Browsing Category
Politics
ଜାତୀୟ ରାଜନୀତିରେ ଚର୍ଚ୍ଚାରେ ବିଜେଡି : ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରାଜ୍ୟସଭା ଡେପୁଟି ଚେୟାରମ୍ୟାନ ଥୋପ
ଭୁବନେଶ୍ବର : ବିଜେଡି କୁ ନେଇ ଜାତୀୟ ରାଜନୀତିରେ ଜୋର ଚର୍ଚ୍ଚା। ମୋଦି ବ୍ରେକ ଦେବାକୁ କଂଗ୍ରେସ ସମର୍ଥିତ ଆଞ୍ଚଳିକ ଦଳ ଏକାଠି ହେଉଥିବାବେଳେ ସେଥିରେ ବିଜେଡିକୁ ସାମିଲ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଖୋଦ ରାହୁଲ…
Read More...
Read More...
ବିଜେଡି ଛାଡିଲେ ବୈଜୟନ୍ତ : ନବୀନଙ୍କୁ ଲେଖିଲେ ୩ ଫର୍ଦ୍ଦିଆ ଚିଠି, ସାଂସଦ ପଦରୁ ବି ଦେବେ ଇସ୍ତଫା
ଭୁବନେଶ୍ୱର : ବିଜେଡିରୁ ଇସ୍ତଫା ଦେଲେ ବୈଜୟନ୍ତ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ଏକ ୩ଫର୍ଦ୍ଦିଆ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି ବୈଜୟନ୍ତ ପଣ୍ଡା । ସେଥିରେ ସେ ସ୍ପଷ୍ଟଭାବେ ଲେଖିଛନ୍ତି ଯେ ଯେହେତୁ ତାଙ୍କ…
Read More...
Read More...
ମୋଦି ପୁରୀରୁ ପ୍ରାର୍ଥୀ ହେବେ ଗଣମାଧ୍ୟମରେ ଚର୍ଚ୍ଚା , ଅମିତ୍ ଶାହାଙ୍କ ଅସ୍ବୀକାର
ଭୁବନେଶ୍ୱର:୨୦୧୯ରେ ମୋଦି ପୁରୀରୁ ଲୋକସଭା ପ୍ରାର୍ଥୀ ହେବେ ବୋଲି ଗଲା କିଛି ଦିନ ଧରି କିଛି ଜାତୀୟ ଗଣମାଧ୍ୟମରେ ଯେଉଁ ଚର୍ଚ୍ଚା ଚାଲିଥିଲା ତାହାକୁ ଆଜି ଖଣ୍ଡନ କରିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ।…
Read More...
Read More...
ମୋଦି ଜଣେ ମାଷ୍ଟର କମୁନିକେଟର୍ : ରାହୁଲ ଗାନ୍ଧି
ନୂଆଦିଲ୍ଲୀ :କଟକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସରକାରର ୪ ବର୍ଷର ସଫଳତା ବଖାଣିଛନ୍ତି । ତେବେ ତା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ମୋଦି ସରକାରକୁ ଦେଇଛନ୍ତି ରିପୋର୍ଟ କାର୍ଡ । କୃଷି, ବିଦେଶ…
Read More...
Read More...
ମୋଦି ଓ ନବୀନ ସରକାରଙ୍କୁ ଟାର୍ଗେଟ କରି ବର୍ଷିଲେ କପିଲ ଶିବଲ
ଭୁବନେଶ୍ବର : ମୋଦି ଓ ନବୀନ ସରକାରଙ୍କୁ ଟାର୍ଗେଟ କରି ବର୍ଷିଲେ କପିଲ ଶିବଲ । କେନ୍ଦ୍ର ସରକାରଙ୍କ ୪ବର୍ଷର ବିଫଳତାକୁ ପଏଣ୍ଟଆଉଟ୍ କରିବା ସହ ରାଜ୍ୟର ନବୀନ ସରକାରଙ୍କୁ ଦୋଷ ଦୁର୍ବଳତା ବଖାଣିଥିଲେ କଂଗ୍ରେସର ବରିଷ୍ଠ…
Read More...
Read More...
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କୋଟି କୋଟି ଭାରତୀୟଙ୍କ ବିଶ୍ୱାସକୁ ଜିତିପାରିଛନ୍ତି : ଡ.ସମ୍ବିତ ପାତ୍ର
ଭୁବନେଶ୍ୱର: ୨୦୧୪ ପୂର୍ବରୁ ଦେଶରେ ଏକ ଅବିଶ୍ୱାସ ଏବଂ ଭଷ୍ଟ୍ରାଚାରର ପରିବେଶ ଥିଲା । କଂଗ୍ରେସ ୨ଜି, ୩ଜି, ସ୍ପେଟ୍ରମ, କୋଲ ଗେଟ୍, କମନ ୱଲଥ୍ ଗେମ୍ ଭଳି ଅନେକ ଦୁର୍ନୀତିରେ କୋଟି କୋଟି ଟଙ୍କା ଦେଶର ସାଧାରଣଜନତାଙ୍କଠାରୁ…
Read More...
Read More...
ବିଜେଡିର ମହାନଦୀ ସୁରକ୍ଷା ଅଭିଯାନ ଶେଷ : କେନ୍ଦ୍ରଉପରେ ବର୍ଷିଲେ ନବୀନ
ପାରାଦ୍ବୀପ : ଶେଷ ହେଲା ବିଜେଡିର ମହାନଦୀ ସୁରକ୍ଷା ଅଭିଯାନ। ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରସରକାରଙ୍କ ଉପରେ ବର୍ଷିଛନ୍ତି । ବିଜେପି ନେତା ମହାନଦୀଙ୍କୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଥିବା…
Read More...
Read More...
ଫିଟନେସ୍ ପଲିଟିକ୍ସ : ବିରୋଧୀଙ୍କ ମୋଦିଙ୍କୁ ଚାଲେଞ୍ଜ
ଭୁବନେଶ୍ବର : ଆଗରୁ ଅନେକ ଥର ମୋଦିଙ୍କ ଫିଟନେସ୍ ନେଇ ଚର୍ଚ୍ଚା ହୋଇଛି । ଦିନକୁ ୧୮ଘଣ୍ଟା କାମ କରିବା, ମାରାଥନ ପ୍ରଚାର କରିବା ହେଉ କି ଯୋଗାସନ କରିବା ହେଉ । ହେଲେ ଏଥର ବିରାଟ କୋହଲିଙ୍କ ଫିଟନେସ୍ ଚାଲେଞ୍ଜକୁ ଗ୍ରହଣ କରି…
Read More...
Read More...
କଟକରେ ହିସାବ ଦେବେ ପ୍ରଧାନମନ୍ତ୍ରୀ : ବିଜେପି ଜନଜାଗରଣ ସମାବେଶକୁ ନେଇ ଯୋର ଧରିଲା ରାଜନୀତି
ଭୁବନେଶ୍ବର : କଟକରେ ପହରଦିନ ମୋଦି ବଜାଇବେ ବାଜା । ଦେଶବାସୀଙ୍କ ଆଗରେ ବଖାଣିବେ ନିଜ ସରକାରର ୪ ବର୍ଷର ସଫଳତା । ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଦିନରାତି ଏକ୍ କରି ଦେଇଛି…
Read More...
Read More...
ତୈଳଦର ଅଣାୟତ, କେନ୍ଦ୍ର ସରକାର ନୀରବଦ୍ରଷ୍ଟା : ବିଜେଡ଼ି
ଭୁବନେଶ୍ୱର: ଦେଶରେ ପେଟ୍ରୋଲ ଓ ଡ଼ିଜେଲ ଦର ବୃଦ୍ଧି ଅଣାୟତ ହୋଇପଡ଼ିଛି । ଏହା ଗ୍ରାହକଙ୍କ ପକେଟ୍ ଉପରେ ବଡ଼ ଧରଣର ପ୍ରଭାବ ପକାଇଛି । ଏଭଳି ଅହେତୁକ ଦରବୃଦ୍ଧି ଯୋଗୁ ସବୁ ବର୍ଗର ଲୋକ ପ୍ରଭାବିତ ହୋଇଛନ୍ତି । ଓଡ଼ିଶାରେ ଆଜି…
Read More...
Read More...
ପଂଚମ ଦିନରେ ବିଜେପି ମହିଳା ସୁରକ୍ଷା ଯାତ୍ରା, ନାରୀମାନେ ନିଜର ଅଧିକାର ପାଇଁ ପ୍ରତିବାଦ କରନ୍ତୁ-ମହିଳାମୋର୍ଚ୍ଚା
ଭୁବନେଶ୍ୱର : ରାଜ୍ୟରେ ବଢୁଥିବା ନାବାଳିକା ଦୁଷ୍କର୍ମ ଏବଂ ମହିଳା ହିଂସାର ପ୍ରତିବାଦ ସହ ମହିଳାମାନଙ୍କୁ ନିଜର ଅଧିକାର ସଂପର୍କରେ ସଚେତନତା ସୃଷ୍ଟି କରାଇବା ପ୍ରସଙ୍ଗରେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଆରମ୍ଭ ହୋଇଥିବା…
Read More...
Read More...
ଶପଥ ନେଲେ କୁମାରସ୍ବାମୀ : ଏକାଠି ହେଲେ ମୋଦି ବିରୋଧୀ ଯୋଗ ଦେଲେନି କେସିଆର୍ ଏବଂ ନବୀନ
ଭୁବନେଶ୍ବର : କୁମ୍ରାସ୍ବାମୀଙ୍କ ଶପଥ ସମାରୋହରେ ମୋଦି ବିରୋଧୀ ମେଳି । ୧୯ ବେଳକୁ ମୋଦି ୱେଭରେ ବ୍ରେକ୍ ଲଗାଇବାକୁ ଜୋରଦାର୍ ପ୍ରୟାସ । କଂଗ୍ରେସ ସମେତ ସବୁ ଆଞ୍ଚଳିକ ଦଳର ହେବିୱେଟ୍ କରିଛନ୍ତି ଶକ୍ତି ପ୍ରଦର୍ଶନ । କିନ୍ତୁ…
Read More...
Read More...
ସପ୍ତମ ଦିନରେ ସୁରକ୍ଷା ଜନଜାଗରଣ ଯାତ୍ରା : ମଲକ୍ଷ୍ୟ ହାସଲ କରିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବୁ – ବିଜେଡ
ଭୁବନେଶ୍ୱର : ମହାନଦୀ ସୁରକ୍ଷା ଲାଗି ସଂଗ୍ରାମ ଅବ୍ୟାହତ ରହିବ । ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ମା’, ମାଟି ଓ ମହାନଦୀ ପାଇଁ ଲଢ଼େଇ କରିବାକୁ ଆମ ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଆହ୍ୱାନ ଅକ୍ଷରେ ଅକ୍ଷରେ ଆମେ ପାଳନ…
Read More...
Read More...
ଚତୁର୍ଥ ଦିନରେ“ମହିଳା ସୁରକ୍ଷା ଯାତ୍ରା”: ମୁଖ୍ୟମନ୍ତ୍ରୀଙ୍କ ‘ଜିରୋ ଟଲେରାନ୍ସ’ କେବେ ହେବ କାର୍ଯ୍ୟକାରୀ ?-ସଂଗୀତା…
ଭୁବନେଶ୍ୱର : ରାଜ୍ୟରେ ବଢୁଥିବା ନାବାଳିକା ଦୁଷ୍କର୍ମ ଏବଂ ମହିଳାଙ୍କ ପ୍ରତି ହେଉଥିବା ହିଂସାର ପ୍ରତିବାଦ ସହ ମହିଳାମାନଙ୍କୁ ନିଜର ଅଧିକାର ସଂପର୍କରେ ସଚେତନତା ସୃଷ୍ଟି କରାଇବା ପ୍ରସଙ୍ଗରେ ବିଜେପି ମହିଳା ମୋର୍ଚ୍ଚା…
Read More...
Read More...
