Browsing Category

Odisha

ଲୋକାୟୁକ୍ତ ଚୟନ ସରିଲା, ରାଜ୍ୟପାଳଙ୍କ ମୋହର ପରେ ଅଧ୍ୟକ୍ଷଙ୍କ ନାଁ ଘୋଷଣା ହେବ

ପୁରୀ : ଲୋକାୟୁକ୍ତ ଚୟନ କମିଟି ବୈଠକ ମଙ୍ଗଳବାର ସରିଛି । ବୈଠକରେ ଲୋକାୟୁକ୍ତ ଅଧ୍ୟକ୍ଷ କିଏ ହେବେ ସେନେଇ କମିଟି ରେ ନାଁ ଚୁଡାନ୍ତ ହୋଇଛି । ରାଜ୍ୟପାଳଙ୍କ ମୋହର ପରେ ଅଧ୍ୟକ୍ଷଙ୍କ ନାଁ ଘୋଷଣା କରାଯିବ ।…
Read More...

ଅଷ୍ଟମ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ: ୬୦ ବର୍ଷର ବୃଦ୍ଧ ଗିରଫ

ଭଦ୍ରକ: ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ମଙ୍ଗଳବାର ଜଣେ ୬୦ ବର୍ଷର ବୃଦ୍ଧ ଗିରଫ ହୋଇଛନ୍ତି । ପୋଲିସ ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟାରେ ଉକ୍ତ ଛାତ୍ରୀ ଜଣଙ୍କ ନିକଟସ୍ଥ ଜଗନ୍ନାଥ…
Read More...

କାଲି ଓଡିଶା ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନ

ଭୁବନେଶ୍ବର : ଆସନ୍ତା କାଲି ଓଡିଶା ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ଆସନ୍ତାକାଲି ସନ୍ଧ୍ୟାରେ ଓଡିଶା ପହଞ୍ଚିବେ ସୁନିଲ ଆରୋରା ।୧୪ ଓ ୧୫ ଦୁଇ ଦିନ ଧରି ନିର୍ବାଚନ ପ୍ରସ୍ତୁତିର ତଦାରଖ କରିବେ । ସାଧାରଣ ନିର୍ବାଚନ ନେଇ…
Read More...

ମାଓବାଦୀଙ୍କ ବର୍ବର କାଣ୍ଡ

ଉମରରୋକ : ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ହଳଦୀ ପଞ୍ଚାୟତ ବେନସ ଗାଁରେ ମାଓବାଦୀଙ୍କ ବର୍ବର କାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମୃତକ ହେଲେ ଟୁନୁ ଗଣ୍ଡ । ହତ୍ୟା ଘଟଣାରେ ୨୦ରୁ…
Read More...

ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀ ଓ ତାର ପ୍ରେମିକକୁ ହତ୍ୟାକଲା ସ୍ବାମୀ

ବାଲେଶ୍ବର : ବାଲେଶ୍ବର ରାଣିପାଟଣା ବ୍ୟାଙ୍କ କଲୋନୀରେ ଡବଲ ମର୍ଡର । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ହତ୍ୟାକାଣ୍ଡ ଘଟାଇଛି ସ୍ବାମୀ । ସ୍ତ୍ରୀ ଓ ତାର ପ୍ରେମିକକୁ ହତ୍ୟା କରିଛି ସ୍ବାମୀ । ମୃତ ମହିଳାଙ୍କ ନାଁ…
Read More...

୧୫ରେ ମିଳିବ କାଳିଆ ଦ୍ୱିତୀୟ ପର‌୍ୟ୍ୟାୟ ଟଙ୍କା

ଭୁବନେଶ୍ବର : ଆସନ୍ତା ୧୫ରେ ମିଳିବ କାଳିଆ ଦ୍ୱିତୀୟ ପର‌୍ୟ୍ୟାୟ ଟଙ୍କା । ୫ଲକ୍ଷ ଭୁମିହୀନ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ । ସେହିପରି ୨୨ ତାରିଖରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ବ୍ୟାଙ୍କ ଆକାଉଂଟକୁ ଟଙ୍କା…
Read More...

ନିର୍ବାଚନ ପୂର୍ବରୁ ଆଇପିଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ରାଜ୍ୟରେ ମଙ୍ଗଳବାର ୨୧ ଜଣ ଆଇପିଏସ୍ ଓ ୮ ଜଣ ଓପିଏସ୍ଙ୍କର ବଡ଼ ଧରଣର ଅଦଳବଦଳ ହୋଇଛି । ସୁନୀଲ ରାଏଙ୍କୁ ସ୍ୱତନ୍ତ୍ର ଗୁଇନ୍ଦା ବିଭାଗର ସ୍ପେଶାଲ ଡିଜି ଭାବେ ଦାୟିତ୍ୱ ଦିଆଯାଇଛି ।…
Read More...

ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ ପକାଇଲେ ଶ୍ରଦ୍ଧାଳୁ

ପୁରୀ : ପବିତ୍ର ମାଘ ସପ୍ତମୀ । ସୂର୍ଯ୍ୟ ଦେବଙ୍କ ଆରାଧନାର ଦିନ । ସୂର୍ଯ୍ୟଙ୍କ ଜୟନ୍ତୀ । ଏହି ଦିନ ଚନ୍ଦ୍ରଭାଗାରେ ମହୋଦଧୀରେ ବୁଡ ପକାଇ ସୂର୍ଯ୍ୟଙ୍କୁ ଦର୍ଶନ କରି ଉପାସନା କଲେ କୋଟି ପୂଣ୍ଣ ଫଳ ମିଳେ ବୋଲି ବିଶ୍ୱାସ…
Read More...

ମହିଳାଙ୍କ ଆଖିରୁ ଲୁହ ପୋଛି ମୁହଁରେ ହସ ଫୁଟେଇବାର ସବୁଠୁ ବଡ ଯୋଜନା ହେଲା ଉଜ୍ଜଳା – ଉମା ଭାରତୀ

ଉଜ୍ଜଳା ମହିଳାଙ୍କୁ ସ୍ୱାବଲମ୍ବୀ କରିବା ସହ ସେମାନଙ୍କୁ ଆତ୍ମନିର୍ଭରଶୀଳକରିପାରିଛି -ଧର୍ମେନ୍ଦ୍ର ପ୍ରଧାନଭୁବନେଶ୍ୱର : ମହିଳାଙ୍କ ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦି ସରକାର । ମହିଳାଙ୍କ ବିକାଶକୁ ଆଖି ଆଗରେ ରଖି…
Read More...

“ପିଏମ କିଷାନ’ନେଯାଜନାକୁ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ, ପରାମର୍ଶ୍ୟ ଦେଇ ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ…

ନୂଆଦିଲ୍ଲୀ: ରାଜ୍ୟରେ ‘ପିଏମ କିଷାନ’ ଯୋଜନା ଲାଗୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ସ୍ୱାଗତ ଜଣାଇବା ସହ ମୋଦିଙ୍କୁ ନବୀନ…
Read More...

୧୭ଟି ଜିଲ୍ଲାରେ ୩୮ଟି ଆହାର କେନ୍ଦ୍ରକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟର ୧୭ଟି ଜିଲ୍ଲାରେ ୩୮ଟି ନୂତନ ଆହାର କେନ୍ଦ୍ରକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଚିବାଳୟରୁ ଭିଡିଓ କନଫରେନସିଂ ମାଧ୍ୟମରେ ସହରାଞ୍ଚଳ ଆହାର କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ…
Read More...

ନବୀନଙ୍କ କନ୍ଧମାଳ ଗସ୍ତ, ୫ ଜିଲ୍ଲାର ଉନ୍ନତି ଲାଗି ୨୫୦ କୋଟିର ପ୍ରକଳ୍ପର ଦେଲେ ଭେଟି

କନ୍ଧମାଳ : ନିର୍ବାଚନ ପୂର୍ବରୁ କନ୍ଧମାଳକୁ ନବୀନଙ୍କ ଭେଟି । ଦିନିକିଆ କନ୍ଧମାଳ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ୪ଟି ନୂଆ ପ୍ରକଳ୍ପର ଘୋଷଣା କରିଛନ୍ତି । ସାଲୁଙ୍କି ନଦୀ ଉପରେ ନଦୀପଦର ଠାରେ ୧୫ କୋଟି ଟଙ୍କା ବ୍ୟୟରେ…
Read More...

କୁମ୍ଭ ମେଳା : ଶ୍ରୀପଞ୍ଚମୀରେ ଶେଷ ଶାହି ସ୍ନାନ, ବୁଡ ପକାଇଲେ ୨ କୋଟି ଶ୍ରଦ୍ଧାଳୁ

ପ୍ରୟାଗରାଜ : ଆଜି ହେଉଛି ଶ୍ରୀପଞ୍ଚମୀ । କୁମ୍ଭ ମେଳାରେ ତୃତୀୟ ତଥା ଶେଷ ଶାହି ସ୍ନାନ । ଏଥିଲାଗି ପ୍ରୟାଗରାଜରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ଆଜି କୁମ୍ଭ ମେଳାରେ ବସନ୍ତ ପଞ୍ଚମୀରେ ତୃତୀୟ ଶାହି ସ୍ନାନ ।…
Read More...

ରାଜ୍ୟକୁ ଙ୍ଗନବାଡି କର୍ମୀଙ୍କ ବର୍ଧିତ ପାରିଶ୍ରମିକ ଅର୍ଥ ପ୍ରଦାନ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…

ଭୁବନେଶ୍ୱର : ଦେଶର ଓଡିଶା ସମେତ ସବୁ ରାଜ୍ୟରେ ଅଙ୍ଗନବାଡି ସେବା ଅଧୀନରେ କାମ କରୁଥିବା ଅଙ୍ଗନବାଡୀ କର୍ମୀ ଏବଂ ଅଙ୍ଗନବାଡି ସହାୟିକାଙ୍କ ପାରିଶ୍ରମିକ ବୃଦ୍ଧିକୁ ୧ ଅକ୍ଟୋବର ୨୦୧୮ରୁ କେନ୍ଦ୍ର ସରକାରଙ୍କ ତରଫରୁ ଲାଗୁ…
Read More...