Browsing Category

Odisha

ଏଥର ଫୁଲ ନୁହେଁ, ହେବ ସଂକ୍ଷିପ୍ତ ବଜେଟ ଅଧିବେଶନ

ଓଡ଼ିଶା ବିଧାନସଭା ୨୫ ତାରିଖରୁ ସଂକ୍ଷିପ୍ତ ବଜେଟ ଅଧିବେଶନ ହେଉଛି। ସଂକ୍ଷିପ୍ତ ବଜେଟ ଅଧିବେଶନ ଉପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିଜର ପ୍ରତିକ୍ରିୟା‌ ଦେଇଛନ୍ତି। ଏଇଟା ଫୁଲ ବଜେଟ ନୁହେଁ, ୭ ଦିନିଆ ବିଧାନସଭା ହେବ ।…
Read More...

ଭୁଶୁଡିଲା କଟକ ଛତ୍ରବଜାରର ପୁରୁଣା ବ୍ରିଜ

କଟକ ଛତ୍ରବଜାରର ପୁରୁଣା ବ୍ରିଜ ଭୁଶୁଡି ପଡ଼ିଛି। ବ୍ରିଜ କଡ଼ରେ ନିର୍ମାଣ କାର୍ଯ୍ଯ ଚାଲିଥିବା ବେଳେ ଭୁଶୁଡିଥିବା ଜଣାପଡ଼ିଛି। ୨ରୁ ୩ ଜଣ ପରିବା ବ୍ଯବସାୟୀ ବ୍ରିଜ ତଳେ ଚାପି ହୋଇ ରହିିଥିବା ଆଶଙ୍କା କରାଯାଉଛି। ଖବର ପାଇ…
Read More...

ଓଡ଼ିଶାରେ ପ୍ରଥମ ଥର ପାଇଁ କ୍ୟାପିଟାଲ ହସ୍‌ପିଟାଲରେ ଉଦଘାଟନ ହେଲା ମାନବ କ୍ଷୀର ସଂରକ୍ଷଣ ବ୍ୟାଙ୍କ୍‌

ଓଡ଼ିଶାରେ ପ୍ରଥମ ଥର ପାଇଁ ମାତୃକ୍ଷୀରକୁ ସଂରକ୍ଷଣ କରାଯିବା ବ୍ୟବସ୍ଥା କ୍ୟାପିଟାଲ ହସ୍‌ପିଟାଲ୍‌ରେ ଆରମ୍ଭ ହୋଇଛି । କ୍ୟାପିଟାଲ୍ ହସ୍ପିଟାଲ୍ ଏହାର ଶିଶୁ ବିଭାଗରେ ଏକ ମାନବ ଦୁଗ୍ଧ ବ୍ୟାଙ୍କ୍ ଉଦଘାଟନ ହୋଇଛି । ଏହା ହେଉଛି…
Read More...

ହାତୀ ପାଇଁ ବନ୍ଦ ହେଲା ନନ୍ଦନକାନନ

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଚେରି ଭାଙ୍ଗି ଭିତରକୁ ପଶିଲେ ଦୁଇଟି ବଣୁଆ ହାତୀ। ଏହି ଖବର ପ୍ରଚାରି ହେବା ପରେ ଆତଙ୍କ ଖେଳିଯିବାରୁ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନକୁ ସାମୟିକ ବନ୍ଦ କରିଛନ୍ତି କର୍ତ୍ତୃପକ୍ଷ। ଏନେଇ…
Read More...

ହସ୍ପିଟାଲରେ ଭର୍ତ୍ତି ହେଲେ ପିସିସି ସଭାପତି

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଙ୍ଗଳବାର ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ତାଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିବା ପରେ ଅସୁସ୍ଥ ହୋଇପଡିଥିଲେ। ଏହାପରେ…
Read More...

ଶ୍ରୁତି ମହାପାତ୍ରଙ୍କୁ ନାରୀ ଶକ୍ତି ପୁରସ୍କାର

ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଦେଶର ୨୯ ଜଣ ମହିଳାଙ୍କୁ ନାରୀ ଶକ୍ତି ପୁରସ୍କାରରେ ସମ୍ମାନୀତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏଥିପାଇଁ ଆଜି ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନ ପରିସରରେ ସ୍ୱତନ୍ତ୍ର…
Read More...

ରାଜ୍ୟରେ ୯୦.୫% ପ୍ରତିଶତ ହାର ପୂର୍ଣ୍ଣ ଟିକାକରଣ

ପୂର୍ଣ୍ଣ ଟିକାକରଣରେ ଓଡ଼ିଶା ଜାତୀୟ ସ୍ତରରେ ସର୍ବାଗ୍ରେ ରହିଛି । ରାଜ୍ୟରେ ପୂର୍ଣ୍ଣ ଟିକାକରଣ ହାର ୯୦.୫% ପ୍ରତିଶତ । ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଷ୍ଟିଅରିଂ କମିଟି…
Read More...

ପୌର ନିର୍ବାଚନ ପାଇଁ ୨୨ରୁ ୨୪ ପର୍ଯ୍ୟନ୍ତ ହେବନି ପରୀକ୍ଷା

ପୌର ନିର୍ବାଚନ ପାଇଁ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ କଲେଜ ଗୁଡ଼ିକରେ କୌଣସି ପରୀକ୍ଷା ନ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହା ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ ଯୁକ୍ତ ୩ କଲେଜ ଗୁଡ଼ିକୁ ଚିଠି କରାଯାଇଛି। ରାଜ୍ୟ…
Read More...

ଶ୍ରୀମନ୍ଦିରରେ ଜଣେ ଭକ୍ତ କଲେ ବାନ୍ତି; ଆଜି ପୁଣି ଶ୍ରୀଜିଉଙ୍କ ବଡ଼ ମହାସ୍ନାନ

ଶ୍ରୀମନ୍ଦିରରେ ଆଜି ପୁଣି ବଡ଼ ମହାସ୍ନାନ ହୋଇଛି । ଏଥିଲାଗି ଆଜି ପୁଣି ଭକ୍ତଙ୍କ ଦର୍ଶନରେ ବାଧା ଉପୁଜିଛି । ଆଜି ସକାଳେ ଶ୍ରୀମନ୍ଦିରର ଭିତର କାଠ ନିକଟରେ ଜଣେ ଭକ୍ତ ବାନ୍ତି କରିବା ପରେ ମହାପ୍ରଭୁଙ୍କ ରୀତିନୀତି ବିଳମ୍ବ…
Read More...

ମାର୍ଚ୍ଚ ୨୫ରୁ ବିଧାନସଭାର ବଜେଟ ଅଧିବେଶନ

ମାର୍ଚ୍ଚ ୨୫ରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ ବଜେଟ ଅଧିବେଶନ । ଚଳିତଥର ବଜେଟ ଅଧିବେଶନରେ ୬ଟି କାର୍ଯ୍ୟ ଦିବସ ରହିଛି । ପ୍ରଥମ ଦିନ ଗୃହକୁ ସମ୍ବୋଧନ କରିବେ ରାଜ୍ୟପାଳ ପ୍ରଫେସର…
Read More...

ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀରେ ସୋଆରେ ସ୍ୱତନ୍ତ୍ର ଉତ୍ସବ ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀରେ ସୋମବାର ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜିତ ହୋଇଯାଇଛି । ସୋଆର ଉପସଭାପତି ଶ୍ରୀମତୀ ଶାଶ୍ୱତୀ ଦାସ ଓ ପ୍ରତିଷ୍ଠାତା ସଦସ୍ୟା କୁମାରୀ…
Read More...

ମୟୂରଭଞ୍ଜରେ ସଶକ୍ତ ହେଉଛି ବିଜେଡି,ବିଜେପି ଜିଲ୍ଲା ପରିଷଦ ସଭ୍ୟ ଓ କଂଗ୍ରେସ ନେତା ବିଜେଡ଼ିରେ ସାମିଲ

ବାରିପଦା: ମୟୂରଭଞ୍ଜରେ ଆହୁରି ସଶକ୍ତ ହେଉଛି ବିଜେଡି । ବିଭିନ୍ନ ଦଳର କର୍ମୀ ଏବେ ବିଜେଡି ମୁହାଁ ହେଉଛନ୍ତି । ଏନେଇ ବାରିପଦାରେ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ବିରାଟ ମିଶ୍ରଣ ପର୍ବ । ଖୁଣ୍ଟା ବ୍ଲକର ଜୋନ…
Read More...

ବିଜେଡିରେ ସାମିଲ ହେଲେ କେନ୍ଦୁଝରର ବିଜେପି ଓ କଂଗ୍ରେସର ଶତାଧିକ କର୍ମୀ ଓ ସମର୍ଥକ

ଭୁବନେଶ୍ୱର: ବିଜେଡିରେ ସାମିଲ ହେଲେ ବିଜେପି ଓ କଂଗ୍ରେସର ଶତାଧିକ କର୍ମୀ ଓ ସମର୍ଥକ । ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିଛନ୍ତି । ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ…
Read More...

ବିଜୁ ଜନତା ଦଳର ବସ୍ ହେଉଛନ୍ତି ଓଡ଼ିଶାବାସୀ, ଆମର ଦିଲ୍ଲୀରେ କେହି ବସ୍ ନାହାଁନ୍ତି : ନବୀନ

ଭୁବନେଶ୍ୱର: ବିଜୁ ଜନତା ଦଳର ବସ୍ ହେଉଛନ୍ତି ଓଡ଼ିଶାବାସୀ, ଆମର ଦିଲ୍ଲୀରେ କେହି ବସ୍ ନାହାଁନ୍ତି ।  ବିଜୁ ଜନତା ଦଳର ରୌପ୍ୟ ଜୟନ୍ତୀରେ ରାଜ୍ୟବାସୀଙ୍କୁ ଏଭଳି ବାର୍ତ୍ତା ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।…
Read More...