Browsing Category

Politics

ମୁହଁ ଖୋଲିଲେ ଦାମ: କହିଲେ ନବୀନଙ୍କ ସମୀକ୍ଷା ବୈଠକରେ ମୋତେ ଡକାଯାଇନି,ପୁଅ କଣ ବିଧାୟକ ପତ୍ରିନିଧି ?

ଭୁବନେଶ୍ୱର  : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଜଗତସିଂହପୁର ଜିଲ୍ଲା ସମୀକ୍ଷା ବୈଠକୁ ଜିଲ୍ଲାର ସବୁ ବିଧାୟକ ଓ ନେତାଙ୍କୁ ଡକାଯାଇଥିଲା । ହେଲେ ଏହି ବୈଠକୁ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ଡକାଯାଇ ନଥିଲା…
Read More...

ଜଗତସିଂହପୁର ଜିଲ୍ଲା ସାଂଗଠିନକ ସ୍ଥିତି ସମୀକ୍ଷା କଲେ ନବୀନ : ବୈଠକକୁ ଆସିଲେନି ଦାମ

ଭୁବନେଶ୍ୱର : ଜଗତସିଂହପୁର ଜିଲ୍ଲା ସାଂଗଠିନକ ସ୍ଥିତି ସମୀକ୍ଷା ନେଇ ନବୀନ ନିବାସରେ ଦଳର ସଭାପତି ନବୀନ ପଟ୍ଟନାୟକ ବୈଠକ ଡାକିଥିଲେ। ଏହି ବୈଠକରେ ଦଳର ସୁପ୍ରିମୋ ଜଗତସିଂହପୁର ଜିଲ୍ଲାର ସାଂଗଠନିକ ସ୍ଥିତିର ସମୀକ୍ଷା…
Read More...

ମହିଳା ଓ ନାବାଳିକା ସୁରକ୍ଷା ପ୍ରସଙ୍ଗରେ ୧୭ରୁ ବିଜେପିର ରାଜ୍ୟବ୍ୟାପୀ “ମହିଳା ସୁରକ୍ଷା ଯାତ୍ରା”

ଭୁବନେଶ୍ୱର  : ସଂପ୍ରତି ରାଜ୍ୟରେ ବଢି ଚାଲିଥିବା ମହିଳା ଅତ୍ୟାଚାର ଓ ଧର୍ଷଣ, ନାବାଳିକା ଦୁଷ୍କର୍ମ ଆଦି ଘଟଣା ବର୍ତମାନ ସବୁଠୁ ଅଧିକ ଚିନ୍ତାର ବିଷୟ ହୋଇଛି । ଧର୍ଷଣ ଶିକାର ହୋଇ ମୃତ୍ୟୁବରଣ କରିଥିବା ବହୁ ଚର୍ଚ୍ଚିତ…
Read More...

ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା

ଭୁବନେଶ୍ୱର : ରାଜ୍ୟସଭାରେ ବିଜୁ ଜନତା ଦଳର ସଂସଦୀୟ ଦଳ ନେତା ଭାବେ ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଦାୟିତ୍ୱ ତୁଲାଇବେ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି । ଏ ସଂକ୍ରାନ୍ତରେ ବିଜୁ ଜନତା ଦଳ ସଭାପତି ମାନ୍ୟବର…
Read More...

ରାଜ୍ୟ ରାଜନୀତିରେ ଏବେ ପରିବର୍ତ୍ତନ ବିଜେପି ପାଇଁ ଚ୍ୟାଲେଞ୍ଜ

ଭୁବନେଶ୍ୱର : ରାଜ୍ୟ ରାଜନୀତିରେ ଏବେ ପରିବର୍ତ୍ତନ ଆସିଛି । ବିଶେଷକରି ରାଜ୍ୟ କଂଗ୍ରେସ ମୁଖିଆ ପରିବର୍ତ୍ତନ ହେବା ପରେ ରାଜନୈତିକ ବାତାବରଣ ବଦଳିବାକୁ ଯାଉଛି । ଏବେ କୁହାଯାଉଛି ବିଜେପି ପାଇଁ କଷ୍ଟକର ସମୟ ଆସୁଛି । ବିଜେଡି…
Read More...

କଂଗ୍ରେସରେ ଶ୍ରୀକାନ୍ତଙ୍କ ଡାର୍ଟ ପଲିଟିକ୍ସ !

ଭୁବନେଶ୍ୱର : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଓ ଏବର କଂଗ୍ରେସ ଇସ୍ତାହାର କମିଟି ଅଧ୍ୟକ୍ଷ ଶ୍ରୀକାନ୍ତ ଜେନା । ରାଜ୍ୟ କଂଗ୍ରେସ ରାଜନୀତିରେ ପଟ୍ଟନାୟକ ପରିବାରର କଠୋର ବିରୋଧୀ ଭାବେ ବେଶ ଜଣାଶୁଣା । ୨୦୧୪ ନିର୍ବାଚନ ପୂର୍ବରୁ…
Read More...

ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ : କୃଷି ମନ୍ତ୍ରୀ ମହାରଥୀଙ୍କ ମହାଚାଲ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଚାଷୀ ଆତ୍ମହତ୍ୟା । କେତେବେଳେ ଅନାବୃଷ୍ଟି ଯୋଗୁ ଫସଲ ହାନି, ପୁଣି କେବେ ଫସଲ ଉଜାଡୁଛି ରୋଗପୋକ । ଆଉ କେବେ ଋଣ ଯନ୍ତାରୁ ମୁକୁଳି ନପାରି ଚାଷୀ ନେଉଛି ଆତ୍ମହତ୍ୟା ପାଇଁ ଚରମ…
Read More...

ଜୟଙ୍କୁ ମାଡରେ ତଥାଗତ ସାଇଜ!

ଭୁବନେଶ୍ବର : ବିରି ମାଡ଼ ଦେଖି କୋଳଥ ଚେପା ଭଳି ଏବେ ବିଜେଡି ସାଂସଦ ତଥାଗତ ସତପଥୀଙ୍କ ଅବସ୍ଥା ହୋଇଥିବା ରାଜନୈତିକ ମହଲରେ ବେଶ ଆଲୋଚନା ଚାଲିଛି। ଏପରିକି ବିଜେଡି ଭିତରେ ବି ତଥାଗତଙ୍କ ନିରବତାକୁ ଦେଖି ଆଶ୍ଚର୍ଯ୍ୟ ପ୍ରକଟ…
Read More...

ଶଙ୍ଖ ଧରିବେ ହାତ ବିଧାୟକ ନବ ଦାସ

ଝାରସୁଗୁଡା : ଝାରସୁଗୁଡା ବିଧାୟକ ନବ ଦାସ ଶଙ୍ଖ ଫୁଙ୍କିବାକୁ ସଜବାଜ ହେଉଥିବା ଇଶାରା ଦେଲେଣି ା ନିକଟରେ ଝାରସୁଗୁଡାରେ ବିଜୁ ଏକ୍ସପ୍ରେସ୍ େଓ୍ବ ଉଦ୍ଘାଟନୀ ସମାରୋହରେ ନବ ବାବୁ ମୁଖ୍ୟମନ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ…
Read More...

ଏପ୍ରିଲରେ ଓଡିଶା ଆସିବେ ଅମିତ ଶାହ

ଭୁବନେଶ୍ବର: ଏପ୍ରିଲରେ ଓଡିଶା ଆସିବେ ବିଜେପିର ରାଷ୍ଟ୍ରିୟ ଅଧ¥କ୍ଷ ଅମିତ ଶାହ । ଏପ୍ରିଲ ପ୍ରଥମ କିମ୍ବା ଦ୍ବିତୀୟ ସପ୍ରାହରେ ଆସିବେ ସେ ନେଇ ତାରିଖ ସ୍ପଷ୍ଟ ହୋଇନି । ହେଲେ ଏଥର ଅମିତଙ୍କ ଲକ୍ଷ¥ ରହିଛି ପଶ୍ଚିମ ଓଡିଶା ।…
Read More...

ବିଜେଡିରେ ଘର ବାହୁଡା : ରଘୁ ପରେ କିଏ ?

ଭୁବନେଶ୍ବର: ଘର ସଜାଡିବା ଆରମ୍ଭ କଲାଣି ବିଜେଡି  । ୨୦୧୯ ପୂର୍ବରୁ ଦଳର ସ୍ଥିତିକୁ ମଜଭୁତ କରିବାକୁ କିଛି ଦଳଛଡା ଓ ଦଳରୁ ବିଦା ହୋଇଥିବା ନେତା ବିଜେଡିକୁ ଫେରିବେ । ତେବେ କିଏ ଫେରିଲେ ଦଳ ଲାଭରେ ରହିବ ସେନେଇ କେସ୍ ଟୁ…
Read More...

ବିଜେପୁରରେ ଜବତ ୪୦ ଲକ୍ଷ ୫୦ ହଜାର ଟଙ୍କା କାହାର? ବିଜେଡି- ବିଜେପି ଅଠାବୋଳା ବୋଳି

ଭୁବନେଶ୍ବର, ବିଜେପୁର ଉପନିର୍ବାଚନରେ ୩ ଲକ୍ଷ ୨୦ ହଜାର ଟଙ୍କା ଜବତ ପରେ ଗତକାଲି ପୁଣି ଜବତ ହୋଇଛି ୪୦ ଲକ୍ଷ ଟଙ୍କା । ଏହି ଟଙ୍କା କାହାର ତାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଘଟଣାକୁ ନେଇ ଉଭୟ ବିରୋଧୀ ପରସ୍ପର ଉପରେ ଆରୋପ…
Read More...

ବିଜେପୁରରେ  ବଡ ବ୍ୟବଧାନରେ ଜିତିବ ବିଜେଡି- ନବୀନ

ଭୁବନେଶ୍ବର : ବିଜେପୁର ଉପନିର୍ବାଚନରେ ବିଜେଡି ଭଲ ଭୋଟ ବ୍ୟବଧାନରେ ଜିତିବ । ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଓ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ହିଁ ଜିତିବାର ମୁଖ୍ୟ କାରଣ ହେବ ବୋଲି କହିଛନ୍ତି ନବୀନ । ୪ ଦିନିଆ ଦିଲ୍ଲୀରେ…
Read More...

ବିଜେପୁର ଉପନିର୍ବାଚନ: ତିନି ଦଳର କ୍ୟାମ୍ପେନ୍ କମ୍ପୁଛି ବିଜେପୁର

ବିଜେପୁର :  ଚାଲିଛି ବିଜେପୁର ବ୍ୟାଟେଲ୍ । ବାଜା ରୋଷଣୀ ହାଲ୍ଲାବୋଲ, କ୍ୟାମ୍ପେନ୍ ଷ୍ଟାଇଲରେ କମ୍ପୁଛି ବିଜେପୁର ଦାଣ୍ଡ। କିନ୍ତୁ ଭିତରେ ଚାଲିଛି ଭୟଙ୍କର ରଣନୀତି । କଳେବଳେ କୌଶଳେ ବିଜେପୁର ଦଖଲ ପାଇଁ ବ୍ଲୁ ପ୍ରିଣ୍ଟ…
Read More...