Browsing Category

Odisha

ପ୍ରେମିକାର ଭାଇକୁ ଟାଙ୍ଗିଆରେ ହାଣିଲା ପ୍ରେମିକ

ବଲାଙ୍ଗିର: ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଖୁଜେନପାଲି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଏକତରଫା ପ୍ରେମ କରୁଥିବା ଯୁବକ ପ୍ରେମରେ ବିଫଳ ହେବାରୁ ପ୍ରେମିକାର ବଡ଼ଭାଇକୁ ଟାଙ୍ଗିଆରେ ଆକ୍ରମଣ କରିଛି। ରକ୍ତ ଜୁଡୁବୁଡୁ…
Read More...

ପଶ୍ଚିମ ଓଡ଼ିଶାରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ !

ଭୁବନେଶ୍ୱର: ଆସନ୍ତା ବିଧାନସଭା ନିର୍ବାଚନରେ ପଶ୍ଚିମ ଓଡ଼ିଶାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢ଼ିପାରନ୍ତି। ଖୋଦ୍ ମୁଖ୍ୟମନ୍ତ୍ରୀ ଏସମ୍ପର୍କରେ ଇସାରା ଦେଇଛନ୍ତି। ସେ କହିଛନ୍ତି ଯେ, ପଶ୍ଚିମ ଓଡ଼ିଶାରୁ ନିର୍ବାଚନ…
Read More...

ବିଜେଡିରେ ଯୋଗଦେଲେ ମୀରା

ଭୁବନେଶ୍ୱର: ବିଜେଡିରେ ସାମିଲ ହୋଇଛନ୍ତି ମୀରା ପରିଡା । ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନିଜ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି ମୀରା ପରିଡା । ବେଗୁନିଆ ବିଧାନସଭା ଆସନରୁ…
Read More...

ସୁନ୍ଦରଗଡ ଉନ୍ନୟନ ପରିଷଦରୁ ଇସ୍ତଫା ଦେଲେ କୁସୁମ ଟେଟେ

ସୁନ୍ଦରଗଡ : ସୁନ୍ଦରଗଡ ଉନ୍ନୟନ ପରିଷଦରୁ ଇସ୍ତଫା ଦେଇଛନ୍ତି କୁସୁମ ଟେଟେ । ତେବେ ଇସ୍ତଫା ଦେବାର କାରଣ ମଧ୍ୟ ସ୍ପଷ୍ଟ କରିଛନ୍ତି କୁସୁମ । କୁସୁମ ଟେଟେ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ ସେ ଏଥର ବିଧାନସଭା ନିର୍ବାଚନ…
Read More...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମ୍ବଲପୁର: ସମ୍ବଲପୁରର କ୍ଷେତରାଜପୁର ଥାନା ଅନ୍ତର୍ଗତ ଚେରୁଆପଡ଼ା ଅଞ୍ଚଳରେ ଏକ ନିର୍ମାଣାଧୀନ ପାଣି ଟାଙ୍କିରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ସୁରଜ ରାୟ। ସେ ଚେରୁଆପଡ଼ା ଅଞ୍ଚଳରେ…
Read More...

ଲିଙ୍ଗରାଜଙ୍କ ହୁଣ୍ଡିରୁ ଟଙ୍କା ନେଇଗଲେ ଦୁର୍ବୃତ୍ତ

ଭୁବନେଶ୍ୱର: ହୁଣ୍ଡି ଭିତରେ ଲାଗିଛି କାଗଜ ଠୋଲା। ରେଜା ପଇସା ପଡ଼ିଲେ ହୁଣ୍ଡି ଭିତରକୁ ଗଳି ଯାଉଛି। ନୋଟ୍ ପଡ଼ିଲେ ଠୋଲା ଭିତରେ ରହୁଛି। ମୁଗୁରାରେ ମାଛ ଧରିବା ଭଳି ଶ୍ରୀଲିଙ୍ଗରାଜଙ୍କ ହୁଣ୍ଡିରୁ ଏଭଳି ଏକ ବିଚିତ୍ର…
Read More...

ଆଜିଠୁ ହେବ ନାହିଁ ଜନପଥରେ ପଥ ଉତ୍ସବ

ଭୁବନେଶ୍ୱର: ଆଜିଠାରୁ ଜନପଥରେ ଆଉ ପଥ ଉତ୍ସବ ହେବ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ବିଡିଏ କର୍ତ୍ତୃପକ୍ଷ । ରାଜ୍ୟରେ ସାଧାରଣ ନିର୍ବାଚନ ନେଇ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ପଥ ଉତ୍ସବକୁ ବାତିଲ୍ କରାଯାଇଛି ବୋଲି…
Read More...

ବିଶ୍ୱ ସୀମା ଶୁଳ୍କ ସଙ୍ଗଠନର ପ୍ରବର୍ତ୍ତନ ସମିତି ଅଧ୍ୟକ୍ଷ ହେଲେ ଦେବୀ ପ୍ରସାଦ ଦାଶ

ଭୁବନେଶ୍ବର: ସୀମାଶୁଳ୍କ ବ୍ୟାପାରରେ ଦୀର୍ଘଦିନର ଅଭିଜ୍ଞତା ହାସଲ କରିଥିବା ଓଡ଼ିଆ ଅଧିକାରୀ ତଥା କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟ ଅଧୀନ କେନ୍ଦ୍ରୀୟ ସୀମାଶୁଳ୍କ ଏବଂ ଉତ୍ପାଦ ଶୁଳ୍କ ବୋର୍ଡର ମହାନିର୍ଦ୍ଦେଶକ ଦେବୀ…
Read More...

ସିପିଆଇଏମ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା: ଭୁବନେଶ୍ୱରରୁ ମୈଦାନକୁ ଓହ୍ଲାଇବେ ଜନାର୍ଦ୍ଦନ ପତି

ଭୁବନେଶ୍ୱର :  ୨୦୧୯ ସାଧାରଣ ନିର୍ବାଚନ ପାଇଁ ସିପିଆଇଏମ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୪୫ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ଭୁବନେଶ୍ୱର ଲୋକସଭା ଆସନ ପାଇଁ ଜନାର୍ଦ୍ଦନ ପତିଙ୍କୁ ନିଜର ପ୍ରାର୍ଥୀ…
Read More...

ବିଜେଡିରୁ ଇସ୍ତଫା ଦେଲେ ଦାମଙ୍କ ଝିଅ ପ୍ରୀତିନନ୍ଦା

ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଲେ ଦାମଙ୍କ ଝିଅ । ବାପା ବିଜେପିରେ ଯୋଗ ଦେବାର ଦୁଇ ଦିନ ନ ହେଉଣୁ ବିଜେଡି ଛାଡିଛନ୍ତି ଦାମଙ୍କ ଝିଅ ପ୍ରୀତିନନ୍ଦା ରାଉତରାୟ । ବ୍ୟକ୍ତିଗତ କାରଣ ଦର୍ଶାଇ ପ୍ରୀତିନନ୍ଦା ବିଜେଡିରୁ ଇସ୍ତଫା…
Read More...

ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ

ଉଦଳା: ଘରୋଇ କଳିରୁ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ। ଏ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଚତୁରିସାହି ଗାଁରେ। ଗତକାଲି ସ୍ୱାମୀ ହାଡ଼ିଆ ଖିଲାର ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ…
Read More...

ବିଜେଡି ଛାଡିବେ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର !

ବ୍ରହ୍ମପୁର: ଟିକେଟ୍ ପାଇଁ ବିଜେଡିରେ ବିଦ୍ରୋହ  । ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ବିଜେଡି ଛାଡିବା ପରେ ଏବେ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର ବିଜେଡି ଛାଡିବା ନେଇ ସଜବାଜ ହେଉଥିବା ଚର୍ଚ୍ଚା ହେଉଛି  । ଏହି…
Read More...

ପଦ୍ମ ଧରିଲେ ନବରଙ୍ଗପୁର ସାଂସଦ ବଳଭଦ୍ର

ନୂଆଦିଲ୍ଲୀ : ମଙ୍ଗଳବାର ଦିନ ବିଜେଡିରୁ ଇସ୍ତଫା ଦେଇଥିବା ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ବିଜେପିରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜେପିର ମୁଖ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ…
Read More...

ଡ୍ରିମ୍ ହୋମ୍‌ ଆଶ୍ରମରେ ଚଢ଼ଉ, ୪୨ ପିଲା ଉଦ୍ଧାର

ଚୌଦ୍ୱାର: କଟକ ଜିଲ୍ଲା ଚୌଦ୍ୱାର ଶଙ୍କରପୁର ସ୍ଥିତ ଗୁଡ ନିଉଜ୍ ଇଣ୍ଡିଆର ଏକ ଶାଖା ଡ୍ରିମ୍ ହୋମ୍‌ ଆଶ୍ରମ ଉପରେ ଚଢଉ ହୋଇଛି। ଜିଲ୍ଲା ଶିଶୁ ମଙ୍ଗଳ କମିଟି ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୁକ୍ରବାର ଅଚାନକ ଚଢଉ କରି…
Read More...