Browsing Category

Politics

୧୭ରେ ସୁରଟ ହେବ ବିଜେଡି ସୋ

ଭୁବନେଶ୍ବର : ଡିସେମ୍ବର ୧୭ ତାରିଖରେ ବିଜେଡି ସୁରଟରେ କରିବ ବିରାଟ ସମ୍ମିଳନୀ। ରାଜ୍ୟର ଟପ୍ ବିଜେଡି ନେତାମାନେ ଏକାଠି ହେବେ। ସୁରଟରେ ଥିବା ୭ଲକ୍ଷ ଓଡିଆଙ୍କ ଆଗରେ ହେବ ଶକ୍ତି ପ୍ରଦର୍ଶନ। ଏଥିପାଇଁ ବିଜେଡି ଏବେଠାରୁ…
Read More...

ବିଜେଡିରେ ମିଶିଲେ ଆମ୍‍ ଆଦମୀ ପାର୍ଟିର ନେତା ଓ କର୍ମୀ

ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ଆମ୍‍ ଆଦମୀ ପାର୍ଟି ରାଜ୍ୟ ସାଧାରଣ ସଂପାଦକ ନନ୍ଦଲାଲ ସିଂହ, ମୁଖପାତ୍ର…
Read More...

ଯୁବକଯୁବତୀମାନଙ୍କୁ ରୋଜଗାର ଦେବା ଏବଂ ପିସି କାରବାର ବନ୍ଦ ଦାବି ନେଇ ବିଜେପି ଯୁବମୋର୍ଚ୍ଚାର ହରତାଲ

ଭୁବନେଶ୍ୱର : ରାଜ୍ୟରେ ବେକାର ଯୁବକଯୁବତୀମାନଙ୍କୁ ରୋଜଗାର ଦେବା ଏବଂ ପିସି କାରବାର ବନ୍ଦ ଦାବି ନେଇ ରାଜ୍ୟର ସମସ୍ତ ଏକଜ୍ୟୁକେଟିଭ ଇଂଜିନିୟର ଏବଂ ଏସଡିଓ ଅଫିସ ଆଗରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ହରତାଲ ଚାଲିଛି ।…
Read More...

କୃଷି ଓ କୃଷକ ପ୍ରସଙ୍ଗରେ କେନ୍ଦ୍ର ଅବହେଳା ଯୋଗୁ କୃଷି ପ୍ରଧାନ ରାଜ୍ୟରେ ହାରିଲା ବିଜେପି- ନବୀନ

ଭୁବନେଶ୍ୱର : କୃଷକ ଓ ଚାଷୀଙ୍କ ଋଣ ସମସ୍ୟା ବିଜେପି ପରାଜୟର କାରଣ । ୫ ରାଜ୍ୟର ନିର୍ବାଚନ ଫଳା ଫଳକୁ ନେଇ ଏମିତି ପତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପି ପରାଜୟ ଉପରେ ମୁଖ୍ୟମନ୍ତ୍ରୀ କହିଛନ୍ତି…
Read More...

୫ ରାଜ୍ୟର ଭୋଟ ଗଣିତ ୨୦୧୯କୁ ନିର୍ବାଚନକୁ ପ୍ରଭାବତି କରିବ କି ? ମହାମେଣ୍ଟ ହେବ କି ଆହୁରୀ ବଳିୟାନ ପଢନ୍ତୁ ପୁରା ଖବର

ଭୁବନେଶ୍ୱର : ବିଜେପିର ବୁରା ହାଲ । ବିଜେପିର ବଳ କୁହାଯାଉଥିବା ହିନ୍ଦି ବେଲ୍ଟର ୩ ପ୍ରମୁଖ ରାଜ୍ୟ ଦଳ ହାତରୁ ଖସିଯାଇଛି । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ ଥିବା ବିଜେପି ସରକାର ବିରୋଧରେ ଥିବା ପ୍ରଖର ଜନମତ ବିଜେପିକୁ…
Read More...

୫ ରାଜ୍ୟର ଜନାଦେଶ : ୩ ରାଜ୍ୟରେ ବିଜେପିକୁ ପଛରେ ପକାଇଲା କଂଗ୍ରେସ

ଭୁବନେଶ୍ବର : କଂଗ୍ରେସ ଖୁସି ବିଜେପିରେ ଗମ୍‌ । କାରଣ ୫ ରାଜ୍ୟର ସତ୍ତାର ଗେମ୍‌ରେ ବିଜେପିକୁ ପଛରେ ପକାଇ ଦେଇଛି କଂଗ୍ରେସ। ରାଜସ୍ଥାନରେ କଂଗ୍ରେସ କ୍ଲିନ ସ୍ବିପ କରିବ ବୋଲି ଅନୁମାନ ଥିଲା କିନ୍ତୁ ଛତିଶଗଡ଼ରେ ବି କଂଗ୍ରେସ…
Read More...

ଶ୍ରୀକାନ୍ତ ଜେନାଙ୍କୁ  ନେଇ କଂଗ୍ରେସର ଦୁଇ ଗୋଷ୍ଠୀ ମୁହଁମୁହିଁ

ଭୁବନେଶ୍ବର : ମହିଳାଙ୍କୁ ସଂରକ୍ଷଣ ଦେବାରେ କଂଗ୍ରେସ ସହମତ ହେଲା, ହେଲେ ଶ୍ରୀକାନ୍ତଙ୍କୁ ନେଇ କଣ କରାଯିବ ଏବେ କନଫ୍ୟୁଜନ। ଶ୍ରୀକାନ୍ତ ଜେନାଙ୍କୁ  ନେଇ କଂଗ୍ରେସର ଦୁଇ ଗୋଷ୍ଠୀ ମୁହଁମୁହିଁ । ଗୋଟିଏ ଗୋଷ୍ଠୀ…
Read More...

ହାତ ଛାଡି ହାତୀ ପିଠିରେ ବସିବେ ଶ୍ରାକାନ୍ତ ଜେନା !, ସାରଥୀ ଭୂମିକାରେ କୃଷ୍ଣ..

ଭୁବନେଶ୍ୱର : ରାଜ୍ୟ କଂଗ୍ରେସରେ କନ୍ଦଳ ଦିନକୁ ଦିନ ବଢିବାରେ ଲାଗିଛି । ଦଳରେ ଥାଇ ବି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କ ଦଳ ବିରୋଧୀ ଆଭିମୁଖ୍ୟକୁ ନେଇ କଂଗ୍ରେସ ରାଜନୀତି ଉଠୁଛି ପଡୁଛି । ଏବେ ମୁହାଁ ମୁହିଁ…
Read More...

ଶ୍ରୀକାନ୍ତଙ୍କୁ  ଏଆଇସିସିର କଡା ଚେତାବନୀ, ପାଟି ବନ୍ଦକର ନହେଲେ ଦଳରୁ  ବିଦାହେବ!

ଭୁବନେଶ୍ବର :  ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କୁ ଏଆଇସିସିର କଡ଼ା ଚେତବନୀ । ଚୁପ ରୁହ, ନହେଲେ କାର୍ଯ୍ୟାନୁଷ୍ଠାନ । ରାଜ୍ୟ କଂଗ୍ରେସର ଭିତିରି କଥାକୁ ମିଡିଆରେ ନୁହେଁ, ପ୍ରପର ଫୋରମରେ କୁହ । ଶ୍ରୀକାନ୍ତ…
Read More...

ସଂସଦର ଶୀତ ଅଧିବେଶନ ଲାଗି ବିଜେଡିର ରଣନୀତି ପ୍ରସ୍ତୁତ

ଭୁବନେଶ୍ବର : ଦିନକ ପରେ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ । ଅଧିବେଶନରେ କେଉଁ ସବୁ ପ୍ରସଙ୍ଗକୁ କିଭଳି ଢଙ୍ଗେର ଉଠାଇବ ବିଜେଡି, ସେନେଇ ସଂସଦୀୟ ଦଳ ବୈଠକରେ ଆଜି ପ୍ରସ୍ତୁତ ହୋଇଛି ରଣନୀତି । ୯ ଟି ପ୍ରସଙ୍ଗକୁ ଫୋକସ…
Read More...

ଉପନିର୍ବାଚନ : ବିଜାତଳାରେ ବିଜୟ ବାନା ଉଡ଼ାଇଲା ବିଜେଡି

ମୟୂରଭଂଜ : ମୟୂରଭଂଜ ଜିଲ୍ଲା ବିଜାତଳା ୩୨ ନଂ ଜିଲ୍ଲାପରିଷଦ ଜୋନ୍‌ ଉପନିର୍ବାଚନରେ ବାଜି ମାରିଲା ବିଜେଡି । ଏହି ଆସନକୁ ବିଜେପି ହାତରୁ ଛଡ଼ାଇ ନେଇଛି ଦଳ । ବିପୁଳ ଭୋଟରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବିଜେପି…
Read More...

କଂଗ୍ରେସ କଳି : ଶ୍ରୀକାନ୍ତଙ୍କୁ ବୁଡାଇବ ‘ଚକ୍ରାନ୍ତ’

ଭୁବନେଶ୍ୱର: ଜନତା ଦଳରେ ସେ କୁଆଡେ ଗୃହଭେଦୀ ବିଭୀଷଣ ଥିଲେ । ନିଜ ଦଳର ନେତାଙ୍କ ଗୋଡ ଟାଣୁଥିଲେ ଶ୍ରୀକାନ୍ତ ଜେନା । ଏମିତିକି ବିଜୁ ବାବୁଙ୍କ ଅବୁଝା ପୁଅର ଟ୍ୟାଗ ପାଇଥିବା ଶ୍ରୀକାନ୍ତ କାଳେ ବିଜୁ ବାବୁଙ୍କୁ ଚକ୍ରାନ୍ତ କରି…
Read More...

ଏକଜିଟ ପୋଲ : ରାଜସ୍ଥାନରେ ଫେରିବ କଂଗ୍ରେସ, ମଧ୍ୟପ୍ରଦେଶ ଓ ତେଲେଙ୍ଗାନାରେ ବିଜେପିକୁ ଝଟକା

ଭୁବନେଶ୍ୱର : ପାଞ୍ଚ ରାଜ୍ୟର ଭୋଟ ଗ୍ରହଣ ଆଜି ସରିଛି । ୧୧ରେ ଆସିବ ରେଜଲ୍ଟ । ହେଲେ ତା ପୂର୍ବରୁ ପ୍ରକାଶ ପାଇଛି ଜାତୀୟ ଗଣମାଧ୍ୟମ ମାନଙ୍କର ଏକଜିଟ ପୋଲ । ମତ ଦାନ ସମୟରେ ଭୋଟରଙ୍କ ମତ ନେଇ ପ୍ରସ୍ତୁତ ହୋଇଥିବା ଏହି ଏକଜିଟ…
Read More...

୨୪ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ, ମାସ ଶେଷରେ ରାହୁଲ ଗାନ୍ଧୀ

ଭୁବନେଶ୍ୱର : ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସିବେ । ଖୋର୍ଦ୍ଧାଠାରେ ହେବାକୁ ଥିବା ଏକ ବିଶାଳ ଜନସମାବେଶରେ ସେ ଯୋଗ ଦେବେ । ଏ ସମ୍ପର୍କରେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ…
Read More...