Browsing Category

Odisha

ଟସର ଚାଷୀଙ୍କୁ ଦାଉ ସାଜିଛି ଅଜଣା ରୋଗ, ଚିନ୍ତାରେ ଚାଷୀ

ନୂଆପଡ଼ା  : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଉଲଭା ଓ ଅଗ୍ରେନ ଗାଁର ଟସର ଚାଷୀଙ୍କୁ ଅଜଣା ରୋଗ ଦାଉ ସାଜିଛି । ବର୍ଷକୁ ଦୁଇ ଥର ଉଭୟ ଗାଁର ଚାଷୀ ଟସର ବିକ୍ରି କରି ଭଳି ଆମଦାନି କରି ପରିବାର ଭରଣ ପୋଷଣ କରନ୍ତି । ଏବେ ଲକ୍ଷାଧିକ…
Read More...

ଛାତ୍ରଛାତ୍ରୀମାନଙ୍କୁ ଷ୍ଟାର୍ଟଅପ୍ ସହ ଯୋଡ଼ିବା ପାଇଁ ‘ମୋ କଲଜେ’ ଅଭିଯାନ ପକ୍ଷରୁ ‘ମିଟ୍ ଆୱାର ଷ୍ଟାର୍ଟଅପ୍ ହିରୋଜ୍’…

ଭୁବନେଶ୍ଵର : "କୌଣସି ଗୋଟିଏ ନୂଆ କାମ ଆରମ୍ଭ କରିବା ପାଇଁ ମନରେ ଦୃଢ଼ ଇଚ୍ଛାଶକ୍ତିର ଆବଶ୍ୟକ ରହିଛି। କାରଣ ଦୃଢ଼ ଇଚ୍ଛାଶକ୍ତି ଆଗରେ କୌଣସି କାମ ଅଟକେ ନାହିଁ। ଅତୀତର ଘଟଣାବଳୀକୁ ପଛରେ ପକାଇ ସମସ୍ତଙ୍କୁ ଦିନେ ନା ଦିନେ ଆଗକୁ…
Read More...

ଚାଷୀଙ୍କୁ ଆବଶ୍ୟକ ମୁତାବକ ସାର ଯୋଗାଇ ଦେବା ପାଇଁ ବିଜେଡିର ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର :  ରାଜ୍ୟକୁ ଚଳିତ ଖରିଫ ଫସଲ ପାଇଁ ନିର୍ଧାରିତ ସମୟ ସୀମା ମଧ୍ୟରେ ଚାଷୀମାନଙ୍କୁ ଆବଶ୍ୟକ ମୁତାବକ ରାସାୟନିକ ସାର ଯଥା ୟୁରିଆ, ଡି. ଏ. ପି ଓ ଏମ. ଓ. ପି ସାର ଯୋଗାଣ କରାଯାଇ ନ ଥିବା ବିରୋଧରେ ଆଜି ବିଜୁ କୃଷକ…
Read More...

ସରୁନି ଲୋୟରଇନ୍ଦ୍ର ବିସ୍ଥାପିତଙ୍କ ଦୁଃଖ

ନୂଆପଡ଼ା: ଦୁଃଖ ଆସେ ଏମିତି । ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପରେ ଘରଦ୍ୱାର ସବୁ ଲିନ ହୋଇଗଲା । ବିଭାଗୀୟ ସର୍ଭେ ତାଳିକାରେ ନାଁ ରହିଲା ନାହିଁ ବୋଲି ସହୟତା ବି ମିଳିଲା ନି । ଏବେ ରାସ୍ତା କଡରେ ଝାଟି ମାଟିର ଭଙ୍ଗା କୁଡିଆରେ…
Read More...

ସେପ୍ଟେମ୍ବରର କରୋନା ଗାଇଡ୍‌ଲାଇନ୍‌ : ରହିବ ନାହିଁ ସପ୍ତାହାନ୍ତ ସଟଡାଉନ୍

ଭୁବନେଶ୍ଵର  : ଆସିଲା ସେପ୍ଟେମ୍ବର ମାସର କରୋନା ଗାଇଡ୍‌ଲାଇନ୍‌। ରାଜ୍ୟରେ କରୋନା ସଂକ୍ରମଣ ଏକ ପ୍ରତିଶତରୁ କମ ରହିଛି। ତେଣୁ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କରୋନା ଗାଇଡ୍‌ଲାଇନ୍‌ରେ କୋହଳ କରିଛନ୍ତି। ନୂତନ…
Read More...

ନୂଆଁଖାଇର ଲଗ୍ନ ଧାର୍ଯ୍ୟ : ସେପ୍ଟେମ୍ବର ୧୧ରେ ମା ସମଲେଇଙ୍କଠାରେ ଲାଗି ହେବ ନବାନ୍ନ

ସମ୍ବଲପୁର :  ଗଣପର୍ବ ନୂଆଁଖାଇର ଲଗ୍ନ ଧାର୍ଯ୍ୟ ହୋଇଛି। ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମହାସଭା ଦ୍ଵାରା ଲଗ୍ନ ନିର୍ଦ୍ଧାରଣ ହୋଇଛି। ସକାଳ ୧୦ଟା ୧୫ରୁ ୧୦ଟା ୨୫ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କଠାରେ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅଷ୍ଟେଲିଆ ହାଇକମିଶନର

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଅଷ୍ଟ୍ରେଲିଆର ହାଇକମିଶନର ବ୍ୟାରୀ ଓଫାରେଲ ଏଓ (Barry O’Farrel AO)ଙ୍କ ସହିତ ଆଲୋଚନା କରି ବିଭିନ୍ନ କ୍ଷେତ୍ରରେ ଅଷ୍ଟ୍ରେଲିଆ…
Read More...

ଉତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ କଲ୍ୟାଣ ସିଂହଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ…

ଅଲିଗଡ଼/ଉତରପ୍ରଦେଶ :  ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପାଇଁ କ୍ଷମତାକୁ ତ୍ୟାଗ କରିଥିବା ଉତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଜୀଙ୍କ ଆଦର୍ଶ, ତାଙ୍କର ଜୀବନ ମୂଲ୍ୟବୋଧ ଏବଂ କର୍ତବ୍ୟନିଷ୍ଠା ଆମ ସମସ୍ତ…
Read More...

ସମ ଅଲ୍ଲ୍ଟିମେଟ ମେଡିକେୟାର ରେ ପ୍ରଥମ ଥର ପାଇଁ ସିଆଲୋଏନ୍ଡୋସ୍କୋପିକ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ଓଡିଶାରେ ପ୍ରଥମ ଥର ପାଇଁ ସମ ଅଲ୍ଟିମେଟ ମେଡିକେୟାରରେ ଅତ୍ୟାଧୁନିକ ସିଆଲୋଏଣ୍ଡୋସ୍କୋପିକ ପ୍ରକ୍ରିୟା ରେ ଚିକିତ୍ସା ଆରମ୍ଭ କରାଯାଇଛି | ଏହା ଏକ ଅଭିନଵ ଓ ଅତ୍ୟାଧୁନିକ ପଦ୍ଧତି ଯାହା ସାହାଯ୍ୟରେ ମଣିଷର ଲାଳ…
Read More...

ଶ୍ରୀମନ୍ଦିରର ୪ଶହସେବାୟତଙ୍କୁ ମିଳିବ ଘର

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କ ପରିବାରକୁ ମିଳିବ ଘର । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ପ୍ରଥମ ପର୍ଯ୍ୟାଳୟରେ ୪ ଶହ ସେବାୟତ ପରିବାରକୁ ଘର ମିଳିବ । ୮ ଏକର ଜମିରେ ବ୍ୟବସ୍ଥା, ପରିବାର…
Read More...

ରଙ୍ଗେଇଲୁଣ୍ଡା ବ୍ଲକର ବିଜେପି ଓ କଂଗ୍ରେସର ୩୦ ଯୁବ ନେତା ବିଜେଡିରେ ସାମିଲ

ଭୁବନେଶ୍ୱର: କଂଗ୍ରେସ ଓ ବିଜେପି ନେତୃତ୍ୱ ପ୍ରତି ଆସ୍ଥା ହରାଇ ଗୋପାଳପୁର ବିଧାନସଭା ମଣ୍ଡଳି ରଙ୍ଗେଇଲୁଣ୍ଡା ବ୍ଲକ ଅଞ୍ଚଳର ବିଜେପି ଓ କଂଗ୍ରେସର ୩୦ ଯୁବ ନେତା ବିଜେଡିରେ ସାମିଲ। ଧିରେ ଧିରେ ବିଜେଡି ଆଡେ ମୁହାଁଉଛନ୍ତି ଯୁବ…
Read More...

ଏ ବର୍ଷ ବି ୭୦ ପ୍ରତିଶତ ସିଲାବସ୍‌ରେ ପାଠ ପଢିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ

ଭୁବନେଶ୍ୱର:  ଚଳିତ ବର୍ଷ ବି କମିଛି ଯୁକ୍ତ ୨ ସିଲାବସ୍। ଗତବର୍ଷ ଭଳି ଏ ବର୍ଷ ବି ୩୦ ପ୍ରତିଶତ ସିଲାବସ୍ ହ୍ରାସ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାଉନସିଲ ବୈଠକରେ ଗୁରୁବାର ଏ ସଂପର୍କରେ ନିଷ୍ପତ୍ତି…
Read More...

ପରାଜୟ ଭୟରେ ବିଜେପିର ମନଗଢା ବିବୃତ୍ତି: ବିଜେଡି

ଭୁବନେଶ୍ୱର : ୨୦୧୯ର ସାଧାରଣ ନିର୍ବାଚନ ଏବଂ ପରବର୍ତ୍ତୀ ସମସ୍ତ ଉପନିର୍ବାଚନରେ ହାରିବା ଭଳି ରାଜ୍ୟ ବିଜେପିକୁ ଏବେ ପଞ୍ଚାୟତ ଓ ପୌର ନିର୍ବାଚନରେ ହାରିବା ଜଳ ଜଳ ହୋଇ ଦିଶିଲାଣି । ତେଣୁ ପରାଜୟ ଭୟରେ ସେମାନେ ଏପରି…
Read More...

ବିଜେପି ନେତାଙ୍କ ବିବୃତ୍ତିରେ ଓଡିଆ ଲୋକେ ଅପମାନିତ: ବିଜେଡି

ଭୁବନେଶ୍ୱର : ବିଜେପି ନେତା ଶ୍ରୀ ପିତାମ୍ବର ଆଚାର୍ଯ୍ୟ ତାଙ୍କର ମାନସିକ ସନ୍ତୁଳନ ହରାଇଛନ୍ତି ଏବଂ ସେଥିପାଇଁ ଏଭଳି ମିଥ୍ୟା, ଭିତ୍ତିହୀନ, ଅଯଥା ଅଭିଯୋଗ ସହିତ ଅସନ୍ତୋଷ ପ୍ରକାଶ କରୁଛନ୍ତି ଯାହା ତାଙ୍କର ବୌଦ୍ଧିକ ଦେବାଳିଆ…
Read More...