Browsing Category

Politics

ବଢୁଛି ଚାପ , ସୋସିଆଆଲ ମିଡିଆରେ ସଫେଇ ଦେଲେ ବୈଜୟନ୍ତ

ଭୁବନେଶ୍ବର : ବେଆଇନ ଉଡାଣକୁ ନେଇ ଏବେ ବିବାଦକୁ ଆସିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣଅଡାନ । ହେଲି କ୍ୟାପଟର ବୋଇନ ଉଡାଣ କୁ ନେଇ ବିବାଦକୁ ଆସିଛନ୍ତି । ତାହା ସହ ତାଙ୍କ ସହଯାତ୍ରୀ ଅଭିଜିତ ଆୟର ମିତ୍ର କୋଣାର୍କ ମନ୍ଦିର…
Read More...

ନବୀନଙ୍କ ସଫଳତା ବଖାଣିବ ବିଜୁ ମହିଳା ଜନତା ଦଳ

ଭୁବନେଶ୍ୱର : ବିଜୁ ମହିଳା ଜନତା ଦଳ ନବୀନ ସରକାରର ସଫଳତା ଓ ମୋଦି ସରକାରଙ୍କ ବିଫଳତାକୁ ସାରା ରାଜ୍ୟରେ ପ୍ରଚାର କରିବ । ୨୪ରୁ ୩୦ ମଧ୍ୟରେ ପ୍ରତ୍ୟେକ ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜୁ…
Read More...

ଜେଡିୟୁରେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ : ରାଜନୀତିକ ରଣନୀତି ବିଶାରଦ ପ୍ରଶାନ୍ତ କିଶୋର ଆଜି ଜନତା ଦଳ (ୟୁ)ରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି । ପାଟନାଠାରେ ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ…
Read More...

ରାଫେଲ୍ ଦୁର୍ନୀତି ପ୍ରତିବାଦରେ ଗର୍ଜିଲା କଂଗ୍ରେସର

ଯାଜପୁର : ଯାଜପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାଫେଲ୍ ଦୁର୍ନୀତି ପ୍ରତିବାଦରେ ଏକ ବିଶାଳ ପ୍ରତିବାଦସଭା ଓ ବିକ୍ଷୋଭ ସ୍ଥାନୀୟ ଗାନ୍ଧିଛକ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଳା କଂଗ୍ରେସ କମିଟି ସଭାପତି ମନୋଜ ରାଉତ ଙ୍କ…
Read More...

ଦୁର୍ନୀତିଗ୍ରସ୍ତଙ୍କୁ କୋଳେଇ ଓଡ଼ିଆ ଲୋକମାନଙ୍କୁ ବୋକା ବନାଇବାର ସମୟ ଏବେ ସରିଯାଇଛି : ବିଜେପି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟ ନାୟକ ଏକ ଯୋଜନାବଦ୍ଧ ରଣନୀତିର ଅଙ୍ଗ ଭାବରେ ଦୁର୍ନୀତିଗ୍ରସ୍ତ ନେତାଙ୍କୁ କିଛି ସମୟ ପାଇଁ ବାହାର କରି ପରେ ପୁଣି କୋଳେଇ ନେଇ ଲୋକଙ୍କୁ ବୋକା ବନାନ୍ତି ବୋଲି ବିଜେପି ଅଭିଯୋଗ କରିଛି…
Read More...

ବିଷ୍ଣୁ ଉବାଚ : ଦାମ ମଲା କଙ୍କଡ଼ା- ବିଷ୍ଣୁ

ଭୁବନେଶ୍ୱର : ଜଗତସିଂହପୁର ଜିଲ୍ଲାର ଦୁଇ ବରିଷ୍ଠ ନେତା ଡା. ଦାମୋଦର ରାଉତ ଓ ବିଷ୍ଣୁ ଦାସଙ୍କ କଳି ତୁଟିବାର ନାଁ ନେଉନାହିଁ । ଆଜି ପୁଣି ଉଭୟ ନେତା ପରସ୍ପରକୁ ଦୋଷାରୋପ କରିଛନ୍ତି । ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି…
Read More...

ବିଜେପି ଆରୋପର ଜବାବ: ବିଧାନସଭାରେ ସବୁ ପ୍ରସଙ୍ଗ ଆଲୋଚନା ହେଉଛ, ସରକାର ଠିକଣା ସମୟରେ ଉଚିତ୍‍ ପଦକ୍ଷେପ ନେବେ- ବିଜେଡି

୧୨୦ ଉକ୍ତି ଏକ ନିର୍ବାଚନୀ ଜୁମ୍‍ଲା-ବିଜେଡିଭୁବନେଶ୍ୱର : ଭାରତୀୟ ଜନତା ପାର୍ଟି ପ୍ରବକ୍ତା ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତ ଦେଇଥିବା ବୟାନ ଉପରେ ସାମ୍ବାଦିକ ସମ୍ମିଳନୀ କରି ଯେଉଁ ବିବୃତି ଦେଇଛନ୍ତି, ତାହା…
Read More...

ଚାରା ମହାଦୁର୍ନୀତି, ସମବାୟ ଦୁର୍ନୀତି, ଓମଫେଡ ଘୋଟାଲାରେ ସିବିଆଇ ତଦନ୍ତ ଦାବି କଲା -ବିଜେପି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ସ୍ୱଚ୍ଛତାର ଡିଣ୍ଡିମ ପିଟୁଛନ୍ତି । ନିଜେ ଦୁର୍ନୀତିରେ ବୁଡି ରହିଛନ୍ତି । ରାଜ୍ୟରେ ହୋଇଥିବା ଚାରା ମହାଦୁର୍ନୀତି, ସମବାୟ ଦୁର୍ନୀତି, ଦୁଗ୍ଧଦୁର୍ନୀତି (ଓମଫେଡ) ତାଙ୍କର ଅସଲମୁଖାକୁ ପଦାରେ…
Read More...

ଦାମୋଦର ରାଉତ ଦଳ ବିରୋଧୀ କାର୍ଯ୍ୟରେ ସାମିଲ ଥିଲେ- ନବୀନ

ଭୁବନେଶ୍ବର  :  ଦାମୋଦର ରାଉତ ଦଳବିରୋଧୀ କାର୍ଯ୍ୟରେ ସାମିଲ ଥିଲେ । ସେ ସବୁବଳେ ଦାୟୀତ୍ବ ହୀନ ଓ ଅର୍ଥହୀନ ମନ୍ତବ୍ୟ ଦେୁଥିଲେ । ତେଣୁ ତାଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି । ପାରାଦୀପ ବିଧାୟକ ଦାମୋଦର ରାଉତଙ୍କୁ…
Read More...

ଦାମୋଦର ରାଉତଙ୍କୁ ବହିଷ୍କାର ପ୍ରସଙ୍ଗ : ବିଜେଡିରେ ଗଣତନ୍ତ୍ର ନାହିଁ,ସତ କହିଲେ ମୁଣ୍ଡ ଗଡେ-ବିରୋଧୀ

ଭୁବନେଶ୍ବର  : ବିଜେଡିରୁ ଦାମଙ୍କ ବହିଷ୍କାର ପରେ ରାଜ୍ୟ ରାଜନୀତି ସରଗରମ ହୋଇଯାଇଛି ।  ଉଭୟ  କଂଗ୍ରେସ ଓ ବିରୋଧୀ ଏହି ପ୍ରସଙ୍ଗ ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ  କହିବା ସହ ରାଜ୍ୟ ସରକାର ଓ ବିଜେଡିକୁ  ଟାର୍ଗେଟ କରିଛନ୍ତି ।…
Read More...

ବିଜେଡିରୁ ବିଦା ହେଲେ ଦାମଦୋର ରାଉତ, ଦଳରୁ ବହିଷ୍କାର କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବିଜୁ ଜନତା ଦଳ ବିଜେଡିର ବରିଷ୍ଠ ନେତା ପୂର୍ବତନ ମନ୍ତ୍ରୀ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ବିଜେଡିରୁ ବହିଷ୍କୃତ ହୋଇଛନ୍ତି । ବିଜେଡି ବିଜେଡି ସୁପ୍ରିମୋ( ସଭାପତି ) ତଥା ମୁଖ୍ୟମନ୍ତ୍ରୀ ନବୀନ…
Read More...

୨୪ରେ ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ, ମହିଳା ମହାସମାବେଶରେ ଦେବେ ଗୁରୁ ମନ୍ତ୍ର

ଭୁବନେଶ୍ବର : ୨୩ରୁ ତିନି ଦିନ ପୁରୀରେ ହେବ ବିଜେପି ମହିଳା ମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରିଣୀ ।  ଏହା ସହ ସରକାରଙ୍କ ବିରୋଧରେ ମହିଳା ମହା ସମାବେଶ କରିବ ବିଜେପି । ରଣନୀତିକୁ ସାକାର ରୂପ ଦେବାକୁ ଓଡିଶା ଆସୁଛନ୍ତି ବିଜେପି…
Read More...

ଜୟ ଫର୍ମୁଲା,ବିଜେଡିରୁ ବିଦା ହେବେ କି ଦାମ ବାବୁ?

ଭୁବନେଶ୍ୱର :ଦଳ ବିରୋଧୀ କାମ ପାଇଁ ବିଜେଡିରୁ ଯେମିତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବହିଷ୍କାର ପାଇଁ ବାଟ ବାହାରିଥିଲା ଠିକ ସେମିତି ଏବେ ବୋଧ ହୁଏ ଆରମ୍ଭ ହୋଇଛି ବିଧାୟକ ଦାମୋଦର ରାଉତଙ୍କ ପାଇଁ । ଦଳ ବିରୋଧରେ…
Read More...

ଭାରତ ବନ୍ଦରେ କଂଗ୍ରେସର ଅସ୍ତ୍ର ଗୋଲାପ ଓ ଠେଙ୍ଗା: ୯ ଘଣ୍ଟା ସାରା ଓଡିଶାରେ ଚକା ଜାମ୍ ,ଜୀବନ ଯାତ୍ରା ପ୍ରଭାବିତ

ଭୁବନେଶ୍ବର : ଓଡ଼ିଶାରେ ମଧ୍ୟ ଭାରତ ବନ୍ଦ ସଫଳ କରିବାକୁ ଭରପୁର ଚେଷ୍ଟା କରିଥିଲା କଂଗ୍ରେସ । ତେଲ ଦର ବୃଦ୍ଧି ପ୍ରତିବାଦରେ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ  ରାସ୍ତାକୁ ଓହ୍ଲାଇଥିଲେ କଂଗ୍ରେସ ନେତା ଆଉ କର୍ମୀ ।…
Read More...