତ୍ ଶିଳ୍ପର ମେରୁଦଣ୍ଡ । ସେହିପରି ଯେଉଁ ପର୍ଯ୍ୟନ୍ତ ଶ୍ରମିକ ମାନଙ୍କର ମୂଳ ଅପେକ୍ଷା କିମ୍ବା ଆକାଂକ୍ଷାକୁ ପୂରଣ କରାଯାଇନାହିଁ ସେ ପର୍ଯ୍ୟନ୍ତ ଶିଳ୍ପ…
Read More...

ଯୁବପିଢିଙ୍କ ବିନା ସହଯୋଗରେ ନୂଆ ଭାରତ କଳ୍ପନା ଅସମ୍ଭବ: ଧର୍ମେନ୍ଦ୍ର ପ୍ରଧାନ

ସୁନ୍ଦରଗଡ: ୨୦୩୦ ସୁଦ୍ଧା ଭାରତକୁ ବିଶ୍ୱର ୧ ନମ୍ବର ଦେଶ ବନାଇବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏ ଦିଗରେ ଯୁବକମାନଙ୍କୁ କାମ କରିବାର ଆବଶ୍ୟକତା ରହିଛି ବୋଲି ସୋମବାର ସୁନ୍ଦରଗଡ ଠାରେ ଭାରତ ସ୍କାଉଟ ଏବଂ ଗାଇଡ୍ସ…
Read More...