Browsing Category

Odisha

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ; ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭା ପରିସରରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ…
Read More...

କନ୍ଧମାଳରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ.ସୁବାସ ସରକାର

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ.ସୁବାସ ସରକାର ଦିନିକିଆ କନ୍ଧମାଳ ଗସ୍ତରେ ଆସିଛନ୍ତି । କେନ୍ଦ୍ରମନ୍ତ୍ରୀ ସରକାର ପଶ୍ଚିମବଙ୍ଗ ରୁ ଟ୍ରେନ ଯୋଗେ ଭୁବନେଶ୍ୱର ଆସି ସେଠାରୁ କାର ଯୋଗେ ସିଧାସଳଖ କନ୍ଧମାଳ ଜିଲା ଗସ୍ତରେ ଆସି ଦିନ…
Read More...

ଡିଏନ ୱିଶଡମ ଟ୍ରି ଗ୍ଲୋବାଲ ସ୍କୁଲ୍ ଉଦଘାଟନ୍ କଲେ ମୁଖ୍ୟମନ୍ତ୍ରୀ

ଡିଏନ ୱିଶଡମ ଟ୍ରି ଗ୍ଲୋବାଲ ସ୍କୁଲ୍ ଉଦଘାଟନ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ଚନ୍ଦକା ସ୍ଥିତ ସୁନ୍ଦରପୁରଠାରେ ସ୍କୁଲର ନୂଆ କ୍ୟାମ୍ପସର ଉଦଘାଟନ ସହ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଛନ୍ତି…
Read More...

ଏଣିକି ୧୦୦% ସିଲାବସ୍‌ରେ ହେବ ପାଠପଢ଼ା

ଏଣିକି ୧୦୦% ସିଲାବସ୍‌ରେ ହେବ ପାଠପଢ଼ା। ମେ' ପହିଲାରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବ। ନୂଆ ଶିକ୍ଷାବର୍ଷରୁ ନବମ ଓ ଦଶମ ଶ୍ରେଣୀ ପାଇଁ ପ୍ରାକ୍ଟିକାଲ ପରୀକ୍ଷା ହେବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା…
Read More...

ଗୋପବନ୍ଧୁଙ୍କ ଜନ୍ମସ୍ଥାନରେ 5T ସଚିବ ଭି.କେ ପାଣ୍ଡିଆନ

ଆଜି ପୁରୀ ଜିଲ୍ଲା ସତ୍ୟବାଦୀ ସ୍ଥିତ ଗୋପବନ୍ଧୁଙ୍କ ଜନ୍ମସ୍ଥାନ ବୁଲି ଦେଖିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । ସୁଆଣ୍ଡୋରେ ବରିଷ୍ଠ ଅଧିକାରୀଙ୍କ ସହ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଉତ୍କଳମଣିଙ୍କ ଜନ୍ମପୀଠର…
Read More...

ଏଥର ସ୍କୁଲ ପିଲାଙ୍କୁ ମିଳିବ ମାତ୍ର ୧୦ ଦିନର ଖରା ଛୁଟି

ଏଥର ସ୍କୁଲ ପିଲାଙ୍କୁ ମିଳିବ ମାତ୍ର ୧୦ ଦିନର ଖରା ଛୁଟି । ଜୁନ୍ ୬ ତାରିଖରୁ ଜୁନ୍ ୧୬ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମକାଳୀନ ଛୁଟି ପ୍ରଦାନ କରାଯିବ । କରେନା ମହାମାରୀ ଯୋଗୁ ଦୁଇ ବର୍ଷ ପାଠପଢାରେ ହୋଇଥିବା ବ୍ୟାଘାତକୁ ଦୂର…
Read More...

ଦୀର୍ଘ ୨ ବର୍ଷ ପରେ ଖୋଲିବ ଅଭିଯୋଗ ପ୍ରକୋଷ୍ଠ

ଦୁଇ ବର୍ଷ ପରେ ପୁଣି ଥରେ ଖୋଲିବ ଅଭିଯୋଗ ପ୍ରକୋଷ୍ଠ । ଆସନ୍ତା ୧୮ ତାରିଖରୁ ସବୁ ସରକାରୀ କାର୍ଯ୍ୟାଳୟରେ ହେବ ପ୍ରତ୍ୟକ୍ଷ ଅଭିଯୋଗ ଶୁଣାଣି । ପୂର୍ବ ପରି ପ୍ରତି ସୋମବାର ସାଧାରଣ ଲୋକଙ୍କ ଅଭିଯୋଗର ଶୁଣାଣି କରାଯିବ । ଏନେଇ…
Read More...

ବଢିଲା ଓଜେଇଇ-୨୦୨୨ ଆବେଦନ ଅବଧି

ଏପ୍ରିଲ ୩୦ ଯାଏ ବଢିଲା ଓଜେଇଇ-୨୦୨୨ ଆବେଦନ ଅବଧି। ଇଞ୍ଜିନିୟରିଂ ନାମଲେଖା ପାଇଁ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ପକ୍ଷରୁ ଆବେଦନ ଅବଧିକୁ ଆସନ୍ତା ୩୦ ତାରିଖ ଯାଏ ବୃଦ୍ଧି କରାଯାଇଛି । ପୂର୍ବରୁ ଶେଷ ତାରିଖ ଏପ୍ରିଲ ୧୩…
Read More...

ସ୍ୱାଭିମାନ ଅଞ୍ଚଳ ବୁଲିଲେ ମୁଖ୍ୟ ଶାସନ ସଚିବ

ସ୍ୱାଭିମାନ ଅଞ୍ଚଳ ବୁଲିଲେ ମୁଖ୍ୟ ଶାସନ ସଚିବ । ତେବେ ରାଜ୍ୟର ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ସ୍ୱାଭିମାନ ଅଞ୍ଚଳ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଅତିରିକ୍ତ…
Read More...

ଦଶପଲ୍ଲାରେ ଭୂକମ୍ପ ଝଟକା

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଏବଂ ଆଖପାଖ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ପୂର୍ବାହ୍ନ ୧୧ଟାରୁ ୧୧ଟା ୫ ମିନିଟ ମଧ୍ୟରେ ୬ ସେକେଣ୍ଟ ଲେଖାଏ ୨ ଥର ଭୂକମ୍ପ ଝଟକା ଲାଗିଥିବା ସ୍ଥାନୀୟ ଲୋକେ ପ୍ରକାଶ…
Read More...

କଣ୍ଟିଲୋ ନୀଳମାଧଵ ପୀଠ ପରିଦର୍ଶନ କଲେ 5T ସଚିବ ଭି କେ ପାଣ୍ଡିଆନ; ଖୁବ ଶୀଘ୍ର ହେବ ମାଷ୍ଟର ପ୍ଲାନ ପ୍ରସ୍ତୁତ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ 5T ସଚିବ ଶ୍ରୀ ଭି କେ ପାଣ୍ଡିଆନ ଆଜି କଣ୍ଟିଲୋ ନୀଳମାଧଵ ପୀଠ ପରିଦର୍ଶନରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପୀଠର ଉନ୍ନତି ସମ୍ପର୍କରେ ସ୍ଥାନୀୟ ଲୋକ ଓ…
Read More...

ମାଲକାନଗିରି ଗସ୍ତରେ ମୁଖ୍ୟ ଶାସନ ସଚିବ

ଗୁରୁବାର ମାଲକାନଗିରି ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପରିଦର୍ଶନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ମାଲକାନଗିରି ଜିଲ୍ଲାରେ ପହଂଚିବା ପରେ ଡିଆରଡିଏ ସଭାଗୃହରେ ବରିଷ୍ଠ ଅଧିକାରୀ ଓ କର୍ମଚାରୀ…
Read More...

ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର; ଦୁବାଇରୁ ଓଡ଼ିଶା ଫେରିଲା ମୃତ ଶରୀର

ଅସମୟର ସାଥି ହୋଇ ଛିଡା ହୋଇଛି ଓଡିଶା ମୋ ପରିବାର। ବିଦେଶରୁ ମୃତ ଶରୀର ଆଣି ଘରେ ପହଞ୍ଚାଇବା ପରେ ସ୍ଥାନୀୟ ଅଞ୍ଚଳରେ ଭୁୟସୀ ପ୍ରଶଂସା କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲା କପାଳେଶ୍ଵର ଅନ୍ତର୍ଗତ ଗରାପୁର ଅଞ୍ଚଳର…
Read More...

ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନର ଅଧ୍ୟକ୍ଷ ହେଲେ ପୂର୍ବତନ ପୋଲିସ ଡିଜି ଅଭୟ

ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନର-OSSCର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ପୂର୍ବତନ ପୋଲିସ ଡିଜି ଅଭୟ । ଦାୟିତ୍ୱ ଗ୍ରହଣଠୁ ୫ ବର୍ଷ କିମ୍ବା ତାଙ୍କୁ ୬୨ ବର୍ଷ ବୟସ ହେବା ପର୍ଯ୍ୟନ୍ତ ସେ ଦାୟିତ୍ୱରେ ରହିବେ। ନିଯୁକ୍ତି…
Read More...