Browsing Category

Odisha

ଜାଡରେ ଥରୁଛି ସାରା ଓଡ଼ିଶା

ଦାରିଙ୍ଗବାଡ଼ିରେ ବରଫପାତଭୁବନେଶ୍ୱର : ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା । ଶୀତ ପ୍ରକୋପରେ ଉପକୂଳ ଓଡ଼ିଶାରୁ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ରାଜ୍ୟବାସୀ ଥରହର ହେଉଛନ୍ତି । ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ । କେଉଁଠି…
Read More...

୨୦୧୮ର ସଫଳତା ବଖାଣିଲେ ରାଜ୍ୟ ପୋଲିସ ମୁଖିଆ

୨୦୧୮ରେ ମାଓବାଦୀ ଦମନ କରିବାରେ ସଫଳ ହୋଇଛି ପୋଲିସକଟକ :  ରାଜ୍ୟ ପୋଲିସ ପାଇଁ ୨୦୧୮ ବର୍ଷ  ଥିଲା ବହୁତ ଚ୍ୟାଲେଞ୍ଜିଂ । ଏହି ବର୍ଷ ଅନୁଷ୍ଠିତ ବିଜେପୁର ନିର୍ବାଚନକୁ ଶାନ୍ତି ଶୃଙ୍ଗଳାରେ ସମ୍ପାଦନ କରିଛି ରାଜ୍ୟ…
Read More...

ଶ୍ରୀମନ୍ଦିର ବିଭ୍ରାଟକୁ ନେଇ ରାଜ୍ୟ ରାଜନୀତି ଗରମ : ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ବର : ଶ୍ରୀମନ୍ଦିର ବିଭ୍ରାଟକୁ ନେଇ ଗରମ ହେଲାଣି ରାଜ୍ୟ ରାଜନୀତି । ରାଜ୍ୟ ସରକାରଙ୍କ ଢିଲା ଓ ହୁଗୁଳା ପ୍ରଶାସନ ପାଇଁ ଏପରି ବିଭ୍ରାଟ ଘଟୁଛି ବୋଲି ବିରୋଧୀ କ୍ଷୁବ୍ଧ । ଏପରିକି ବିରୋଧୀଙ୍କ ଭଳି ଶାସକ ଦଳର…
Read More...

ସରକାରଙ୍କୁ ଦୋଷ ଦେଲେ ଗଜପତି, କାର୍ଯ୍ୟାନୁଷ୍ଠାନ ନେବେ କହିଲେ ମୁଖ୍ୟ ପ୍ରଶାସକ

ଶ୍ରୀ ମନ୍ଦିରର ଦ୍ବାର ନଖୋଲିବା ପ୍ରସଙ୍ଗଭୁବନେଶ୍ବର : ଶ୍ରୀମନ୍ଦିର ନୀତି ବିଭ୍ରାଟ ପ୍ରସଙ୍ଗରେ ସରକାରଙ୍କୁ ପରୋକ୍ଷରେ ଦାୟୀ କଲେ ଗଜପତି ମହାରାଜ । ବର୍ତ୍ତମାନ ଶାସକଙ୍କ ଯୋଗୁ ଧର୍ମ ଅବକ୍ଷୟମୂଖୀ, …
Read More...

ଯାତ୍ରା ଦେଖିବାକୁ ଡାକି ନେଇ ୨ ନାବାଳିକାଙ୍କୁ ଜଙ୍ଗଲରେ ଦୁଷ୍କର୍ମ

ବଣେଇ : ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ସୁନ୍ଦରଗଡ଼ ଚାନ୍ଦିପୋଷ ଥାନା ଏରଗଡାରେ ୨ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଯାତ୍ରା ଦେଖି ଫେରୁଥିବା ବେଳେ ଜଙ୍ଗଲକୁ ଟେକିନେଇ ଦୁଷ୍କର୍ମ କରାଯାଇଥିବା…
Read More...

ସେଲ୍ ଫି ହେଲା କାଳ : ଭୀମ କୁଣ୍ଡରେ ପିକନିକବେଳେ ଆଖି ଆଗରେ ଭାସିଗଲେ ଛାତ୍ର

କେନ୍ଦୁଝର : ସେଲ୍ ଫି ହେଲା କାଳ । ସାମ୍ନାକୁ ଆସିଛି ଏମିତି ଏକ ଭିଡିଓ ଯାହା ଦେଖିଲେ ବୁଝିହେବ ସେଲଫି କେତେ ବିପଦପୂର୍ଣ୍ଣ ହୋଇପାରେ । କେମିତି ତାହା ମୁହୂର୍ତ୍ତକରେ ଜୀବନ ନେଇ ଯାଇପାରେ । କେନ୍ଦୁଝର ଘଟଗାଁ ଭୀମକୁଣ୍ଡରେ…
Read More...

କଳା ପାହଡ ଠୁ ବଳିଗଲେ : ଖୋଲିଲାନି ପହଡ ଦିନ ସାରା ଉପବାସ ରହିଲା କାଳିଆ,ସଂଧ୍ୟା ୫ଟେ ହେଲା ସକାଳ ଧୂପ

ପୁରୀ : ସେ ବିଶ୍ୱ ନିୟନ୍ତା । ତାଙ୍କ ବିନା ଚରା ଚର ଅସମ୍ଭବ । ସେ ଜଗତର ନାଥ , କାଳିଆ ସାଆନ୍ତ । ହେଲେ ସେ ରହିଲେ ଉପବାସ । କେବଳ ଉପବାସ ନୁହେଁ ତ ଘର ଭିତରେ ଏକ ପ୍ରକାର ବନ୍ଦ ହୋଇ ରହିଲେ । ପାଣି ଟିକେ ବି…
Read More...

ଆକାଂକ୍ଷା ଜିଲ୍ଲା ତାଲିକାରେ କୋରାପୁଟ ଓ ନୂଆପଡ଼ା

ଭୁବନେଶ୍ୱର : ଆଗକୁ ବଢ଼ୁଛି ପଛୁଆ ଜିଲ୍ଲା । ଓଡ଼ିଶାର ପଛୁଆ ଜିଲ୍ଲାଙ୍କୁ ନୀତି ଆୟୋଗ ପ୍ରଶଂସା କରିଛି । ଭାରତର ଶ୍ରେଷ୍ଠ ୫ଟି ଜିଲ୍ଲାମାନଙ୍କ ମଧ୍ୟରେ ଓଡ଼ିଶାର ନୂଆପଡ଼ା ଏବଂ କୋରାପୁଟ ସ୍ଥାନ ପାଇଛି । ପଛୁଆ ପାଇଁ ନୁହେଁ ବରଂ…
Read More...

ପିପିଲି ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ତଳକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯିବ କ୍ରାଇମବ୍ରାଞ୍ଚ

କଟକ : ପିପିଲି ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ହାଇକୋର୍ଟରେ ଅପିଲ କରିବ । ଡାଇରେକ୍ଟର ପବ୍ଲିକ ପ୍ରୋସିକ୍ୟୁସନ ସହାୟତାରେ କୋର୍ଟ କୁ ଯିବ କ୍ରାଇମ ବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ…
Read More...

ମ୍ୟାଲେରିଆ ନିୟନ୍ତ୍ରଣ କର୍ମଶାଳା : ୭ ଜିଲ୍ଲାରେ ସ୍ଥିତି ଅନୁଧ୍ୟାନ କରିବାକୁ ନିଷ୍ପତ୍ତି

ଭୁବନେଶ୍ୱର :  ମ୍ୟାଲେରିଆ ହ୍ରାସ ପାଇଥିବା ଜିଲ୍ଲାଗୁଡ଼ିକରେ ଗର୍ଭବତୀ ମହିଳା ଓ ୫ ବର୍ଷରୁ କମ୍‍ ବୟସର ଶିଶୁ କିଭଳି ଉପକୃତ ହୋଇଛନ୍ତି ସେ ସଂକ୍ରାନ୍ତରେ ଅନୁଧ୍ୟାନ କରାଯିବ । ପ୍ରଥମ ପର‌୍ୟ୍ୟାୟରେ ୭ଟି ଜିଲ୍ଲାକୁ ଏଥିରେ…
Read More...

ନୂଆବର୍ଷରୁ ଟିକେଟେଡ୍ ଦର୍ଶନ, ଲାଗିବ ଅବଢ଼ା ଦର

ପୁରୀ : ଖୁବଶୀଘ୍ର ଶ୍ରୀମନ୍ଦିରରେ ଆରମ୍ଭ ହେବ ଟିକେଟେଡ୍ ଦର୍ଶନ ବ୍ୟବସ୍ଥା । ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । କେବଳ ଯେଉଁ ଭିଆଇପିମାନେ ଟିକେଟ୍ରେ ଦର୍ଶନ କରିବେ ସେମାନେ କେଉଁ ରାସ୍ତା ଦେଇ ପ୍ରବେଶ କରିବେ ଏବଂ…
Read More...

ବସ ଦୁର୍ଘଟଣାରେ ୪୫ ଆହତ, ଡାକ୍ତରଖାନାରେ ଭର୍ତ୍ତି

ଅନୁଗୋଳ : ଅନୁଗୋଳରେ ବସ ଦୁର୍ଘଟଣାରେ ୪୫ ଆହତ ।ବଅଁରପାଳ ଗୋଟମରା ନିକଟରେ ଘଟିଛି ଏହି ଦୁର୍ଘଟଣାରେ । ଏଥିରେ ୪୫ ଜଣ ଯାତ୍ରୀ ଆହତ ହୋିଛନ୍ତି । ରାତି ପାଖା ପାଖି ୩ଟାରେ ଏହି ଦୁର୍ଘଟଣା ଘଟିଛି । ମଣିଶିବ ନାମକ ଏକ ଘରୋଇ ବସ…
Read More...

ଆଜି ବଡ ଦିନ : ଧରାବତରଣ କଲେ ପ୍ରଭୁ ଯିଶୁ

ଭୁବନେଶ୍ୱର : ଆଜି ପବିତ୍ର ବଡଦିନ। ଧରାପୃଷ୍ଠକୁ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ। ସାରା ବିଶ୍ୱରେ ପ୍ରଭୁଙ୍କୁ ବେଶ ଧୂମଧାମରେ ସ୍ୱାଗତ କରାଯାଇଛି। ଓଡ଼ିଶା ବି ଏଥିରେ ପଛରେ ନାହିଁ। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଭୁ ଯୀଶୁଙ୍କୁ…
Read More...

ଯୁକ୍ତଦୁଇ ପରୀକ୍ଷାରେ ସଂସ୍କାର : କପି ରୋକିବାକୁ ସୁପର୍ ସ୍କ୍ୱାଡ

ଭୁବନେଶ୍ୱର : ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାରେ ହେବ ବ୍ୟାପକ ସଂସ୍କାର । ପୂର୍ବବର୍ଷ ଗୁଡ଼ିକରେ ପରୀକ୍ଷାକୁ ନେଇ ବିଭିନ୍ନ ସମସ୍ୟା ଲାଗିରହୁଥିବା ବେଳେ ଆସନ୍ତା ବର୍ଷ ଯେପରି କୌଣସି ସମସ୍ୟା…
Read More...