Browsing Category

Odisha

ଶୂନ୍ୟକାଳରେ ଉଠିଲା ସାମ୍ବାଦିକଙ୍କୁ ମାଡ଼ ଘଟଣା: ଗୃହ ମୁଲତବୀ

ଭୁବନେଶ୍ୱର: ଆଜି ରାଜ୍ୟର ଷୋଡଶ ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟର ଚତୁର୍ଥ ଦିନ । ପ୍ରଶ୍ନକାଳ ସ୍ୱଭାବିକ ଚାଲିଥିବା ବେଳେ ଆଜି ଶୂନ୍ୟକାଳରେ କେନ୍ଦ୍ରାପଡ଼ାରେ ମାଡ଼ ଘଟଣା ନେଇ ହଟ୍ଟଗୋଳ ଦେଖାଦେଇଛି । ତେଣୁ ବାଚସ୍ପତି…
Read More...

ଭିଜିଲାନ୍ସ ଜାଲରେ ବାରିପଦା କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ

ବାରିପଦା: ମୟୁରଭଞ୍ଜ ଜିଲ୍ଲାର ବାରିପଦା କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ହୃଦେଶ୍ୱର ବେହେରା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କ…
Read More...

୪୮ ଘଣ୍ଟା ପ୍ରବଳ ବର୍ଷିବ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଓଡ଼ିଶା ଉପକୂଳକୁ ଲାଗି ପୁଣି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ସେହି ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବା ସମ୍ଭାବନା ରହିଛି । ଯାହା ଫଳରେ ଆସନ୍ତା ୪୮ଘଣ୍ଟାରେ ଓଡ଼ିଶାର ଅଧିକାଂଶ…
Read More...

ପ୍ରକାଶ ପାଇଲା +୩ ପ୍ରଥମ ପର୍ଯ୍ୟାୟ କଟଅଫ୍ ତାଲିକା

ଭୁବନେଶ୍ୱର: ଆଜି ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ତାଲିକା ପ୍ରକାଶ ପାଇଛି । ସବୁ ବିଷୟରେ ସର୍ବାଧିକ କଟଅଫ୍ ରଖିି ବିଜେବି କଲେଜ ଆଗରେ ରହିଛି । ଜୁଲାଇ ୧୯ରୁ ୨୪ ତାରିଖ ଯାଏଁ ପ୍ରଥମ ପର୍ଯ୍ୟାୟ ନାମଲେଖା ଚାଲିବ ।…
Read More...

ଶକ୍ତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ୨୦୧୯-୨୦ କେନ୍ଦ୍ରୀୟ ବଜେଟରେ ୨୦୨୪ ସୁଦ୍ଧା ଦେଶର ସମସ୍ତ ଘରକୁ ପାଣି ପହଂଚାଇବାର ଲକ୍ଷ୍ୟ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ତଥା ଇସ୍ପାତ ମନ୍ତ୍ରଣାଳୟକୁ ମିଶି ମିଶନ ମୋଡରେ କାମ କଲେ ନିର୍ଦ୍ଦିଷ୍ଟ…
Read More...

ପ୍ରକାଶ ରାଓଙ୍କୁ ମାଗଣା ଚିକିତ୍ସା ସୁବିଧା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିବା ପାଇଁ ସେ କଟକ…
Read More...

ପଦ୍ମଶ୍ରୀ ଡି. ପ୍ରକାଶ ରାଓ ଅସୁସ୍ଥ

କଟକ: ନିଜର ଚା’ ଦୋକାନରୁ ଆୟ କରୁଥିବା ଅର୍ଥରେ ବସ୍ତି ପିଲାଙ୍କୁ ମାଗଣାରେ ଶିକ୍ଷା ଦାନ କରୁଥିବା କଟକର ଚା’ ଦୋକାନୀ ଡି.ପ୍ରକାଶ ରାଓ ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କୁ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି ।…
Read More...

କୋଲକାତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୫ ଓଡ଼ିଆ ମୃତ

ବାଲେଶ୍ୱର: କୋଲକାତାର ଧୂଲାଗଡ଼ ନିକଟରେ ଏକ ଟ୍ରକ୍‌ରେ ଏକ କାର୍ ପିଟି ହେବାରୁ ୫ ଜଣ ଓଡ଼ିଆଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି।ମୃତକମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ପରିଚୟ ମିଳିଛି। ସେମାନେ ହେଲେ…
Read More...

ଶ୍ରୀମନ୍ଦିରରୁ ଶ୍ରୀନଅର ନୋ ପାର୍କିଂ ଜୋନ

ପୁରୀ: ପୁରୀ ଜିଲ୍ଲା ପ୍ରଶାସନ ଭକ୍ତଙ୍କ ସୁବିଧା ଦୃଷ୍ଟିରୁ ଏକ ସ୍ୱତନ୍ତ୍ର ପଦକ୍ଷେପ ନେଇଛି । ପ୍ରଶାସନ ତରଫରୁ ଶ୍ରୀମନ୍ଦିରରୁ ଶ୍ରୀନଅର ଯାଏଁ ନୋ ପାର୍କିଂ ଜୋନ ଘୋଷଣା କରାଯାଇଛି ।ଆଜି ପ୍ରଶାସନ ତରଫରୁ ପ୍ରଥମେ…
Read More...

ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଘୋଷଣା : ସୋନାଲ ମାନସିଂହ ଓ ମଧୁଲିତା ମହାପାତ୍ର ମନୋନିତ

ନୂଆଦିଲ୍ଲୀ : ଓଡ଼ିଶୀ ନୃତ୍ୟଗୁରୁ ସୋନାଲ ମାନସିଂହ, ଓଡ଼ିଶୀ ନୃତ୍ୟ ଶିଳ୍ପୀ ମଧୁଲିତା ମହାପାତ୍ର ଓ ଛଉ ନୃତ୍ୟରେ ତପନ କୁମାର ପଟ୍ଟନାୟକଙ୍କୁ ୨୦୧୮ ମସିହା ପାଇଁ ସମ୍ମାନଜନକ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ମିଳିବ।…
Read More...

ପିପିଲି ପଟ୍ଟନାଇକିଆ ଟ୍ରିପଲ୍‌ ମର୍ଡର ମାମଲାରେ ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପିପିଲି ପଟ୍ଟନାଇକିଆ ଟ୍ରିପଲ୍‌ ମର୍ଡର ମାମଲାରେ ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ। ହତ୍ୟାକାଣ୍ଡକୁ ସେ ଦୁଃଖଦ ଘଟଣା ବୋଲି କହିଛନ୍ତି। ମାମଲା ରୁଜୁ ହେବା ପରେ ପୋଲିସ ତୁରନ୍ତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ…
Read More...

ବିଶ୍ୱଭୂଷଣ ବାବୁ ରାଜ୍ୟପାଳ ହେବା ଓଡିଶାବାସୀଙ୍କ ସମ୍ମାନ : ଧର୍ମେନ୍ଦ୍ର ପ୍ରଧାନ

ଆନ୍ଧ୍ରପ୍ରଦେଶର ନବନିଯୁକ୍ତ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱଭୂଷଣ ବାବୁଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ କରି ଓଡିଶାକୁ ପୁଣି ସ୧ାନିତ କରିଥିବାରୁ ପ୍ରଧାନମନ୍ତ୍ରୀ…
Read More...

ବରିଷ୍ଠ ବିଜେପି ନେତା ବିଶ୍ବଭୂଷଣ ହରିଚନ୍ଦନ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ନିଯୁକ୍ତ

ଭୁବନେଶ୍ବର ; ବରିଷ୍ଠ ବିଜେପି ନେତା ତଥା ପୂର୍ବତମ ମନ୍ତ୍ରୀ ବିଶ୍ବ ଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଯୁକ୍ତ କରିଛନ୍ତି । ଓଡିଶା ବିଧାନସଭାକୁ ସେ ୫ଥର ନିର୍ବାଚିତ…
Read More...

୨୧ରୁ ଆରମ୍ଭ ହେବ ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ଖାତାଦେଖା

ଭୁବନେଶ୍ୱର: ମାଧ୍ୟମିକି ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାର ମୂଲ୍ୟାୟନ ଆସନ୍ତା ୨୧ରୁ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହା ସହ ମୁକ୍ତ ବିଦ୍ୟାଳୟର ସପ୍ଲିମେଣ୍ଟାରୀ ଖାତାଦେଖା ହେବ…
Read More...