Browsing Category

Odisha

ବସ୍-ହାଇଓ୍ୱା ମୁହାଁମୁହିଁ; ୭ ଯାତ୍ରୀ ଗୁରୁତର

ବ୍ରହ୍ମପୁର ଅଧିଷ୍ଠାତ୍ରୀ ଦେବୀ ମା' ତାରାତାରିଣୀଙ୍କ ଦର୍ଶନ ସାରି ଫେରିବା ବେଳେ ଅଘଟଣ। ଦର୍ଶନ ସାରି ଫେରିଲା ବେଳେ ବସ୍-ହାଇଓ୍ୱା ମୁହାଁମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୭ଜଣ ଆହତ ହୋଇଥିବା…
Read More...

ମହାନଦୀରେ ବୁଡିଗଲେ ୩ ଯୁବକ

ମହାନଦୀରେ ବୁଡିଗଲେ ୩ ଯୁବକ । କଟକ ଜୋବ୍ରା ନିକଟ ମହାନଦୀରେ ବୁଡିଗଲେ ୩ ଜଣ । ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ । ମହାନଦୀରେ ବୁଡି ୨ ଜଣ ନିଖୋଜ । ଗୁରୁତର ଅବସ୍ଥାରେ ଜଣଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ ।ତେବେ…
Read More...

କରୋନାରେ ମୃତ୍ୟୁ ଲାଗି କ୍ଷତିପୂରଣ ପାଇଁ ମିଳିବ ୫୦ହଜାର ଟଙ୍କା; ଆବେଦନ ତାରିଖ ବଢ଼ାଇଲେ ରାଜ୍ୟ ସରକାର

ସରକାର କୋଭିଡ୍‌ ଯୋଗୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୫୦ହଜାର ଟଙ୍କା ଅନୁକମ୍ପାମୂଳକ ସହାୟତା ଯୋଗାଇ ଦେବେ। ନଭେମ୍ବର ୩ ତାରିଖରୁ ରାଜ୍ୟରେ ଏହି କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟ ସରକାର ଏହି…
Read More...

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସର୍ତ୍ତମୂଳକ ଜାମିନ

ଜନସାଧାରଣ ଓ ପୋଲିସ କର୍ମଚାରୀଙ୍କ ଉପରେ ଗାଡି ଚଢାଇବା ଘଟଣା । ଏହି ଘଟଣାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି । ବିଧାୟକଙ୍କୁ ବାଣପୁର ସରକାରୀ ଦୌରାଜଜ ସର୍ତ୍ତମୂଳକ ଜାମିନ ପ୍ରଦାନ…
Read More...

ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କିତ ଜନସ୍ୱାର୍ଥ ମାମଲା

ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କିତ ଜନସ୍ୱାର୍ଥ ମାମଲାରେ ରାଜ୍ୟ ସରକାର ଓ ପ୍ରତ୍ନତତ୍ତ୍ୱ ବିଭାଗକୁ ଜବାବ ତଲବ କରିଛନ୍ତି ଓଡିଶା ହାଇକୋର୍ଟ। କଣ ନିର୍ମାଣ ହେଉଛି, କିଏ ନିର୍ମାଣ କରୁଛି ଓ ଶ୍ରୀମନ୍ଦିର…
Read More...

ରାଜଧାନୀରେ ମାଛ ଟ୍ରକ ପଛରେ ପିଟିଲା ରିଲାଏନ୍ସ କମ୍ପାନୀର ଟ୍ରକ

ରାଜଧାନୀର ସିଆରପି ଛକ ଓଭରବ୍ରିଜ ଉପରେ ମାଛ ଟ୍ରକ ପଛରେ ପିଟିଲା ରିଲାଏନ୍ସ କମ୍ପାନୀର ଟ୍ରକ । ଦୁର୍ଘଟଣାରେ ରିଲାଏନ୍ସ ଟ୍ରକର ଡ୍ରାଇଭର ଓ ଅନ୍ୟ ଜଣେ ରିଲାଏନ୍ସ କମ୍ପାନୀର କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ସଂଗେସଂଗେ…
Read More...

ଚାନ୍ଦିପୁରରୁ ଏସଏଫଡିଆର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ(ଡିଆରଡିଓ) ପକ୍ଷରୁ ଆଜି ଚାନ୍ଦିପୁର ଆଇଟିଆର ରେଂଜରେ ସଲିଡ ଫୁଏଲ ଡକ୍ଟେଡ ରାମଜେଟ(ଏସଏଫଡିଆର) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ପୂର୍ବାହ୍ନରେ ଆକାଶମାର୍ଗରେ ଏହାର ଫ୍ଲାଇଟ୍…
Read More...

ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳ। ଓଟିଇଟି ୨୦୨୧(ଦ୍ୱିତୀୟ) ର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟ www.bseodisha.ac.in ରେ ରେଜଲ୍ଟ ଉପଲବ୍ଧ ହୋଇଛି।ପରୀକ୍ଷାର୍ଥୀ ମାନେ ନିଜର…
Read More...

ସୋଆରେ ସ୍ପେଶାଲ୍ ଅଲିମ୍ପିକ୍ସ ଭାରତର ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର: କୋଭିଡ୍ ମହାମାରୀ ଯୋଗୁଁ ୨ ବର୍ଷ ଧରି ଘରେ ରହିଥିବା ମାନସିକ ଭାବେ ଭିନ୍ନକ୍ଷମ ପିଲାମାନଙ୍କ ନିମନ୍ତେ ଆଜି ସ୍ପେଶିଆଲ୍ ଅଲିମ୍ପିକ୍ସ ଭାରତ ସଂସ୍ଥା ଦ୍ୱାରା ଦେଶବ୍ୟାପୀ ଏକ ସ୍ୱାସ୍ଥ୍ୟ ପରୀକ୍ଷା ତଥା “ଜଗିଂ”…
Read More...

ଚିକିତ୍ସା ଅବସ୍ଥାରେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଯିବା ଦୁଃଖଦାୟକ ଓ ଗଭୀର ଚିନ୍ତାଜନକ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରିରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଲୋକନାଥ ଦଳେଇଙ୍କ ପ୍ରତି ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ସହିତ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୋଡ଼ରେ ବେଡ଼ି ପକାଇବା ଦୁଃଖଦାୟକ…
Read More...

ଏଥର କଡାକଡି ହେବ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା; ଆଜିରାତିରୁ ଜେଟିପି ସହ ମୁତୟନ ରହିବେ ପୁଲିସ କର୍ମଚାରୀ

ରୋଷଘରେ ଚୁଲି ଭଙ୍ଗା ଘଟଣା ପରେ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ଆଜି ରାତିରୁ ଶ୍ରୀମନ୍ଦିରରେ ଜେଟିପି ସହ ମୁତୟନ ରହିବେ ପୁଲିସ କର୍ମଚାରୀ। ଆଜି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏନେଇ ସୂଚନା ଦେଇଛନ୍ତି।…
Read More...

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା; ୩୬ପାଳିଆ ସେବାୟତଙ୍କ ଦ୍ୱାରା ହେବ ରଥର ନୀତିକାନ୍ତି ସମାପନ

ଦୁଇ ଦିନ ପରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଏକାମ୍ର କ୍ଷେତ୍ରରେ ଅନୁଷ୍ଠିତ ହେବାକୁ ବହୁ ପ୍ରତୀକ୍ଷିତ ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର କରି ଦିଆଯାଇଛି । ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ପାଇଁ…
Read More...

କାର କାଚ ଭାଙ୍ଗି ଲୁଟିନେଲେ ୨ ଲକ୍ଷ ୪୦ ହଜାର ଟଙ୍କା

ରାଜଧାନୀର ବିଚ୍ ବଜାରରେ ଲୁଟ । ଭୁବନେଶ୍ବର ଜନଗହଳିପୂର୍ଣ୍ଣ ବାପୁଜନଗରରୁ ଆସିଛି ଲୁଟ ଅଭିଯୋଗ । ବ୍ରହ୍ମପୁରର ଗୋଟିଏ ପରିବାର ବାପୁଜୀ ନଗରରୁ ଟିଭି, ଫ୍ରିଜ୍ କିଣିବା ପାଇଁ କାର ପାର୍କିଂ କରି ଏକ ସୋ ରୁମକୁ ଯାଇଥିଲେ ।…
Read More...

ଜୁନରୁ ଉଡିବ କୋରାପୁଟ ଜୟପୁର ବିମାନ ବନ୍ଦରରୁ ବିମାନ

ବହୁ ପ୍ରତୀକ୍ଷିତ କୋରାପୁଟ ଜୟପୁର ବିମାନ ବନ୍ଦରରୁ ବିମାନ ଉଡିବ । ଚଳିତବର୍ଷ ଜୁନ ମାସରୁ ଏହା କାର୍ଯ୍ୟକ୍ଷମ ହେବ । ବୁଧବାର ସକାଳେ ପାଞ୍ଚ ଜଣିଆ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଏହି ସୂଚନା ମିଳିଛି।ବ୍ୟୁରୋ…
Read More...