Browsing Category

Odisha

ଆଧାର ନାହିଁ ତ ଚାଷୀଙ୍କୁ ଋଣ ନାହିଁ

ଭୁବନେଶ୍ବର : ଆଧାର ନମ୍ବରକୁ କଡ଼ାକଡ଼ି କରିବାକୁ ଯାଇ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି େନଇଛନ୍ତି। ଯଦି ଆଧାର ନମ୍ବର ନାହିଁ, ତେବେ ଚାଷୀଙ୍କୁ ଆଉ ଫସଲ ଋଣ ମିଳିବ ନାହିଁ। ସମବାୟ ବ୍ୟାଙ୍କ ସହିତ ଅନ୍ୟ ସମସ୍ତ…
Read More...

ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ରେ କ୍ୟାଟେରିଙ୍ଗ ସେବା ଏବେ ଇଚ୍ଛାଧୀନ

ଭୁବନେଶ୍ୱର: ରାଜଧାନୀ ଏକ୍ସପ୍ରେସ ରେ ଯାତ୍ରା ସମୟରେ ଏବେ କ୍ୟାଟେରିଙ୍ଗ ସେବା କୁ ଇଚ୍ଛାଧୀନ ଭାବେ ରେଳବାଇ ପକ୍ଷରୁ ଅନୁଶୀଳନ କରାଯାଉଅଛି ଓ ସେପ୍ଟେମ୍ବର ମାସ ପହିଲା ଠାରୁ ଏହି ଟ୍ରେନ ରେ ଯାତ୍ରା କରିବା ପାଇଁ କ୍ରୟ…
Read More...

ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ରାନୁ ମଣ୍ଡଳ

ଭୁବନେଶ୍ବର: ସୋସିଆଲ ମିଡିଆ ଓ ବଲିଉଡରେ ସନସନି ମଚାଇଥିବା ରାନୁ ମଣ୍ଡଳ ପୁରୀରେ । ବଲିଉଡରେ ପ୍ଲେବ୍ୟାକ ସିଙ୍ଗର ଭାବେ କାମ କରିବାର ସୁଯୋଗ ପାଇବା ପରେ ସେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଦେବାକୁ ପୁରୀ ଆସିଛନ୍ତି ।…
Read More...

ଆଇଏଏସ ସ୍ତରରେ ଅଦଳ ବଦଳ : ପ୍ରଦୀପ ଜେନା ଆରଡି ସଚିବ, ଏସଆରସି ଓ ଓସଡମା ଦାୟୀତ୍ୱ ବି ସମ୍ଭାଳିବେ

ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀଙ୍କୁ ଶକ୍ତି ବିଭାଗର ସଚିବ ଦାୟୀତ୍ୱ । ଓଏଚପିସି ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ ସ୍ତରରେ କେତେକ…
Read More...

ଆଜି ତିନି ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଆଭ୍ୟନ୍ତରୀଣ ଓଡ଼ିଶାରେ ରହିଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ଆଜି ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। କିନ୍ତୁ ମାଲକାନଗିରି, କୋରାପୁଟ ଓ ଗଜପତି…
Read More...

ଏମାର ମଠ : ଗୁପ୍ତ କୋଠରୀ ନଭାଙ୍ଗିବାକୁ ଜିଦରେ ଅଟଳ ମହନ୍ତ

ପୁରୀ:ରାଜ୍ୟର ସବୁଠାରୁ ପୁରୁଣା ଏମାର ମଠର ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ଏହି ମଠ ପ୍ରାୟ ୬୦୦ ବର୍ଷ ପୁରୁଣା । ଏହାର ଜଗନ୍ନାଥ ସଂସ୍କୃତି ସହ ଅନେକ ସମ୍ପର୍କ ରହିଛି । ପ୍ରଥମେ ମଠ ପରିସରରେ ଥିବା ଗୁହାଳ ଭଙ୍ଗାଯିବା…
Read More...

ସୂଚନା କମିଶନର ଭାବେ ଶପଥ ନେଲେ ବାଳକୃଷ୍ଣ ମହାପାତ୍ର

ଭୁବନେଶ୍ୱର: ରାଜ୍ୟର ନୂଆ ସୂଚନା କମିଶନର ଭାବେ ବାଳକୃଷ୍ଣ ମହାପାତ୍ର ଆଜି ଶପଥ ନେଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ଶପଥ ପାଠ କରାଇଛନ୍ତି । ରାଜ୍ୟରେ ଶାସନ କ୍ଷମତାକୁ ଗୁରୁତ୍ୱ ନେଇ…
Read More...

ଅର୍ଥତତ୍ୱ ଚିଟଫଣ୍ଡର ଚାର୍ଜସିଟ ଦାଖଲ, ଆଶୀର୍ବାଦ ଓ କମଳକାନ୍ତଙ୍କ ନାମ ସାମିଲ

ଭୁବନେଶ୍ୱର: ଗୁରୁବାର ଅର୍ଥତତ୍ୱ(ଏଟି) ଚିଟଫଣ୍ଡ ମାମଲାରେ ସିବିଆଇ ଦାଖଲ କରିଛି ଚାର୍ଜସିଟ । ଭୁବନେଶ୍ୱର ସ୍ବତନ୍ତ୍ର ସିବିଆଇ କୋର୍ଟରେ ଚାର୍ଜସିଟ ଦାଖଲ ହୋଇଛି । ଏଥିରେ ଆଶୀର୍ବାଦ ବେହେରା ଓ କମଳାକାନ୍ତ ଦାସଙ୍କ ନାମ…
Read More...

ଆରମ୍ଭ ହେଲା ଏମାର ମଠ ଉଚ୍ଛେଦ କାମ

ପୁରୀ : ଗତକାଲି ଅଧାରେ ଅଟକିଥିବା ଏମାର ମଠର ଉଚ୍ଛେଦ କାର୍ଯ୍ୟ ଆଜି ମଧ୍ୟ ଜାରି ରହିଛି। ସିଂହଦ୍ୱାର ସମ୍ମୁଖରେ ଥିବା ରଘୁନନ୍ଦନ ପାଠାଗାରର କିଛି କୋଠରୀକୁ ଆଜି ଭଙ୍ଗାଯାଉଛି । ଏଥି ସହିତ ଖାଦ୍ୟଶସ୍ୟ ମହଜୁଦ ରଖିବା ପାଇଁ…
Read More...

ଭୁବନେଶ୍ୱର ଏସପ୍ଲାନେଡ଼ରେ ଆତଙ୍କବାଦୀ ଆକ୍ରମଣ ପ୍ରତିହତ ମକଡ୍ରିଲ

ଭୁବନେଶ୍ୱର:ବର୍ତ୍ତମାନ ସବୁଠାରୁ ବଡ଼ ସମସ୍ୟା ହେଉଛି ଆତଙ୍କବାଦୀ ଆକ୍ରମଣ । ରାଜଧାନୀ ଭୁବନେଶ୍ୱରରେ ଆତଙ୍କବାଦୀ ଆକ୍ରମଣ ପ୍ରତିହତ କରିବା ପାଇଁ ମକଡ୍ରିଲ ଚାଲିଛି । ଆତଙ୍କୀ ଅନୁପ୍ରବେଶ କରିବା ଫଳରେ କିପରି ତାହାର…
Read More...

ଖଣିମନ୍ତ୍ରୀଙ୍କ ଘୋଷଣା : ନିଲାମ ହେବ ୪୦ ଖଣି

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ୪୦ଟି ଖଣିର ନିଲାମ ଖୁବ୍‌ଶୀଘ୍ର ହେବ। ଏହି ନୂଆ ନିଲାମ ପ୍ରକ୍ରିୟା କିଭଳି ସୁରୁଖୁରୁରେ ହେବ ଏବଂ କଞ୍ଚାମାଲ ପାଇଁ ଯେଭଳି ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ଅସୁବିଧାରେ ନ ପଡ଼ିବେ, ସେଥିପ୍ରତି…
Read More...

ପୋଲିସକୁ ପରଖିବେ ଲୋକେ, ଦକ୍ଷତାକୁ ନେଇ ଫୋନରେ ଦେବେ ମାର୍କ

ଭୁବନେଶ୍ବର : ପୋଲିସର ଦକ୍ଷତା ମାପିବେ ସାଧାରଣ ଲୋକେ । ଥାନାରେ ପୋଲିସର ଅଭିଯୋଗକାରୀଙ୍କୁ ବ୍ୟବହାର କିଭଳି ଓ ତଦନ୍ତରେ ଅଭିଯୋଗକାରୀ କେତେ ସନ୍ତୁଷ୍ଟ ସେନେଇ ପୋଲିସକୁ ମାର୍କ ବି ଦେବେ ଅଭିଯୋଗକାରୀ । ପୋଲିସ ଡିଜି ବି .କେ…
Read More...

ଆଜି ବି ଚାଲିବ ଏମାର ମଠ ଉଚ୍ଛେଦ କାର୍ଯ୍ୟ

ପୁରୀ :  ଗତକାଲି ଅଧାରେ ଅଟକିଥିବା ଏମାର ମଠର ଉଚ୍ଛେଦ କାର୍ଯ୍ୟ ଆଜି ମଧ୍ୟ ଚାଲିବ । ଶ୍ରୀମନ୍ଦିର ସମ୍ମୁଖରେ ଶହ ଶହ ବର୍ଷ ଧରି  ଛିଡ଼ା ହୋଇଥିବା ଏହି ମଠକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ ବେଳେ ନଜରକୁ ଆସିଛି କିଛି…
Read More...