Browsing Category
Odisha
ଆଜି ତିନି ରଥକୁ କରାଯିବ ଦକ୍ଷିଣ ମୋଡ଼
ପୁରୀ: ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଆଜି ତିନି ରଥକୁ ଦକ୍ଷିଣମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖକୁ ନିଆଯିବ। ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ପରମ୍ପରା ଅନୁସାରେ ପ୍ରଥମେ ମା’…
Read More...
Read More...
ଓଏସସିବି ବିରୋଧୀ ଚକ୍ରାନ୍ତକାରୀଙ୍କ ଚାଲ ଫେଲ: ନାବାର୍ଡ ଜାରି କଲା ସଂଶୋଧିତ ରିପୋର୍ଟ
ଭୁବନେଶ୍ୱର: କୁହାଯାଏ ସତ ପାତାଳ ଫୁଟିକି ବାହାରେ । ଯେତେବେଳେ ସତ ସାମ୍ନାକୁ ଆସେ ସେତେବେଳେ ମିଛର ସାହାରାରେ ହଟଚମଟ ସୃଷ୍ଟି କରୁଥିବା ଲୋକେ ହତାଶ ହୁଅନ୍ତି-ଆପେ ମୁଖା ଖୋଲିଯାଏ ସେମାନଙ୍କର । ଏମିତି ଘଟଣା ଘଟିଛି ଏବେ…
Read More...
Read More...
ଅଙ୍ଗନାବାଡି କେନ୍ଦ୍ରରେ ଶିଶୁକୁ ତାଲା ପକାଇ ପଲାଇଲେ ଦିଦି
ପଟ୍ଟାମୁଣ୍ଡାଇ:କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଏକ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁକୁ ତାଲା ପକାଇ ପଲାଇଲେ ଦିଦି । ପଟ୍ଟାମୁଣ୍ଡାଇ ବ୍ଲକ ଶାସନ ଗାଁରୁ ଏହି ଅଭିଯୋଗ ଆସିଛି। ଦୀର୍ଘ ସମୟ ପରେ ବି ଘରକୁ ଛୁଆ…
Read More...
Read More...
ବଜାରରେ ପରିବା ଦର ଆକାଶ ଛୁଆଁ: ଆହୁରି ବଢ଼ିବ ଦାମ
ଭୁବନେଶ୍ୱର: ଅନିୟମିତ ଯୋଗାଣ ଏବଂ ସ୍ୱାଭାବିକଠାରୁ ଅଧିକ ବର୍ଷା ପରିବା ବଜାରର ସ୍ଥିତି ବେହାଲ କରିଛି। ସହରର ପ୍ରାୟ ସମସ୍ତ ବଜାରରେ ପରିବା ଦରରେ ୫୦% ବୃଦ୍ଧି ଘଟିଛି। ଫଳରେ ମହଙ୍ଗା ମାଡ଼ ସିଧା ପରିବା ବ୍ୟାଗ୍ ଉପରେ…
Read More...
Read More...
ଅଫିସରଙ୍କୁ ‘ଗୁରୁମନ୍ତ୍ର’ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ନିଜର ମନ୍ତ୍ରୀ ଓ ବିଧାୟକମାନଙ୍କୁ ଡାକି ସରଳ ଜୀବନଯାପନ ପାଇଁ ଗୁରୁମନ୍ତ୍ର ଦେବାପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅଫିସରମାନଙ୍କୁ ଡାକି ଗୁରୁମନ୍ତ୍ର ଦେଇଛନ୍ତି। ଜିଲ୍ଲା ଏସପି ଓ…
Read More...
Read More...
ସରକାରୀ ଡାକ୍ତରଖାନାକୁ ଦିଆଯିବ ବିଶ୍ୱସ୍ତରୀୟ ଡାକ୍ତରୀ ଯନ୍ତ୍ରପାତି
ଭୁବନେଶ୍ୱର: ସରକାରୀ ଡାକ୍ତରଖାନା ଗୁଡିକ ଲାଗି ରାଜ୍ୟ ସରକାର ବିଶ୍ୱସ୍ତରୀୟ ଡାକ୍ତରୀ ଯନ୍ତ୍ରପାତି ଖରିଦ କରିବେ । ବିଶେଷଜ୍ଞ କମିଟିର ପରାମର୍ଶ କ୍ରମେ ଏହା ଖରିଦ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ…
Read More...
Read More...
ଆଜି ପବିତ୍ର ହେରାପଞ୍ଚମୀ
ପୁରୀ: ପତ୍ନୀଙ୍କୁ ଶ୍ରୀମନ୍ଦିରରେ ଛାଡ଼ି ମାଉସୀ ମା’ ଘରେ ଜନ୍ମବେଦୀରେ ଭାଇ ଭଉଣୀଙ୍କୁ ଧରି ଲୀଳାଖେଳା କରୁଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ । ଯେଉଁଥିପାଇଁ କ୍ରୋଧରେ ଜର୍ଜରିତ ହୋଇ ରହିଛନ୍ତି ଦେବୀ ମହାଲକ୍ଷ୍ମୀ । ତେଣୁ ଆଜି!-->…
Read More...
Read More...
ଆଜିଠାରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ
କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ମାଟ୍ରିକ ସପ୍ଲିମେଣ୍ଟାରୀ ଓ ୨ୟ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ସୋମବାର ଆରମ୍ଭ ହୋଇଛି । ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଜାରି ରହିଛି।!-->…
Read More...
Read More...
ଏସଆରସିଙ୍କୁ ଇସ୍ରୋର ପ୍ରସଂଶା : ଓସଡମା ସହ କାମ କରିବାକୁ ଇସ୍ରୋ ଆଗ୍ରହୀ
“ଫନି” ମୁକାବିଲାର ନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ଓସଡମାର ପରିଚାଳନା ନିର୍ଦ୍ଦେଶକ ବିଷ୍ଣୁପଦ ସେଠୀଙ୍କୁ ଇସ୍ରୋର ଧନ୍ୟବାଦଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ସଫଳ ବିପର୍ଯ୍ୟୟ ମୁକାବିଲାରେ ସନ୍ତୋଷ!-->!-->!-->…
Read More...
Read More...
ଆସନ୍ତାକାଲିଠାରୁ ମ୍ୟାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ
ଭୁବନେଶ୍ୱର : ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ମ୍ୟାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତ ବର୍ଷ ମୋଟ ୨୮ ହଜାର ପରୀକ୍ଷାର୍ଥୀ ପରୀକ୍ଷା!-->…
Read More...
Read More...
ଭୁବନେଶ୍ୱରରେ ଆଇଆଇଏଫ୍ଟି ଲାଗି ମାଗଣା ଜମି ଦେବାକୁ ଅପରାଜିତାଙ୍କ ଅନୁରୋଧ
ଭୁବନେଶ୍ୱର: ଭୁବନେଶ୍ୱରରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଫରେନ ଟ୍ରେଡ୍ (IIFT) ସ୍ଥାପନ ପାଇଁ ରାଜ୍ୟ ସରକାର ମାଗଣାରେ ୫ ଏକର ଜମି ଯୋଗାଇ ଦେବାକୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ!-->…
Read More...
Read More...
ଆଜି ଶ୍ରୀଜିଉଙ୍କ ବନକ ଲାଗି ନୀତି
ପୁରୀ: ମାଉସୀ ବାଡ଼ିରେ ତିନି ଦିଅଁଙ୍କର ଆଜି ବନକ ଲାଗି ନୀତି ହେବ। ମଧ୍ୟାହ୍ନ ଧୂପ ଓ ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଆଡ଼ପ ମଣ୍ଡପରେ ବନକ ଲାଗି ହେବ। ଏଣୁ ରାତି ୯ଟା ପରଠାରୁ ଆଜି ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ବନକ ଲାଗି!-->…
Read More...
Read More...
ଅରୁଣ ବୋଥ୍ରାଙ୍କୁ ସହରାଞ୍ଚଳ ପରିବହନର ଅତିରିକ୍ତ ଦାୟିତ୍ୱ
ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଆଇଜି ତଥା ଅରୁଣ ବ୍ରୋଥା ଆଇପିଏଏସଙ୍କୁ ନବଗଠିତ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ(ସିଆରୟୁଟି)ର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଭୁବନେଶ୍ୱର!-->…
Read More...
Read More...
ବଜେଟ ନୂତନ ଭାରତର ଗଠନ ପାଇଁ ପଥ ଉନ୍ମୁକ୍ତ କରିବ : ନାଲକୋ ଅଧ୍ୟକ୍ଷ
ଭୁବନେଶ୍ୱର:କେନ୍ଦ୍ର ବଜେଟକୁ ନେଇ ନିଜ ମତ ରଖିଛନ୍ତି ନାଲକୋ ଅଧ୍ୟକ୍ଷ ଡ. ତପନ କୁମାର ଚାନ୍ଦ । ଏହି ବଜେଟ ନୂତନ ଭାରତର ଗଠନ ପାଇଁ ପଥ ଉନ୍ମୁକ୍ତ କରିବ । ଭିତିଭୂମି ପ୍ରକଳ୍ପ ବୃଦ୍ଧି ତଥା ଏମଏସଏମଇ ଗୁଡିକୁ ପ୍ରୋତ୍ସାହନ!-->…
Read More...
Read More...
