Browsing Category

Odisha

ସ୍କୁଲ ପିଲାଙ୍କ ବ୍ୟାଗ ଓଜନ ହେଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ବଢୁଛି ସ୍କୁଲ ପିଲାଙ୍କ ବ୍ୟାଗ ଓଜନ । ସ୍କୁଲ ବ୍ୟାଗର ଓଜନରେ ଭାରାକ୍ରାନ୍ତ ହେଉଛନ୍ତି ଛାତ୍ରଛାତ୍ରୀ । ସ୍କୁଲ ପିଲାଙ୍କ ବ୍ୟାଗ ଓଜନ ହ୍ରାସ ନିୟମକୁ କଡାକଡି ପାଳନ କରିବା ପାଇଁ ସବୁ ଜିଲ୍ଲାର…
Read More...

ସାଇକୋ କିଲର୍‌ ନାରାୟଣ ସାହୁର ହେବ ପଲିଗ୍ରାଫ ଟେଷ୍ଟ

କଟକ: କଟକ ସିରିଏଲ କିଲର ନାରାୟଣ ସାହୁକୁ  ଘନ ଘନ ଜେରା । କଟକର ୩ଟି ହତ୍ୟାକାଣ୍ଡରୁ ଦୁଇଟିରେ ରହିଛି ନାରାୟଣର ସଂପୃକ୍ତି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କଟକ ଡିସିପି ଅଖିଲେଶ୍ୱର ସିଂହ । ଓଏମପି ଛକରେ…
Read More...

ସାଇକୋ କିଲର୍‌ ନାରାୟଣ ଆଜି କୋର୍ଟ ଚାଲାଣ

କଟକ:କଟକ ସିରିଜି୍‌ ହତ୍ୟା କରି ଚାଞ୍ଚଲ୍ୟ ଖେଳାଇ ଦେଇଥିବା ନାରାୟଣ ସାହୁକୁ ଗିରଫ କରାଯାଇଛି । କଟକ ଓଏମ୍‌ପି ଛକରେ ହୋଇଥିବା ହତ୍ୟାକାଣ୍ଡରେ ନାରାୟଣର ସପୃକ୍ତି ରହିଛି । ତାକୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଡିସିପି…
Read More...

ଆଇଏମ୍‌ଡିର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ମୃତ୍ୟୁଞ୍ଜୟ ମହାପାତ୍ର

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ(ଆଇଏମ୍‌ଡି) ଭାବେ ଦାୟିତ୍ୱ ନେଇଛନ୍ତି ବିଶିଷ୍ଟ ପାଣିପାଗ ବିଜ୍ଞାନୀ ତଥା ଓଡ଼ିଆ ବୈଜ୍ଞାନିକ ମୃତ୍ୟୁଞ୍ଜୟ ମହାପାତ୍ର। ସେ ଆସନ୍ତା ୫ ବର୍ଷ ପାଇଁ ଏହି…
Read More...

ରାସ୍ତା କଡରେ ପରିଶ୍ରା ବା ମଳତ୍ୟାଗ କଲେ ଦେବେ ଜରିମାନା: ବ୍ରହ୍ମପୁରରେ ଆରମ୍ଭ ହେଲା ଅଭିଯାନ

ବ୍ରହ୍ମପୁର: ଏଣିକି ବାହାରେ ପରିଶ୍ରା ବା ମଳତ୍ୟାଗ କଲେ ଜରିମାନା ଦେବାକୁ ପଡିବ | ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏହି ଅଭିଯାନକୁ ଜୋରସୋରରେ ଆରମ୍ଭ କରାଯାଇଛି | ଜୁଲାଇ ମାସରେ ବାହାରେ ପରିଶ୍ରା କରୁଥିବାବେଳେ ୧୮…
Read More...

ସୁପ୍ରିମ୍‌କୋର୍ଟରେ ଉନ୍ନାଓ ଦୁଷ୍କର୍ମ ମାମଲା: ମଧ୍ୟାହ୍ନ ସୁଦ୍ଧା ସିବିଆଇ ଠାରୁ ଷ୍ଟାଟସ୍‌ ରିପୋର୍ଟ

ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ମାମଲା ଏବଂ ପୀଡ଼ିତା ସମ୍ମୁଖୀନ ହୋଇଥିବା ଦୁର୍ଘଟଣାର ତଦନ୍ତ କରୁଥିବା ସିବିଆଇ ଅଧିକାରୀମାନଙ୍କୁ ଗୁରୁବାର ମଧ୍ୟାହ୍ନ ସୁଦ୍ଧା ହାଜର ହେବାକୁ ସୁପ୍ରିମ୍‌ କୋର୍ଟ ଆଦେଶ ଦେଇଛନ୍ତି। ଚାମ୍ବର…
Read More...

ଆଜି ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ଯାଏଁ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ

ପୁରୀ: ଆଜି ହେଉଛି ଚିତାଲାଗି ଅମାବାସ୍ୟା ବା ଚିତଉ ଅମାବାସ୍ୟା । ଏହା ଶ୍ରାବଣ ମାସର ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ । ଘରେ ଘରେ ଚିତଉ ପିଠା ପ୍ରସ୍ତୁତ କରାଯାଉଛି । ନଡ଼ିଆ ଓ ଅରୁଆ ଚାଉଳରେ ଏହି ସ୍ୱତନ୍ତ୍ର ପିଠା…
Read More...

ଆଜିଠାରୁ ପାନ ଖାଇ ଶ୍ରୀମନ୍ଦିରକୁ ପ୍ରବେଶ କଲେ ଦେବାକୁ ପଡ଼ିବ ଜୋରିମାନା

ପୁରୀ: ପୁରୀ ଶ୍ରୀମନ୍ଦିରକୁ ପାନ ଓ ଗୁଟଖା ଖାଇ ପ୍ରବେଶ କରିବା ଉପରେ ରୋକ ଲଗାଯାଇଥିବା କଟକଣା ଆଜି ଠାରୁ ଲାଗୁ କରାଯାଇଛି । ଶ୍ରୀମନ୍ଦିର ପରିଚାଳନା କମିଟିରେ ହୋଇଥିବା ନିଷ୍ପତି ଅନୁଯାୟୀ ଏଣିକି କୈାଣସି ଭକ୍ତ କିମ୍ବା…
Read More...

କୃଷିକ୍ଷେତ୍ରରେ ସମୟୋପଯୋଗୀ ପଦକ୍ଷେପ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ: କୃଷିମନ୍ତ୍ରୀ

ଓୟୁଏଟିରେ କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ସମୀକ୍ଷାଭୁବନେଶ୍ୱର : ଆଧୁନିକ ଜ୍ଞାନକୌଶଳ ସହିତ ନିଜକୁ ଖାପଖୁଆଇ ଚାଷକାର୍ଯ୍ୟ କରିବା ପାଇଁ…
Read More...

କ୍ୟାନସର ଚିହ୍ନଟ ପାଇଁ ଏସ୍‌ସିବିରେ ଖୋଲିଲା ମଲିକ୍ୟୁଲାର ଜେନୋମିକ୍ସ ଲ୍ୟାବ୍

କଟକ: କ୍ୟାନସର ଭଳି ମାରାତ୍ମକ ରୋଗର ପ୍ରାଥମିକ ସ୍ତରରେ ଚିହ୍ନଟ ଲାଗି ଏସ୍‌ସିବି ମେଡିକାଲରେ ଉଦ୍‌ଘାଟିତ ହୋଇଛି ମଲିକ୍ୟୁଲାର ଜେନୋମିକ୍ସ ଲାବୋରୋଟାରୀ। କ୍ୟାନସର ରୋଗ ଭଳି ବିଭିନ୍ନ ମାରାତ୍ମକ ରୋଗ କ୍ଷେତ୍ରରେ ପ୍ରାଥମିକ…
Read More...

ଆସନ୍ତାକାଲିଠୁ ଖୋଲିବ ଭିତରକନିକା ଅଭୟାରଣ୍ୟ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ଅଧୀନ ଭିତରକନିକା ଅଭୟାରଣ୍ୟ ସବୁବେଳେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ପର୍ଯ୍ୟଟନ ଋତୁରେ ଏଠାକୁ ବିଭିନ୍ନ ଆଡ଼ୁ ଲୋକଙ୍କ ସୁଅ ଛୁଟେ। ମୁଖ୍ୟତଃ ଏଠାରେ ଥିବା…
Read More...

ଏଣିକି ମିଳିବ ୨ ଲିଟର କିରାସିନ

ଭୁବନେଶ୍ୱର: କମିଲା କିରାସିନ କୋଟା। ‌ଅଗଷ୍ଟରୁ ହିତାଧିକାରୀମାନେ ଅଢ଼େଇ ଲିଟର ବଦଳରେ ପାଇବେ ୨ ଲିଟର କିରାସିନ । ଆଜି ବିଧାନସଭାରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ  ଏହି ସୂଚନା ଦେଇଛନ୍ତି।୮ ବର୍ଷ ଆଗରୁ…
Read More...

ଲୁଟେରାଙ୍କୁ ଧରିବା ଦାବିରେ ରସୁଲଗଡ଼ରେ ରାସ୍ତାରୋକ

ଭୁବନେଶ୍ୱର: ମଞ୍ଚେଶ୍ୱର ଅଞ୍ଚଳରେ ହୋଟେଲ ମାଲିକଙ୍କ ଠାରୁ ଲୁଟ୍ ଘଟଣାରେ ରସୁଲଗଡ଼ରେ ରାସ୍ତାରୋକ୍ କରିଛନ୍ତି ସ୍ଥାନୀୟ ଲୋକ । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ଲୋକ ତାତିଥିବାବେଳେ ଭୁବନେଶ୍ୱର-କଟକ ଜାତୀୟ ରାଜପଥରେ…
Read More...

ନିଲମ୍ବିତ ହେଲେ ପୋଲିସ ଅଫିସର୍ସ ସଂଘର ସଭାପତି ସତ୍ୟଜିତ ମିଶ୍ର

କଟକ: ପୋଲିସ ଅଫିସର୍ସ ସଂଘର ସଭାପତି ସତ୍ୟଜିତ ମିଶ୍ରଙ୍କୁ ନିଲମ୍ବିତ କରାଯାଇଛି । ଗତ ୨ଦିନ ତଳେ ସେ ପୋଲିସର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବାକୁ ଦାବି କରିଥିଲେ ।ଗତ କିଛିଦିନ ତଳେ ବାଲିଆପାଳ ଥାନା…
Read More...