Browsing Category

Politics

ନିର୍ବାଚନ ପାଇଁ ମୋଦିଙ୍କ ଟ୍ୱିଟ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ବିଗୁଲ୍‌ ବାଜିସାରିଛି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟର ଯୋଗେ ବିଭିନ୍ନ ଭାରତୀୟ ରାଜନେତା ଏବଂ ତାରକାଙ୍କୁ ଆହ୍ୱନ କରିଛନ୍ତି, ଏଥିରେ ଅଧିକ ମାତ୍ରାରେ ଭୋଟର ଭାଗ…
Read More...

ନିର୍ବାଚନ ଲଢିବେନି ପିସିସି ସଭାପତି ନିରଞ୍ଜନ !

ପୁଅ ନବଜ୍ୟୋତି ବାଲେଶ୍ବରୁ ହେବେ ସାଂସଦ ପ୍ରାର୍ଥୀ !ଭୁବନେଶ୍ବର : କଂଗ୍ରେସ ଟିକେଟ କସରତ ଦିଲ୍ଲୀରେ ଚାଲିଥିଲେ ବି ଏବେ ନୂଆ ଚର୍ଚ୍ଚା ସାମ୍ନାକୁ ଆସିଲାଣି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କୁଆଡେ ନିର୍ବାଚନ…
Read More...

ଟିକେଟ ପାଇଁ ନବୀନ ନିବାସ ଆଗରେ ନେତା ଲାଇନ୍

ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଏକମାସରୁ କମ ସମୟ ରହିଛି । ଆଉ ଏହି ସମୟରେ ବିଜେଡି ଟିକେଟ ପାଇଁ ନବୀନ ନିବାସରେ ନେତାଙ୍କ ଲମ୍ବା ଲାଇନ ଲାଗିଛି । ଜଣକ ପରେ ଜଣେ ନେତା ଟିକେଟ ପାଇବା ପାଇଁ ଲବିକୁ…
Read More...

ମମତାଙ୍କ ଟାର୍ଗେଟରେ ଭଦ୍ରକ, ଖୋର୍ଦ୍ଧା: ୨ଲୋକସଭା, ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର : ଆସନ୍ତା ସାଧାରଣ ନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ(ଟିଏମସି) ଗତକାଲି ପ୍ରାର୍ଥୀ ଘୋଷଣା କରିଛି। ଦଳ ଏଥିରେ ଓଡ଼ିଶାରେ ଲଢ଼ିବାକୁ ଘୋଷଣା କରିଛି। ଟିଏମସି ମୁଖ୍ୟ ମମତା ବାନାର୍ଜୀ ଗତକାଲି କୋଲକାତାରେ ଓଡ଼ିଶାର…
Read More...

ବିଜେଡି କର୍ମୀଙ୍କ ଯୁକ୍ତି : ମାନସ ପ୍ରାର୍ଥୀ ହେଲେ ଚିଲିକାରେ ଚମକିବ ଶଙ୍ଖ

ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଚିଲିକା ବିଜେଡି କର୍ମୀଖୋର୍ଧା : ଚିଲିକାରେ ବିଜେଡିରୁ କିଏ ଚମକିବ । ଯୁବ ପ୍ରାର୍ଥୀ ମାନସ ମଙ୍ଗରାଜଙ୍କୁ ମିଳିବ ଟିକେଟ ନା ପୁରୁଣା ମୁହଁ ରଘୁ ନାଥ…
Read More...

ଭୁବନେଶ୍ୱର ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ବାବୁ ସିଂହ ବିଜେପିରେ ସାମିଲ

ଭୁୁବନେଶ୍ୱର : ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜିି ଶତାଧିକ କର୍ମୀ ବିଜେଡି ଓ କଂଗ୍ରେସ ଛାଡି ବିଦ୍ଧିବଦ୍ଧ ଭାବେ…
Read More...

ବିଜେଡିରେ ଯୋଗଦେଲେ କଂଗ୍ରେସର ୨୦୧୪ବିଧାୟକ ପ୍ରାର୍ଥୀ ପ୍ରଦୀପ ଦିଶାରୀ

ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀରେ ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସର ବିଧାୟକ…
Read More...

କଂଗ୍ରେସରେ ଯୋଗଦେଲେ ହାର୍ଦ୍ଦିକ ପଟେଲ

ଅହମଦାବାଦ: ପଟିଦାର ଆନ୍ଦୋଳନର ନେତା ତଥା ସର୍ବଦା ବିଜେପିକୁ ସମାଲୋଚନା କରୁଥିବା ହାର୍ଦ୍ଦିକ ପଟେଲ ଆଜି ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ହାର୍ଦ୍ଦିକ ହାତ…
Read More...

ସରକାର ୧୯ ବର୍ଷ ଶାସନରେ ରହିବା ପରେ ମଧ୍ୟ ମୌଳିକ ସୁବିଧା ଦେଇପାରିନାହିଁ :ଧର୍ମେନ୍ଦ୍ର

ଖଲ୍ଲିକୋଟ: ଖଲ୍ଲିକୋଟରେ ଭାରତୀୟ ଜନତା ପାର୍ଟିର ବିଜୟ ସଂକଳ୍ପ ସଭାରେ ଯୋଗ ଦେଇଛନ୍ତି  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ସେ ଅନେକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି,…
Read More...

୧୮୦ଟି ରାଲିରେ ଯୋଗଦେବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ନିର୍ବାଚନ ଯେତିକି ପାଖେଇ ପାଖେଇ ଯାଉଛି, ରାଜନୈତିକ ଦଳ ଗୁଡିକ ମଧ୍ୟରେ ସେତିକି ଉଷ୍ମତା ବୃଦ୍ଧି ପାଉଛି । ବିଶେଷ କରି ନିର୍ବାଚନରେ କ’ଣ ରହିବ ରଣନୀତି, ସେନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । ୨୦୧୯…
Read More...

ମୋଦିଙ୍କ ଗଡ଼ ଗୁଜୁରାଟରୁ ଆରମ୍ଭ ହେଲା କଂଗ୍ରେସର ପ୍ରଥମ ନିର୍ବାଚନ ପ୍ରଚାର

ଗାନ୍ଧିନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗଡ଼ ଗୁଜୁରାଟରୁ ଆଜି ନିର୍ବାଚନ ପ୍ରଚାର ଆରମ୍ଭ କରିଛି କଂଗ୍ରେସ। ଅହମ୍ମଦାବାଦ୍‌ ଏବଂ ଗାନ୍ଧୀନଗରଠାରେ କଂଗ୍ରେସ କରିବାକୁ ଥିବା ପୂରା ଦିନିକିଆ ଦଳୀୟ ପ୍ରଚାରରେ ମହାତ୍ମା…
Read More...

ବିଜେପିରେ ମିଶିଲେ ରାଧାକ୍ରିଷ୍ଣା ଭିକେ ପାଟିଲଙ୍କ ପୁଅ ସୁଜୟ ଭିକେ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ଏକ ବିରାଟ ଝଟ୍‌କା। ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ କଂଗ୍ରେସର ବିରୋଧୀ ଦଳ ନେତା ରାଧାକ୍ରିଷ୍ଣା ଭିକେ ପାଟିଲ୍‌ଙ୍କ ପୁଅ ସୁଜୟ ଭିକେ ପାଟିଲ୍‌ ଆଜି…
Read More...

ଟିକେଟ ମିଳିଲେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ: ପୃଥ୍ୱୀବଲ୍ଲଭ ପଟ୍ଟନାୟକ

ଭୁବନେଶ୍ୱର : ଚଳିତ ଥର ବିଧାନସଭା ନିର୍ବାଚନ ଲଢିପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ଷିୟାନ କଂଗ୍ରେସ ନେତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ । ଜାନକୀଙ୍କ ନିର୍ବାଚନମଣ୍ଡଳୀ ବେଗୁନିଆରୁ…
Read More...

ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଦିଆଯିବ ଗୁରୁତ୍ୱ:ନବୀନ

ଭୁବନେଶ୍ୱର: ସାରା ଦେଶରେ ଏବେ ନିର୍ବାଚନୀ ମାହୋଲ । ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଟିକେଟ ପାଇଁ ବିଭିନ୍ନ ଦଳ ମଧ୍ୟରେ କସରତ ଆରମ୍ଭ ହୋଇଯାଇଛି । ପ୍ରାର୍ଥୀ ତାଲିକା ଘୋଷଣା ପାଇଁ ସମସ୍ତ ରାଜନୈତିକ ଦଳଗୁଡ଼ିକ…
Read More...