Browsing Category

Odisha

ଭୁବନେଶ୍ୱରରେ ସିଡିଏମଓ ସମ୍ମଳନୀ : ସ୍ବାସ୍ଥ୍ୟ ସେବାରେ ଅବହେଳା ଗ୍ରହଣୀୟ ନୁହେଁ- ସ୍ବାସ୍ଥ୍ୟ ସଚିବ

ଭୁବନେଶ୍ୱର : ସ୍ବାସ୍ଥ୍ୟସେବା ଏକ ମୌଳିକ ଅତ୍ୟାବଶ୍ୟକ ସେବା। ଏଥିରେ କୌଣସି ପ୍ରକାର ଅବହେଳାକୁ ପ୍ରଶ୍ରୟ ଦିଆଯାଇ ପାରିବ ନାହିଁ। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭଲକାମ କରି ଆମେ ସର୍ବଭାରତୀୟ ସ୍ତରରେ ପ୍ରଶଂସନୀୟ ହୋଇଛେ।…
Read More...

ପୁରୀ ଶ୍ରୀ ମନ୍ଦିରରେ ଅନଲାଇନ ଅବଢା ବିକି କୁ ନିଶେଦ୍ଧ କଲା ମନ୍ଦିର ପ୍ରଶାସନ

ପୁରୀ  :  ଅନଲାଇନରେ ଅବଢା ବିକିଲେ ହେବ କାର୍ଯ୍ୟାନୁଷ୍ଠାନ । ଆଜି ଏକ ବିଜ୍ଞପ୍ତି ଜାରି କରି ଏଭଳି ଚେତାବନୀ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଏହି ବିଜ୍ଞପ୍ତିରେ କୁହାଯାଇଛି, ବିଭିନ୍ନ ସଂସ୍ଥା ଅନଲାଇନରେ ଅବଢା ବିକ୍ରି ଲାଗି…
Read More...

ସୁରଟ ଓଡିଆଙ୍କ ମନ ଜିଣିଲେ ନବୀନ, +୨ କଲେଜ ଖୋଲିବାକୁ କଲେ ଘୋଷଣା,କଲଚରାଲ ସେଣ୍ଟର ଲାଗି ଦେଲେ ୧୦ କୋଟି

ସୁରତ : ସୁରଟରେ ରହୁଥୁବା ଓଡିଆଙ୍କ ପାଖରେ ମୁଖ୍ୟମନ୍ତ୍ରୀ । ଓଡିଆ ମହୋତ୍ସବ ଆୟୋଜନ କରି ଓଡିଶା ଛାଡି ସୁରଟରେ ରହୁଥିବା ଓଡିଆଙ୍କ ମନ କଥା ବୁଝିଛନ୍ତ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ସୁରଟରେ ବାସ କରୁଥିବା…
Read More...

ଆଉ ୧୨ ଘଣ୍ଟା ବର୍ଷିବ, ଲାଗି ରହିବ କୋହଲା ପାଗ, ବଢିବ ଶୀତ

ଭୁବନେଶ୍ୱର : ସାମୁଦ୍ରିକ ଝଡ ପେଥାଇ ଆନ୍ଧ୍ର ଉପକୂଳରେ ସ୍ଥଳ ଭାଗ ଛୁଇଁ ସାରିଛି । ଧିରେ ଧୀରେ ଏହା ଦୁର୍ବଳ ହେଉଛି । ହେଲେ ଏହାର ପ୍ରଭାବରେ ଆସନ୍ତା ୧୨ ଘଣ୍ଟାଯାଏ ଓଡିଶାରେ ବର୍ଷାର ପ୍ରଭାବ ରହିବ । ଖାସ କରି ଦକ୍ଷିଣ…
Read More...

ମାଡି ଆସୁଛି ବାତ୍ୟା ପେଥାଇ, ସୋମବାର ଛୁଇଁବ ସ୍ଥଳ ଭାଗ ଓଡିଶାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ଅବପାତ ଏବେ ବାତ୍ୟାରେ ପରିଣତ ହୋଇଛି। ଏହା ଚେନ୍ନାଇ ଠାରୁ ପ୍ରାୟ ୭୦୦ କିମି ଦୂରରେ ରହିଥିବା ବେଳେ ମଛଲିପଟ୍ଟନମଠାରୁ ପ୍ରାୟ ୯୦୦ କିମି ଦୂରରେ ଅଛି।…
Read More...

ମାଡିଆସୁଛି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ‘ପିଥାଇ’, ୧୭ରେ ସ୍ଥଳ ଭାଗ ଛୁଇଁବ ବାତ୍ୟା

ଭୁବନେଶ୍ବର : ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଥିବା ଡିପ୍‌ ଡିପ୍ରେସନ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହେବାକୁ ଯାଉଛି । ଏହା ମଧ୍ୟାହ୍ନରେ ଚେନ୍ନାଇଠାରୁ ୬୯୦ କିଲୋମିଟର ଦୂରରେ ରହିଥିବା ବେଳେ ମଛଲିପଟ୍ଟନମଠାରୁ…
Read More...

ବାତ୍ୟା ଥୋପେଇ ପ୍ରଭାବରେ ୧୬ରୁ ପ୍ରବଳ ବର୍ଷା, ଚିନ୍ତାରେ ଚାଷୀ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଲେ ଏସଆରସି

ଭୁବନେଶ୍ୱର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍‌ ଡିପ୍ରେସନ୍‌ରେ ପରିଣତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଘୂର୍ଣ୍ଣିଝଡ଼ର ରୂପ ନେବାର ସମ୍ଭାବନା ରହିଛି। ବର୍ତ୍ତମାନ ଝଡ଼ବାତ୍ୟାଟି ଗଭୀର ଅବପାତ ରୂପରେ…
Read More...

ରାଜ୍ୟରେ ଆଉ ୭ଟି ଡାଏଲିସିସ ସେଣ୍ଟର କାର୍ଯ୍ୟକ୍ଷମ ହେବ : ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ୱର : ରାଜ୍ୟରେ ୨୦୧୮-୧୯ ବର୍ଷରେ ୧୯ଟି ଡାଏଲିସିସ ସେଣ୍ଟର କାର୍ଯ୍ୟକ୍ଷମ ହୋଇଛି । ଖୁବ ଶିଘ୍ର ଆଉ ୭ଟି ଡାଏଲିସିସ ସେଣ୍ଟର କାର୍ଯ୍ୟକ୍ଷମ ହେବ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ…
Read More...

ମାଡି ଆସୁଛି ବାତ୍ୟା ଥୋପେଇ ଜାଣନ୍ତୁ ଓଡିଶାର କେଉଁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍‌ ଡିପ୍ରେସନ୍‌ରେ ପରିଣତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଘୂର୍ଣ୍ଣିଝଡ଼ର ରୂପ ନେବାର ସମ୍ଭାବନା ରହିଛି। ବର୍ତ୍ତମାନ ଝଡ଼ବାତ୍ୟାଟି ଗଭୀର ଅବପାତ ରୂପରେ…
Read More...

ଫେବ୍ରୁଆରୀ ୨୨ରୁ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର : ଆସନ୍ତା ଫେବ୍ରୁଆରୀ ୨୨ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ ଓ ମାର୍ଚ୍ଚ ୮ ମଧ୍ୟରେ ଅନୁଷ୍ଠିତ ହେବ । ଏ ସଂପର୍କରେ ଆଜି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ବୋର୍ଡ ପକ୍ଷରୁ ଏନେଇ…
Read More...

ସାବଧାନ କୁକୁଡାରେ ବାର୍ଡ ଫ୍ଲୁ,ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ସାମ୍ପଲରେ ପଜିଟିଭ୍‌, ୪ଟି ଗାଁରେ ମରାଯିବ କୁକୁଡା

ଭୁବନେଶ୍ୱର : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳରେ ପ୍ରଥମେ କାଉ ଓ ପରେ କୁକୁଡା ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ। ପରୀକ୍ଷା ପାଇଁ ଭୋପାଳ ପଠାଯାଇଥିବା କାଉ ଓ କୁକୁଡାଙ୍କ ନମୁନାରେ ବାର୍ଡ ଫ୍ଲୁ ପଜିଟିଭ୍‌…
Read More...

ହତୀ ପାଟିରେ ଫୁଟିଲା ବୋମା, ଗୁରୁବାର ଗଲା ଲକ୍ଷ୍ମୀଙ୍କ ବାହାନର ଜୀବନ

ଭୁବନେଶ୍ୱର : ଆଠଗଡ ରେ ଏକ ହାତୀ ବୋମା ପାଟିରେ ପୂରାଇ ଦେବାରୁ ତାର ମୃତ୍ୟୁ ହୋଇଛି । ବନ୍ୟଜନ୍ତୁ ଶିକାର ପାଇଁ ଶିକାରିମାନେ ଏଭଳି କ୍ରୁର ହୋଇପଡିଲେଣି । ମୁହଁରେ ବିସ୍ଫୋରଣ ହେବାରୁ ହାତୀଟିର ମୃତ୍ୟୁ ହୋଇଥିଲା । ଘଟଣାର…
Read More...

ରୋଜଭ୍ୟାଲି ଚିଟ୍ ଫଣ୍ଡ କମ୍ପାନୀର କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରାଇବାକୁ କୋର୍ଟଙ୍କ ନିର୍ଦେଶ

ଭୁବନେଶ୍ବର  :  ଚିଟଫଣ୍ଡ ଜମାକାରୀଙ୍କ ପାଇଁ ଖୁସି ଖବର । ରୋଜଭ୍ୟାଲି ଚିଟ୍ ଫଣ୍ଡ କମ୍ପାନୀ ଦ୍ବାରା ଠକେଇର ଶିକାର ହୋଇଥିବା ୨ ଲକ୍ଷ ୩୮ହଜାର ୪୭୭ କ୍ଷୁଦ୍ର ଜମାକାରୀଙ୍କୁ ତୁରନ୍ତ ଫେରାଯିବ ଟଙ୍କା ।  ଆଜି ଏନେଇ ସ୍ବତନ୍ତ୍ର…
Read More...

ଆସୁଛି ଝଡ ବର୍ଷା, ସତର୍କତା ଜାରି କଲେ ରାଜ୍ୟ ସରକାର,୧୬ ଏବଂ ୧୭ରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଧିରେ ଧିରେ ଘନୀଭୁତ ହେଉଛି। ଧିରେ ଧିରେ ଏହା ସିଭୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ଜାରି କରିଥିବା ସୂଚନା…
Read More...