Browsing Category

Odisha

ଆଜି ଆହୁରି ଫୁଲିବ ମହାନଦୀ, ତଳମୁଣ୍ଡରେ ବନ୍ୟା ଆଶଙ୍କା

ଭୁବନେଶ୍ୱର : ବଙ୍ଗୋପସାଗରରେ ଲଘୁଚାପ ହୋଇ ପ୍ରବଳ ବର୍ଷା ଯୋଗୁୂ ଗତ ୨ ଦିନ ମଧ୍ୟରେ ରାଜ୍ୟର ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଗତ ୩ଦିନ ଧରି ନଦୀଗୁଡ଼ିକ ଫୁଲି ଉଠିଥିଲେ ମଧ୍ୟ ବିପଦ ସଂକେତର ତଳେ…
Read More...

ଆଜି ରଥ ଉପରେ ସୁନାବେଶ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜି ରଥ ଉପରେ ସୁନାବେଶ । ସୁନାବେଶ ବେଶ ଅପରାହ୍ଣ ୫ଟାରେ ଆରମ୍ଭ ହୋଇ ଭକ୍ତମାନଙ୍କ ଦର୍ଶନ ନିମନ୍ତେ ରାତି ୧୧ଟା ଯାଏ ଚାଲିବ । ମହାପ୍ରଭୁଙ୍କ ପ୍ରତ୍ୟେକ ବେଶରେ କିଛିନା କିଛି ମାଧୁର୍ଯ୍ୟ…
Read More...

ବଢୁଛି ଜଳସ୍ତର, ମହାନଦୀରେ ବନ୍ୟା ଆଶଙ୍କା

ଭୁବନେଶ୍ବର  : ମହାନଦୀ ଓ ତାର ଶାଖା ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି । ଏହା ସାମାନ୍ୟରୁ ମଧ୍ୟମ ଧରଣର ବନ୍ୟା ହେବା ସମ୍ଭାବନା ରହିଛି ବୋଲି ସ୍ବତନ୍ତ୍ର ରିଲିଫ କମିଶନ ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି ।   ଆସନ୍ତା କାଲି…
Read More...

ସଅଳ ବାହୁଡ଼଼ି ଆସିଲେ ମହାବାହୁ

ପୁରୀ  : ପ୍ରବଳ ବର୍ଷା ଓ ମେଘୁଆ ପାଗ ସତ୍ତ୍ବେ ଆଜି ପୁରୀରରେ ବାହୁଡ଼ା ସମ୍ପନ୍ନ ହୋଇଛି। ସବୁଠାରୁ ବଡ଼ କଥା ହେଲା ଆଜି ନିର୍ଦ୍ଧାରିତ ସମୟର ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ ହୋଇଛି। ତିନି ରଥ ସିଂହଦ୍ବାର ନିକଟରେ…
Read More...

ପଛରୁ ପିଟି ଦେଲା ଟ୍ରକ,୩ ମୃତ

ଭୁବନେଶ୍ୱର  : ଶନିବାର ତିନି ଯୁବକଙ୍କ ପାଇଁ ଯେମିତି ଥିଲା କାଳ ରାତି । ସଡକ ଦୁର୍ଘଟଣାରେ ଯାଇଛି ତିନି ଯୁବକଙ୍କ ପ୍ରାଣ । ରାଜଧାନୀରେ ଘଟିଛି ଏମିତି ଏକ ମର୍ମତୁନ୍ତ ସଡକ ଦୁର୍ଘଟଣା । ବାଣିବିହାର ଛକର ପାଖ ସତସଙ୍ଗ ବିହାର…
Read More...

ଆଜି ବାହୁଡ଼ାଯାତ୍ରା : ବାହୁଡିବେ ମହାବାହୁ

ଭୁବନେଶ୍ୱର : ଆଜି ଅନୁଷ୍ଠିତ ହେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ବାହୁଡ଼ାଯାତ୍ରା । ନବଦିନ ଯାତ୍ରାସାରି ଭାଇ ଭଉଣୀଙ୍କ ସହ ରଥାରୂଢ଼ ହୋଇ ଶ୍ରୀମନ୍ଦିର ବାହୁଡ଼ିବେ ମହାପ୍ରଭୁ ଶ୍ରୀଜଗନ୍ନାଥ । ପ୍ରତିବର୍ଷ ରଥଯାତ୍ରା…
Read More...

ଶସ୍ତା ହେବ ଗାଡି କିଣା : ଗାଡି କିଣା ଉପରେ କମିଲା୨୦ ପ୍ରତିଶତ ଟିକସ, ୧୧ ପ୍ରସ୍ତାବକୁ କ୍ୟାବିନେଟର ମୋହର

ଭୁବନେଶ୍ବର  : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା  ରାଜ୍ୟ କ୍ୟାବିନେଟ ୧୧ ପ୍ରସ୍ତାବକୁ  ମୋହର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି । ମୋଟରଯାନ ଅଇନ ସଂଶୋଧନକୁ ମଜୁରୀ ମିଳିଲା । ଗାଡି କିଣା ଉପରେ…
Read More...

ଦୁଇ ଦିନ ଆହୁରି ବର୍ଷିବ,ଜରୁରୀ ବୈଠକ ଡାକି ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆହୁରି ଦୁଇ ଦିନ ଲାଗି ରହିବ ବର୍ଷା ।  ସାରା ରାଜ୍ୟରେ ଲାଗି ରହିବ ବର୍ଷା । ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ବୁଢ଼ବଳଙ୍ଗ, ଇବ୍ , ତେଲ ନଦୀର ଉପରମୁଣ୍ଡ ଓ ଅବବାହିକାରେ ବ଼ଡ଼ ବର୍ଷା ସମ୍ଭାବନା…
Read More...

ସାମ୍ଭାବ୍ୟ ବନ୍ୟା ଞ୍ଚଳରେ ଗର୍ଭବତୀଙ୍କୁ ଆଗୁଆ ମା ଗୃହକୁ ଆଣି ଯତ୍ନ ନେବାକୁ ସ୍ବାସ୍ଶ୍ୟ ମନ୍ତ୍ରୀଙ୍କ ନିର୍ଦେଶ

ଭୁବନେଶ୍ବର : ବର୍ଷା ଓ ସାମ୍ଭାବ୍ୟ ବନ୍ୟା ସ୍ଥିତିର ମୁକାବିଲା ଲାଗି ଆଗୁଆ ପଦକ୍ଷେପ ନେଇଛି ସ୍ବାସ୍ଥ୍ୟ ବିଭାଗ । ଲୋକଙ୍କୁ କିପରି ତୁରନ୍ତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇ ହେବ ସେନେଇ ସମୀକ୍ଷା କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ…
Read More...

ଆହୁରି ୪୮ ଘଣ୍ଟା ସାରା ଓଡିଶାରେ ବର୍ଷିବ

ଭୁବନେଶ୍ବର  : ବର୍ଷାରୁ ନିସ୍ତାର ନାହିଁ । ଆହୁରି ୪୮ ଘଣ୍ଟା ବର୍ଷିବ । ପରିସ୍ଥିତି ଆହୁରି ସଙ୍ଗୀନ ହେବା ଆଶଙ୍କା । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଭୀଷଣ ବର୍ଷା ହେବ ବୋଲି ପୂର୍ବାନୁମାନ…
Read More...

ପ୍ରବଳ ବର୍ଷା ଆଶଙ୍କା: ବନ୍ୟା ମୁକାବିଲା ପାଇଁ ସଜାଗ, ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ଘନୀଭୂତ ହୋଇ ୪୮ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବ। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ଓ ଗୋଟିଏ ଦୁଇଟି…
Read More...

ଜଷ୍ଟିସ୍‌ କେ.ଏସ୍‌. ଜାଭେରୀ ହୋଇପାରନ୍ତି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ: ଓଡିଶା ହାଇକୋର୍ଟର ନୂଆ ମୁଖ୍ୟବିଚାରପତି ନିଯୁକ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ଜଷ୍ଟିସ୍ କେ.ଏସ୍ ଜାଭେରୀ ଓଡ଼ିଶା ହାଇକାର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବାର ସମ୍ଭାବନା ରହିଛି। ସୁପ୍ରିମକୋର୍ଟ  କଲେଜିୟମ…
Read More...

ବଜ୍ରପାତରେ ୧୫ମୃତ,୬ ଆହାତ

ଭୁବନେଶ୍ୱର: ବଜ୍ରପାତରେ ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ବଜ୍ରପାତ ଜନିତ ମୃତ୍ୟୁ ବଢୁଥିବା ଦେଖାଦେଇଛି । ଆଜି ବାଲେଶ୍ୱରରେ ୭ଜଣଙ୍କର ମୃତ୍ୟୁ ଘଟିଛି । ମୟୁରଭଞ୍ଜରେ ୪ ଜଣ ଓ…
Read More...

ଟ୍ରକ ମାଡି ମୃତ୍ୟୁ ୫ ସ୍କୁଲ ପିଲାଙ୍କ ସରିଲା ଶେଷକୃତ୍ୟ : କାନ୍ଦୁଛି ଗାଁ ,ଗଣ୍ଡଗୋଳ ଲାଗି ଗିରଫ ଭୟରେ ଗାଁ ଚାଡିଲେ…

ଭଦ୍ରକ : ସ୍କୁଲରୁ ଘରକୁ ଫେରୁଥିବାବେଳେ ଟ୍ରକ ମାଡିଯାଇ ୫ ସ୍ୱୁଲ ପିଲାଙ୍କ ଭଦ୍ରକର ରାହଂଚରେ ମୃତ୍ୟୁ ହୋଇଥିଲା । ଆଜି ମୃତ ଛାତ୍ର ଛାତ୍ରୀଙ୍କ ଅନ୍ତିମ ସଂସ୍କାର ହୋଇଛି । ଏହାକୁ ନେଇ ପୁରା ଅଞ୍ଚଳରେ ଶୋକାକୂଳ ପରିବେଶ ।…
Read More...