Browsing Category
Odisha
ତାଲଦଣ୍ଡା କେନାଲ ଉପରେ ବ୍ରିଜ୍ ଲୋକାର୍ପିତ କଲେ ପଂଚାୟତ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା
କଟକ: କଟକ ବଡମେଡିକାଲ ନିକଟରେ ତାଲଦଣ୍ଡା କେନାଲ ଉପରେ ବ୍ରିଜ୍ ଉଦଘାଟିତ ହୋଇଛି । ଏଠାରେ ବ୍ରିଜ ନିର୍ମାଣ ପାଇଁ ବହୁ ଦାବି ହେବା ପରେ ତେବେ ରାଜ୍ୟସରକାର ୬କୋଟି ଟଙ୍କା ବ୍ୟୟରେ ଏହାକୁ ନିର୍ମାଣ କରାଯାଇଛି । ପଂଚାୟତ ଓ ନଗର!-->…
Read More...
Read More...
ଆସ୍କା ଓ ପାରାଦ୍ୱୀପରେ ଏନ୍କାଉଣ୍ଟର: ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧି ଆହତ
ଆସ୍କା/ପାରାଦ୍ୱୀପ:ରାଜ୍ୟରେ ବଢ଼ୁଥିବା ଡକାୟତି ଓ ହତ୍ୟା ଉପରେ ରୋକ୍ ଲଗାଇବାକୁ ଓଡ଼ିଶା ପୋଲିସ ଏବେ ତତ୍ପର ହୋଇପଡ଼ିଛି । ଅପରାଧିଙ୍କ ନିଦ ହଜାଇ ଦେଇଛି ପୋଲିସ । ବିଭିନ୍ନ ସ୍ଥାନରେ ଚାଲିଛି ଏନ୍କାଉଣ୍ଟର । ପୁଣି ଆସ୍କା!-->…
Read More...
Read More...
ଭରତପୁର କୋଇଲା ଖଣିରୁ ମିଳିଲା ଆଉ ଏକ ମୃତଦେହ
ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେରସ୍ଥିତ ଏମସିଏଲ୍ ଭରତପୁର କୋଇଲା ଖଣିରେ ମାଟି ଧସିବା ଘଟଣାରେ ଆଉ ଏକ ମୃତଦେହ ଉଦ୍ଧାର କରାଯାଇଛି। ୧୪ଦିନ ପରେ ଏମ୍ସିଏଲ୍ ରେସ୍କ୍ୟୁ ଟିମ୍ ଏହି ମୃତଦେହ ଉଦ୍ଧାର କରିଛନ୍ତି। ମୃତକଙ୍କ!-->…
Read More...
Read More...
ଆଜି ଶ୍ରାବଣ ମାସର ତୃତୀୟ ସୋମବାର: ଶୈବପୀଠରେ କାଉଡ଼ିଆଙ୍କ ଭିଡ଼
ଭୁବନେଶ୍ୱର: ଆଜି ଶ୍ରାବଣ ମାସର ତୃତୀୟ ସୋମବାର। ଏଥିପାଇଁ ସମସ୍ତ ଶୈବପୀଠରେ କାଉଡ଼ିଆଙ୍କ ଅସମ୍ଭବ ଭିଡ଼ ଲାଗିରହିଛି।କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ଜଳଲାଗି କରିଛନ୍ତି କାଉଡ଼ିଆ। ରାତି ୧୨!-->!-->!-->…
Read More...
Read More...
ଶ୍ରୀମନ୍ଦିରରେ ୩ ଘଣ୍ଟା ବନ୍ଦ ରହିବ ଶ୍ରୀଜୀଉଙ୍କ ଦର୍ଶନ
ପୁରୀ: ସୋମବାର ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ୩ଘଣ୍ଟା ବନ୍ଦ ରହିବ। ଦ୍ବିତୀୟ ଭୋଗ ମଣ୍ଡପ ସମ୍ପୂର୍ଣ୍ଣ ହେବା ପରେ ୩ ଘଣ୍ଟା ପାଇଁ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଦ୍ବିତୀୟ ଭୋଗ!-->…
Read More...
Read More...
ଆଉ ଦେଖିବାକୁ ମିଳିବନି ଡଙ୍ଗରିଆ ‘ସାଲ୍’!
ରାୟଗଡ଼ା : କପଡ଼ା ଉତ୍ପାଦ ମିଳୁନି, ଶ୍ରମକୁ ନିଅଣ୍ଟ ମୂଲ। ଏମିତି ପରିସ୍ଥିତି ଯୋଗୁ ଡଙ୍ଗରିଆଙ୍କ ବୟନଶିଳ୍ପ ‘ସାଲ୍’ ଇତିହାସ ପାଲଟିବାକୁ ଯାଉଛି। ଡଙ୍ଗରିଆ ସାଲ୍ର ଏକମାତ୍ର ବୁଣାକାର ଅସୁସ୍ଥ ହେବାପରେ ଆବଶ୍ୟକ କପଡ଼ା!-->…
Read More...
Read More...
ପଦ୍ମଶ୍ରୀ ବାଲୁକା ଶିଳ୍ପୀ ସୁଦର୍ଶନଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ଓଡ଼ିଶା ପାଇଁ ଗୌରବ ଆଣିଦେଇଥିବା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ସୁଦର୍ଶନଙ୍କୁ ଉପଢୌକନ ଦେବା ସହ ଏକ ରୌପ୍ୟ କଳାକୃତି ଦେଇ ସମ୍ବର୍ଦ୍ଧିତ!-->…
Read More...
Read More...
ରାଜଧାନୀରେ ପୁଣି ଏନ୍କାଉଣ୍ଟର: ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ
ଭୁବନେଶ୍ୱର: ରାଜଧାନୀରେ ପୁଣି ଏନ୍କାଉଣ୍ଟର ହୋଇଛି । ଭୁବନେଶ୍ୱର ସ୍ଥିତ ବଡ଼ଗଡ଼ ଚିଲିପୋଖରୀ ଅଞ୍ଚଳରେ କମିଶନରେଟ୍ ପୁଲିସ୍ର ଏନ୍କାଉଣ୍ଟରେ ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ଆହତଦ୍ୱୟ ହେଲେ ସିପୁନ କବି!-->…
Read More...
Read More...
ଆଇଏଏସ ସ୍ତରରେ ଅଦଳବଦଳ
ଭୁବନେଶ୍ୱର: ଓଡ଼ିଶା ସରକାର ଆଜି ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ସାହୁଙ୍କୁ ଶ୍ରମ କମିସନର ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ସେହିପରି ଆଇଏଏସ ସଂଗ୍ରାମଜିତ୍ ନାୟକଙ୍କୁ!-->…
Read More...
Read More...
୫ ଦିନ ପୂର୍ବରୁ ସରିଲା ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନ
ଭୁବନେଶ୍ୱର : ଓଡିଶା ବିଧାନସଭାର ବଜେଟ୍ ଅଧିବେଶନ ଶନିବାର ଶେଷ ହୋଇଛି । ଜୁନ
୨୫ ତାରିଖରୁ ଆରମ୍ଭ ହୋଇଥିବା ଅଧିବେଶନକୁ ଅନିର୍ଦ୍ଧିଷ୍ଟ କାଳପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।!-->…
Read More...
Read More...
ବିଧାନସଭାରେ ଉପସ୍ଥାପିତ ହେଲା କୁନ୍ଦୁଲି ତଦନ୍ତ କମିଶନଙ୍କ ରିପୋର୍ଟ
ଭୁବନେଶ୍ବର : ବିଧାନସଭାରେ ଉପସ୍ଥାପିତ ହୋଇଛି କୁନ୍ଦୁଲି କମିଶନ ରିପୋର୍ଟ । ଗୃହ
ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ରିପୋର୍ଟ ଉପସ୍ଥାପନ କରିଛନ୍ତି । ତଦନ୍ତ ରିପୋର୍ଟରେ
କମିଶନ ତିନୋଟି ସୁପାରିଶ କରିଛନ୍ତି!-->…
Read More...
Read More...
ପଞ୍ଚମ ଓ ଅଷ୍ଟମରେ ରହିବ ପାସ ଫେଲ ବ୍ୟବସ୍ଥା!
ଭୁବନେଶ୍ୱର:ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ନୂଆ ନୂଆ ବ୍ୟବସ୍ଥା କରାଯାଉଛି । ବର୍ତ୍ତମାନ ବିଦ୍ୟାଳୟରେ ପଞ୍ଚମ ଓ ଅଷ୍ଟମରେ ପାସ ଫେଲ ବ୍ୟବସ୍ଥା ରହିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଗୃହରେ ସୂଚନା!-->…
Read More...
Read More...
ବଦଳିପାରେ ରାଜ୍ୟସ୍ତରୀୟ ପରେଡ଼ ସ୍ଥାନ
ଭୁବନେଶ୍ୱର: ୭୨ତମ ସ୍ୱାଧିନତା ଦିବସ ପାଳନ କରିବାକୁ ରାଜ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଚଳିତ ଥର ରାଜ୍ୟସ୍ତରୀୟ ପରେଡ଼ ସ୍ଥାନ ବଦଳାଇବା ପାଇଁ ଡିଜିପି ସ୍ଥାନ ପରିଦର୍ଶନ କରୁଛନ୍ତି । ମହାତ୍ମା ଗାନ୍ଧୀ ମାର୍ଗ ବଦଳରେ!-->…
Read More...
Read More...
ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୪ଟି ପ୍ଲାନେଟୋରିୟମ୍
ଭୁବନେଶ୍ୱର: ବିଜ୍ଞାନର ପ୍ରଚାର ଓ ପ୍ରସାର ପାଇଁ ଓଡ଼ିଶାରେ ପ୍ରତିଷ୍ଠା ହେବ ୪ଟି ପ୍ଲାନେଟୋରିୟମ୍ । ଗୋପାଳପୁର, ରାୟଗଡ଼ା, କେନ୍ଦୁଝର ଓ ବାରିପଦାରେ ପ୍ରତିଷ୍ଠା ହେବ ଏହି ପ୍ଲାନେଟୋରିୟମ। ଆଜି ବିଧାନସଭାରେ ଏଭଳି ସୂଚନା!-->…
Read More...
Read More...
