Browsing Category

Odisha

ବେଦିକ ଇଣ୍ଟରନ୍ୟାସନାଲ ସ୍କୁଲରେ ଛାତ୍ରଙ୍କୁ ମାଡ଼ମରା ଘଟଣା: ୩ଜଣଙ୍କୁ ଧରିଲା ପୁଲିସ୍‌

ସମ୍ବଲପୁର: ବେଦିକ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ରଙ୍କୁ ମାଡ଼ମରା ଘଟଣାରେ ୩ ଜଣ ନାବାଳକ ଅଭିଯୁକ୍ତଙ୍କୁ ଗତକାଲି ପୁଲିସ୍‌ ଧରି ଜୁଭେନାଇଲ କୋର୍ଟରେ ହାଜର କରିଥିଲା। ଏହାପରେ ସେମାନଙ୍କୁ ସର୍ତ୍ତମୂଳକ ଭାବେ ଛଡ଼ାଯାଇଛି। ଏହି…
Read More...

ଗୁଗଲ୍‌ ଆପ୍‌ରେ ସ୍ଥାନ ପାଇବ ‘ଓଡ଼ିଆ’ ଭାଷା

ଭୁବନେଶ୍ୱର:ଓଡ଼ିଆମାନଙ୍କ ପାଇଁ ବଡ଼ ଘୋଷଣା କରିଛି ଗୁଗଲ୍‌ । ଏବେ ଗୁଗଲ୍‌ର ଲୋକପ୍ରିୟ ନ୍ୟୁଜ୍‌ ଫିଡ୍‌ ଆପ୍ଲିକେସନ୍‌ ‘ଗୁଗଲ୍‌ ଡିସ୍କଭର୍‌’ରେ ଓଡ଼ିଆ ଭାଷା ସ୍ଥାନ ପାଇବ । ଓଡ଼ିଆ ସହିତ ଉର୍ଦ୍ଦୁ ଏବଂ ପଞ୍ଜାବୀ ମଧ୍ୟ…
Read More...

ବୁର୍ଲା ମେଡ଼ିକାଲରେ ଅଗ୍ନିକାଣ୍ଡ

ସମ୍ବଲପୁର: ସର୍ଟ ସର୍କିଟ୍‌ରୁ ବୁର୍ଲା ବଡ଼ ଡାକ୍ତରଖାନାରେ ଆଜି ଅଗ୍ନିକାଣ୍ଡ ଘଟିଛି। ହସ୍ପିଟାଲର ଡାଇଲେସିସ୍ ରୁମ୍‌କୁ ଲାଗିଥିବା ବ୍ୟାଟେରୀ ରୁମ୍‌ରେ ପ୍ରଥମେ ଏହି ନିଆଁ ଲାଗିଥିଲା। ଫଳରେ ସବୁ ବ୍ୟାଟେରୀ ଜଳିଯିବା ସହ…
Read More...

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଭୁବନେଶ୍ୱରରେ ଏକ ନୂଆ କିର୍ତୀ ସ୍ଥାପିତ ହେବ – ଧର୍ମେନ୍ଦ୍ର…

-ମୋଦିଙ୍କ ନୂଆ ଭାରତରେ ନୂଆ ଓଡିଶା ଓ ନୂଆ ଭୁବନେଶ୍ୱର ଜରୁରୀ -ରେଳ ଷ୍ଟେସନର ଉନ୍ନତିକରଣ ରାଜ୍ୟର ନାଗରିକ ଓ ପର୍ଯ୍ୟଟକମାନଙ୍କୁ ସୁବିଧା ଯୋଗାଇବ -ପୁରୀ, କୋଣାର୍କ, ଲିଙ୍ଗରାଜ ମନ୍ଦିର ଭଳି ସଂସ୍କୃତି ସମ୍ପନ୍ନ ରାଜ୍ୟରେ…
Read More...

ଜାମିନ ଆବେଦନ ଖାରଜ, ଜେଲ୍ ଗଲେ ଆଶୀର୍ବାଦ ବେହେରା

ଭୁବନେଶ୍ଵର:ଅର୍ଥ ତତ୍ଵ ଚିଟଫଣ୍ଡ ମାମଲାରେ ଗିରଫ ହୋଇଥିବା ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଜାମିନ ଆବେଦନ ଖାରଜ ହୋଇଛି। ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନ ଦେବାକୁ…
Read More...

ଭାରତକୁ ୫ ଟ୍ରିଲିୟନ ଅର୍ଥନୀତିରେ ପହଁଚାଇବା ପାଇଁ ସମସ୍ତଙ୍କ ଯୋଗଦାନ ଆବଶ୍ୟକ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତକୁ ୫ ଟ୍ରିଲିୟନ ଅର୍ଥନୀତିରେ ପହଁଚାଇବା ପାଇଁ ସମସ୍ତେ ମିଳିମିଶି କାମ କରିବାର ଆବଶ୍ୟକତା ରହିଛି ବୋଲି ଗୁରୁବାର ନୂଆଦିଲ୍ଲୀ ଠାରେ ଆୟୋଜିତ ତୃତୀୟ ଅନ୍ତର୍ଜାତୀୟ ଜିଙ୍କ୍ ଗାଲଭାନାଇଜିଂ…
Read More...

ନର୍ସ ନିହାରିକା ପାତ୍ର ହତ୍ୟା ଘଟଣା : ମୃତକଙ୍କ ପରିବାରକୁ ଭେଟିଲା ବିଜେପି ମହିଳା ପ୍ରତିନିଧି ଦଳ

ଭୁବନେଶ୍ୱର:କଟକ ବାଲିପାଟଣା ବ୍ଲକ ଭିଙ୍ଗାରପୁର ଗାଁର ନିହାରିକା ପାତ୍ରଙ୍କୁ ହତ୍ୟା କରାଯାଇ ବସ୍ତାରେ ବାନ୍ଧି ବିଲୁଆଖାଇ ନଦୀ ପଠାରେ ପକାଇବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ଘଟଣା ।  ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥିତ ଓ …
Read More...

କୋର୍ଟ ଗଲେ ଆର୍ଶୀବାଦ ବେହେରା

ଭୁବନେଶ୍ୱର:  ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ସିବିଆଇ ଆଜି ସକାଳେ ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କୁ ଗିରଫ କରିଛି । ତାଙ୍କୁ ପ୍ରଥମେ ସିବିଆଇ ମୁଖ୍ୟାଳୟକୁ ନିଆଯାଇଥିବା ବେଳେ ସେଠାରୁ କୋର୍ଟରେ ହାଜର…
Read More...

ନାବାଳିକା ଦୁଷ୍କର୍ମ ମାମଲା:ଅଭିଯୁକ୍ତ ମୁସ୍ତାକକୁ ଫାଶୀ ଦଣ୍ଡ

କଟକ:କଟକ ଜିଲ୍ଲା ସାଲେପୁର ବହୁଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ମହମ୍ମଦ ମୁସ୍ତାକକୁ ଫାଶୀ ଦଣ୍ଡାଦେଶ ହୋଇଛି। କଟକ ସ୍ପେଶାଲ ପୋକ୍ସୋ କୋର୍ଟ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।…
Read More...

ଶ୍ରୀମନ୍ଦିରରେ ପୁଣି ନୀତି ବିଳମ୍ବ

ପୁରୀ:ପୁଣି ଥରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ବିଳମ୍ବ ହୋଇଛି । ସେବାୟତଙ୍କ ଆନ୍ଦୋଳନ ଯୋଗୁଁ ୨ ଘଣ୍ଟା ନୀତି ବିଳମ୍ବ । ଫଳରେ ଆଜି ଶ୍ରୀଜୀଉଙ୍କ ନିକଟରେ ବଲ୍ଲଭ ଭୋଗ ଲାଗି ହୋଇ ପାରି ନାହିଁ ।ଆଜି…
Read More...

ଆଶୀର୍ବାଦ ବେହେରାଙ୍କୁ ନେଇ ପ୍ରତିକ୍ରିୟା ରଖିଲେ ପୁଅ ସଞ୍ଜୟ

କଟକ(: ଅର୍ଥତତ୍ୱ ଚିଟ୍‌ଫଣ୍ଡ ମାମଲାରେ ଗିରଫ ହୋଇଥିବା ଆଶୀର୍ବାଦ ବେହେରାଙ୍କୁ ନେଇ ତାଙ୍କ ପୁଅ ସଞ୍ଜୟ ବେହେରା ପ୍ରତିକ୍ରିୟା ରଖିଛନ୍ତି। ସଞ୍ଜୟ କହିଛନ୍ତି.“ ଘଟଣାଟି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌କୁ  ଆଧାର କରି ଘଟିଛି।…
Read More...

ମୃତ ମହିଳାଙ୍କୁ ବଞ୍ଚାଇବାକୁ ଡାକ୍ତରଖାନାରେ ଝଡ଼ାଫୁଙ୍କା

ଉଦଳା : ପୁଣି ସାମ୍ନାକୁ ଆସିଲା ଡାକ୍ତରଖାନାରେ ଝଡ଼ାଫୁଙ୍କା ଘଟଣାର ଚିତ୍ର । ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ପରେ ପରିବାର ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗୁଣିଆର ସହାୟତା ନେଇଥିବା ଦେଖିବାକୁ…
Read More...

ରେଭେନ୍ସା ର‍୍ୟାଗିଂ ଘଟଣା : ୬ ଛାତ୍ରଙ୍କୁ ହଷ୍ଟେଲରୁ ବହିଷ୍କାର

କଟକ : ରେଭେନ୍ସା ଇଷ୍ଟ ହଷ୍ଟେଲର ଜଣେ ଅନ୍ତେବାସୀଙ୍କୁ ସେହି ହଷ୍ଟେଲର ୬ ଜଣ ଛାତ୍ର ର‍୍ୟାଗିଂ କରିବା ଅଭିଯୋଗରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। ୬ ଜଣ ଛାତ୍ରଙ୍କୁ ହଷ୍ଟେଲରୁ…
Read More...

ଅଚାନକ ବାଣୀବିହାର ପରିଦର୍ଶନରେ ଉଚ୍ଚ ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟର ଭିତ୍ତିଭୂମିଜନିତ ଅସୁବିଧା ଏବଂ ହଷ୍ଟେଲ୍‌ ସମସ୍ୟାର ସତ୍ୟାସତ୍ୟ ତଦାରଖ କରିବାକୁ ଗୁରୁବାର ସକାଳ ପ୍ରାୟ ୮ଟା ବେଳେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ବାଣୀବିହାର ପରିଦର୍ଶରେ ଆସିଛନ୍ତି। ଦୁଇ…
Read More...