Browsing Category

Politics

ଏପ୍ରିଲ ୪ରେ ଓଡିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ବର:  ଆସନ୍ତା ଏପ୍ରିଲ ୪ ତାରିଖରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏନେଇ ସୂଚନା ଦେଲେ ପସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଦକ୍ଷିଣ ଓଡ଼ିଶାରେ ଏକ ଜନସଭାରେ ଯୋଗଦେବ ରାହୁଲ ଗାନ୍ଧୀ । ଏହି…
Read More...

ବିଜେଡିରେ ସାମିଲ ହେଲେ ସୁବାସ ଚୌହ୍ୱାନ

ଭୁବନେଶ୍ୱର: ଶଙ୍ଖ ଧରିଲେ ସୁବାସ ଚୌହ୍ୱାନ । ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି ସୁବାସ ଚୌହ୍ୱାନ । ତେବେ ଆଗାମୀ ନିର୍ବାଚନ ଲଢିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଆଗକୁ ଲୋକଙ୍କ…
Read More...

ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ

ଭୁବନେଶ୍ୱର: କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ୨୦୧୯ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି। ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି…
Read More...

ବିଜେପିରେ ୪ ବରିଷ୍ଠ ନେତାଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର:  ସାଧାରଣ ନିର୍ବାଚନ ପୂର୍ବରୁ ସାଂଗଠନିକ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ପାଇଁ ବିଜେପି ୪ ଜଣଙ୍କୁ ନୂତନ ଦାୟିତ୍ୱ ଦେଇଛି। ଏହି ଆଧାରରେ ସୁଶାନ୍ତ ମିଶ୍ରଙ୍କୁ ରାଜ୍ୟ ସଂପାଦକ, ଉରକୁଳ ତାଣ୍ଡିଙ୍କୁ…
Read More...

୪୦ ଜଣିଆ ତାରକା ପ୍ରଚାରକଙ୍କ ନାମ ତାଲିକା ଦାଖଲ କଲା ବିଜେପି

ଭୁୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ଏବଂ ଦ୍ୱିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ବିଜେପି ୪୦ ଜଣିଆ ତାରକା ପ୍ରଚାରକଙ୍କ ନାମ ତାଲିକା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରଙ୍କୁ ପାଖରେ ଦାଖଲ କରିଛି । ଏହି ୪୦ ଜଣିଆ…
Read More...

ନାମାଙ୍କନ ଦାଖଲ କଲେ ବିଜେପିର ଖାରବେଳ ସ୍ୱାଇଁ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିରେ ସୋମବାର ଯୋଗଦେବା ପରେ ଖାରବେଳ ସ୍ୱାଇଁ ମଙ୍ଗଳବାର କନ୍ଧମାଳ ଲୋକସଭା ଆସନରୁ ନାମାଙ୍କନ ଦାଖଲ କରିଛନ୍ତି। ତାଙ୍କୁ ଟକ୍କର ଦେବା ପାଇଁ ମନୋଜ ଆଚାର୍ଯ୍ୟ କଂଗ୍ରେସ ପ୍ରାର୍ଥୀ ଭାବେ…
Read More...

ଉତ୍ତରପ୍ରଦେଶର ୨୯ଟି, ପଶ୍ଚିମବଙ୍ଗର ୧୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ : ବିଜେପି ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗର କେତେକ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଉତ୍ତରପ୍ରଦେଶର ୨୯ଟି ଓ ପଶ୍ଚିମବଙ୍ଗର ୧୦ଟି ଆସନ ପାଇଁ ଦଳ ଏହି ଘୋଷଣା କରିଛି  । ବିଜେପିରେ ଆଜି ଯୋଗ ଦେଇଥିବା ବଲିଉଡ…
Read More...

୨୮ରେ କଂଗ୍ରେସରେ ଯୋଗଦେବେ ଶତ୍ରୁଘ୍ନ: ପାଟନା ସାହିବରୁ ନିର୍ବାଚନ ଲଢ଼ିବେ

ପାଟନା: ଭାରତୀୟ ଜନତା ପାର୍ଟି ଟିକେଟ ନ ଦେବା ପରେ  ଶତ୍ରୁଘ୍ନ ସିହ୍ନା  କଂଗ୍ରେସରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଥିଲା । ଏବେ ତାହା  ସ୍ପଷ୍ଟ ହୋଇଛି।  ଭାରତୀୟ ଜନତା ପାର୍ଟିର ବିଦ୍ରୋହୀ ନେତା ତଥା ବଲିଉଡ଼୍ ଅଭିନେତା…
Read More...

ବିଜେପି ଛାଡି ସୁବାସ ଚୌହାନ, ତେବେ କାହିଁକି କାନ୍ଦିଲେ ପଢନ୍ତୁ

ଭୁବନେଶ୍ବର : ବିଜେପିରୁ ଇସ୍ତଫା ଦେଲେ ସୁବାସ ଚୌହାନ। ବରଗଡ଼ରୁ ବିଜେପି ଲୋକସଭା ପ୍ରାର୍ଥୀ ପାଇଁ ଆଶାୟୀ ଥିବା ବେଳେ ତାଙ୍କୁ ନମିଳିବାରୁ ସେ ଦଳ ଛାଡ଼ିଛନ୍ତି । ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ…
Read More...

ବିଜେପୁରରେ ନବୀନ ବନାମ ସନତ ଗଡତିଆ

ବିଜେପୁର: ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ  ଲଢିବେ ସନତ ଗଡ଼ତିଆ। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲଢିବାକୁ ବିଜେପି ସନତ ଗଡତିଆଙ୍କୁ ଟିକେଟ ଦେଇଛି । ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ…
Read More...

ନିର୍ବାଚନ ପୂର୍ବରୁ ବିଜେପିର ବିଜୟ : ଅରୁଣାଚଳ ପ୍ରଦେଶର ଆଲୋ ଇଷ୍ଟ ବିଧାନସଭା ଆସନରୁ ନିର୍ବିରୋଧ ନିର୍ବାଚିତ ହେଲେ…

ଇଟାନଗର :  ଆଗାମୀ ନିର୍ବାଚନ ପାଇଁ ଦେଶରେ ରାଜନୈତିକ ଉଷ୍ମତା ଚରମ ସୀମାରେ ପହଞ୍ଚିଲାଣି । ୪୦ ଡିଗ୍ରୀ ଖରାରେ ମଧ୍ୟ ନେତାମାନେ ବୁଲି ବୁଲି ପ୍ରଚାର କରୁଛନ୍ତି । ବିଜୟ ପାଇଁ ସବୁ ରାଜନୈତିକ ଦଳଙ୍କ ମଧ୍ୟରେ ତଣ୍ଟି କଟା…
Read More...

ନବୀନ ନିବାସ ସାମ୍ନାରେ ସମର୍ଥକ ଓ ବିରୋଧୀ ମୁହାଁମୁହିଁ

ଭୁବନେଶ୍ୱର: ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପାଇଁ ନବୀନ ନିବାସରେ ଟିକେଟ କସରତ ଲାଗି ରହିଛି। ଏହି ପରିପ୍ରେକ୍ଷୀରେ ଆଜି ନିଆଳି ବିଧାୟକ ପ୍ରମୋଦ ମଲ୍ଲିକଙ୍କ ସମର୍ଥକ ଓ ତାଙ୍କ ବିରୋଧୀ ମୁହାଁମୁହିଁ…
Read More...

ଗରିବ ମହିଳାଙ୍କ ଖାତାକୁ ପ୍ରତିବର୍ଷ ୭୨ ହଜାର ଟଙ୍କା ଯିବ : କଂଗ୍ରେସ

ନୂଆଦିଲ୍ଲୀ: ସର୍ବନିମ୍ନ ଗ୍ୟାରେଣ୍ଟି ଆୟ ତଥା ନ୍ୟାୟ ଯୋଜନା ନେଇ କଂଗ୍ରେସ ଆଜି ବଡ ଘୋଷଣା କରିଛି । ଏହି ଯୋଜନାରେ ମହିଳାଙ୍କ ଖାତାକୁ ପ୍ରତିବର୍ଷ ୭୨ ହଜାର ଟଙ୍କା ଯିବ ବୋଲି ଘୋଷଣା କରିଛି କଂଗ୍ରେସ । ଏ ନେଇ…
Read More...

ଭାଜପାରେ ଯୋଗ ଦେଲେ ବଲିଉଡ୍ ଅଭିନେତ୍ରୀ ଜୟପ୍ରଦା: ରାମପୁର ଆସନରୁ ଲୋକସଭା ନିର୍ବାଚନ ଲଢ଼ିବେ!

ନୂଆଦିଲ୍ଲୀ : ଲୋକପ୍ରିୟ ବଲିଉଡ୍ ଅଭିନେତ୍ରୀ ଜୟପ୍ରଦା ଆଜି ବିଧିବଦ୍ଧଭାବେ ବିଜେପିରେ ଯୋଗ ଦେଇଛନ୍ତି।। ସେ  ନୂଆଦିଲ୍ଲୀଠାରେ  ଦଳ.ରେ ସାମିଲ ହୋଇଛନ୍ତି।ମିଳିଥିବା ଖବର ଅନୁଯାୟୀ ଜୟା ବିଜେପି ପ୍ରାର୍ଥୀ ଭାବେ…
Read More...