Browsing Category

Odisha

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କଲା ରାଜ୍ୟ ବିଜେପି

ଭୁବନେଶ୍ୱର: ଫନି ବାତ୍ୟା କାରଣରୁ ରାଜ୍ୟର ବ୍ୟାପକ କ୍ଷତି ହୋଇଛି । ଘଂଟା ପ୍ରତି ୨୫୦କିମିରୁ ଉର୍ଦ୍ଧ ପବନର ବେଗ ଏବଂ ପ୍ରବଳ ବର୍ଷା କାରଣରୁ ପୁରୀ ସମେତ ଉପକୂଳବର୍ତୀ ୧୩ଟି ଜିଲ୍ଲାଗୁଡିକରେ ବ୍ୟାପକ କ୍ଷତି ହୋଇଛି ।…
Read More...

ଗଣେଷ ପୂଜା ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ବର: 'ବକ୍ର ତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭଃ । ନିର୍ବିଘ୍ନଂ କୁରୁମେ ଦେବଃ ସର୍ବ କାର୍ଯ୍ୟେ ସୁ ସର୍ବଦା '। ଆଜି ହେଉଛି ପବିତ୍ର ଗଣେଶ ପୂଜା। ହିନ୍ଦୁଙ୍କ ପ୍ରମୁଖ୍ୟ ଦେବତାଙ୍କ ମଧ୍ୟରୁ ସେ ହେଉଛନ୍ତି…
Read More...

ଗଣେଶ ପୂଜା ଉପଲକ୍ଷେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଶୁଭେଚ୍ଛା

ଭୁବନେଶ୍ୱର:ଆଜି ପବିତ୍ର ଗଣେଶ ଚତୁର୍ଥୀ । ଏଥିପାଇଁ ଗାଁ ଠାରୁ ସହର ସବୁଠି ଉତ୍ସବ ମୁଖର ପରିବେଶ। ବିଘ୍ନ ବିନାଶକଙ୍କ ଆରାଧନା ପାଇଁ ସମସ୍ତେ ତତ୍ପର । ଓଡିଶା ସମେତ ସାରା ଦେଶର ପ୍ରତି ଗଳିରେ ଶୋଭାପାଉଛି ଗଣେଶଙ୍କ ଭିନ୍ନ…
Read More...

ସମ୍ବଲପୁରରେ ଏନକାଉଂଟର

ସମ୍ବଲପୁର:ସମ୍ବଲପୁର ପୋଲିସକୁ ଏକ ବଡ ଧରଣର ସଫଳତା ମିଳିଛି । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ମୁସିମ ଅଖତାର ଆହତ ହୋଇଛି ।ସୂଚନାନୁସାରେ, ଆଜି ସମ୍ବଲପୁର ପୋଲିସକୁ ଦୁର୍ଦ୍ଦାନ୍ତ ଅପରାଧୀ ମୁସିମ ଅଖତାର ବା…
Read More...

ବ୍ରହ୍ମପୁରରେ ଆକର୍ଷଣର କେନ୍ଦ୍ର ପାଲଟିଛି ୪ ଇଞ୍ଚିଆ ପେପର ଗଣେଶ

ବ୍ରହ୍ମପୁର:  ଗଜାନନଙ୍କ ଆଗମନକୁ ନେଇ ବେଶ୍‌ ଉତ୍ସବମୁଖର ହୋଇ ଉଠିଛି ସାରା ରାଜ୍ୟ । ତେବେ ଏହି ଅବସରରେ ବ୍ରହ୍ମପୁର ସହରରେ ବାଲୁକା ଶିଳ୍ପୀ ସତ୍ୟନାରାୟଣ ମହାରଣାଙ୍କ କଳାକୃତି ଆକର୍ଷଣୀର କେନ୍ଦ୍ରବିନ୍ଦୁ ପାଲଟିଛି ।…
Read More...

ଆଜିପବିତ୍ର ଗଣେଶ ଚତୁର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ବିଦ୍ୟାଦାତା ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା ପାଇଁ ଶିକ୍ଷାନୁଷ୍ଠାନ, ଯୁବକ ସଂଗଠନ, ବଜାର, ବ୍ୟବସାୟୀ ସଂଗଠନ ଉତ୍ସବ ମୁଖର ହୋଇଉଠିଛି । ଭାଦ୍ରବ ମାସ ଶୁକ୍ଳପକ୍ଷ  ଚତୁର୍ଥୀ ତିଥିରେ ସୋମବାର ସମଗ୍ର…
Read More...

ମୋଦିଙ୍କ ସହ ‘ଚନ୍ଦ୍ରଯାନ-୨’ ଅବତରଣ ଦୃଶ୍ୟ ଦେଖିବେ ଡିଏଭି ଛାତ୍ର

ଝାରସୁଗୁଡା: ସେପ୍ଟେମ୍ବର ୭ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ‘ଚନ୍ଦ୍ରଯାନ-୨’ । ଇସ୍ରୋର ଏହି ଐତିହାସିକ ଦୃଶ୍ୟକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦେଖିବାକୁ ସୁଯୋଗ ପାଇବେ ଝାରସୁଗୁଡାର ଡିଏଭି ଛାତ୍ର । । ୱେବସାଇଟ…
Read More...

ଟ୍ରେନ୍‌ରେ ଦୁଃସାହସିକ ସେଲ୍‌ଫି ମନା

ଭୁବନେଶ୍ବର : ‌ରେଳଧାରଣା ଉପରେ ବା ଟ୍ରେନ୍ ଉପରେ ଚଢ଼ି ଦୁଃସାହସିକ ସେଲ୍‌ଫି ଉଠାଇବା ଏବେ ଯୁବପିଢ଼ିଙ୍କ ନିଶା ପାଲଟିଛି। ଗତ କିଛି ବର୍ଷ ମଧ୍ୟରେ ଏଭଳି ସେଲ୍‌ଫି ଉଠାଇବାକୁ ଯାଇ ବହୁ ଲୋକଙ୍କର ଜୀବନ ଯାଇଛି। ତେଣୁ ଏହା…
Read More...

ଓଡ଼ିଶାରୁ ଜାତୀୟ ଶିକ୍ଷକ ପୁରସ୍କାର ପାଇବେ ପବିତ୍ରମୋହନ ଦାଶ

ନୂଆଦିଲ୍ଲୀ: ବର୍ଷ ୨୦୧୯ ପାଇଁ ଜାତୀୟ ଶିକ୍ଷକ ପୁରସ୍କାର ମନୋନୟନ ତାଲିକା ପ୍ରକାଶ ପାଇଛି। ସମଗ୍ର ଦେଶରୁ ମନୋନୀତ ହୋଇଥିବା ୪୬ ଜଣ ଶିକ୍ଷକଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ପବିତ୍ରମୋହନ ଦାଶ।ଶ୍ରୀଯୁକ୍ତ ଦାଶ କୋରାପୁଟ…
Read More...

ଏସବୁ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ଟି ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ରବିବାର ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ନବରଙ୍ଗପୁର,…
Read More...

ମହାରାଷ୍ଟ୍ର ପୂର୍ବତନ ମନ୍ତ୍ରୀଙ୍କୁ ୭ ବର୍ଷ ଜେଲଦଣ୍ଡ

ମୁମ୍ବାଇ: ମହାରାଷ୍ଟ୍ରର ଧୁଳେ ଜିଲ୍ଲା ଦୌରାଜଜ ଶହ ଶହ କୋଟି ଟଙ୍କାର ‘ଘରକୂଳ’ ଆବାସ ଯୋଜନାରେ ପୂର୍ବତନ ମନ୍ତ୍ରୀ ସୁରେଶ ଜୈନ ଓ ଗୁଲବରାଓ ଦେବକରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅଦାଲତ ଉଭୟ ପୂର୍ବତନ ମନ୍ତ୍ରୀଙ୍କୁ…
Read More...

କାର୍ଯ୍ୟକାରୀ କମିଟିରେ ଦଳର ସଦସ୍ୟଙ୍କୁ ଆହ୍ୱାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରର ଇଡକଲ ଅଡିଟୋରିୟମରେ ଆଜି ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଜାରି ରହିଛି। ଆଜିର ଏହି ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ଦଳର ସମସ୍ତ ସାଂସଦ, ବିଧାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ,…
Read More...

ଆରମ୍ଭ ହେଲା ‘ନ୍ୟୁଜ ପେପର ଅନ ହ୍ଵିଲସ୍‌’

‘ମୋ ବସ’ରେ ଯାତ୍ରା ବେଳେ ମିଳିବ ଖବରକାଗଜ ପଢିବାର ସୁଯୋଗଭୁବନେଶ୍ୱର : ଏଣିକି ‘ମୋ ବସ’ରେ ଯାତ୍ରା ବେଳେ ମିଳିବ ଖବରକାଗଜ ପଢିବାର ସୁଯୋଗ। ଆଜିଠୁ ମୋ ବସରେ ଆରମ୍ଭ ହେଲା ନ୍ୟୁଜ ପେପର ଅନ ହ୍ଵିଲସ୍‌। କ୍ରୁଟ ଏମଡି ଅରୁଣ…
Read More...

ରାଜ୍ୟରେ ଆସିବ ନୂଆ ଟେଲି ମେଡିସିନି ନୀତି : ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପ୍ରକ୍ରିୟା ତ୍ୱରାନ୍ୱିତ

ଭୁବନେଶ୍ୱର: ରାଜ୍ୟ ସରକାର ଖୁବ୍‍ଶୀଘ୍ର ନୂତନ ଟେଲିମେଡିସିନି ନୀତି ଆଣିବାକୁ ଯାଉଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ନିର୍ଦ୍ଦେଶକ୍ରମେ ବିଭାଗ ପକ୍ଷରୁ ରୋଗୀଙ୍କୁ ଚିକିତ୍ସାସେବାକ୍ଷେତ୍ରରେ…
Read More...