Browsing Category
Odisha
ଓଡ଼ିଶାର ୩ ଜଣଙ୍କୁ ପଦ୍ମଶ୍ରୀ: କୃଷିକ୍ଷେତ୍ରରେ କମଳା ପୂଜାରୀ, ସମାଜସେବା ପାଇଁ ଦୈତାରୀ ନାୟକ, ଡି ପ୍ରକାଶ ରାଓଙ୍କୁ…
ନୂଆଦିଲ୍ଲୀ: ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି । ଆଜି ୩ ଜଣ ଓଡିଆଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ!-->…
Read More...
Read More...
କଂଗ୍ରେସ ଛାଡ଼ିଲେ ସାଲେପୁର ବିଧାୟକ ପ୍ରକାଶ
ଭୁବନେଶ୍ୱର: ବହୁ କଳ୍ପନାଜଳ୍ପନା ପରେ ଶେଷରେ କଂଗ୍ରେସ ଛାଡ଼ିଲେ ସାଲେପୁର ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା। ସେ ତାଙ୍କ ଇସ୍ତଫାପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପଠାଇ ଦେଇଛନ୍ତି।ପ୍ରକାଶ ତାଙ୍କ ଇସ୍ତଫାପତ୍ରରେ!-->…
Read More...
Read More...
ବିଜେପିରେ ଯୋଗଦେଲେ ପୂର୍ବତନ ବିଧାୟକ ସରୋଜ ପାଢୀ, ପୂର୍ବତନ ମହିଳା କମିସନ ସଦସ୍ୟା ତିଳୋତ୍ତମା ନାୟକ
ଭୁବନେଶ୍ୱର: ଗଂଜାମ ଜିଲ୍ଲାର ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀ ଓ ପୂର୍ବତନ ମହିଳା କମିସନ୍ ସଦସ୍ୟା ତିଳୋତ୍ତମା ନାୟକ ଶୁକ୍ରବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି।ରାଜ୍ୟ ବିଜେପି କାର୍ଯ୍ୟାଳୟରେ!-->…
Read More...
Read More...
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ୧୦୨କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ
ପୁରୀ: ଆଜି ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ତରଫରୁ ବୈଠକ ଡ଼କାଯାଇ ୨୦୧୯-୨୦ମସିହା ପାଇଁ ବଜେଟ୍ ଉପସ୍ଥାପିତ କରାଯାଇଛି । ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଜି ଏହି ବଜେଟ୍ ଉପସ୍ଥାପିତ କରିଛନ୍ତି । ଏହି!-->…
Read More...
Read More...
ବରଗଡ ସମାବେଶରେ ରାଜ୍ୟ, କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ରାହୁଲ
ବରଗଡ: ନିର୍ବାଚନ ଘୋଷଣା ପରେ ଓଡିଶା ଗସ୍ତରେ କଂଗ୍ରେସ କମାଣ୍ଡର ରାହୁଲ ଗାନ୍ଧୀ । ବରଗଡରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗଦେବା ସହ ୨୦୧୯ ମହାସମର ପାଇଁ କର୍ମୀଙ୍କୁ ଦେଇଛନ୍ତି ଗୁରୁମନ୍ତ୍ର ।ଉଭୟ ରାଜ୍ୟ ଓ କେନ୍ଦ୍ର!-->…
Read More...
Read More...
ବିଜେଡିରୁ ଇସ୍ତଫା ଦେଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ
ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫା ପତ୍ର ପଠାଇବା ସହ ବିଜେଡିକୁ ବାଏ ବାଏ କରିଛନ୍ତି ସୁକାନ୍ତ । ଦଳରେ ତାଙ୍କୁ ଅଣଦେଖା!-->…
Read More...
Read More...
ବିଜେପି ସାହାଯ୍ୟରେ ଓଡ଼ିଶାରୁ ଭ୍ରଷ୍ଟାଚାର ଶାସନ ହଟିବ:ଦାମ
ଭୁବନେଶ୍ୱର: ଆଜିଠାରୁ ଗେରୁଆ ଗଡ଼ରୁ ଶୁଭିବ ଦାମଙ୍କ ଶାଣିତ ସ୍ୱର । ଏବେ ରାଜ୍ୟ ସରକାରଙ୍କ ଉପରେ ବର୍ଷିବେ ଦାମ ରାଉତ । ବିଜେପିରେ ସାମିଲ ହେବା ପରେ ବରିଷ୍ଠ ନେତା ଦାମୋଦର ରାଉତ ଆଜି ଭୁବନେଶ୍ୱର ଫେରିଛନ୍ତି । ବିଜୁ!-->…
Read More...
Read More...
ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଚୟନ ପାଇଁ ବିଜେପିର ବୈଠକ
ଭୁବନେଶ୍ୱର: ଆସନ୍ତା ମାସରେ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ବିଜେପିରେ ନିର୍ବାଚନୀ ତତ୍ପରତା ଦେଖା ଦେଇଛି। ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଚୟନ ନେଇ ବୈଠକ ଅନୁଷ୍ଠିତ ହେବ। ବରିଷ୍ଠ ବିଧାୟକ,!-->…
Read More...
Read More...
ରେଳଲାଇନ କଡରୁ ମିଳିଲା ଶିଶୁର ମୃତଦେହ, ବଳି ସନ୍ଦେହ
ଟିଟିଲାଗଡ: ଟିଟିଲାଗଡ ରେଳ ଷ୍ଟେସନରୁ ଅଳ୍ପ ଦୂରରେ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି । ରେଳ ଲାଇନ କଡରୁ ଶିଶୁର ମୃତଦେହ ମିଳିଛି । ମୃତ ଦେହଟି ପ୍ରାୟ ଚାରି ପାଂଚ ଦିନ ତଳର ବୋଲି ଅନୁମାନ କରାଯାଉଛି । ତେବେ ଶିଶୁର ଶବ!-->…
Read More...
Read More...
ଆନ୍ଧ୍ରପ୍ରଦେଶରୁ ୧୨ ଦାଦନ ଶ୍ରମିକ ଉଦ୍ଧାର
ବଲାଙ୍ଗିର: ଆନ୍ଧ୍ର ପ୍ରଦେଶରୁ ୧୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ୪ ଜଣ ଶିଶୁ ଅଛନ୍ତି। ଉଦ୍ଧାର ହୋଇଥିବା ସମସ୍ତ ଶ୍ରମିକଙ୍କ ଘର ବଲାଙ୍ଗିର ଜିଲ୍ଲାରେ। ଗତ ଡିସେମ୍ବର ମାସରେ ଗଗନ ସୁନା ନାମକ!-->…
Read More...
Read More...
ପଦ୍ମ ଧରିଲେ ଦାମ
ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ବିଜେପିରେ ଯୋଗଦେଲେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। ଗେରୁଆ ରଙ୍ଗରେ ରଙ୍ଗୀନ ହେଲେ ଦାମ । ନୂଆଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ!-->…
Read More...
Read More...
ଏକ ଟନ୍ରୁ ଅଧିକ ଗଞ୍ଜେଇ ଜବତ
ଜୟପୁର: ଆଜି ଜୟପୁର ପୁଲିସ୍ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ୧୨ ଜଣଙ୍କୁ ଗିରଫ କରାଯାଇଛି।ଗିରଫଙ୍କ ମଧ୍ୟରେ ଜଣେ ମହିଳା ଥିବା ପୁଲିସ୍ କହିଛି। ମହିଳା ଜଣକ ଗଞ୍ଜେଇ ଚାଲାଣରେ ସହଯୋଗ କରୁଥିଲେ। ସାଧାରଣ!-->…
Read More...
Read More...
୧୧ ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ କୁଆପଥର ମାଡ଼ ସମ୍ଭାବନା
ଭୁବନେଶ୍ୱର: ଆଜିଠାରୁ ଆଗାମୀ ତିନି ଦିନ ଧରି ରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀ ସହ କୁଆପଥର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଗୁରୁବାର ପୂର୍ବାନୁମାନ କରାଯାଇଛି । ଆଜି ଅନୁଗୁଳ,!-->…
Read More...
Read More...
ସ୍ୱଧାର ଗୃହରେ ବିବାହ ବନ୍ଧନରେ ବାନ୍ଧି ହେଲେ ପ୍ରେମୀ ଯୁଗଳ
ବଲାଙ୍ଗୀର: ପ୍ରେମକୁ ନେଇ ଅନେକ କାହାଣୀ, ଅନେକ କବିତା । କିନ୍ତୁ ଆଜି ଆମେ ଏମିତି ଏକ ପ୍ରେମ କାହାଣୀ ଆପଣଙ୍କ ସାମ୍ନାରେ ରଖିବୁ ଯାହା ଜାଣିଲେ ଆପଣ ବି କହିବେ, ପ୍ରେମ ଅସମ୍ଭବକୁ ସମ୍ଭବ କରାଇବାରେ ସକ୍ଷମ । ଯେମିତି!-->…
Read More...
Read More...
