Browsing Category
Odisha
ପୁଣି ଭୁବନେଶ୍ୱରରେ ବାଘ ଆତଙ୍କ
ଭୁବନେଶ୍ୱର: ପୁଣି ଭୁବନେଶ୍ୱରରେ ବାଘ ଆତଙ୍କ । ରାଜଧାନୀର ରଙ୍ଗମାଟିଆ ତଳସାହି ଅଂଚଳରେ ବାଘ ବୁଲୁଥିବା ଦେଖିବାକୁ ପାଇଛନ୍ତି ସ୍ଥାନୀୟ ଲୋକେ । ଏନେଇ ବନବିଭାଗ ଖବର ପାଇବା ପରେ ଘଟଣାସ୍ଥଳରେ ପହଂଚିଛି । ଏବଂ ସ୍ଥାନୀୟ!-->…
Read More...
Read More...
ମାଟ୍ରିକ୍ ପ୍ରଶ୍ନପତ୍ର ଲିକ୍
ଜୟପୁର: ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ହିଁ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ଜୟପୁର ବନ୍ଧୁଗାଁ ବ୍ଲକର ସରକାରୀ ସ୍କୁଲରେ ପରୀକ୍ଷା ବେଳେ ଲିକ୍ ହୋଇଛି ପ୍ରଶ୍ନପତ୍ର । ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ପ୍ରଶ୍ନପତ୍ର!-->…
Read More...
Read More...
ଆଜିଠାରୁ ଆରମ୍ଭ ହେଲା ମ୍ୟାଟ୍ରିକ ପରୀକ୍ଷା
କଟକ: ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଇଛନ୍ତି ପରିକ୍ଷାର୍ଥୀ । ପରୀକ୍ଷା ବେଳେ କପି ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ପରୀକ୍ଷା କେନ୍ଦ୍ରକୁ କପି ନଆଣିବାକୁ!-->…
Read More...
Read More...
ଡଙ୍ଗା ପାର ହୋଇ ପରୀକ୍ଷା କେନ୍ଦ୍ରକୁ ଗଲେ ୪୦ ଛାତ୍ରଛାତ୍ରୀ
ଅସ୍ତରଙ୍ଗ: ଆଜି ଆରମ୍ଭ ହୋଇଛି ମାଟ୍ରିକ୍ ପରୀକ୍ଷା । ବିପଦ ସଙ୍କୁଳ ଅବସ୍ଥାରେ ୪୦ ଜଣ ପରୀକ୍ଷାର୍ଥୀ ଦେବୀ ନଦୀରେ ଡଙ୍ଗା ପାର ହୋଇ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ଦେଖିବାକୁ ମିଳିଥିଲା । ଏପରି ଅଭାବନୀୟ ଚିତ୍ର!-->…
Read More...
Read More...
ପିଏମ୍ ଯୋଜନାରେ ସାମିଲ ହେବ ଓଡ଼ିଶା
ଭୁବନେଶ୍ୱର: କାଳିଆ ଯୋଜନାର କାର୍ଯ୍ୟାନ୍ୱୟନ ତଦାରଖ ପାଇଁ ଗୁରୁବାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଧାନମନ୍ତ୍ରୀ କିଷାନ୍!-->…
Read More...
Read More...
କେନ୍ଦୁପତ୍ର କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ଭେଟି
ଭୁବନେଶ୍ୱର: କେନ୍ଦୁପତ୍ର କର୍ମଚାରୀଙ୍କୁ ରାଜ୍ୟ ସରକାର ଗୁରୁବାର ଏକ ଭେଟି ଦେଇଛନ୍ତି । ସରକାର କେନ୍ଦୁପତ୍ର କର୍ମଚାରୀଙ୍କ ଅବ୍ୟାହତି ବୟସ ସୀମା ୬୦ରୁ ୬୨କୁ ବୃଦ୍ଧି କରିଛନ୍ତି। ରାଜ୍ୟ ସରକାର ଏହି ପଦକ୍ଷେପ ନେବା ପରେ!-->…
Read More...
Read More...
ପାକିସ୍ତାନରେ ବିଜେଡି ବିଧାୟକଙ୍କୁ ନେଇ ଚର୍ଚ୍ଚା
ଭୁବନେଶ୍ୱର: ପାକିସ୍ତାନରେ ଏବେ ବିଜେଡି ବିଧାୟକଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଯାହା ନେଇ ସାରା ଭାରତବର୍ଷକୁ ଚକିତ କରିଦେଇଛି । ପୁଲୱାମାରେ ସହିଦ୍ ଓଡିଆ ଯବାନଙ୍କ ଅନ୍ତିମ ସଂସ୍କାର ସମୟରେ ତାଙ୍କ ଦାଦାଙ୍କୁ ବିଜେଡି!-->…
Read More...
Read More...
ନବନିର୍ମାଣ କୃଷକ ସଂଗଠନର ୧୨ଘଂଟିଆ ଓଡିଶା ବନ୍ଦ ପାଳନର ପଡିଲା ଆଂଶିକ ପ୍ରଭାବ
ଭୁବନେଶ୍ୱର: ନବ ନିର୍ମାଣ ଓଡିଶା ବନ୍ଦ ଡାକରାର ଆଂଶିକ ପ୍ରଭାବ । ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ ଦାବିରେ ଚାଷୀ ଆନ୍ଦୋଳନକୁ ପୋଲିସର ଦମନ ପ୍ରତିବାଦରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ପାଳନ କରାଯାଉଥିବା ୧୨ଘଂଟିଆ!-->…
Read More...
Read More...
ଅର୍ଦ୍ଧନିମିତ ପାଇଖାନା ଟାଙ୍କିରୁ ମିଳିଲା ଶିଶୁକନ୍ୟାଙ୍କ ମୃତଦେହ
ମାଲକାନଗିରି: ମାଲକାନଗିରି ସହରର ଲାଠିଆଗୁଡ଼ାଠାରେ ଆଜି ଏକ ଅର୍ଦ୍ଧନିମିତ ପାଇଖାନା ଟାଙ୍କିରୁ ଜଣେ ଶିଶୁକନ୍ୟାର ମୃତଦେହକୁ ଉଦ୍ଧାର କରାଯାଇଛି । ମୃତ ଶିଶୁକନ୍ୟାର ବୟସ ୪ବର୍ଷ । କାଲିଠାରୁ ଏହି ଶିଶୁକନ୍ୟା ଜଣଙ୍କ ନିଖୋଜ!-->…
Read More...
Read More...
ବରଗଡ଼ରେ ମୁଖ୍ୟମନ୍ତ୍ରୀ: କିଷାନ ଯୋଜନା ଆଡରେ କେନ୍ଦ୍ରକୁ ଟାର୍ଗେଟ କଲେ
ବରଗଡ଼: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଗସ୍ତରେ ଯାଇଛନ୍ତି । ସେଠାରେ ୫୧୫କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପକୁ ଉଦ୍ଘାଟନ ସହ ୧୪୯୫ କୋଟିରୁ ଊଦ୍ଧ୍ୱର୍ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହା ବ୍ୟତୀତ!-->…
Read More...
Read More...
ମାଟ୍ରିକ ପରୀକ୍ଷାରେ ପଡ଼ିବନି ବନ୍ଦ ପ୍ରଭାବ: ଗଣଶିକ୍ଷା ସଚିବ
ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମାଟ୍ରିକ ପରୀକ୍ଷା ଉପରେ ବନ୍ଦର କୌଣସି ପ୍ରଭାବ ପଡ଼ିବ ନାହିଁ ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ । ଗତକାଲି ସନ୍ଧ୍ୟା ସୁଦ୍ଧା ଠାରୁ ସବୁ ନୋଡ଼ାଲ!-->…
Read More...
Read More...
କଳିଙ୍ଗାଘାଟିରେ ଓଲଟିଲା ବସ୍: ୪୦ରୁ ଊଦ୍ଧ୍ୱର୍ ଆହତ
କନ୍ଧମାଳ: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଥାନା ଅଧୀନ କଳିଙ୍ଗାଘାଟିରେ ଆଜି ସକାଳେ ବସ୍ ଓଲଟି ୪୦ରୁ ଊଦ୍ଧ୍ୱର୍ ବ୍ୟକ୍ତି ଆହତ ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଂଚି ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି!-->…
Read More...
Read More...
ବମିଖାଲ ଓଭର ବ୍ରିଜକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ରାଜଧାନୀର ଅନ୍ୟତମ ବ୍ୟସ୍ତ ବହୁଳ ସ୍ଥାନ ବମିଖାଳ ଓଭର ବ୍ରିଜକୁ ଉଦ୍ଘାଟନ କରିଛନ୍ତି। ପ୍ରାୟ ୪୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବ୍ରିଜ ଉଦ୍ଘାଟନ!-->…
Read More...
Read More...
ଫେସ୍ବୁକ୍ ପ୍ରେମ କରି ଅଡୁଆରେ ଯୁବତୀ
ଭୁବନେଶ୍ୱର: ଜଣେ ଯୁବତୀ ଫେସ୍ବୁକ୍ ଜରିଆରେ ପ୍ରେମ କରି ଏବେ ପଡିଛନ୍ତି ଅଡୁଆରେ । ଫେସ୍ବୁକ୍ ପ୍ରେମ୍ ପରେ ଘରଛାଡି ପଳାଇ ଆସି କହିଥିଲେ ବିବାହ । ବାହାଘର ମାସେ ହୋଇନି ସେହି ଯୁବତୀଙ୍କୁ ବୁଧବାର ବରମୁଣ୍ଡା ଅଂଚଳରୁ!-->…
Read More...
Read More...
