Browsing Category

Odisha

ବସ୍ ଓଲଟି ୧୦ ଆହତ

ସୋର: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍‌ ଆଳନ୍ଦା ଗାଁ ନିକଟରେ ଏକ ବସ୍‌ ଓଲଟି ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ବରଜଦେଉଳିରୁ ବାଲେଶ୍ୱର ଯାଉଥିବା ଝାଡେଶ୍ୱର ନାମକ ଏକ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏହି ବସ୍‌ରେ…
Read More...

ଗୁହାଳରେ ଅଗ୍ନିକାଣ୍ଡ: ୪ ଗୋରୁ ଜୀବନ୍ତ ଦଗ୍ଧ

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ମଧୁପୁରା ଗାଁରେ ଏକ ଗୁହାଳରେ ଅଗ୍ନିକାଣ୍ଡ । ନିଆଁ ଲାଗି ୪ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏଥିସହ ୫ଟି ଗୋରୁ ଅର୍ଦ୍ଧଦଗ୍ଧ ହୋଇଛନ୍ତି। କେଉଁ କାରଣରୁ…
Read More...

ପୁଣିଥରେ ମ୍ୟାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ

ଭୁବନେଶ୍ୱର: ପୁଣିଥରେ ମ୍ୟାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ଓଡିଆ ପ୍ରଶ୍ନପତ୍ର ପରେ ଆଜି ଇରାଂଜୀ ପରୀକ୍ଷାର ପ୍ରଶ୍ନପତ୍ର ଭାଇରାଲ ହୋଇଛି । ବଲାଙ୍ଗୀରରେ ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି କୋଶ୍ଚିନ । ପରୀକ୍ଷାରୁ…
Read More...

ବିବାହ ବନ୍ଧନରେ ନଗଡା ସୁନ୍ଦରୀ

ଯାଜପୁର: ପୁଣିଥରେ ଯାଜପୁରର ନଗଡା ଚର୍ଚ୍ଚାରେ । ନଗଡାର ସୁନ୍ଦରୀ ରଇବାରୀ ପ୍ରଧାନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ତଳ ନଗଡାର ଗୁରୁ ପ୍ରଧାନଙ୍କ ବଡଝିଅ ରୁଇ ଢେଙ୍କାନାଳ ଜିଲ୍ଲା ବିରଶାଳା ପାଖ ମୁତୁରିବନ୍ଧ ଗାଁର…
Read More...

ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା,୨୧ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ପବନ ଓ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ୨୧ଟି ଜିଲ୍ଲାକୁ ସତର୍କ ରହିବାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ…
Read More...

ଢେଙ୍କାନାଳରେ ଚାଷୀ ସମାବେଶ: ଉତ୍କଳ ଦିବସରେ ଚାଷୀଙ୍କୁ ମିଳିବ ୨ ପର‌୍ୟ୍ୟାୟ ‘କାଳିଆ’ ଟଙ୍କା

ଢେଙ୍କାନାଳ: ଆସନ୍ତା ଏପ୍ରିଲ ୧ ତଥା ଉତ୍କଳ ଦିବସରେ ଚାଷୀଙ୍କୁ ଦ୍ୱିତୀୟ ପର‌୍ୟ୍ୟାୟ ‘କାଳିଆ’ ଟଙ୍କା ମିଳିବା ନେଇ ଢେଙ୍କାନାଳ ଜିଲ୍ଲା ଚାଷୀ ମହାସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଜଣେ…
Read More...

ମାଟ୍ରିକ୍ ପଶ୍ନପତ୍ର ଲିକ୍ ଘଟଣା: ପୁଣି ୨ ଗିରଫ

ନୂଆପଡ଼ା: ମାଟ୍ରିକ୍ ପଶ୍ନପତ୍ର ଲିକ୍ ଘଟଣାରେ ପୁଣି ୨ ଜଣଙ୍କୁ ଗିରଫ କରିଛି ନୂଆପଡ଼ା ଜିଲ୍ଲା ବୋଡେନ ପୋଲିସ। ଫଳରେ ଗିରଫଦାରୀ ସଂଖ୍ୟା ୭ରେ ପହଞ୍ଚିଛି। ଗତ ୨୨ ତାରିଖ ଦିନ କେରାପଦର ଦ୍ୱାରଶନୀ ହାଇସ୍କୁଲର ସହକାରୀ…
Read More...

ଓଡ଼ିଶାରେ ‘ପିଏମ୍‌ କିଷାନ ସମ୍ମାନ ନିଧି’ ଯୋଜନା ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ଵତ୍‌

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଉତ୍ତର ପ୍ରଦେଶର ଗୋରଖପୁର ଠାରେ ‘ପିଏମ କିଷାନ ସମ୍ମାନ ନିଧି’ ଯୋଜନା ଶୁଭାରମ୍ଭ କରିଛନ୍ତି। ଏହାପରେ ଓଡ଼ିଶାରେ ଏହି ଯୋଜନାକୁ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ…
Read More...

କନ୍ଧମାଳ ବୋହୂ ସାଜିଲେ ସ୍ୱିଡେନର ଝିଅ

ଫୁଲବାଣୀ: କନ୍ଧମାଳ ବୋହୂ ସାଜିଲେ ସ୍ୱିଡେନର ଝିଅ । ଏଭଳି ଏକ ବିରଳ ଛବି ଦେଖିବାକୁ ମିଳିଛି ଫୁଲବାଣୀରେ । କନ୍ଧମାଳର ଏମଡି. ରିଆଜଙ୍କୁ ପ୍ରେମ ବିବାହ କରିଛନ୍ତି ସ୍ୱିଡେନର ଝିଅ ହେମା । ଗୋଆ ହୋଟେଲର ପ୍ରେମ ଫୁଲବାଣୀରେ…
Read More...

୪୮ ଘଣ୍ଟା ମଧ୍ୟରେ ହୋଇପାରେ ବର୍ଷା

ଭୁବନେଶ୍ୱର: ଟ୍ରାପ୍ ଲାଇନ୍ ପ୍ରଭାବରେ ଆସନ୍ତା ୪୮ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ। ଏହାସହ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି। ଏପରି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।…
Read More...

ଚିଲିକା କୂଳରୁ ମଲା ଡଲ୍‌ଫିନ୍‌ ଉଦ୍ଧାର

ବ୍ରହ୍ମଗିରି: ରବିବାର ସକାଳେ ବନ ବିଭାଗ ଗୋଟାଏ ଇରାଓ୍ଵାଡ଼ି ପ୍ରଜାତିର ମଲା ଡଲ୍‌ଫିନ୍‌ ଉଦ୍ଧାର କରିଛି। ମଲା ଡଲ୍‌ଫିନ୍‌ଟି ଗତ ରାତିରୁ କୃଷ୍ଣପ୍ରସାଦ ବ୍ଲକ୍‌ ଅନ୍ତର୍ଗତ ଚିଲିକା ନୂଆପଡ଼ା ରେଞ୍ଜ ଅଞ୍ଚଳର ଚିଲିକା ହ୍ରଦର…
Read More...

ରାଜ୍ୟ ସରକାରଙ୍କ ପାଇଁ କାଳିଆ ଛାତ୍ରବୃତି ଯୋଜନା ଏକ ବାହାନା: ଧର୍ମେନ୍ଦ୍ର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପାଇଁ କାଳିଆ ଛାତ୍ରବୃତି ଯୋଜନା ଏକ ବାହାନା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ରାଜ୍ୟର ସଂଖ୍ୟାଧିକ ଚାଷୀ ତଥା ଓବିସି ପରିବାରକୁ ଧୋକା…
Read More...

ମଦ୍ୟପ ବରର ହାତ ଧରିବାକୁ ମନାକଲା ମଙ୍ଗୁଳା କନିଆ, ଶିଶୁପାଳ ହୋଇ ଫେରିଗଲା ବର

କଳାହାଣ୍ଡି: କଳାହାଣ୍ଡି ଜୁନାଗଡ ବ୍ଲକ ଦୁନ୍ଦେଲମାଲ ଗାଁରେ ଦେଖିବାକୁ ମିଳିଛି ଏମିକି ଏକ ଅଭାବନୀୟ ଘଟଣା । ବିବାହ ବେଦିରେ ମାତାଲ ବରର ହାତ ଧରିବାକୁ ଝିଅ ମନା କରିଦେଇଥିଲା । ଶେଷରେ ନିରାଶ ହୋଇ ବର ଶିଶୁପାଳ ହୋଇ…
Read More...

ନଦୀରେ ଭାସୁଛି ମଲା ମାଛ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍‌ ଅଞ୍ଚଳ ଦେଇ ଯାଇଥିବା ସୋନ ନଦୀରେ ମାଛ ମଡ଼କ ଦେଖା ଦେଇଛି। ବିଶେଷ କରି ପତ୍ରିପାଳ ଓ ଗନିପୁର ପଞ୍ଚାୟତ ପାଖରେ ଶହ ଶହ ମାଛ ମରି ଭାସୁଛନ୍ତି।ସ୍ଥାନୀୟ ଲୋକଙ୍କ କହିବା…
Read More...