Browsing Category
Odisha
ଓଡିଶାର ଉନ୍ନତିବିନା ପୂର୍ବ ଭାରତର ସମୃଦ୍ଧି ସମ୍ଭବ ନୁହେଁ- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର : ପୂର୍ବ ଭାରତ ସମୃଦ୍ଧ ହେଲେ ଭାରତ ସମୃଦ୍ଧ ହେବ। ଓଡିଶାର ଉନ୍ନତିବିନା ପୂର୍ବ ଭାରତର ସମୃଦ୍ଧି ଚିନ୍ତାକରାଯାଇ ପାରେନା । ପୂର୍ବରୁ ଯେମିତି କଳିଙ୍ଗ ଯୁଦ୍ଧ ଓ ପାଇକ ବିଦ୍ରୋହର ନେତୃତ୍ୱ ଓଡ଼ିଶା ନେଇଥିଲା,!-->…
Read More...
Read More...
ଏସଆରସି ବିଷ୍ଣୁପଦ ସେଠୀଙ୍କୁ ମିଳିବ ଭୀମଭୋଇ ସମ୍ମାନ
କଟକ : ସାରଳା ସାହିତ୍ୟ ସଂସଦ ପକ୍ଷରୁ ଚଳିତ ବର୍ଷର ବିଶିଷ୍ଟ କବି ତଥା ଭାରତ ସରକାରଙ୍କ ପ୍ରଶାସନିକ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ମର୍ଯ୍ୟାଦାଜନକ ଭୀମଭୋଇ ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆସନ୍ତା ଜୁଲାଇ!-->…
Read More...
Read More...
ଓଡ଼ିଶା ବଜେଟ୍: କେଉଁ କ୍ଷେତ୍ରରେ କେତେ ବ୍ୟୟ ବରାଦ
ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରୁଛନ୍ତି। ସେ ପ୍ରଥମେ କୃଷି ବଜେଟ୍ ଉପସ୍ଥାପନ କରିଥିଲେ। ଏଥର ୨୦ ହଜାର!-->…
Read More...
Read More...
କାଳିଆ ଯୋଜନା ପାଇଁ ୫୬୧୧ କୋଟି ଟଙ୍କାର ବ୍ୟୟବରାଦ
ଭୁବନେଶ୍ୱର : ବିଧାନସଭାରେ ଉପସ୍ଥାପନ ହୋଇଛି ନବୀନ ସରକାରର ପଞ୍ଚମ ପାଳିର ପ୍ରଥମ ବଜେଟ । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମୋଟ ୧ ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟ ବ୍ୟୟବରାଦ କରାଯାଇଛି । ଆଉ ଚଳିତ ବଜେଟରେ କାଳିଆ!-->…
Read More...
Read More...
କଟକ ବଡ଼ ଡାକ୍ତରଖାନାରେ ଟିକ୍ଟକ୍ ମସ୍ତି
ମାଲକାନଗିରି ପରେ ଏବେ ଭାଇରାଲ ହେଲା କଟକ ଏସସିବି ମେଡ଼ିକାଲର ଟିକଟକ ଭିଡ଼ିଓ । ସମସ୍ତଙ୍କୁ ଚଢିଛି ଟିକଟକ ନିଶା । ପିଲାଙ୍କ ଠାରୁ ବୟସ୍କ ଯାଏଁ ଟିକଟକ ଭିଡ଼ଓରେ ପାଗଳ । ଏବେ କଟକ ଏସସିବି ମେଡ଼ିକାଲରେ ଆଟେଣ୍ଡାଣ୍ଟଙ୍କ!-->…
Read More...
Read More...
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭିଜିବ ଓଡ଼ିଶା!
ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣି ବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗର!-->…
Read More...
Read More...
ରଥଯାତ୍ରା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମନ୍ଵୟ ବୈଠକ
ପୁରୀ: ଶୁକ୍ରବାର ପୂର୍ବାହ୍ନରେ ପୁରୀ ସହରସ୍ଥିତ ନୀଳାଦ୍ରି ଭକ୍ତ ନିବାସରେ ରଥଯାତ୍ରା ନିମନ୍ତେ ଶେଷ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷତା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ପୂର୍ବାହ୍ନ ୧୧:!-->!-->!-->…
Read More...
Read More...
୨୦୧୮-୧୯ରେ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୪%ରୁ ୮.୪%କୁ ବୃଦ୍ଧି
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧି ହାର ୭.୪%ରୁ ୮.୪%କୁ ବୃଦ୍ଧି ପାଇଛି; ହରିଆନା, ପଞ୍ଜାବ, କେରଳ, ଛତିଶଗଡ଼ ଓ ମଧ୍ୟ!-->…
Read More...
Read More...
ବସ୍ ଓ ଟ୍ରେଲର ମୁହାଁମୁହିଁ ଧକ୍କା: ୪ ମୃତ
ବାରିପଦା: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଆଗରିଆ ଛକରେ ୧୮ ନମ୍ୱର ଜାତୀୟ ରାଜପଥରେ ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ସହ ଟ୍ରେଲରର ମୁହାଁମୁହିଁ ଧକ୍କା!-->…
Read More...
Read More...
ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ପୁରୀ : ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସରେ ରଥଯାତ୍ରା ସମୀକ୍ଷା ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଏହି ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ଆଇନ!-->…
Read More...
Read More...
ନର୍ସଙ୍କ ଟିକଟକ୍ ଭିଡିଓ ପ୍ରସଙ୍ଗ: ୪ଜଣଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ
ମାଲକାନଗିରି: ମାଲକାନଗିରି ହସ୍ପିଟାଲ ମଧ୍ୟରେ ନର୍ସମାନଙ୍କ ଟିକଟକ୍ ଭିଡିଓ ଭାଇରାଲ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ମାଲକାନଗିରି ପ୍ରଶାସନ । ମାଲକାନଗିରି ସିଡିଏମଓ ଏହି ଘଟଣାରେ ୪ଜଣ ନର୍ସଙ୍କୁ ଅନିର୍ଦ୍ଦିଷ୍ଟ କାଳ!-->…
Read More...
Read More...
ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟାକାଣ୍ଡ ମାମଲା: ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
ବ୍ରହ୍ମପୁର : ବହୁଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟାକାଣ୍ଡର ରାୟ ପ୍ରକାଶ ପାଇଛି । ଖଲିକୋଟ ଏଡିଜେ କୋର୍ଟର ମାନ୍ୟବର ବିଚାରପତି ମାମଲାର ଶୁଣାଣି କରି ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଦୋଷୀଙ୍କୁ ଦଣ୍ଡ!-->…
Read More...
Read More...
ଭୁବନେଶ୍ୱର ବିଇଓ କାର୍ଯ୍ୟାଳୟକୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଅଚାନକ ଗସ୍ତ
ଭୁବନେଶ୍ୱର: ଶିକ୍ଷା ବ୍ୟବସ୍ଥାକୁ କ୍ରିୟାଶୀଳ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ମନ୍ତ୍ରୀ ହେବା ପରଠାରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ!-->…
Read More...
Read More...
ଦୁବାଇରୁ ମୁକ୍ତ ହୋଇ ଫେରିଥିବା ୧୦ ଓଡିଆ ଶ୍ରମିକଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ୱଦେଶକୁ ସ୍ୱାଗତ
ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ସାଉଦି ଆରବରେ ଫସିରହିଥିବା ସମସ୍ତ ୧୦ ଜଣ ଓଡିଆ ଶ୍ରମିକ ବୈଦେଶିକ ମନ୍ତ୍ରାଳୟ ସହଯୋଗରେ ସୁରକ୍ଷିତ ଭାବେ!-->…
Read More...
Read More...
