Browsing Category

Politics

ରାବଣ ପୋଡିକୁ ନେଇ ତେଜିଲା ଏରସମା ରାଜନୀତି, ଦାମ-ପ୍ରଶାନ୍ତ ମୁଦୁଲି ଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ବର : ରାବଣ ପୋଡ଼ିକୁ ନେଇ ଏରସମା ବନ୍ଦ । ଦାମ-ପ୍ରଶାନ୍ତ ମୁଦୁଲି ଗୋଷ୍ଠୀ ମୁହାଁମୁହିଁ । ଦାମ ଆୟୋଜନ କରୁଥିବା ରାବଣ ପୋଡ଼ି ଉତ୍ସବକୁ ପ୍ରଶାସନ ଅନୁମତି ଦେଇ ନଥିବା ​‌ବେଳେ ପ୍ରଶାନ୍ତ ମୁଦୁଲିଙ୍କୁ ମିଳିଛି ୩…
Read More...

ବିପର‌୍ୟ୍ୟୟ ମୁକାବିଲାରେ ବିଫଳ ସରକାର, ବିପର୍ଯ୍ୟୟଠାରୁ ମନ୍ତ୍ରୀଙ୍କ ମନ୍ତବ୍ୟ ଅଧିକ ବାଧିଛି: ଧର୍ମେନ୍ଦ୍ର

ଭୁବନେଶ୍ୱର : ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ତିତ୍ଲି ଓ ଏହାସହ ବର୍ଷା ଓ ବନ୍ୟାର କଷ୍ଟଠାରୁ ନବୀନ ସରକାର ଓ ପ୍ରଶାସନର ବରିଷ୍ଠ ବ୍ୟକ୍ତିମାନଙ୍କର ମନ୍ତବ୍ୟ ଅଧିକ କଷ୍ଟ ଦେଉଛି ବୋଲି ସାମାଜିକ ଗଣମାଧ୍ୟମରେ ଲେଖିବା ସହ…
Read More...

କଂଗ୍ରେସର ଓଡ଼ିଶା ଜାଗରଣ ଯାତ୍ରା  ଆରମ୍ଭ  : ବସରେ ସାରା ରାଜ୍ୟ ବୁଲିବେ ନେତା

ଭୁବନେଶ୍ୱର : ରାଜ୍ୟ କଂଗ୍ରେସ ପକ୍ଷରୁ ଆରମ୍ଭ  ହୋଇଛି ଓଡ଼ିଶା ଜାଗରଣ ଯାତ୍ରା  ।  ଗୋଟିଏ ବସରେ ସାରା ରାଜ୍ୟ ବୁଲିବେ କଂଗ୍ରେସ ନେତା ।  ଭୁବନେଶ୍ବରରୁ ଏହି ବସ ବାହାରି ବାଲେଶ୍ୱରରେ ପହଞ୍ଚିଛି ।   ତେବେ ଏହି ଯାତ୍ରା…
Read More...

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟପ୍ରଦେଶ ନିର୍ବାଚନ ପ୍ରଚାର ଦାୟିତ୍ୱ

ନୂଆଦିଲ୍ଲୀ : ନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ କରିଛି କଂଗ୍ରେସ । ୨୦୧୯ ନିର୍ବାଚନ ହେବାକୁ ଥିବା ରଜ୍ୟ ମାନଙ୍କ ଲାଗି ଦଳର ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି କ୍ରମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର…
Read More...

ପିସିସିର ସାମ୍ଭାବ୍ୟ ପ୍ରାର୍ଥୀଙ୍କୁ ଟାଗେର୍ଟ : ଦଳରେ ୧୦ ହଜାର ସଦସ୍ୟ ନଯୋଡିଲେ ଟିକେଟ ନାହିଁ

ବୁଥକୁ ଯାଅ । ଲୋକଙ୍କୁ କଂଗ୍ରେସ ସହ ଯୋଡ । ଜିଲ୍ଲାରେ ୧୫ ଦିନ ରୁହ। ମେମ୍ବର ବଢ଼ାଅଭୁବନେଶ୍ବର : ବୁଥସ୍ତରରୁ କଂଗ୍ରେସକୁ ମଜବୁତ କରିବାକୁ ଅଣ୍ଟା ଭିଡିଲା ପିସିସି । ଉପସଭାପତି ଏବଂ ସାଧରଣ ସମ୍ପାଦକଙ୍କୁ ଗୋଟିଏ…
Read More...

ଦାମଙ୍କ ନୂଆ ଦଳ ନାଁ ହେବ ବିଜୁ କ୍ରାନ୍ତି ଦଳ ( ବିକେଡି) କଂଗ୍ରେସ ସହ କରିବେ ମେଣ୍ଟ !

ଭୁବନେଶ୍ୱର : ନୂଆ ଦଳ ଗଢିବେ ବିଜେଡିରୁ ବହିଷ୍କୃତ ବିଧାୟକ ଦାମଦୋର ରାଉତ । ଏନେଇ ଖୋଦ ଦାମ ବାବୁ ନିଜେ ସୂଚନା ଦେଇଛନ୍ତି । ଅକ୍ଟୋବର ସୁଦ୍ଧା ଦଳ ଗଢାଯିବ । ସ୍ୱର୍ଗତ ବିଜୁ ପଟ୍ଟନାୟଙ୍କ ନାଁରେ ଦଳ ହେବ ବୋଲି ସୂଚନା…
Read More...

କଂଗ୍ରେସ ଭବନରେ ବିଜେଡିରୁ ବହିଷ୍କୃତ ନେତା ଦାମଦୋର ରାଉତ

ଭୁବନେଶ୍ୱର : ବିଜେଡିରୁ ବିଦାହେବା ପରେ ପାରାଦୀପ ବିଧାୟକ ଡାକ୍ତର ଦାମଦୋର ରାଉତଙ୍କ ଗୋଟିଏ ପରେ ଗୋଟିଏ ବୟାନ ରାଜ୍ୟ ରାଜନୀତିକୁ ସରଗରମ କରିଛି । ହେଲେ ଏବେ ମଙ୍ଗଳବାର ସଂଧ୍ୟାରେ ଡାକ୍ତର ଦାମଦୋର ରାଉତ ହଟାତ କଂଗ୍ରେସ…
Read More...

ମହିଳା ମୋର୍ଚ୍ଚାର ୭ କର୍ମୀ ନବୀନ ନିବାସ ପାଖେ ପୋଲିସକୁ ୨୭ ମିନିଟ କଲେ ନାକେଦମ

ନବୀନ ନିବାସ ଘେରାଉ କଲା ବିଜେପି ମହିଳା ମୋର୍ଚ୍ଚା ଭୁୁବନେଶ୍ୱର : ଓଡିଶା ରାଜ୍ୟ କ୍ୟାବିନେଟ୍ର ପଂଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ମହିଳା ମାନଙ୍କ ପ୍ରତି ଆକ୍ଷେପ କରିବା ପ୍ରତିବାଦରେ ଆଜି ରାଜ୍ୟ ମହିଳା ମୋର୍ଚ୍ଚାର…
Read More...

ବିଜେଡିର ପଦଯାତ୍ରା ଆରମ୍ଭ , ବିଜେପି ଫମ୍ପା ଆୱାଜ କରୁଛି : ନବୀନ

ଭୁବନେଶ୍ବର : ନବୀନ ଫୁଙ୍କିଲେ ୨୦୧୯ ନିର୍ବାଚନ ପାଇଁ ବିଗୁଲ୍ । ଆଜିଠୁ ବିଜେଡିର ପଦଯାତ୍ରା ଆରମ୍ଭ କରି ନବୀନ ଟାର୍ଗେଟ କରିଛନ୍ତି ବିଜେପିକୁ । ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଉଠାଇ ନବୀନ କହିଛନ୍ତି ବିଜେପି ଫମ୍ପା ଆୱାଜ କରୁଛି…
Read More...

୩ ବିଶ୍ୱବିଦ୍ୟାଳୟ ଓ ୫ କଲେଜ ସହ ୮ ଶିକ୍ଷାନୁଷ୍ଠାନରେ ନିର୍ବାଚନ ବାତିଲ

ଭୁବନେଶ୍ୱର: ଅକ୍ଟୋବର ୧୧ରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ବିଭିନ୍ନ କଲେଜରେ ଛାତ୍ର ଅଶାନ୍ତି ଦେଖା ଦେଇଛି। ଯାହାକୁ ନେଇ ସୋମବାର ୮ଟି ଶିକ୍ଷାନୁଷ୍ଠାନରେ ନିର୍ବାଚନ ବାତିଲ କରାଯାଇଛି। ଏଥିରେ ୩ଟି…
Read More...

ବାଜିଲା ପିଇସିର ମୋହର ,୫୦ ନୁହେଁ ୪୪ ପ୍ରାର୍ଥୀ ତାଲିକା ସ୍ଥିର କଲା କଂଗ୍ରେସ,୯ ନୂଆ ମୁହଁ

ଭୁବନେଶ୍ବର :  ୫୦ ନୁହେଁ ୪୪ ଜଣ ପ୍ରାର୍ଥୀ ତାଲିକା ସ୍ଥିର କରିଛି କଂଗ୍ରେସ ।  ହେଲେ ଏହି ତାଲିକା କେବେ ଘୋଷଣା ହେବ ସେ ନେଇ ଡେଡ ଲାଇନ ନାହିଁ। ପିଇସି ଏବଂ ସ୍କ୍ରିନିଂ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।…
Read More...

ତେଲ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ପୁଣି ଆନ୍ଦୋଳନ, ରାଜଭବନ ଆଗରେ ଧାରଣା

ଭୁବନେଶ୍ବର :  ତେଲ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ପୁଣି ଆନ୍ଦୋଳନ । କେନ୍ଦ୍ର ସରକାର ତୈଳ ଦର ବୃଦ୍ଧି ରୋକିବାରେ ବିଫଳ ଅଭିଯୋଗ ରାଜଭବନ ଆଗରେ ଧାରଣା ଦେବା ସହ ପ୍ରତିବାଦ କରିଛି ଦଳ । ସେପଟେ ଲୋକଙ୍କ ସ୍ବାର୍ଥ ପାଇଁ…
Read More...

୫୦ ଟିକେଟ ପାଇଁ କଂଗ୍ରେସର କସରତ : ନେତାଙ୍କୁ ସ୍କ୍ରିନିଂ କମିଟିର ୫ ପ୍ରଶ୍ନ

ଭୁବନେଶ୍ବର : କଂଗ୍ରେସରେ କସରତ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟୟରେ ୫୦ ଟିକେଟ ଦେବା ପାଇଁ କଂଗ୍ରେସ ଭବନରେ ସ୍କ୍ରିନିଂ କମିଟି ଆଜି ଠାରୁ ଆରମ୍ଭ କରିଛି ଶୂଣାଣି ।  ଆଜି ୨୮ ବରିଷ୍ଠ ନେତାଙ୍କ ଠାରୁ ଜିଲ୍ଲା ଓ୍ବାରୀ ତଥ୍ୟ…
Read More...

କୁଜଙ୍ଗରେ ବିଜେଡିର ମହିଳା ସମାବେଶ, ତିର୍ତୋଲରେ ପଦାରେ ପଡିଲା ଗୋଷ୍ଠୀ କନ୍ଦଳ

ଜଗତସିଂହପୁର :  ଜଗତସିଂହପୁର କୁଜଙ୍ଗରେ ବିଜେଡି  ମହିଳା ସମାବେଶକୁ ନେଇ ସରଗରମ ହୋଇଛି ଜିଲ୍ଲା ବିଜେଡି ରାଜନୀତି । ବିଜେଡିରୁ ବିଦା ହେବା ପରେ ମହିଳା ସମାବେଶ ନାଁରେ  ଦାମଙ୍କ ଗଡରେ ତାଙ୍କ ଅନୁଗତଙ୍କୁ ଏକାଠି କରି ଦମ…
Read More...