Browsing Category

Odisha

ନର୍ସ ନିହାରିକା ହତ୍ୟା ମାମଲା: ବାପା ମା’ଙ୍କର ହେବ ଡିଏନ୍‌ଏ ଟେଷ୍ଟ

ଜଗତସିଂହପୁର: ନର୍ସ ନିହାରିକା ପାତ୍ରଙ୍କ ମୃତ୍ୟୁର ୧୦ ଦିନ ପରେ ବି ଅପରାଧୀଙ୍କ ପତ୍ତା ପାଉନି ପୁଲିସ୍‌। ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କରି ତଦନ୍ତ ଚାଲିଛି । ଡିଏନ୍ଏ ଟେଷ୍ଟ ପାଇଁ ଆଜି ନିହାରିକାଙ୍କ ବାପା,…
Read More...

ସବୁ ବର୍ଗର ପିଲାଙ୍କୁ ସ୍କୁଲରେ ମିଳିବ ଜୋତା ଓ ଡ୍ରେସ୍

ଭୁବନେଶ୍ୱର:ଏଣିକି କେବଳ ଗରିବ ପରିବାରର ନୁହେଁ, ସବୁ ବର୍ଗର ପିଲାଙ୍କୁ ସ୍କୁଲରେ ମିଳିବ ଜୋତା ଓ ଡ୍ରେସ୍।  ସବୁ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପୋଷାକ ସହ ଜୋତା ପ୍ରଦାନ କରାଯିବାକୁ ସରକାର ନିଷ୍ପତ୍ତି ନେଇଥିବା ନେଇ…
Read More...

ଗିରଫ ହେଲେ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା

କଟକ:ଗିରଫ ହେଲେ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା। ଆଜି ତାଙ୍କୁ ସିବିଆଇ ଗିରଫ କରିଛି। ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଏଥିସହ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ  ମଧ୍ୟ ସିବିଆଇ…
Read More...

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ହେଲେ ସୁବାସ ଚୌହ୍ଵାନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ନେତା ସୁବାସ ଚୌହ୍ଵାନଙ୍କୁ ପଶ୍ଚିମ ଓଡ଼ିଶାର ବିକାଶ ପରିଷଦର ଅଧ୍ୟକ୍ଷ ରୂପେ ନିଯୁକ୍ତି ଦେଇଛନ୍ତି।ଶ୍ରୀ ଚୌହ୍ଵାନ ନିକଟରେ ଅନୁଷ୍ଠିତ ବିଧାନସଭା ଓ ସଂସଦ…
Read More...

୨୦୨୨ ସୁଦ୍ଧା ଚାଷୀଙ୍କ ଆୟକୁ ଦୁଇଗୁଣା କରିବା ଦିଗରେ ଐତିହାସିକ ପଦକ୍ଷେପ: ଧର୍ମେନ୍ଦ୍ର ପ୍ରଧାନ

-କୃଷି ବର୍ଜ୍ୟ ଓ ଜୈବିକ ଆବର୍ଜନାକୁ ବ୍ୟବହାର କରି ପ୍ରତିଦିନ ୧୦୦ କିଲୋ ଲିଟର ଇଥାନଲ ଉତ୍ପାଦନ ହେବ -କୃଷକଙ୍କ ଉତ୍ପାଦନ ବଢିବା ସହ ଯୁବକଙ୍କୁ ରୋଜଗାର ଦେବଗୋରଖପୁର/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…
Read More...

ଅଯୋଗ୍ୟ ହିତାଧିକାରୀଙ୍କ ପାଖକୁ ଯାଇଥିବା କାଳିଆ ଯୋଜନା ଟଙ୍କା ଫେରସ୍ତ ଅଣାଯିବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଗତକାଲିଠାରୁ କାଳିଆ ଯୋଜନାକୁ ନେଇ ଜାରି ରହିଛି ଚର୍ଚ୍ଚା ଆଲୋଚନା। ପ୍ରାୟ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ କାଳିଆ ଟଙ୍କା ଉଠାଇ ନେଇଛନ୍ତି ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ  ମନ୍ତବ୍ୟ ଦେବ‌ା ପରେ ବୁଧବାର…
Read More...

ଏଣିକି ସକାଳ ୯.୩୦ରୁ ଅପରାହ୍ଣ ୪.୩୦ ପର‌୍ୟ୍ୟନ୍ତ ଖୋଲାରହିବ ସ୍କୁଲ

ଭୁବନେଶ୍ବର: ରାଜ୍ୟର ଶିକ୍ଷା ବ୍ୟବସ୍ଥା ବଦଳାଇବା ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର । ଏଥିପାଇଁ ଗୋଟିଏ ପରେ ଗୋଟିଏ ନିୟମର ହେଉଛି ପରବର୍ତ୍ତନ। ଆଜି ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛି ଗଣଶିକ୍ଷା ବିଭାଗ । ବଦଳିଛି…
Read More...

ଆସନ୍ତା ୨୧ରେ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ

ଭୁବନେଶ୍ୱର: ଆସନ୍ତା ୨୧ ତାରିଖ ଦିନ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ । ଶ୍ରୀ ଶେଖାୱତ ଓଡିଶା ଗସ୍ତରେ ଆସି ଭୁବନେଶ୍ୱର ହୋଟେଲ ନିୟୁ ମ୍ୟାରିଅନଠାରେ ସକାଳ ୧୦.୩୦ରେ ଏକ…
Read More...

ବ୍ରାଉନସୁଗାର ମାଫିଆ ରାଜାର ବାସଭବନରେ ଚଢାଉ

ବାଲେଶ୍ୱର:ଭୁବନେଶ୍ୱରରୁ ବ୍ରାଉନ ସୁଗାର ମାଫିଆ ରାଜାକୁ ଗିରଫ କରିବା ପରେ ପୋଲିସ ତାହା ବିଷୟରେ ଅଧିକ ଖୋଲତାଡ ଆରମ୍ଭ କରିଛି । ରାଜାର ବାଲେଶ୍ୱର ଘରେ ପୋଲିସ ଚଢାଉ କରିଛି । ଚଢାଉ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର…
Read More...

ଆକ୍ସନ ମୁଡରେ ଗଣଶିକ୍ଷାମନ୍ତ୍ରୀ: ଅନୁପସ୍ଥିତ ଶିକ୍ଷକଙ୍କ ଗୋଟିଏ ଦିନର ଦରମା ବନ୍ଦ

ଭୁବନେଶ୍ଵର :ପଦାରେ ପଡିଛି ସରକାରୀ ବିଦ୍ୟାଳୟର ବାସ୍ତବ ଚିତ୍ର। ଆକ୍ସନ ମୁଡରେ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ। ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ରାଜଧାନୀ ଭୁବନେଶ୍ଵର ଉପକଣ୍ଠ ୬ଟି ସ୍କୁଲ ଅଚାନକ ପରିଦର୍ଶନରେ ଯାଇଥିଲେ।…
Read More...

ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବାଳୁକାଶିଳ୍ପୀ ସୁଦର୍ଶନଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ

ଭୁବନେଶ୍ୱର: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୬୯ ତମ ଜନ୍ମଦିନ ଥିଲା | ତେବେ ମୋଦୀଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛାର ସୁଅ ଛୁଟିଥିଲା | ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋଦୀଙ୍କୁ ଜନ୍ମଦିନରେ…
Read More...

ନର୍ସ ନିହାରିକା ହତ୍ୟା ଘଟଣା: ବୟଫ୍ରେଣ୍ଡ ସମେତ ୬ ଅଟକ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବିଲୁଆଖାଇ ନଦୀପଠାରୁ ଗତକାଲି ନର୍ସ ନିହାରିକା ପାତ୍ରଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୁଲିସ୍‌କୁ ମିଳିଛି ନୂଆ ସୁରାକ। ହତ୍ୟା ପଛରେ ବୟଫ୍ରେଣ୍ଡ କିଶୋର ଚନ୍ଦ୍ର ଅଞ୍ଚଳ ଓରଫ ରାଜାର ହାତ…
Read More...

ମୋଦିଙ୍କ ଜନ୍ମଦିନ ଏଭଳି ପାଳିଲା ରାଜ୍ୟ ବିଜେପି

ଭୁବନେଶ୍ୱର: ରାଜ୍ୟ ବିଜେପି ପକ୍ଷରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ତମ ଜନ୍ମଦିନ ପାଳନ କରାଯାଇଛି। ଏହି ଅବସରରେ ରାଜ୍ୟ ବିଜେପି ନେତାମାନେ ଭୁବନେଶ୍ୱରର ସତ୍ୟନଗରସ୍ଥିତ ଉକ୍ରଳ ଦୃଷ୍ଟିହୀନ ସଂଘଠାରେ…
Read More...

ସୁନ୍ଦରଗଡରେ ଥମୁନି ଡେଙ୍ଗୁ ଆତଙ୍କ; ୫୨ରେ ପହଚିଂଲା

ସୁନ୍ଦରଗଡ:ସୁନ୍ଦରଗଡ଼ ଜିଲ୍ଲାରେ ଧିରେ ଧିରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜିଲ୍ଲାରେ ଏବେ ୫୨  ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୦ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…
Read More...