Browsing Category

Politics

ପଦ୍ମ ଧରିଲେ ଦାମ

ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ବିଜେପିରେ ଯୋଗଦେଲେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। ଗେରୁଆ ରଙ୍ଗରେ ରଙ୍ଗୀନ ହେଲେ ଦାମ । ନୂଆଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ…
Read More...

ଏକାଠି ନିର୍ବାଚନୀ କରିବେ ସପା-ବସପା:ଅଖିଲେଶ ଯାଦବ

ନୂଆଦିଲ୍ଲୀ: ଏକାଠି ନିର୍ବାଚନୀ ରାଲି କରିବେ ସପା-ବସପା ମେଂଟ । ଭୋଟରଙ୍କ ମନ ଜିଣିବା ପାଇଁ ଉଭୟ ଦଳ ମିଳିତ ଭାବେ ଲୋକଙ୍କୁ ପାଖରେ ପହଞ୍ଚିବ । ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ମୁଖ୍ୟ…
Read More...

୩ଦିନ ଭିତରେ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିପାରେ ବିଜେପି

ନୂଆଦିଲ୍ଲୀ: ଆଉ ଅଳ୍ପ ଦିନ ପରେ ନିର୍ବାଚନ । ନିର୍ବାଚନ ତାରିଖ ଘୋଷଣା ପରେ ସମସ୍ତ ରାଜନୈତିକ ଦଳଗୁଡ଼ିକ ପ୍ରସ୍ତୁତି ପର୍ବକୁ ଜୋର କରିଦେଇଛନ୍ତି । କିଛି ପ୍ରମୁଖ ରାଜନୈତିକ ଦଳ ଆଶାୟୀ ପ୍ରାର୍ଥୀଙ୍କ ନାମ ଘୋଷଣା…
Read More...

ଏନସିପି ଜାରି କଲା ପ୍ରାର୍ଥୀ ତାଲିକା : ବାରାମତୀ ଲୋକସଭା ଆସନରୁ ଲଢ଼ିବେ ଶରଦ ପାୱାରଙ୍କ ଝିଅ ସୁପ୍ରିୟା

ନୂଆଦିଲ୍ଲୀ:ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି । ଟିକେଟ ନେଇ ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ଏବେ କସରତ୍ ଜାରି ରଖିଛନ୍ତି । କାହାକୁ ମିଳିବ ଲୋକସଭା ଟିକେଟ । ଏବେ ସବୁଦଳ ତରଫରୁ ତୁହାକୁ ତୁହା ବୈଠକ ବସୁଛି । ଆଉ ଦିନେ…
Read More...

ବିଜେଡିରୁ ଇସ୍ତଫା ଦେଲେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ

ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଲେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ । ଦଳ ଅଣଦେଖା କରିବାରୁ ବଳଭଦ୍ର ବିଜେଡିରୁ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି ବଳଭଦ୍ର । ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବଙ୍କୁ ଭେଟି ବଳଭଦ୍ର…
Read More...

ଦିଲ୍ଲୀର ଚାନ୍ଦିନୀଚୌକ ଆସନରୁ ବିଜେପି ପ୍ରାର୍ଥୀ ହେବେ ଅକ୍ଷୟ କୁମାର!

ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାର ୨୦୧୯ ଲୋକସଭା ନିର୍ବାଚନ ଲଢିପାରନ୍ତି ବୋଲି ଏବେ ଖୁବ୍‌ ଚର୍ଚ୍ଚା ହେଉଛି। ମିଳିଥିବା ସୂଚନା ଅନୁଯାୟୀ ଅକ୍ଷୟ କୁମାର ଏଥର ନୂଆଦିଲ୍ଲୀର ଚାନ୍ଦିନୀଚୌକ୍‌ ଲୋକସଭା…
Read More...

ଅନନ୍ତ ହେଲେ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ

ଭୁବନେଶ୍ୱର: ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଦଳରେ ମିଳିଲା ଗୁରୁ ଦାୟିତ୍ୱ । ଖୋଦ୍ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଅନନ୍ତଙ୍କୁ ବିଜେଡିର ରାଜ୍ୟ ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦେଇଛନ୍ତି । ଏହାସହ ପୂର୍ବତନ…
Read More...

ବିଜେଡିର ଇସ୍ତାହାର କମିଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ଇସ୍ତାହାର କମିଟି ଘୋଷଣା କରିଛନ୍ତି। ଇସ୍ତାହାର କମିଟିର ଅଧ୍ୟକ୍ଷ ହେଉଛନ୍ତି ବେଦପ୍ରକାଶ ଅଗ୍ରଓ୍ଵାଲ୍‌, ସହ-ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ପ୍ରସନ୍ନ…
Read More...

ନବୀନ ନିବାସରେ ଦାମଙ୍କ ପୁଅ ସମ୍ବିତ ରାଉତ !

ଭୁବନେଶ୍ୱର: ସମ୍ବିତଙ୍କ ଏଭଳି ବୟାନ ପରେ ଏବେ ପ୍ରଶ୍ନ ଉଠୁଛି କ’ଣ ହେବ ଦାମଙ୍କ ଆଗାମୀ ରାଜନୈତିକ ପଦକ୍ଷେପ । ବିଜେପିରେ ମିଶିବେ ନା ବଦଳାଇବେ ନିଷ୍ପତ୍ତି । ବିଜେପିରେ ଦାମ ଯୋଗ ଦେଲେ, ପୁରା ଜଗତସିଂହପୁର ରାଜନୀତିକୁ…
Read More...

ନବୀନ ନିବାସରେ ଗଞ୍ଜାମର ନେତା ! ପ୍ରଥମ ପର୍ଯ୍ୟାୟ ଟିକେଟ୍ ପାଇଁ ଚାଲିଛି କସରତ

ଭୁବନେଶ୍ୱର: ଦକ୍ଷିଣ ଓଡିଶାରୁ ଆରମ୍ଭ ହେବ ଗଣତନ୍ତ୍ରର ମହାପର୍ବ । ଏପ୍ରିଲ ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ଏଥିରେ ୪ଟି ଲୋକସଭା କ୍ଷେତ୍ର ଏବଂ ୨୮ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ ।…
Read More...

ବିଜେପିରୁ ହିଞ୍ଜିଳରେ ଏକାଧିକ ଆଶାୟୀ ଆଗରେ ଗିରିଧର !

ଗଞ୍ଜାମ : ରାଜ୍ୟ ରାଜନୀତିରେ ସବୁଠୁ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ହେଉଛି ଗଞ୍ଜାମର ହିଞ୍ଜିଳି ନିର୍ବାଚନ ମଣ୍ଡଳୀ । ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆସନରୁ ଲଗାତାର ୪ ଟର୍ମ ଜିତି ୧୯ ବର୍ଷ ଧରି…
Read More...

ଆଦର୍ଶ ଆଚରଣ ବିଧି ଉଲଂଘନ ଅଭିଯୋଗ : ବିଜେପି ଓ କଂଗ୍ରେସ ନେତାଙ୍କୁ ନୋଟିସ୍ ଜାରି କଲେ ନିର୍ବାଚନ କମିସନ

ଜୟପୁର: ବିଜେପି ଓ କଂଗ୍ରେସ ନେତାଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ । ଆଦର୍ଶ ଆଚରଣ ବିଧି ଉଲଂଘନ କରିଥିବାରୁ ନିର୍ବାଚନ କମିସନ ବୁଧବାର ବିଜେପିର ଜୟପୁର ସାଂସଦ ରାମଚରନ ବୋହରା ଏବଂ ରାଜସ୍ଥାନ କଂଗ୍ରେସର…
Read More...

ନିର୍ବାଚନ ନେଇ କମିସନରେଟ ପୋଲିସର ଆଡ଼ଭାଇଜରି ଜାରି : ପ୍ରଚାର ଗାଡ଼ିରେ ୧ ଫୁଟର ଦଳୀୟ ପତାକା ଲଗାଇପାରିବେ ପ୍ରାର୍ଥୀ

ଭୁବନେଶ୍ୱର: ନିର୍ବାଚନୀ ବିଗୁଲ ବାଜି ସାରିଛି । ଟିକେଟ ପାଇବା ପାଇଁ ଜୋରଦାର ଲବି ଚାଲିଛି । ଆଗକୁ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ପ୍ରାର୍ଥୀମାନେ ବୈଠକ, ରୋଡ଼ସୋ, ରାଲି ଆଦି କରିବେ । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ…
Read More...

ମାର୍ଚ୍ଚ ୧୬ରେ ପ୍ରାର୍ଥୀମାନଙ୍କର ପ୍ରଥମ ତାଲିକା ଘୋଷଣା କରିବ ବିଜେପି

ନୂଆଦିଲ୍ଲୀ : ଗତ ରବିବାର ନିର୍ବାଚନ କମିସନର ସୁନୀଲ ଆରୋରା ନିର୍ବାଚନର ତାରିଖ ସହ କେତୋଟି ପର୍ଯ୍ୟାୟରେ ନିର୍ବାଚନ ହେବ ଏବଂ ଫଳାଫଳ ଘୋଷଣାର ତାରିଖ ଘୋଷଣା କରିଥିଲେ । ନିର୍ବାଚନର ତାରିଖ ଘୋଷଣା ସହ ରାଜନୈତିକ ଦଳ ଏବଂ…
Read More...