Browsing Category

Politics

ବିଜେପିର ଧାନ ମଣ୍ଡି ଚାଲ ଅଭିଯାନ ଏକ ଜୁମ୍‍ଲାବାଜୀ ଓ ଶସ୍ତା ରାଜନୀତିର ପ୍ରତୀକ: ପ୍ରତାପ ଦେବ

ଭୁବନେଶ୍ୱର : କୃଷିଋଣ ଛାଡ଼କୁ ନେଇ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ବକ୍ତବ୍ୟ ଏକ ନୂତନ ଜୁମ୍‍ଲା । ଯେଉଁ ପ୍ରକାର ଭାବରେ ୨୦୧୪ରେ ସରକାରକୁ ଆସିଲେ ଓଡ଼ିଶା ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ…
Read More...

ଜାନୁଆରୀ ୮ରେ ଚାଷୀ ମେଳି କରି ସଚିବାଳୟ ଓ ନବୀନ ନିବାସ ଘେରିବ ବିଜେପି କୃଷକ ମୋର୍ଚ୍ଚା

ଭୁବନେଶ୍ୱର : ସାରା ରାଜ୍ୟରେ କୃଷକମାନଙ୍କ ସମସ୍ୟା ଦିନକୁ ଦିନ ଜଟିଳ ହେବା ସହ ଚାଷୀମାନଙ୍କର ଆର୍ଥିକ ସ୍ଥିତି ଶୋଚନୀୟ ହେଉଥିବାବେଳେ ୧୯ ବର୍ଷର ବିଜେଡ଼ି ସରକାର ସମାଧାନର ରାସ୍ତା କାଢିବା ବଦଳରେ ମିଛ ରାଜନୈତିକ ନାଟକ ବାଜିରେ…
Read More...

ସୁରଟରେ ନବୀନଙ୍କ ଶୋ’ର ଭୁବନେଶ୍ୱରରେ କାଉଣ୍ଟ ରଖିଲେ ଗୁଜୁରାଟ ସିଏମ

ଭୁବନେଶ୍ୱର: ଗଂଜାମ ଜିଲ୍ଲାର ସର୍ବାଧିକ ଓଡିଆ ଗୁଜୁରାଟରେ କାର୍ଯ୍ୟ କରୁଛନ୍ତି ଏବଂ ଗୁଜୁରାଟ ସରକାର ଓଡିଆମାନଙ୍କ ହିତରେ ଅନେକ କାର୍ଯ୍ୟ କରିଛନ୍ତି । ଆଗକୁ ମଧ୍ୟ ଏନେଇ କାମ ଜାରି ରହିବ । ଓଡିଶାର ମୁଖ୍ୟମନ୍ତ୍ରୀଙ୍କର ୧୯…
Read More...

କଂଗ୍ରେସର ରାଫେଲ ମହାମିଛର ଖୁଲାସା ପ୍ରସଙ୍ଗ : ରାହୁଲ ଗାନ୍ଧୀ ନୈତିକତା ଦୃଷ୍ଟିରୁ ନିଜର ପଦ ଛାଡନ୍ତୁ : ବିିଜୟ ରୁପାନୀ

ଭୁବନେଶ୍ୱର  : ରାଫେଲ ବିମାନ କିଣା ପ୍ରସଙ୍ଗରେ କଂଗ୍ରେସର ମହାମିଛର ଡ୍ରାମା ପଦାରେ ପଡିବା ପରେ ଏନେଇ କଂଗ୍ରେସ ଦଳର ନୀତି ଏବଂ ନୈତିକତାକୁ ନେଇ ବର୍ଷିଛନ୍ତି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୁପାନୀ । ଶ୍ରୀ ରୁପାନୀ…
Read More...

ଧାନର ଏମଏସପି ବୃଦ୍ଧି ଦାବିରେ : ଜାନୁଆରୀ ୮ରେ ସଂସଦ ସମ୍ମୁଖରେ ଧାରଣା ଓ ବିକ୍ଷୋଭ କରିବ ବିଜୁ କୃଷକ ଜନତା ଦଳ

ଭୁବନେଶ୍ୱର,: ବିଧାନସଭାର ଗୃହ କମିଟିକୁ ମାନ୍ୟବର ପ୍ରଧାନମନ୍ତ୍ରୀ ସାକ୍ଷାତ କରିବାପାଇଁ ସମୟ ନଦେବା, ଓଡ଼ିଶାର ଚାଷୀମାନଙ୍କ ସମସ୍ୟା ସମାଧାନ ନକରିବା, କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ନକରିବା, ସ୍ୱାମୀନାଥନ…
Read More...

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ହେବେ ଭୂପେଶ ବଘେଲ

ରାୟପୁର : ଛତିଶଗଡ଼ ମୁଖ୍ୟମନ୍ତ୍ରୀ ହେବେ ଭୂପେଶ ବଘେଲ । ଆଜି ରାୟପୁରରେ କଂଗ୍ରେସ ବିଧାୟକ ଦଳ ବୈଠକରେ ବଘେଲଙ୍କ ନାଁରେ ମୋହର ବାଜିଛି । ଏହାସହିତ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ କଳ୍ପନାଜଳ୍ପନାର ଅନ୍ତ…
Read More...

ଫେବୃୟାରୀ ୨ ଓ ୩ରେ ଭୁବନେଶ୍ବରରେ ହେବ ବିଜେପି ଏସଟି ମୋର୍ଚ୍ଚାର ମହାଧିବେଶନ, ଅମିତ ଶାହ ଓ ମୋଦି ଯୋଗଦେବେ

ଭୁବନେଶ୍ବର : ଭୁବନେଶ୍ବରରେ ହେବ ବିଜେପି ଏସଟି ମୋର୍ଚ୍ଚାର ମହାଧିବେଶନ । ରାଜଧାନୀରେ  ଫେବ୍ରୁୟାରୀ ୨ ଓ ୩ ତାରିଖ ଦୁଇଦିନ ଧରି ଅଧିବେଶନ ଚାଲିବ । ଫେବ୍ରୁଆରୀ ୨ ଓ ୩ରେ ହେବାକୁ ଥିବା ଏହି ମହାଧିବେଶନରେ ଦେଶର ୫ ହଜାରରୁ…
Read More...

ପିଠା କଳି : ୨୬ରେ କଂଗ୍ରେସ ପାଳିବ କଳାଦିବସ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପିଠା ଯୋଜନାକୁ ନେଇ ରାଜନୈତିକ କଳି ଆରମ୍ଭ ହୋଇଛି । ସରକାରଙ୍କୁ ସମାଲୋଚନା କରୁଛନ୍ତି ବିରୋଧୀ । ତେବେ ଏହି କ୍ରମରେ ଆଗକୁ ଆସିଛି କଂଗ୍ରେସ । ସଂପ୍ରତି ରାଜ୍ୟ ସରକାର ପଞ୍ଚାୟତିରାଜ…
Read More...

ନିରଞ୍ଜନଙ୍କ ଧମକରେ ନରମିଲେ ନବ, କଂଗ୍ରେସ ଛାଡିବିନି ବୋଲି ପ୍ରେସ ରିଲିଜରେ କଲେ ଘୋଷଣା

ଭୁବନେଶ୍ୱର : କଂଗ୍ରେସ ଛାଡିବିନି । ବିଜେଡିରେ ମିଶିବିନି । କଂଗ୍ରେସ ଛାଡି ବୋଲି ବୋଲି ପ୍ରେସରିଲିଜରେ ଏମିତି ସଫେଇ ଦେଇଛନ୍ତି ଝାରସଗୁଡା ବିଧାୟକ ତଥା କଂଗ୍ରେସ କାର୍ଯ୍ୟକାରୀ ସଭାପତି ନବ ଦାସ । ତେବେ ନବଙ୍କ ଦଳ ଛାଡି…
Read More...

ଛିଡୁନି ଛତିଗଡ ଅଙ୍କ, ମୁଖ୍ୟମନ୍ତ୍ରୀ ଦୈଡରେ ୩ ଦାବିଦାର,ରାହୁଲଙ୍କ ଇଶାରାକୁ ଅପେକ୍ଷା

ଛତିଶଗଡ଼ : ରାଜସ୍ଥାନ, ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ପଦ ନେଇ ଅଙ୍କ ଛିଣ୍ଡିଲା, ହେଲେ  ଛତିଶଗଡ଼ ନେଇ ଏବେ ବି ଲାଗି ରହିଛି ସସ୍ ପେନ୍ସ। ମୁଖ୍ୟମନ୍ତ୍ରୀ ପଦ ନେଇ ୩ ଜଣଙ୍କ ନାଁ ସାମ୍ନାକୁ ଆସିଛି । ତାଲିକାରେ ଥିବା ଟିଏସ…
Read More...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପଦଯାତ୍ରା, ରାଜ୍ୟ ସରକାରଙ୍କୁ କଲେ ଟାଗେର୍ଟ

ଭୁବନେଶ୍ବର  : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ପଦ୍ମପୁର ଓ ଦିଗପହଣ୍ଡି ଗସ୍ତ । ଆଜି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଭୀଷ୍ମଗିରିଠାରେ ଜନ ପରାମର୍ଶ ସାଧାରଣ ସଭାରେ ଯୋଗ ଦେଇ ରାଜ୍ୟ ସରକାରଙ୍କ…
Read More...

ତୁଟିଲା କଂଗ୍ରେସ ବିବାଦ : ୧୭ରେ ଶପଥ ନେବେ କମଲନାଥ,ଗେହଲଟ୍ ହେବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : କଂଗ୍ରେସ ଦଳରେ ବ୍ୟାପକ ବିଚାରବିମର୍ଶ ଓ ମାନସ ମନ୍ଥନ ପରେ ରାଜସ୍ଥାନର ନୂଆ ନେତା ବଛାଯାଇଛି । ରାଜ୍ୟର ୨ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଅଶୋକ ଗେହଲଟ୍ (୬୭) ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦଳର…
Read More...

ବିଜେଡି କୃଷକ ସେଲ ପୁନର୍ଗଠନ : ପ୍ରସନ୍ନ ଆଚାର୍ଯ୍ୟ ସଭାପତି,ପ୍ରତାପ ଜେନା ମହା ସଚିବ

ଭୁବନେଶ୍ୱର : ବିଜୁ କୃଷକ ଜନତା ଦଳର ପୁନର୍ଗଠନ କରାଯାଇଛି। ଦଳର ସଭାପତି ନବୀନ ପଟ୍ଟନାୟକ ଆଜି କୃଷକ ଶାଖାର ସଭାପତି ଭାବେ ସାଂସଦ ପ୍ରସନ୍ନ ଆଚାର‌୍ୟ୍ୟ ଓ ମହାସଚିବ ଭାବେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ନିଯୁକ୍ତି ଦେଇଛନ୍ତି।…
Read More...

ରାଫେଲ ପ୍ରସଙ୍ଗ : ରାହୁଲ ଗାନ୍ଧୀ ଦେଶର ଜନତା ଏବଂ ସେନା ଆଗରେ କ୍ଷମା ମାଗନ୍ତୁ – ଅମିତ ଶାହା

ନୂଆଦିଲ୍ଲୀ /ଭୁବନେଶ୍ୱର  : ରାଫେଲ ବିମାନ କିଣାପାଇଁ ହୋଇଥିବା ଚୁକ୍ତିରେ କେନ୍ଦ୍ର ସରକାର କୌଣସି ଖିଲାଫ କରିନଥିବା ଏବଂ ଏହାକୁ ନେଇ କଂଗ୍ରେସ ଦଳ କରୁଥିବା ଦୁର୍ନିତି ଅଭିଯୋଗ କୁ ସମ୍ପୃର୍ଣ୍ଣ ଖାରଜ କରିବା ଆଜି କଂଗ୍ରେସ ଦଳ…
Read More...