Browsing Category

Odisha

ଜଳଦ କୁମାର ତ୍ରିପାଠୀ ହେଲେ ମୁଖ୍ୟ ସୂଚନା କମିଶନର

ଭୁବନେଶ୍ୱର: ଭାରତୀୟ ପୋଲିସ ପ୍ରଶାସନିକ ସେବାରେ କାର୍ଯ୍ୟ କରିଥିବା ଜଳଦ କୁମାର ତ୍ରିପାଠୀ ହୋଇଛନ୍ତି ନୂଆ ମୁଖ୍ୟ ସୂଚନା କମିଶନର । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅନୁମୋଦନ ପରେ ପ୍ରକାଶ ପାଇଛି ବିଜ୍ଞପ୍ତି । ପୂର୍ବରୁ…
Read More...

ଭିନ୍ନକ୍ଷମ ମହିଳା ନିତୁ ବେହେରାଙ୍କୁ ହ୍ଵିଲଚେୟାର ଯୋଗାଇଦେଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ଵର : ଭୁବନେଶ୍ଵର ସ୍ଥିତ ସାଲିଆସାହି ଅଞ୍ଚଳର ୪୦ ବର୍ଷିୟା ନିତୁ ବେହେରା ନାମକ ଏକ ମହିଳା ବାଲ୍ୟବସ୍ଥାରୁ ଚାଲିବା ଶକ୍ତି ହରାଇ ବସିଛନ୍ତି । ତାଙ୍କର ଚାଲିବା ଓ ବୁଲିବା ପାଇଁ ସେ ସବୁବେଳେ ହ୍ଵିଲଚେୟାର ଉପରେ ନିର୍ଭର…
Read More...

ଆସୁଛି ଆଉ ଏକ ଲଘୁଚାପ : ୨୭ରୁ ବର୍ଷିବ

ଭୁବନେଶ୍ୱର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ୨୬ରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ୨୫ରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଉତ୍ତର-ପୂର୍ବ…
Read More...

ବିଜେଡିରେ ବିଲିନ ହେଲା ମୟୁରଭଞ୍ଜ ଜେଏମ୍‌ଏମ୍ : ଦଳରେ ମିଶିଲେ ଶତାଧିକ JMM ନେତା ଓ କର୍ମୀ

ଭୁବନେଶ୍ୱର : ବଦଳିଲା ମୟୁରଭଞ୍ଜ ଜିଲ୍ଲା ରାଜନୀତି ସମୀକରଣ । ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସଫଳ ଗୋଟି ଚାଳନା ଜିଲ୍ଲାରେ ବିଜେଡି ବଳକୁ ଦିନକୁ ଦିନ ବଢାଉଥିବା ଦେଖିବାକୁ ମିଳିଛି । ଏମିତିକି ମୟୁରଭଞ୍ଜ…
Read More...

ବଢୁଛି ବିଜେଡି ବଳ : ରାୟଗଡା ବିଜେଡିରେ ମିଶିଲେ କଂଗ୍ରେସ ଓ ବିଜେପି ନେତା ଓ କର୍ମୀ

ଭୁବନେଶ୍ୱର : ରାୟଗଡାରେ ଭାଙ୍ଗୁଛି ବିରୋଧୀଙ୍କ ଘର, ବଢୁଛି ବିଜେଡି ଦୁର୍ଗ । ବିଜେପି ଓ କଂଗ୍ରେସ ଛାଡି ଶତାଧିକ କର୍ମୀ ଓ ନେତା ଆଜି ବିଜେଡିରେ ଯୋଗ ଦେବା ପରେ ରାୟଗଡା ବିଜେଡିର ବଳ ବଢିଛି । ରାୟଗଡା ଜିଲ୍ଲାର ବିଭିନ୍ନ ଦଳର…
Read More...

ଶତାଦ୍ଧୀ ନଗର ଡ୍ରେନ୍‌ରୁ ଛାତ୍ର ନିଖୋଜ ଘଟଣା : ୧୮ଘଣ୍ଟା ପରେ ମିଳିଲା ନିଖୋଜ ଛାତ୍ର ଜ୍ୟୋତିଙ୍କ ମୃତଦେହ

ଭୁବନେଶ୍ୱର : ରାଜଧାନୀ ଶତାଦ୍ଧୀ ନଗର ଡ୍ରେନ୍‌ରୁ ଛାତ୍ର ନିଖୋଜ ଘଟଣା । ନିଖୋଜ ଛାତ୍ର ଜ୍ୟୋତିଙ୍କ ମୃତଦେହ ୧୮ଘଣ୍ଟା ପରେ ମିଳିଲା । ଅଗ୍ନିଶମ ବାହିନୀର ଅକ୍ଲାନ୍ତ ପରିଶ୍ରମ ପରେ ଭୁବନେଶ୍ୱର ପଞ୍ଚସଖା ନଗର ଡ୍ରେନ୍‌ରୁ…
Read More...

ହୀରାକୁଦକୁ ଉପରମୁଣ୍ଡରୁ ଇନ-ଫ୍ଲୋ କମିଛି : ମହାନଦୀରେ ନାହିଁ ବନ୍ୟା ଆଶଙ୍କା-ଏସ୍‌ଆରସି

ଭୁବନେଶ୍ୱର : ମହାନଦୀରେ ନାହିଁ ବନ୍ୟା ଆଶଙ୍କା । ଶୁକ୍ରବାର ଅପରାହ୍ନରେ ଏସ୍‌ଆରସି ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି । ଶନିବାର ସକାଳେ ମୁଣ୍ଡଳୀ ଦେଇ ସର୍ବାଧିକ ବନ୍ୟାଜଳ ପ୍ରବାହିତ ହେବ । ଏବେ ହୀରାକୁଦକୁ…
Read More...

ଡିସେମ୍ବର ସୁଦ୍ଧା କୋରାପୁଟର ସବୁ ପଡା ଗାଁ ହେବ ରାଜସ୍ୱ ଗ୍ରାମ : ରାଜସ୍ୱ ସଚିବ

ଭୁବନେଶ୍ୱର  : କୋରାପୁଟ ଜିଲ୍ଲାର ସମସ୍ତ ପଡା ଗ୍ରାମକୁ ଡିସେମ୍ବର ମାସ ଶେଷ ସୁଦ୍ଧା ରାଜସ୍ୱ ଗ୍ରାମର ମାନ୍ୟତା ଦିଆଯିବ । କୋରାପୁଟ ଗସ୍ତରେ ଆସିଥିବା ରାଜସ୍ୱ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଏହି ସୂଚନା…
Read More...

ବିଜେଡିରେ ଯୋଗଦେଲେ କଂଗ୍ରେସର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝି

ଭୁବନେଶ୍ୱର :  ବିଜେଡିରେ ଯୋଗଦେଲେ କଂଗ୍ରେସର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝି । ଗତକାଲି ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଆଜି ବିଧିବଦ୍ଧ ଭାବେ ବିଜେଡିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଶଙ୍ଖ ଧରିଛନ୍ତି ।…
Read More...