Browsing Category

Odisha

କଳାହାଣ୍ଡି ମିଶନଶକ୍ତି ସମାବେଶରେ ମହିଳାଙ୍କୁ ସହାୟତା ରାଶି ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

୧୩୪୬ କୋଟିର ପ୍ରକଳ୍ପ କଲେ ଘୋଷଣା, ଭବାନୀପାଟଣା ସରକାରୀ ଅଟୋନମସ୍‌ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତାଭବାନୀପାଟଣା : କଳାହାଣ୍ଡି ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସଏଚଚି ଗୋଷ୍ଟିର ସଦସ୍ୟଙ୍କୁ ସହାୟତା…
Read More...

ନାରୀ ବେଶରେ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ

ସୋର: ଜଣେ ଯୁବକଙ୍କ ମୃତଦେହ ଉଦ୍ଧାରକୁ ନାରୀବେଶରେ ଉଦ୍ଧାର କରାଯାଇଛି। ଏ ଘଟଣା ଘଟିଛି କର୍ଣ୍ଣାଟକାର ବେଙ୍ଗାଲୁରୁରେ। ମୃତ ଯୁବକଙ୍କ ନାଁ ଉମାକାନ୍ତ ବେହେରା। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ସୋର ଥାନା ଟେଣ୍ଟେଇ ପଞ୍ଚାୟତ…
Read More...

ସହିଦ୍ ପରିବାରଙ୍କୁ ୨୫ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରଠାରେ ୨ ଓଡ଼ିଆ ଯବାନଙ୍କ ପାର୍ôଥବ ଶରୀର ପହଂଚିବା ପରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଏଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ନେଇ ସହିଦ୍ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।…
Read More...

ଭୁବନେଶ୍ୱରରେ ପହଂଚିଲା ୨ ଓଡ଼ିଆ ସହିଦ୍ଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର: ଜମ୍ମୁ-କାଶ୍ମୀରର ପୁଲୱାମାଠାରେ ଗୁରୁବାର ଆତଙ୍କବାଦୀ ଆକ୍ରମଣରେ ୪୨ ଜଣ ଯବାନ୍ ସହିଦ୍ ହୋଇଥିଲେ । ସେମାନଙ୍କ ମଧ୍ୟରେ ୨ଜଣ ଓଡ଼ିଆ ଯବାନ ଥିଲେ । ତେବେ ଏହି ୨ଜଣ ଓଡ଼ିଆ ଯବାନ୍ଙ୍କ ପାର୍ଥିବ ଶରୀର ଶନିବାର…
Read More...

୧୩୪୬ କୋଟି ଟଙ୍କା ପ୍ରକଳ୍ପର ଉଦ୍ଘାଟନ, ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭବାନୀପାଟଣା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର କଳାହାଣ୍ଡି ଜିଲ୍ଲା ଗସ୍ତ କରି ୯୧୦.୫୭କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କରିବା ସହ ୪୩୫.୮୨କୋଟି ମୂଲ୍ୟ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହ…
Read More...

ପାର୍ସଲବୋମା ବିସ୍ଫୋରଣ ଘଟଣା:ଅଭିଯୁକ୍ତ ପୁଞ୍ଜିଲାଲ ଡାକ୍ତରଖାନାରେ ଭର୍ତ୍ତି

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଗିରଫ ପୁଞ୍ଜିଲାଲ ମେହେର ଅସୁସ୍ଥ ହୋଇପଡ଼ିଛି। ତେଣୁ ତାଙ୍କୁ ଭୀମଭୋଇ ମେଡିକାଲ୍ କଲେଜ୍‌ରେ ଭର୍ତ୍ତି କରାଯାଇଛି। ଖାଇ ନ ଥିବା ଯୋଗୁ ସେ ଅସୁସ୍ଥ…
Read More...

ପୁଲୱାମା ଆକ୍ରମଣ: ୧୮ରେ ବ୍ୟବସାୟୀ ସଂଘର ବନ୍ଦ ଡାକରା

ଭୁବନେଶ୍ୱର: ଗୁରୁବାର ଜମ୍ମୁ-କାଶ୍ମୀରରେ ପୁଲୱାମାଠାରେ ହୋଇଥିବା ଆକ୍ରମଣ ଦେଶବାସୀଙ୍କୁ ଏକ ପ୍ରକାର ସ୍ତବ୍ଧ କରିଦେଇଛି । ଦେଶର ଚାରିଆଡେ ଲୋକଙ୍କ ମଧ୍ୟରେ ପ୍ରତିଶୋଧ ନେବାର ଜ୍ୱାଳା ଦେଖିବାକୁ ମିଳିଛି । ତେବେ ଏହି…
Read More...

ଓଲଟିଲା ବରଯାତ୍ରୀ ଗାଡ଼ି; ଜଣେ ମୃତ, ୫ ଆହତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ବଡ଼ପିଛୁଳା ଛକରେ ଗତକାଲି ଏକ ବରଯାତ୍ରୀ କାର୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ଜଣଙ୍କ…
Read More...

କାଲି ବି ହୋଇପାରେ ବର୍ଷା

ଭୁବନେଶ୍ୱର: ଆଜି ସକାଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହୋଇଛି। କଟକ, ଭୁବନେଶ୍ୱର, ବାଲେଶ୍ୱର ଓ ବଲାଙ୍ଗିର ଆଦି ସ୍ଥାନରେ ଝିପିଝିପି ବର୍ଷା ହୋଇଛି। ହାଲ୍‌କା ପବନ ବୋହିବା ସହିତ ବିଭିନ୍ନ ସ୍ଥାନରେ ପାଗ…
Read More...

ବରପାଲିରେ ରହିଲା କୋରାପୁଟ-ରାଉଲକେଲା ଏକ୍ସପ୍ରେସ୍

ବରପାଲି: ବହୁ ପ୍ରତିକ୍ଷାର ଅନ୍ତ ଘଟିଛି । କାରଣ ଗୁରୁବାର ବରପାଲି ଷ୍ଟେସନରେ କୋରାପୁଟ-ରାଉଲକେଲା ଏକ୍ସପ୍ରେସ୍ ଟ୍ରେନ୍ ନିର୍ଦ୍ଧାରିତ ସମୟରେ ରହିଛି । ବହୁଦିନ ହେଲା ବରପାଲି ରେଲଓ୍ବେ ଷ୍ଟେସନରେ କୋରାପୁଟ-ରାଉରକେଲା…
Read More...

ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି । ଏଥିସହ ଆଜିର ସମସ୍ତ ରାଜନୈତିକ କାର୍ଯ୍ୟକ୍ରମ ମଧ୍ୟ ବାତିଲ କରାଯାଇଛି । ଗତକାଲି ଜମ୍ମୁ ଓ କଶ୍ମୀର ପୁଲୱାମାଠାର ହୋଇଥିବା ଆକ୍ରମଣ…
Read More...

ଗଞ୍ଜାମ ପୋଲିସ ଏନ୍କାଉଂଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଇମ୍ରାନ ଆହତ

ଭଞ୍ଜନଗର: ଶୁକ୍ରବାର ଭୋରରୁ ଗଂଜାମ ପୋଲିସର ଏନ୍କାଉଂଟରରେ ଦୁର୍ଦ୍ଦାନ୍ତ ଅପରାଧର ଅହମ୍ମଦ ଇମ୍ରାନ ଆହତ ହୋଇଛି । ଇମ୍ରାନର ବାମ ଗୋଡ ଆଣ୍ଠୁରେ ଗୁଳି ବାଜିଛି । ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଛି ।…
Read More...

ସମ୍ମାନିତ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାକୁ ଗୁରୁବାର ଏକ ବଡ଼ ସଫଳତା ମିଳିଛି । ବିଭିନ୍ନ କ୍ରୀଡାକୁ ପ୍ରଚାର ପ୍ରସାର କରିବା କ୍ଷେତ୍ରରେ ଓଡ଼ିଶାକୁ ପ୍ରଥମ ସ୍ଥାନ ମିଳିଛି । ସ୍ପୋର୍ଟସ ଷ୍ଟାର ତରଫରୁ ପ୍ରମୋସନ ଅଫ୍ ସ୍ପୋର୍ଟସ ଷ୍ଟେଟ ଅଫ୍ ଦ ଇୟର…
Read More...

ପ୍ରବାସୀ ଭାଷା ସମ୍ମାନ-୨୦୧୯ : ପ୍ରତିଭା ରାୟଙ୍କୁ ଆମ ଗୌରବ ସମ୍ମାନ

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ବୁଦ୍ଧିଜୀବୀ ଫୋରମ୍‌ ‘ଦି ଇଣ୍ଟେଲେକ୍ଟସ୍‌’ ଦ୍ୱାରା ପ୍ରତି ବର୍ଷ ପ୍ରଦାନ କରାଯାଉ ଥିବା ସମ୍ମାନଜନକ ‘ପ୍ରବାସୀ ଭାଷା ସମ୍ମାନ’ ଚଳିତ ବର୍ଷ ପାଇଁ ଘୋଷଣା କରାଯାଇଛି। ଏହି ସମ୍ମାନ ଆସନ୍ତା…
Read More...