Browsing Category

Politics

ଉତ୍ତର ପ୍ରଦେଶରେ ଭାଜପା ସହିତ ମେଣ୍ଟ କରିବ ନିଷାଦ ପାର୍ଟି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶର ମହାମେଣ୍ଟରୁ ଏକ ରାଜନୈତିକ ଦଳ ନିଜକୁ ଅଲଗା ହେବାର ଘୋଷଣା କରିଛି। ତିନି ଦିନ ପୂର୍ବରୁ ଉତ୍ତର ପ୍ରଦେଶରେ ମହାମେଣ୍ଟର ଅଂଶୀଦାର ଥିବା ନିଷାଦ ପାର୍ଟି ଲୋକସଭା…
Read More...

ପ୍ରୟାଗରାଜ୍‌ରୁ ନିର୍ବାଚନ ଲଢ଼ିବେ ଆପ୍‌ର ସର୍ବପ୍ରଥମ କିନ୍ନର ପ୍ରାର୍ଥୀ ଭଓ୍ଵାନୀ

ନୂଆଦିଲ୍ଲୀ: ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ସର୍ବପ୍ରଥମ କିନ୍ନର ପ୍ରାର୍ଥୀ ଭାବେ ଭଓ୍ଵାନୀ ନାଥ ବାଲ୍ମିକୀ ଚଳିତ ୨୦୧୯ ନିର୍ବାଚନରେ ଉତ୍ତରପ୍ରଦେଶର ପ୍ରୟାଗରାଜ ଲୋକସଭା ଆସନରୁ ଆଜି ନିଜର ନାମାଙ୍କନ ପତ୍ର ଦାଖଲ…
Read More...

ପ୍ରାର୍ଥୀପତ୍ର ଦାଖଲ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା

ଅହମ୍ମଦାବାଦ : ଶନିବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ୨୦୧୯ ନିର୍ବାଚନ ପାଇଁ ଗାନ୍ଧିନଗର ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଭରିଛନ୍ତି ବିଜେପି ଚାଣକ୍ୟ । ଅହମ୍ମଦାବାଦରେ…
Read More...

ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା

ଗାନ୍ଧୀନଗର : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଆଜି ଗୁଜୁରାଟର ଗାନ୍ଧୀନଗର ଲୋକସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ। ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ ଏବଂ ନିତିନ୍ ଗଡକରୀ ,ଶିବସେନା ପ୍ରମୁଖ ଉଦ୍ଧବ…
Read More...

ଜନତାଙ୍କ ଭଲ ଅପେକ୍ଷା ନିଜକୁ ମଲେଇ ଯୋଗାଇ ଆସୁଥିଲା କଂଗ୍ରେସ:ପ୍ରଧାନମନ୍ତ୍ରୀ ମୋଦି

ଗାନ୍ଧୀନଗର: ଅରୁଣାଚଳ ପ୍ରଦେଶର ଆଲୋ ନିର୍ବାଚନ ରାଲିରେ ସମ୍ବୋନ୍ଧିତ କରି ପିଏମ୍ ମୋଦି କହିଛନ୍ତି , ବିକାଶର ଡବଲ୍ ଇଞ୍ଜନ୍ ପାଇଁ ମିଳୁଥିବା ଆଶିର୍ବାଦକୁ ମୁଁ ମୋ ମୁଣ୍ଡ ଉପରେ ରଖୁଛି । ଗତ ୫ ବର୍ଷରେ ନୂଆ ଭାରତର ନୂଆ…
Read More...

ଆଜି ଅବଶିଷ୍ଟ ୩ ଲୋକସଭା ଓ ୨୮ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରେ ବିଜେଡି

ଭୁବନେଶ୍ୱର: ଆଜି ବିଜେଡିର ବଳକାଥିବା ୩ ଲୋକସଭା ଓ ୨୮ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ତାଲିକା ଆସିପାରେ । ଏନେଇ ନବୀନ ନିବାସରେ ନେତାଙ୍କ ଭିଡ଼ ମଧ୍ୟ ଜୋର ଧରିଛି । କିଏ ଟିକେଟ୍ ପାଇବ ଆଉ କାହାର ପତ୍ତା କଟିବ ତାକୁ…
Read More...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ

ନୂଆଦିଲ୍ଲୀ: ଏପ୍ରିଲ ୧୮ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ଶୁକ୍ରବାର ସନ୍ଧ୍ୟାରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ହୋଇଛି । ବିଭିନ୍ନ ସ୍ଥାନରୁ ଚୁଡାନ୍ତ ତାଲିକା ମିଳିବା ପରେ ପ୍ରକୃତ ସ୍ଥିତି…
Read More...

ଓଡ଼ିଶାର ୭ ଲୋକସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା

ଭୁବନେଶ୍ଵର: କଂଗ୍ରେସ ପକ୍ଷରୁ ରାଜ୍ୟର ୭ଟି ଲୋକସଭା ଆସନ ପାଇଁ ଶୁକ୍ରବାର ପ୍ରାର୍ଥୀ ଘୋଷଣା କରାଯାଇଛି। ପୁରୀ ଲୋକସଭା ଆସନରୁ ପୂର୍ବତନ ସାମ୍ବାଦିକ ତଥା ଦଳର ମୁଖପାତ୍ର ସତ୍ୟପ୍ରକାଶ ନାୟକ ନିର୍ବାଚନ ଲଢ଼ିବେ ବୋଲି ଯେଉଁ…
Read More...

୨୦ ଟି ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର : କଂଗ୍ରେସ ଶୁକ୍ରବାର ଦିନ ୭ଟି ଲୋକସଭା ଓ ୨୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଧାନସଭା ଆସନ ପାଇଁ କଂଗ୍ରେସ ବାରିପଦାରୁ ଦଶରଥ ସିଂହ, ଭୋଗରାଇରୁ ସତ୍ୟଶିବ ଦାସ, ବସ୍ତାରୁ ବିଜନ ନାୟକ,…
Read More...

ବିଜେଡି ଘୋଷଣା କଲା ପ୍ରାଥୀ ତାଲିକା

ଭୁବନେଶ୍ବର : ତୃତୀୟ ଓ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜୁଜନତାଦଳ(ବିଜେଡି) ପକ୍ଷରୁ ଶୁକ୍ରବାର ୧୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଏକ ବଡ଼ ରାଜନୈତିକ ଘଟଣା କ୍ରମରେ ପାରାଦ୍ବୀପ…
Read More...

ବିଜେପିର ଦ୍ୱାଦଶ ଲୋକସଭା ପ୍ରାର୍ଥୀ ତାଲିକା ପ୍ରକାଶିତ

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନ ପାଇଁ ଶୁକ୍ରବାର ବିଜେପିର ଦ୍ୱାଦଶ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଏଥିରେ କର୍ଣ୍ଣାଟକ, ରାଜସ୍ଥାନ, ମଧ୍ୟପ୍ରଦେଶର ୩ଟି ଲେଖାଏଁ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା…
Read More...

ହାଇକୋର୍ଟଙ୍କ ଝଟକା: ନିର୍ବାଚନ ଲଢିପାରିବେନି ହାର୍ଦ୍ଦିକ ପଟେଲ

ଅହମଦାବାଦ : ଗୁଜରାଟର ପଟିଦାର ତଥା କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ଗୁଜରାଟ ହାଇକୋର୍ଟରୁ ଝଟକା ଲାଗିଛି। ହାଇକୋର୍ଟ ୨୦୧୫ ମେହସାଣା ଦଙ୍ଗା ମାମଲାରେ ହାର୍ଦ୍ଦିକଙ୍କୁ ଦିଆଯାଇଥିବା ୨ ବର୍ଷ କାରାଦଣ୍ଡ ଉପରେ ରୋକ…
Read More...

ବିଜେଡିରେ ମିଶିଲେ ଭାଗିରଥୀ

ଭୁବନେଶ୍ୱର : କେତେକ ନେତା ଟିକେଟ୍ ନମିଳିବା ଅଭିଯୋଗରେ ଦଳ ଛାଡୁଥିବା ବେଳେ କିଛି ନେତା ଟିକେଟ୍ ପାଇଲା ପରେ ମଧ୍ୟ ଦଳ ଡିଆଁ ଛାଡି ନାହାନ୍ତି । ଏପରି ଏକ ଘଟଣା ବିଜେପିରେ ଦେଖିବାକୁ ମିଳିଛି । ଶୁକ୍ରବାର ବିଜେପିକୁ ଝଟକା…
Read More...

ଶେଷ ଲଢେଇ ପାଇଁ ମୈଦାନକୁ ଓହ୍ଲାଇଲେ ସୁର: ଦାଖଲ କଲେ ନାମାଙ୍କନପତ୍ର

ଭୁବନେଶ୍ୱର: ଡାକିଥିଲି ଶହେ, ଆସିଲେ ହଜାର ହଜାର କର୍ମୀ । ମୈଦାନକୁ ଓହ୍ଲାଇବା ପୂର୍ବରୁ ଜୋଶ ଦେଖାଇଛନ୍ତି ଜଟଣୀ କଂଗ୍ରେସ ପ୍ରାର୍ଥୀ ସୁର ରାଉତରାୟ । ଆଜି ଜଟଣୀ ଆସନ ପାଇଁ କଂଗ୍ରେସ ନେତା ସୁର ରାଉତରାୟ ପ୍ରାର୍ଥୀପତ୍ର…
Read More...