Browsing Category

Odisha

କଟକର ନୂଆ ମେୟର ହେଲେ ସୁବାଷ ସିଂହ

ଆସିଛି ପୌର ନିର୍ବାଚନ ଫଳାଫଳ । ୩ ମହାନଗର ନିଗମ ଏବଂ ୧୦୫ ପୌର ପରିଷଦର ଫଳାଫଳ ଆସିସାରିଛି । ଆଉ ପୌର ନିର୍ବାଚନରେ ବିପୁଳ ଭୋଟରେ ବାଜିମାତ୍ କରିଛି ବିଜେଡି ।ଏହାରି ମଧ୍ୟରେ କଟକ ମହାନଗର ନିଗମ ଫଳାଫଳ ଆସିସାରିଛି ଆଉ…
Read More...

ଭୁବନେଶ୍ୱର ମହାନଗର ନିଗମର ପ୍ରଥମ ମହିଳା ମେୟର ହେଲେ ସୁଲୋଚନା ଦାସ

ଭୁବନେଶ୍ୱର ମହାନଗର ନିଗମର ପ୍ରଥମ ମହିଳା ମେୟର ହେବାର ସୌଭାଗ୍ୟ ପାଇଛନ୍ତି ସୁଲୋଚନା ଦାସ । ଗଣତି ଜାରି ରହିଥିଲେ ବି ଅର୍ଦ୍ଧାଧିକ ଭୋଟ ପାଇ ସାରିଥିବାରୁ ଆଉ କେବଳ ଔପଚାରିକତା ବାକି ରହିଛି । ଅପରପକ୍ଷରେ ବିଜେଡ଼ିର ମେୟର ଓ…
Read More...

ପୌର ନିର୍ବାଚନରେ ବିଜେଡିର ବିପୁଳ ବିଜୟ ନେଇ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ପୌର ନିର୍ବାଚନରେ ବିପୁଳ ବିଜୟ ନେଇ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଟ୍ୱିଟ୍ କରି ନବୀନ କହିଛନ୍ତି ଯେ, ପୌର ନିର୍ବାଚନରେ ବିଜେଡିର ବିପୁଳ ବିଜୟ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ଅଗଣିତ…
Read More...

ଗହୀରମଥାରେ ଅଲିଭରିଡଲେଙ୍କ ଗଣ ଅଣ୍ଡାଦାନ ଆରମ୍ଭ

ବିରଳ ଅଲିଭରିଡଲେ କଇଁଛଙ୍କ ଏନ୍ତୁଡିଶାଳ କେନ୍ଦ୍ରାପଡା ଉପକୂଳର ଗହୀରମଥା ଠାରେ କଇଁଛଙ୍କ ଗଣ ଅଣ୍ଡାଦାନ ପକ୍ରିୟା ଆରମ୍ଭ ହୋଇଛି। ୨୩ ତାରିଖ ଦିନ ୧୫ଟି, ୨୪ ତାରିଖ ଦିନ ୧୬୨ଟି ଓ ୨୫ ତାରିଖ ଦିନ ଗୋଟିଏ ଦିନରେ ୨ ଲକ୍ଷ ୪୫…
Read More...

୨୯ରେ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ମାର୍ଚ୍ଚ ୨୯ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଯିବେ। ଚଳିତ ବର୍ଷ ଜୁଲାଇରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନର ପୃଷ୍ଠଭୂମିରେ ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ, ଯେଉଁଠାରେ ବିଜୁ ଜନତା ଦଳ କେଉଁ…
Read More...

ବିନାନୁମତିରେ ପାଳନ କରାଯାଇପାରିବନି ବିଜୟ ଉତ୍ସବ

କରୋନା କଟକଣା ସବୁ ହଟିଗଲାଣି । ବିଜୟ ଉତ୍ସବ ପାଳନ ପାଇଁ ମଧ୍ୟ ନିର୍ବାଚନ କମିଶନ ଅନୁମତି ଦେଇସାରିଛନ୍ତି । ହେଲେ ଭୁବନେଶ୍ୱରେ ବିନାନୁମତିରେ ବିଜୟ ଉତ୍ସବ ପାଳନ କରାଯାଇପାରିବ ନାହିଁ । ଯେଉଁମାନେ ଅନୁମତି ନନେଇ ବିଜୟ ଉତ୍ସବ…
Read More...

ସମ୍ ଅଲ୍ଟିମେଟରେ ଅତ୍ୟାଧୁନିକ ଇୟୁଏସ୍ ଅସ୍ତ୍ରୋପଚାର

ସମ୍ ଅଲ୍ଟିମେଟ୍ ମେଡିକେୟାରର ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ବିଭାଗର ଡାକ୍ତରମାନେ ଅତ୍ୟାଧୁନିକ ଏଣ୍ଡୋସ୍କୋପିକ୍ ଅଲ୍‌ଟ୍ରାସାଉଣ୍ଡ (ଇୟୁଏସ୍‌) ବ୍ୟବହାର କରି ସଫଳତାର ସହ ଜଣେ ୨୭ ବର୍ଷୀୟ ରୋଗୀଙ୍କ ପାଚନ ଗ୍ରନ୍ଥିରେ ଜମା…
Read More...

ବିଜେବି କଲେଜ ଷ୍ଟଙ୍ଗରୁମରେ ଜଣେ ସନ୍ଦିଗ୍ଧ ପ୍ରବେଶ କରିବା ନେଇ ଉତ୍ତେଜନା

ବିଜେବି କଲେଜରେ ଥିବା ଷ୍ଟଙ୍ଗ ରୁମରେ ଜଣେ ସନ୍ଦିଗ୍ଧ ପଶିଥିବା ନେଇ ଚର୍ଚ୍ଚା‌ ହେଉଛି। ଏହାକୁ ନେଇ ଷ୍ଟ୍ରଙ୍ଗ୍‌ରୁମ୍‌ ବାହାରେ ଉତ୍ତେଜନା ଲାଗିରହିଛି ରହିଛି। ବିଜେପି ଅଭିଯୋଗ ଆଣିଛି ଯେ, ଷ୍ଟ୍ରଙ୍ଗ ରୁମରେ କେହି ଜଣେ…
Read More...

ଗୋପରେ ମିଳିଲା ପେଟ୍ରୋଲ ଓ ଗ୍ୟାସର ସନ୍ଧାନ

ଗୋପ ତହସିଲ ଅଂଚଳର ୨ଟି ସ୍ଥାନରେ ପେଟ୍ରୋଲିୟମ ପଦାର୍ଥ ଥିବା ସୂଚନା ମିଳିଛି। ଅଏଲ ଇଣ୍ଡିଆ ସଂସ୍ଥା ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅଏଲ ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ, ‌ଗୋପ ଅଞ୍ଚଳରେ ଉଭୟ ପେଟ୍ରୋଲ ଓ ଗ୍ୟାସ୍‌ର…
Read More...

ଗ୍ରାମୀଣ ଯୁବକଙ୍କ ବ୍ୟକ୍ତିତ୍ୱର ପୂର୍ଣ୍ଣ ବିକାଶ ପାଇଁ କ୍ରୀଡା ହିଁ ମୂଳମନ୍ତ୍ର: ଡଃ ତପନ ଚାନ୍ଦ

ପୁରୀର ଗ୍ରାମ ଯୁବକମାନଙ୍କ ଚେଷ୍ଟାରେ ପ୍ରାୟ ୩୦ରୁ ଅଧିକ ଗ୍ରାମ ଗତ ଦଶନ୍ଧିରୁ ଗ୍ରାମୀଣ କ୍ରୀଡା ପ୍ରତିଯୋଗିତା ପାଇଁ ସଂଗଠିତ ହେୁଛନ୍ତି । ଏହି ବର୍ଷ ମାର୍ଚ୍ଚ ମାସ ୨୦ ରୁ ୨୨ ତାରିଖ ଯାଏଁ ଦିବାରାତ୍ର କ୍ରିକେଟ ମ୍ୟାଚ୍…
Read More...

ଶ୍ରୀକ୍ଷେତ୍ର ଗସ୍ତରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍

ଶ୍ରୀକ୍ଷେତ୍ର ଗସ୍ତରେ ଆସିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ଆଜି ଅପରାହ୍ଣରେ ୫-ଟି ସଚିବ ଭି. କେ ପାଣ୍ଡିଆନ୍ ପୁରୀରେ ପହଞ୍ଚିବା ପରେ ମରଚିକୋଟ ଛକ ଠାରୁ ଏକ ବ୍ୟାଟେରୀ ଚାଳିତ ଗାଡିରେ ଶ୍ରୀମନ୍ଦିର ଅଭିମୁଖେ ଯାଇଥିଲେ…
Read More...

ନାଲକୋକୁ ସମ୍ମାନ ଜନକ ଗୋଲଡେନ୍ ପିକକ୍ ଜାତୀୟ ପୁରସ୍କାର ପ୍ରଦାନ

ଦେଶର ଅଗ୍ରଣୀ ବକ୍ସାଇଟ୍-ଆଲୁମିନା-ଆଲୁମିନିୟମ୍-ଶକ୍ତି ଉତ୍ପାଦନକାରୀ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ)କୁ ସଷ୍ଟେନେବଲ୍ ମାଇନିଂ ଏବଂ ପରିବେଶ ଅନୁକୂଳ କାର୍ଯ୍ୟଶୈଳୀ ପାଇଁ ସମ୍ମାନଜନକ…
Read More...

ଅପରିବର୍ତ୍ତିତ ରହିବ ରାଜ୍ୟର ବିଦ୍ୟୁତ ଶୁଳ୍କ

ରାଜ୍ୟର ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଆଶ୍ବସ୍ତିକର ଖବର। ଚଳିତ ବର୍ଷ ବିଦ୍ୟୁତ ଶୁଳ୍କରେ କୌଣସି ପରିବର୍ତ୍ତନ ହେବ ନାହିଁ। ବିଦ୍ୟୁତ ଦର ପ୍ରସଙ୍ଗ ନେଇ ଆଜି ଓଇଆରସି ସଚିବ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ଚଳିତ ବର୍ଷ…
Read More...

ଏଥର ଜେଲରେ ରହୁଥିବା ଶିଶୁଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ

ଏବେ ଜେଲରେ ନିଜ ପିତାମାତାଙ୍କ ସହ ରହୁଥିବା ଶିଶୁଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ ବୋଲି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ନୂଆ ଗାଇଡଲାଇନ୍‌ ଜାରି କରାଯାଇଛି । ଉକ୍ତ ଗାଇଡ୍‌ଲାଇନରେ ଶିଶୁ କଲ୍ୟାଣକୁ ବିଶେଷ ଗୁରୁତ୍ୱ…
Read More...