Browsing Category

Odisha

୯, ୧୦ରେ ଓଡିଶାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଓଡ଼ିଶାରେ ମୈାସୁମୀ ଓ ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିଛି । ମୈାସୁମୀ ସକ୍ରିୟ ହୋଇଥିବା କାରଣରୁ ରାଜ୍ୟରେ ଆସନ୍ତା ୯ ଓ ୧୦ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଂଚଳିକ…
Read More...

ଏଏସଆଇ ପକ୍ଷରୁ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ

ପୁରୀ: ରଥଯାତ୍ରା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀ ସହିତ ଜନ୍ମବେଦୀକୁ ଯାତ୍ରା କରିଥିବାବେଳେ ଶ୍ରୀମନ୍ଦିର ଖାଲିପଡ଼ିଛି। ଏହି ଅବସରରେ ଶ୍ରୀମନ୍ଦିରର ଗର୍ଭଗୃହ ଯାଞ୍ଚ ଆରମ୍ଭ ହୋଇଛି। ଭାରତୀୟ ପ୍ରତ୍ନତାତ୍ଵିକ…
Read More...

ପାଟଣାଗଡ ବିଧାୟକଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର: ପୂର୍ତ୍ତବିଭାଗ ଜେଇ ଜୟକାନ୍ତ ଶବରଙ୍କୁ ଉଠ୍‌ବସ୍‌ କରିବା ଘଟଣାରେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ଜାମିନ ମିଳିଛି। ୨୫ ହଜାର ଟଙ୍କା ଏବଂ ଦୁଇ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି…
Read More...

ବଢ଼ିଲା +୨ ନାମଲେଖା ସମୟସୀମା

ଭୁବନେଶ୍ୱର: ରାଜ୍ୟରେ ଥିବା ୧୬୦୦ରୁ ଅଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ) ସମେତ ସେଲ୍ଫ ଫାଇନାନ୍ସିଂ କଲେଜ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ଶିକ୍ଷା କଲେଜରେ ନାମଲେଖା ସମୟସୀମାକୁ ବୃଦ୍ଧି କରାଯାଇଛି। ଗତ ଜୁଲାଇ ୨ରେ…
Read More...

ଏଥର ୭ ଘଂଟା ଡ୍ୟୁଟି କରିବେ ଅଧ୍ୟାପକ ଓ ପ୍ରିନ୍ସିପାଲ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ପ୍ରିନ୍ସିପାଲ ଏଣିକି ସମସ୍ତ କାର‌୍ୟ୍ୟଦିବସରେ ସର୍ବନିମ୍ନ ୭ଘଣ୍ଟା ଡ୍ୟୁଟି କରିବା ପାଇଁ ବାଧ୍ୟ। ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ…
Read More...

ରଥ ଟଣାବେଳେ ଅଘଟଣ : ୨ ମୃତ, ୭ ଗୁରୁତର

ଯାଜପୁର : ରଥ ଟଣାବେଳେ ଅଘଟଣ ଘଟି ୨ ଜଣଙ୍କ ଜୀବନ ଯାଇଥିବାବେଳେ ୭ ଜଣ ଗୁରୁତର ହୋଇଛନ୍ତି । ଏଭଳି ଅଘଟଣ ଘଟିଛି ଯାଜପୁରର କାଳିଆପାଣିରେ । କାଳିଆପାଣିର ଟିସ୍କୋମାଇନ୍ସ କଲୋନୀରେ ରଥ ଟଣାବେଳେ ଏହି ଅଘଟଣ ଘଟିଛି । ରଥ…
Read More...

ଧାର୍ଯ୍ୟ ସମୟ ପୂର୍ବରୁ ଟଣାହେଲା ରଥ

ପୁରୀ : ଭକ୍ତଙ୍କ ସବୁ ଅପେକ୍ଷାର ଅନ୍ତ ଘଟିଲା। ପୁରୀରେ ରଥରେ ବସି ଶ୍ରୀଗୁଣ୍ଡିଚା ଅଭିମୁଖେ ଯାତ୍ରା ଆରମ୍ଭ କଲେ ଶ୍ରୀଜିଉ। ଏଠାରେ ରଥଟଣା ଆରମ୍ଭ ହୋଇଯାଇଛି। ଅପରାହ୍ଣ ୪ଟାରେ ରଥଟଣା ହେବା ବୋଲି ପୂର୍ବରୁ ଧାର୍ଯ୍ୟ…
Read More...

ତିନି ରଥରେ ଗଜପତି ମହାରାଜଙ୍କ ଛେରାପହଁରା

ପୁରୀ: ଆଜି ଅପରାହ୍ଣ ୧ଟା ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ରଥ ଉପରେ ଛେରାପହଁରା ଆରମ୍ଭ କରିଛନ୍ତି।ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ପ୍ରଥମେ ତାଳଧ୍ୱଜ ରଥରେ ଚଢ଼ି ସୁବାସିତ ଜଳ ସିଞ୍ଚନ କରିବା ପରେ ସୁବର୍ଣ୍ଣ…
Read More...

ପବିତ୍ର ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ଆଜି କୁସମିତ ହୋଇଛି । ସମସ୍ତେ ଆଜି ମହାପ୍ରଭୁଙ୍କର ଆଶୀର୍ବାଦ ପାଇଛନ୍ତି ବୋଲି ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା ଅବସରରେ ଓଡିଶାର…
Read More...

ରଥଯାତ୍ରା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପବିତ୍ର ରଥଯାତ୍ରା। ଏହି ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‌ ଜରିଆରେ ଅଭିନନ୍ଦନ ଜଣାଇଛନ୍ତି।ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ଘୋଷଯାତ୍ରା ଅବସରରେ…
Read More...

ବଡଦାଣ୍ଡରେ ରଥାରୁଢ ତିନି ଠାକୁର, ୪ଟାରେ ରଥ ଟଣା

ଭକ୍ତ ଓ ଭଗବାନଙ୍କ ମହାମିଳନପୁରୀ : ଆଜି ହେଉଛି ପବିତ୍ର ରଥଯାତ୍ରା ଏଥିଲାଗି ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସକାଳୁ ରୀତୀନିତି ସରିବା ପରେ ସକାଳ ୯ଟା ୩୦ରୁ ଆରମ୍ଭ ହୋଇଥିଲା ପହଣ୍ଡି । ପ୍ରଥମେ ସୁଦର୍ଶନ, ପରେ ବଡ ଭାଇ…
Read More...

ପବିତ୍ର ରଥଯାତ୍ରାରେ ରାଜ୍ୟ ବିଜେପିର ଶୁଭେଚ୍ଛା

ଭୁବନେଶ୍ୱର: ପବିତ୍ର ରଥଯାତ୍ରା ଅବସରରେ ସାରା ବିଶ୍ୱର ସମସ୍ତ ଜଗନ୍ନାଥ ପ୍ରେମୀ ଏବଂ ସାଢେ ୪ କୋଟି ଓଡିଆଙ୍କୁ ରାଜ୍ୟ ବିଜେପି ସଭାପତି ତଥା ସାଂସଦ ବସନ୍ତ ପଣ୍ଡା ଏବଂ ବିଧାୟକ ଦଳ ନେତା ପ୍ରଦୀପ ନାୟକ ଶୁଭେଚ୍ଛା ଜଣାଇବା ସହ…
Read More...

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ରାଜ୍ୟ କୃଷକ ମୋର୍ଚ୍ଚା

ଭୁବନେଶ୍ୱର: ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମୋଦି ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ଦେଢ ଗୁଣା କରିଛନ୍ତି । ଧାନ ସହ ୧୩ଟି ଫସଲର ସର୍ବନିମ୍ନ ସହାୟକ ବୃଦ୍ଧି କରାଯାଇଛି । ଧାନର ଏମଏସପି ୬୫ ଟଙ୍କା ବୃଦ୍ଧି କରାଯାଇ…
Read More...

ଆସନ୍ତାକାଲି ରଥଯାତ୍ରାକୁ ନେଇ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ

ପୁରୀ: ରାତି ପାହିଲେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ରଥଯାତ୍ରା ଦେଖିବା ପାଇଁ ବିଶ୍ୱର ଚାରିଆଡୁ ଶ୍ରୀକ୍ଷେତ୍ରକୁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଛୁଟି ଆସିଛନ୍ତି। ବିଶାଳ ଜନ…
Read More...