Browsing Category

Odisha

ସୋଆକୁ “ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ଗ୍ରୀନ୍ ଚାମ୍ପିଅନ୍‌” ଆଖ୍ୟା

ଭୁବନେଶ୍ୱର : ସ୍ୱଚ୍ଛତା ଆକ୍ସନ୍ ପ୍ଲାନ୍ କାର୍ଯ୍ୟକ୍ରମରେ ଉତମ ପାରଦର୍ଶିତା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଖୋର୍ଦ୍ଧା ଜିଲ୍ଲା ନିମନ୍ତେ ବୁଧବାର ଦିନ “ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ଗ୍ରୀନ୍ ଚାମ୍ପିଅନ୍‌” ପୁରସ୍କାର…
Read More...

୨୦୨୨ରେ ଏକାଠି ହେବ ବାଘ ଓ ହାତୀ ଗଣନା

ଭୁବନେଶ୍ୱର :୨୦୨୨ରେ ଏକା ସଙ୍ଗେ ହେବ ବାଘ ଓ ହାତୀ ଗଣନା। କେନ୍ଦ୍ର ସରକାର ଏହି ନୂଆ ପ୍ରସ୍ତାବ ଦେଇଛନ୍ତି। ହେଲେ କେଉଁ ପଦ୍ଧତିରେ ହେବ, ତାକୁ ଅପେକ୍ଷା କରାଯାଇଛି। ତେବେ ପୂର୍ବରୁ ବାଘ ଓ ହାତୀ ଗଣନା ଅଲଗା ଅଲଗା ହେଉଥିଲା।…
Read More...

ଜଙ୍ଗଲ ଅଧିକାର ଆଇନ୍‌ ସେଲ୍‌ରେ ନିଯୁକ୍ତ କର୍ମଚାରୀଙ୍କ ପାଇଁ ଦକ୍ଷତା ବିକାଶ ତାଲିମ

ଭୁବନେଶ୍ୱର : ଜଙ୍ଗଲ ଅଧିକାର ଆଇନର ବିଧିବଦ୍ଧ କାର୍ଯ୍ୟକାରିତା ତଥା ଅଗ୍ରଗତି ନିମନ୍ତେ ଓଡ଼ିଶା ସରକାରଙ୍କ ଅନୁମୋଦନ କ୍ରମେ ରାଜ୍ୟର ଜନଜାତି ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ୧୬୦ଟି ଏଫ୍‌.ଆର୍‌.ଏ ସେଲ୍‌ ଗଠନ କରାଯାଇ…
Read More...

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଓଡିଶାର କୃଷକ କ୍ଷତିଗ୍ରସ୍ତ : ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଡକ୍ଟର…

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‍ଏଫ୍‍ବିୱାଇ) ଦାବି ସମାଧାନ ନହେବା କାରଣରୁ ଓଡିଶାର ଲକ୍ଷ ଲକ୍ଷ କୃଷକ ଯନ୍ତ୍ରଣା ଭୋଗୁଛନ୍ତି । ପିଏମ୍‍ଏଫ୍‍ବିୱାଇ ଅଧୀନରେ ବୀମା କମ୍ପାନୀଗୁଡିକ ଦ୍ୱାରା ୧୦୦୦…
Read More...

ଚିଲିକା ନିର୍ବାଚନମଣ୍ଡଳୀରେ ବିଜୁ ଜନତା ଦଳ ପକ୍ଷରୁ କାର୍ଯ୍ୟକର୍ତ୍ତା ବୈଠକ

ଖୋର୍ଦ୍ଧା: ଲୋକଙ୍କ ଭଲ ମନ୍ଦରେ ସବୁବେଳେ ସାମିଲ ହୁଅ । ଲୋକଙ୍କ ସହ ରୁହ । ମୁଖ୍ୟମନ୍ତ୍ରୀଙ୍କ ଯୋଜନାକୁ ଲୋକଙ୍କ ପାଖରେ ପହଁଚାଅ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳର କର୍ମୀଙ୍କୁ ଏପରି ଗୁରୁମନ୍ତ୍ର ଦେଇଛନ୍ତି ବିଜେଡି…
Read More...

୨୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ମାଲକାନଗିରି ଗସ୍ତ : ବିଜେଡିର ଜୋରଦାର ପ୍ରସ୍ତୁତି

ମାଲକାନଗିରି: ମାଲକାନଗିରିରୁ  ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାସ୍ମାର୍ଟ କାର୍ଡ ବଣ୍ଟନ ଆରମ୍ଭ କରିବେ। ମାଲକାନଗିରି ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବିଜୁ…
Read More...

ୟୁ ଟ୍ୟୁବରେ ପାଠ ପଢ଼ିବେ ଏକାଦଶ ଏବଂ ଦ୍ୱାଦଶ ଛାତ୍ର ଛାତ୍ରୀ

ଭୁବନେଶ୍ୱର: ଏଣିକି ୟୁ ଟ୍ୟୁବରେ ପାଠ ପଢିବେ ଏକାଦଶ ଏବଂ ଦ୍ୱାଦଶ ଛାତ୍ର ଛାତ୍ରୀ । ଏହାକୁ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ପୂର୍ବରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ୟୁ…
Read More...

ଓଡିଶା ସରକାରଙ୍କର ଲୋକାଭିମୁଖୀ ଯୋଜନାକୁ ବିରୋଧ କରିବା ଓଡିଶା ବିଜେପିର ଅଭ୍ୟାସ: ବିଜେଡି

ଭୁବନେଶ୍ୱର : ଲୋକଙ୍କ ସୁବିଧା ପାଇଁ ଓଡିଶା ସରକାରଙ୍କ ଦ୍ୱାରା ଯେତେବେଳେ କୌଣସି ଯୋଜନା କିମ୍ବା କାର୍ଯ୍ୟକ୍ରମ ଆରମ୍ଭ ହୁଏ ସେତେବେଳେ ଓଡିଶା ବିଜେପି ଲେଖାଶ୍ରୀ ସାମନ୍ତସିଂହାରଙ୍କ ଭଳି ବ୍ୟକ୍ତିଙ୍କ ଜରିଆରେ ନିମ୍ନ ରୁଚିର…
Read More...

ସୋଆ ପକ୍ଷରୁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ

ଭୁବନେଶ୍ୱର : ସାରା ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ମଧ୍ୟ ଏହି ଉତ୍ସବ ସହ ଯୋଡି ହୋଇଛି । ଅଗଷ୍ଟ ୯ରୁ ୧୪ ତାରିଖ ମଧ୍ୟରେ ସ୍ୱାଧୀନତା ସଂଗ୍ରାମ ସମ୍ପର୍କିତ ଏକ ୱେବିନାରର…
Read More...

ଆଦିବାସୀ ବହୁଳ ଜିଲ୍ଲାମାନଙ୍କରେ କୋଭିଡ୍‌କୁ ପରାସ୍ତ କରିବା ପାଇଁ କୋଭିଡ୍ ସୁରକ୍ଷିତ ଆଚରଣ ଓ ଟୀକାକରଣ ଏକମାତ୍ର ଉପାୟ

ସୁନ୍ଦରଗଡ: ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ, ପ୍ରେସ୍ ସୂଚନା ବ୍ୟୁରୋ (ପିଆଇବି) ବିଭାଗର ସହେଯୋଗରେ ୟୁନିସେଫ୍ ଓଡିଶା ଦ୍ୱାରା ଗଜପତି/ କନ୍ଧମାଳ/ ସୁନ୍ଦରଗଡ ଜିଲ୍ଲାରେ କୋଭିଡ୍ ଏବଂ ଟୀକାକରଣ ଉପରେ ଏକ ଭର୍ଚୁଆଲ୍…
Read More...

୫-ଟି ସଚିବଙ୍କ ଦୁଇ ଦିନିଆ ଗଞ୍ଜାମ ଗସ୍ତ : ୩୯ଟି ସ୍କୁଲର ରୂପାନ୍ତରୀକରଣ କାମ ସଂପୂର୍ଣ୍ଣ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ୍ ୧୫ ଓ ୧୬ ତାରିଖ ଦୁଇ ଦିନ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ଶେରଗଡ ଗସ୍ତ କରି ବିଭିନ୍ନ…
Read More...

ବୁଣାକାରଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  : କୋଭିଡ ସମୟରେ ବୁଣାକାରଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଯେଉଁ ପ୍ୟାକେଜ ଅଧିନରେ ୩୦୦୦ ବୁଣାକାର ପରିବାରକୁ ପ୍ରାଥମିକତା ଭିତ୍ତିରେ ଗୃହ ସହ କର୍ମଶାଳା ଯୋଗାଇ ଦିଆଯିବ ।…
Read More...

ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ । SAMS ପୋର୍ଟାଲରେ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ଆଡମିଶନ ନେଇ ଆବେଦନ କରିପାରିବେ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଓ ବିଭାଗର ଅଧିକାରୀଙ୍କୁ…
Read More...

ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ରାଷ୍ଟ୍ରଗାନ ଭିଡ଼ିଓ ରେକର୍ଡିଂ ଆପ୍‌ଲୋଡ୍‌ ଓ ପ୍ରମାଣପତ୍ର ସଂଗ୍ରହ ଅଭିଯାନ

ଭୁବନେଶ୍ୱର : ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ରାଷ୍ଟ୍ରଗାନ ଭିଡ଼ିଓ ରେକର୍ଡିଂ କରି ଅପ୍‌ଲୋଡ୍‌ କଲେ ଏହି ଅଭିଯାନରେ ସାମିଲ ଥିବା ଏକ ପ୍ରମାଣପତ୍ର ଡାଉନ୍‌ଲୋଡ୍‌ କରି ସଂଗ୍ରହ କରିବାର ସୁଯୋଗ ଦିଆଯାଇଛି । ଏ ସଂକ୍ରାନ୍ତରେ…
Read More...