Browsing Category

Politics

ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡ଼ି

ଭୁବନେଶ୍ୱର: ବିଜୁ ଜନତା ଦଳ ରବିବାର ନିଜର ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ବିଧାନସଭା ଆସନରୁ କିଶୋର ମହାନ୍ତି ନିର୍ବାଚନ ଲଢ଼ିବେ। ସମ୍ବଲପୁର ବଧାନସଭା ନିର୍ବାଚନ…
Read More...

ଆଉ ୯ ଜଣ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଜେପି ଆଉ ୯ ଜଣ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିଜେପି ପକ୍ଷରୁ ପ୍ରକାଶ ପାଇଥିବା ଏହି ପ୍ରାର୍ଥୀମାନେ ହେଉଛନ୍ତି ଛତିଶଗଡ଼, ତେଲେଙ୍ଗାନା, ମେଘାଳୟ ଏବଂ ମହାରାଷ୍ଟ୍ରରୁ।…
Read More...

ଆଉ ୧୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଳୀ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଆଉ ୧୦ ଜଣ ପ୍ରାର୍ଥୀ ତାଲିକା ଘୋଷଣା କରିଛି। କଂଗ୍ରେସ ପକ୍ଷରୁ ପ୍ରକାଶ ପାଇଥିବା ଏହି ପ୍ରାର୍ଥୀମାନେ ହେଉଛନ୍ତି ବିହାର, ଜମ୍ମୁ-କଶ୍ମୀର, କର୍ଣ୍ଣାଟକ, ମହାରାଷ୍ଟ୍ର…
Read More...

ପଦ୍ମ ଧରିଲେ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର, କଟକରୁ ଏମପି ଲଢିବେ !

ଭୁବନେଶ୍ବର : ପଦ୍ମ ଧରିଲେ ପ୍ରକାଶ । ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର ଆଜି ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି…
Read More...

ନିର୍ବାଚନ ପ୍ରଚାର ମଇଦାନରେ ମୁଖ୍ୟମନ୍ତ୍ରୀ

ନୟାଗଡ: ନିର୍ବାଚନ ପ୍ରଚାର ମଇଦାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆରମ୍ଭରୁ କେନ୍ଦ୍ର ଉପରେ ବର୍ଷିଲେ ବିଜେଡି ସୁପ୍ରିମୋ । ୨୦୧୯ ସାଧାରଣ ନିର୍ବାଚନ ପାଇଁ ନୟାଗଡରୁ ଆରମ୍ଭ ହେଲା ବିଜେଡିର ପ୍ରଚାର ଅଭିଯାନ । ୨୧ ରୁ…
Read More...

ବିଜେପିକୁ ଫେରିବେ ବିଜୟ

ଭୁବନେଶ୍ୱର: ବିଜେପିରୁ ଇସ୍ତଫା ଦେଇଥିବା ନେତା ବିଜୟ ମହାପାତ୍ର ପୁଣି ବିଜେପିକୁ ଫେରିବେ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଏ ସଂକ୍ରାନ୍ତରେ ରବିବାର ଦିନ ବୈଠକ ବସି ନିଷ୍ପତ୍ତି ପ୍ରାୟ ଚୂଡ଼ାନ୍ତ ହୋଇ ଯାଇଛି।…
Read More...

ଆସନ୍ତା ୨୯ ଓ ୧ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ: ଜୟପୁର ଓ କଳାହାଣ୍ଡିରେ କରିବେ ନିର୍ବାଚନୀ ସଭା

ଭୁବନେଶ୍ୱର: ଆସନ୍ତା ୨୯ ଓ ୧ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜୟପୁର ଓ କଳାହାଣ୍ଡିରେ ନିର୍ବାଚନୀ ସଭା କରିବେ ମୋଦି । ମୋଦି ମାର୍ଚ୍ଚ ୨୯ରେ ଜୟପୁର ଏବଂ ଏପ୍ରିଲ ୧ ତରିଖରେ କଳାହାଣ୍ଡିରେ…
Read More...

ସପାର ୧୭ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା: ପ୍ରଚାରର ମଙ୍ଗ ଧରିବେ ଅଖିଳେଶ

ଲକ୍ଷ୍ନୌ: ପ୍ରଚାର ମଇଦାନକୁ ଓହ୍ଲାଇବା ପୂର୍ବରୁ ସପା ତଥା ସମାଜବାଦୀ ପାର୍ଟି ଘୋଷଣା କରିଛି ୧୭ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ତେବେ ସପା ପକ୍ଷରୁ ଜାରି ହୋଇଥିବା ଏହି ତାଲିକାରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ…
Read More...

ବାପା ମୁଲାୟମ୍‌ଙ୍କ ଆଜମଗଡ଼ ଆସନରୁ ଲଢ଼ିବେ ଅଖିଳେଶ

ଲକ୍ଷ୍ନୌ: ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଆଜମଗଡ଼ରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସମ୍ପ୍ରତି ଆଜମଗଡ଼ର ସାଂସଦ ଅଛନ୍ତି ଅଖିଳେଶଙ୍କ ବାପା ମୁଲାୟମ୍‌ ସିଂହ ଯାଦବ।ରବିବାର ଦିନ ଦଳ ତା’ର…
Read More...

କଟକରୁ ଲଢିପାରନ୍ତି ପ୍ରକାଶ ମିଶ୍ର

କଟକ: ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର ବିଜେପି ଟିକେଟରେ କଟକ ଲୋକସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି। ସେ ଆସନ୍ତାକାଲି ବିଜେପିରେ ଯୋଗ ଦେବାର ସମ୍ଭାବନା ରହିଛି।ମିଳିଥିବା…
Read More...

କଂଗ୍ରେସ ଜାରି କଲା ଆଉ ଏକ ତାଲିକା , ଲିଷ୍ଟରେ ୪ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାଁ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଭୋପାଳ ଲୋକସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢିବେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ । କଂଗ୍ରେସର ପକ୍ଷରୁ ଗତ ରାତିରେ ଜାରି କରାଯାଇଥିବା ୩୮ ଜଣିଆ ତାଲିକାରେ ଦିଗବିଜୟ ସିଂହଙ୍କ ନାଁ…
Read More...

ଆଜିଠାରୁ ବିଜେପି ଆରମ୍ଭ କରିବ ନିର୍ବାଚନୀ ଅଭିଯାନ ‘ବିଜୟ ସଙ୍କଳ୍ପ ସଭା’

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ଲାଗି ରବିବାରଠାରୁ ଭାରତୀୟ ଜନତା ପାର୍ଟି ଆରମ୍ଭ କରୁଛି ପ୍ରଚାର ଅଭିଯାନ ‘ବିଜୟ ସଙ୍କଳ୍ପ ସଭା’। ଶନିବାର ସଂଖ୍ୟାଲଘୁ ବ୍ୟାପାରର କେନ୍ଦ୍ର ମନ୍ତ୍ରୀ ମୁଖ୍‌ତାର୍‌ ଆବ୍‌ବାସ୍‌…
Read More...

ବିଜେଡି ଜାରି କଲା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା: ପ୍ରଚାରର ମୂଳଦୁଆ ପକାଇବେ ନବୀନ

ଭୁବନେଶ୍ୱର: ବିଜୁ ଜନତା ଦଳ ଆଜି ଜାରି  କରିଛି ୪୦ ଜଣିଆ ଷ୍ଟାର୍‌ ପ୍ରଚାରକ ତାଲିକା। ଏଥି ମଧ୍ୟରେ ୧ ନମ୍ବରରେ ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ଥିବାବେଳେ ପ୍ରଥମ ୧୦ଟି ସ୍ଥାନରେ ବରିଷ୍ଠ ନେତା…
Read More...

୧୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ : ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ଶନିବାର ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏଥିରେ ୧୧ ଟି ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ତେଲେଙ୍ଗାନାର ଆଦିଲାବାଦ ପାଇଁ ସୟମ ବାବୁ…
Read More...