Browsing Category
Odisha
ଆସନ୍ତାକାଲି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ
ଭୁବନେଶ୍ୱର: ରାଜ୍ୟରେ ନାରୀ ନିର୍ଯାତନା ଓ ନାବାଳିକା ଦୁଷ୍କର୍ମ ଘଟଣାକୁ ତୀବ୍ର ନନ୍ଦା କରି କଂଗ୍ରେସ ବୁଧବାର ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ। ଏଥି ପାଇଁ କଂଗ୍ରେସ କର୍ମୀମାନେ ସବୁ ଜିଲ୍ଲାର ସଦର ମହକୁମାରେ!-->…
Read More...
Read More...
ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ନିର୍ବାଚନ: ଅଗଷ୍ଟ ୧୦ରେ ମତଦାନ
ପୁରୀ: ଶ୍ରୀମନ୍ଦିରରେ ସୁଆର ଓ ମହାସୁଆର ନିଯୋଗର ପ୍ରଭାବ ବେଶ ଅଧିକ ଥାଏ । ତେଣୁ ନୂତନ ସୁଆର ମହାସୁଆର ନିଯୋଗ ବୋର୍ଡ଼ ଗଠନ ପାଇଁ ଅଗଷ୍ଟ ୧୦ରେ ନିର୍ବାଚନ ହେବ ।ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତ ଓ ଯୋଗାଣ ଏହି!-->!-->!-->…
Read More...
Read More...
ମେଡ଼ିକାଲରେ ଶବରୁ ଆଖି ଗାଏବ ଘଟଣା : ବିଜେପି ପକ୍ଷରୁ ଆସନ୍ତାକାଲି ୧୨ଘଣ୍ଟିଆ ବନ୍ଦ ଡାକରା
ଅନୁଗୁଳ: ଅନୁଗୁଳ ମେଡ଼ିକାଲ ଶବଗୃହରୁ ପୁଣି ଶବରୁ ଆଖି ଗାଏବ ଥିବା ଘଟଣାର ତଦନ୍ତ ଦାବୀ କରଛି ବିଜେପି । ଏହି ପରି ନୀନ୍ଦନୀୟ ଘଟଣାକୁ ବିରୋଧ କରି ଜିଲ୍ଲା ବିଜେପି ଆସନ୍ତାକାଲି ୧୨ଘଣ୍ଟିଆ ଅନୁଗୁଳ ବନ୍ଦ ଡାକରା ଦେଇଛି ।
!-->!-->…
Read More...
Read More...
ପୁଣି ମୃତଦେହରୁ ଆଖି ଗାୟବ
ଅନୁଗୁଳ: କୁଆଡେ ଯାଉଛି ମୃତଦେହରୁ ଆଖି ? ଅନୁଗୁଳ ମେଡିକାଲରେ କିଭଳି ଏଭଳି ଘଟଣା ଘଟୁଛି ତାହାକୁ ନେଇ ସୃଷ୍ଟି ହୋଇଛି ଆଲୋଡନ | କୁନି ଝିଅର ମୃତଦେହରୁ ଆଖି ଗାୟବ ହେବା ଘଟଣାର ସତ୍ୟତା ଜଣାପଡ଼ିନଥିବାବେଳେ ପୁଣି ଏଭଳି ଏକ!-->…
Read More...
Read More...
ଦିବ୍ୟାଙ୍ଗ ଭକ୍ତଙ୍କ ଲାଗି ହୁଇଲ୍ ଚେୟାର ଯୋଗାଇ ଦେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ପୁରୀ: ସୋମବାର ଓଡ଼ିଶା ହାଇକୋର୍ଟ ପୁରୀ ଶ୍ରୀମନ୍ଦିର ଜଗମୋହନ ମରାମତି ସମ୍ବନ୍ଧିତ ଏକ ମାମଲାର ଶୁଣାଣି କରୁଥିବା ସମୟରେ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ହାଇକୋର୍ଟ ଯଥାଶୀଘ୍ର ଶ୍ରୀମନ୍ଦିରରେ!-->…
Read More...
Read More...
ନନ୍ଦନକାନନକୁ ଆସିବ ନେଦରଲ୍ୟାଣ୍ଡସରୁ ଚିତାବାଘ
ଭୁବନେଶ୍ୱର: ବନ୍ୟପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ନେଦରଲ୍ୟାଣ୍ଡସରୁ ଆସିବେ ଆଫ୍ରିକୀୟ ଚିତା ବାଘ। ଏହାଛଡ଼ା ଜେବ୍ରା ମଧ୍ୟ ଆସିବ। ବାଘ ଓ ଜେବ୍ରା ଆଣିବାକୁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମତି ମିଳିଥିବା!-->…
Read More...
Read More...
ସୁରଟକୁ ବିମାନ ଚଳାଚଳ ନେଇ ଶୁଭ ଖବର ଦେଲେ ଅପରାଜିତା
ଭୁବନେଶ୍ୱର:ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଖୁବ୍ଶୀଘ୍ର ଭୁବନେଶ୍ୱର-ସୁରଟ ମଧ୍ୟରେ ସପ୍ତାହରେ ୨ ଥର ବିମାନ ଚଳାଚଳ କରିବ। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଅପରାଜିତା!-->…
Read More...
Read More...
ବାବା ସାରଥିଙ୍କୁ ମିଳିଲା ଜାମିନ
କଟକ: ବହୁ ଚର୍ଚ୍ଚିତ ଆତ୍ମଘୋଷିତ ସାରଥି ବାବା ଓରଫ୍ ସନ୍ତୋଷ ରାଉଳଙ୍କ ଜେଲ୍ରୁ ମୁକୁଳିବା ଆଶା ଉଜ୍ଜୀବୀତ ହୋଇଛି । ଆଜି ହାଇକୋର୍ଟ ତାଙ୍କୁ ଆଉ ଏକ ମାମଲାରେ ଜାମିନ ପ୍ରଦାନ କରିଛନ୍ତି । କେନ୍ଦ୍ରାପଡ଼ା ବାରିମୂଳରେ ଥିବା!-->…
Read More...
Read More...
ଅନୁଗୋଳ ନାବାଳିକା ବଳାତ୍କାର ଓ ହତ୍ୟା ଉଦ୍ୟମ ଘଟଣାକୁ ନେଇ ଗୃହରେ ଉଦ୍ବେଗ
ଭୁବନେଶ୍ଵର: ଅନୁଗୋଳ ବସ୍ଷ୍ଟାଣ୍ଡ ନିକଟ ଆହାର କେନ୍ଦ୍ର ପଛପଟେ ଜଣେ ନାବାଳିକାଙ୍କୁ ଶନିବାର ବିଳମ୍ବିତ ରାତିରେ ବଳାତ୍କାର ପରେ ହତ୍ୟା ଉଦ୍ୟମ ମାମଲା ସୋମବାର ବିଧାନସଭାରେ ଉଠିଥିଲା। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏହି!-->…
Read More...
Read More...
୨୪ ରୁ ବର୍ଷାର ପରିମାଣ ବଢ଼ିବ
ଭୁବନେଶ୍ୱର: ଆସନ୍ତା ୨୪ଘଣ୍ଟା ଭିତରେ ବରଗଡ଼, ସମ୍ବଲପୁର, ମୟୂରଭଞ୍ଜ, କେନ୍ଦୁଝର, ଦେଓଗଡ଼ ଓ କନ୍ଧମାଳ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗକେନ୍ଦ୍ରର ଡ୍ୟୁଟି!-->…
Read More...
Read More...
ଗୋଟିଏ ଦିନରେ ଦୁଇ ଜଣଙ୍କୁ ହତ୍ୟା କଲେ ନକ୍ସଲ
ଭବାନୀପାଟଣା: ପୁଣି ନକ୍ସଲମାନେ ବର୍ବରକାଣ୍ଡ ଘଟାଇଛନ୍ତି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ବାବୁପଦର ଗାଁର ଜଣେ ଠିକାଦାରକୁ ନକ୍ସଲମାନେ ଗୁଳିକରି ହତ୍ୟା କରିଛନ୍ତି। ତାଙ୍କ ନାଁ ଭୀମ!-->…
Read More...
Read More...
ଶ୍ରାବଣର ପ୍ରଥମ ସୋମବାର: ଶିବାଳୟରେ ଭକ୍ତ ଓ କାଉଡ଼ିଆଙ୍କ ଭିଡ଼
ଭୁବନେଶ୍ୱର : ଚଳିତ ବର୍ଷ ଶ୍ରାବଣ ମାସର ଆଜି ହେଉଛି ପ୍ରଥମ ସୋମବାର। ପ୍ରଭୁ ମହାଦେବଙ୍କର ଏହା ପ୍ରିୟ ମାସ। ଶ୍ରାବଣ ମାସର ସୋମବାରରେ ଶିବଙ୍କୁ ପୂଜାର୍ଚ୍ଚନା କଲେ ଖୁବ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ ବୋଲି ଶାସ୍ତ୍ରରେ!-->…
Read More...
Read More...
୮ବର୍ଷର ନାବାଳିକା ଦୁଷ୍କର୍ମ ମାମଲାର ତଦନ୍ତ ଆରମ୍ଭ: ୨ଅଟକ
ଅନୁଗୋଳ : ଅନୁଗୋଳ ଅଂଚଳରେ ୮ବର୍ଷର ନାବାଳିକକୁ ଦୁଷ୍କର୍ମ ଘଟଣାରେ ତଦନ୍ତ ଆରମ୍ଭ କରି ତତ୍ପରତା ପ୍ରକାଶ କରିଛତ । ଏହି ଘଟଣାରେ ପୋଲିସ ୨ଜଣକୁ ଅଟକ ରଖିଥିବା ଜଣାପଡ଼ିଛି ।୮ବର୍ଷର ନାବାଳିକକୁ ଦୁଷ୍କର୍ମ ଘଟଣାରେ ପୋଲିସ!-->!-->!-->…
Read More...
Read More...
କନେଷ୍ଟବଳଙ୍କ ଉପରେ ଚଢ଼ିଗଲା ପିକ୍ଅପ୍ ଭ୍ୟାନ୍
ଭଦ୍ରକ: ଭଦ୍ରକ ଜିଲ୍ଲାରେ ଜଣେ ପୁଲିସ୍ କନଷ୍ଟେବଲ୍ଙ୍କ ଉପରେ ଏକ କୋଇଲା ବୋଝେଇ ପିକ୍ଅପ୍ ଭ୍ୟାନ୍ ଚଢ଼ିଯିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ରଜତ ପାଣିଗ୍ରାହୀ। ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର!-->…
Read More...
Read More...
