Browsing Category

Odisha

ଆଇଏଏସସ୍ତରରେ ଅଦଳବଦଳ : ମଧୁସୂଦନ ପାଢୀ ହେଲେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ

ଭୁବନେଶ୍ୱର: ଆଇଏଏସସ୍ତରରେ ଅଦଳବଦଳ ହୋଇଛି । ସି.ଜେ ବେଣୁଗୋପାଳ ହେଲେ ଇଲେକ୍ଟ୍ରୋନିକ୍ ଏବଂ ସୂଚନା ପ୍ରଯୁକ୍ତ ବିଦ୍ୟା ବିଭାଗର ପ୍ରମୁଖ ସଚିବ । ପୂର୍ବରୁ ସେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଥିଲେ । ଏବେ ପରିବହନ କମିଶନର…
Read More...

୯ ଓଏଏସ୍‌ ଆଇଏଏସ୍‌ ପାହ୍ୟାକୁ ପାଇଲେ ପଦୋନ୍ନତି

ଭୁବନେଶ୍ୱର   : ରାଜ୍ୟର ୯ଜଣ ବରିଷ୍ଠ ଓଏଏସ‌୍‍ ଅଫିସର ଆଇଏଏସ୍‌ ପାହ୍ୟାକୁ ପଦୋନ୍ନତି ପାଇଛନ୍ତି। କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ଆଇଏଏସ୍‌ ପାହ୍ୟାକୁ ପଦୋନ୍ନତି ପାଇଥିବା…
Read More...

୨ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର :  ଭଦ୍ରକ ରାଣୀତାଳ ସ୍କୁଲ ଛାତ୍ରୀ ଦୁର୍ଘଟଣା ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିବା ସହ ପ୍ରତି ମୃତ ଛାତ୍ରଛାତ୍ରୀଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଦେବାକୁ ଘୋଷଣା କରିଛନ୍ତି ।…
Read More...

ଜଗା- କାଳିଆଙ୍କ ଚିକିତ୍ସା ଲାଗି ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ଏମ୍ସ ଯିବେ ୫ ଜଣିଆ ଡାକ୍ତରୀ ଟିମ

ଭୁବନେଶ୍ବର : ଖୁବଶୀଘ୍ର ଦିଲ୍ଲୀ ଏମ୍ସରୁ ଡିସଚାର୍ଜ ହେବେ ଜଗା କାଳିଆ । ଡିସଚାର୍ଜ ପ୍ରସଙ୍ଗରେ ଆଲୋଚନା ପାଇଁ ଆସନ୍ତାକାଲି ଦିଲ୍ଲୀ ଯିବେ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ୫ଜଣିଆ ଡାକ୍ତରୀ…
Read More...

ରୋହି ଖାଉଛନ୍ରୋତି କି ? ମାଛରେ ଫର୍ମାଲିନ, ସମ୍ବଲପୁରରେ ମିଳିଲା ଫର୍ମାଲିନ୍ ଯୁକ୍ତ ମାଛ

ଭୁବନେଶ୍ବର ପରେ ସମ୍ବଲପୁରରେ ଫର୍ମାଲିନ୍ ଯୁକ୍ତ ମାଛ । ଆଜି ଚଢାଉ ବେଳେ ସମ୍ବଲପୁର କୁଲୁଥକାନି ମାଛ ବଜାରରେ ଫର୍ମାଲିନ୍ ବୋଳା ମାଛ ମିଳିଛି । ୨ଟି ରୋହି ମାଛରୁ ଫର୍ମାଲିନ୍ ମିଳିଛି । ଅଧିକ ପରୀକ୍ଷା ପାଇଁ ଏହାକୁ…
Read More...

ସ୍କୁଲ ପିଲାଙ୍କ ଉପରେ ମାଡିଗଲା ଟ୍ରକ ୫ ମୃତ ,ସ୍କୁଲରୁ ଫେରିଲା ବେଳେ ଘଟିଲା ଦୁର୍ଘଟଣା

ଭଦ୍ରକ : ସ୍କୁଲ ଛୁଟିପରେ ପିଲା ଘରକୁ ଫେରୁଥିବାବେଳେ ଜାତୀୟ ରାଜପଥରେ ସ୍କୁଲ ପିଲାଙ୍କ ଉପରେ ଟ୍ରକ ମାଡିଗଲା । ଏଭଳି ଅଭାବନୀୟ ମର୍ମନ୍ତୁତ ସଡକ ଦୁର୍ଘଟଣା ଘଟିଛି ଭଦ୍ରକ ରାଣୀତାଲରେ । ଏଥିରେ ଘଟଣା ସ୍ଥଳରେ ହିଁ ୫ ଜଣ…
Read More...

ଆସୁଛି ଆଉ ଏକ ଲଘୁ ଚାପ : ୨୦ରୁ ପୁଣି ବର୍ଷିବ

ଭୁବନେଶ୍ୱର  : ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉତ୍ତର- ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୨୦ ତାରିଖ ସୁଦ୍ଧା ଏହା ଲଘୁଚାପର ରୂପ ନେବ । ବିଶେଷ କରି ୨୦ ତାରିଖ ରାତି ସାଢ଼େ ଆଠଟା ସୁଦ୍ଧା ଦକ୍ଷିଣ ଓ ଉତ୍ତର…
Read More...

ବିନାଶଙ୍କାରେ ଖାନ୍ତୁ ମାଛ : ଓଡିଶାରେ ବିକ୍ରି ମାଛରେ ନାହିଁ ଫର୍ମାଲିନ

ଭୁବନେଶ୍ବଲ : ରାଜ୍ୟରେ ବିକ୍ରି ହେଉଥିବା ମାଛରେ କୌଣସି ପ୍ରକାର ଫର୍ମାଲିନ ମିଶିନାହିଁ । ମଧୁର ମାଛରେ ଫର୍ମାଲିନ ମିଶିବାର ସମ୍ଭାବନା ନାହିଁ । ପରୀକ୍ଷାଗାରରେ ମାଛର ନମୂନା ପରୀକ୍ଷା ପରେ ଏହା ସ୍ପଷ୍ଟ ହୋଇଛି ବୋଲି…
Read More...

ରାସ୍ତାହେଲା କାଳ : ଆସିପାରିଲାନି ଆମ୍ବୁଲାନ୍ସ ମହିଳାଙ୍କ ଜୀବନ ଗଲା

ମାଲକାନଗିରି :  ରାସ୍ତା ଅବସ୍ଥା ଶେ।ଚନୀୟ ଯେ।ଗୁଁ ମହିଳାଙ୍କ ଜୀବନ ଗଲା । ଡାକ୍ତରଖାନାକୁ ଯିବା ପୂର୍ବରୁ ମହିଳାଙ୍କ ମୃତ୍ୟୁ ହେ।ଇସାରିଥିଲା । ମାଲକାନଗିରି  ଖଇରପୁଟ ବ୍ଲକ ସଦର ପଞ୍ଚାୟତର କାଦଗୁଡା ଗାଁର ଜମ୍ବତି…
Read More...

ଜଗା – କାଳିଆ ଫେରିବା ନେଇ ହୋଇନି ନିଷ୍ପତ୍ତି,ଆଲୋଚନା ପାଇଁ ଏମ୍ସ ଯିବେ ଡାକ୍ତରୀ ଦଳ

ନୂଆଦିଲ୍ଲୀ :  ଦିଲ୍ଲୀ ଏମ୍ସରୁ ଜଗା କାଳିଆ ଡିସଚାର୍ଜ ହେବା ନେଇ ନିଷ୍ପତ୍ତି ହୋଇନି । ପ୍ରଥମେ ଓଡ଼ିଶାରୁ ଏକ ଡାକ୍ତରୀ ଦଳ ଏମ୍ସ ଡାକ୍ତରଙ୍କ ସହ ଆଲୋଚନା କରିବେ । ଏହା ପରେ ଡିସଚାର୍ଜ ନେଇ ନିଷ୍ପତ୍ତି ନିଆଯିବ ବୋଲି ଏମ୍ସ…
Read More...

ପତ୍ନୀଙ୍କୁ ସାଙ୍ଗରେ ନଆଣିବା ପଡିବ ମହଙ୍ଗା, ରଥ ଭାଙ୍ଗିବେ ଲକ୍ଷ୍ମୀ

ପୁରୀ  : ହେରା  ପଞ୍ଚମୀ । ମହାପ୍ରଭୁଙ୍କ ରଥଯାତ୍ରାର ଏହି ଅନନ୍ୟ ପରମ୍ପରାରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ମା ଲକ୍ଷ୍ମୀଙ୍କୁ   ସାଥିରେ ନଆଣି ଭାଇଭଉଣୀଙ୍କ ସହ ମହାପ୍ରଭୁ  ରଥଯାତ୍ରାରେ ଆସିଥିବାରୁ ଅଭିମାନ…
Read More...

୫ ମିନିଟରେ ଆଖି ଅପରେସନ : ଚକ୍ଷୁ ଚିକିତ୍ସା କ୍ଷେତ୍ରରେ କ୍ୟାପିଟାଲ ହସପିଟାଲ ବିରଳ ରେକର୍ଡ

ଭୁବନେଶ୍ବର : ଚକ୍ଷୁ ଚିକିତ୍ସା କ୍ଷେତ୍ରରେ କ୍ୟାପିଟାଲ ହସପିଟାଲ ବିରଳ ରେକର୍ଡ କରିଛି । ଶହେ ବର୍ଷରୁ ଅଧିକ ଜଣେ ବୃଦ୍ଧଙ୍କ ଚକ୍ଷୁରେ ସଫଳତାର ସହ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର କରାଯାଇଛି । ପୁରୀ ଜିଲ୍ଲା ସତ୍ୟବାଦୀ…
Read More...

ବାହୁଡିବେ ଜଗା କାଳିଆ : ଅପରେସନ ପରେ ସୁସ୍ଥ ହେଲେଣି ଯୋଡାମୁଣ୍ଡ ଶିଶୁ ଖୁବ ଶିଘ୍ର ଏମ୍ସରୁ ହେବ ଡିସଚାର୍ଜ !

ନୂଆଦିଲ୍ଲୀ  : ଏମସ୍ସରୁ ଡିସଚାର୍ଜ ହୋଇପାରନ୍ତି କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା କାଳିଆ । ଜଗା କାଳିଆଙ୍କ ଡିସଚାର୍ଜ ନେଇ ଆଜି ଏମସରେ ଏକ ବୈଠକ ପରେ ଏପରି ସୂଚନା ମିଳିଛି । ଇଣ୍ଟରନାଲ୍ ବୈଠକ ପରେ ଦୁଇ ଭାଇଙ୍କୁ କେବେ…
Read More...

୪୮ ଘଣ୍ଟାରେ ୧୧ ଜିଲ୍ଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇଛି । ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ୧୧ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଜି…
Read More...