Browsing Category

Politics

ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳଙ୍କ ହତ୍ୟାକାରୀଙ୍କୁ ଗିରଫ କରିବା ଦାବିରେ ଡିଜିପିି ଅଫିସ ଘେରାଉ କଲା ବିଜେପି

କଟକ  : ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରରୋଚନାରେ ଭାରତୀୟ ଜନତା ପାର୍ଟୀର ବରିଷ୍ଠ କାର୍ଯ୍ୟକର୍ତା ତଥା କଟକ ଜିଲ୍ଲା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା…
Read More...

ମିଲ୍ ମାଲିକ ଓ ରାଜ୍ୟସରକାରଙ୍କ ମଧୁଚନ୍ଦ୍ରିକାରେ ମଣ୍ଡିକୁ ମିଳୁଥିବା କେନ୍ଦ୍ରୀୟ ଅର୍ଥର ହରିଲୁଟ୍ ହେଉଛି: ବିଜୟ ପାଲ…

ଭୁବନେଶ୍ୱର : ରାଜ୍ୟରେ ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ବିଜେପି ତରଫରୁ ଚାଲିଥିବା ମଣ୍ଡିଚାଲ ଅଭିଯାନ କ୍ରମରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକର କାକରୁଦ୍ରପୁର ଧାନମଣ୍ଡିକୁ ରାଜ୍ୟ ବିଜେପିର ଏକ…
Read More...

ମାହାଙ୍ଗା ଡବଲ ମର୍ଡର : ଅପରାଧି ଗିରଫ ନେଇ ବିଜେପି ନେତ୍ରୀ ଅବଗତ ନାହାନ୍ତି-ବିଜେଡି

ଭୁବନେଶ୍ୱର: ମାହାଙ୍ଗା ଡବଲ ମର୍ଡରକୁ ନେଇ ରାଜନୀତି କରୁଛନ୍ତି ବିରୋଧୀ । ଘଟଣାରେ ପୋଲିସ ୭ ଜଣଙ୍କୁ ଗିରଫ କରିସାରିଲାଣି । କିନ୍ତୁ, ରାଜନୀତି ସରୁନି । ବିଜେପି ଓଡ଼ିଶା ପ୍ରଭାରୀ ଡି.ପୁରନ୍ଦେଶ୍ୱରୀଙ୍କ ପ୍ରେସମିଟର ଜବାବ…
Read More...

ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟ ସିଂହ ବରାଳଙ୍କ ପରିବାରକୁ ସମବେଦନା ଜଣାଇଲେ ବିଜେପି ରାଜ୍ୟ ପ୍ରଭାରୀ…

ଭୁବନେଶ୍ୱର : ବିଜେପିର ବରିଷ୍ଠ କାର୍ଯ୍ୟକର୍ତା ତଥା କଟକ ଜିଲ୍ଲା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ଘଟଣା…
Read More...

ମୋଦି ସରକାରଙ୍କ ଯୋଜନାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା ବିଜେପି କାର୍ଯ୍ୟକର୍ତାଙ୍କ ଦାୟୀତ୍ୱ : ପ୍ରହଲ୍ଲାଦ ଯୋଶୀ

ଭୁବନେଶ୍ୱର : ଓଡିଶାକୁ ମୋଦି ସରକାର ଗରିବ କଲ୍ୟାଣ ଯୋଜନାର ପ୍ରୟୋଗଶାଳା କରିଛନ୍ତି । ରାଜ୍ୟର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ । ମୋଦି ସରକାରଙ୍କ ସମସ୍ତ କଲ୍ୟାଣକାରୀ ଯୋଜନାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା…
Read More...

ଆଗାମୀ ଦିନରେ ରାଜ୍ୟରେ ବିଜେପି ସରକାର ଗଠନ କରିବ : ବିଜୟ ପାଲ ସିଂ ତୋମାର

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନକଲ୍ୟାଣକାରୀ ଯୋଜନା ଏବଂ ସବକା ସାଥ ସବକା ବିକାଶ ନୀତି ଦ୍ୱାରା ବିଜେପି ସାରା ଦେଶରେ ବିଶ୍ୱାସ ଭାଜନ ହୋଇପାରିଛି । ପୂରା ଦେଶରେ ବିଜେପିର ଲୋକପ୍ରିୟତା ବଢିଛି । ଗତ…
Read More...

ଅପରାଧ ଘଟଣାକୁ ନେଇ ବିଜେପି ଶସ୍ତା ରାଜନୀତି କରୁଛି : ବିଜେଡି

ଭୁବନେଶ୍ୱର : ବିଜେଡି ସରକାର ଅପରାଧିକ କାର୍ଯ୍ୟକଳାପ ଓ ଅପରାଧିଙ୍କ ବିରୁଦ୍ଧରେ ସର୍ବଦା କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଜାଣି ମଧ୍ୟ ରାଜ୍ୟ ବିଜେପି ନେତାମାନେ ଅପରାଧ ଘଟଣାକୁ ନେଇ ରାଜ୍ୟରେ ଶସ୍ତା ରାଜନୀତି…
Read More...

ମାହାଙ୍ଗା ଡବଲ ମର୍ଡର ପଛରେ କିଏ ? ତନାଘନା କରୁଛି  ପୋଲିସ

ଭୁବନେଶ୍ବର : ମାହାଙ୍ଗାର ପୂର୍ବତନ ବ୍ଲକ୍ ଚେୟାରମ୍ୟାନ ଓ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଅଭିଯୋଗର ତନାଘନା କରୁଛି ପୋଲିସ । ଡିଆଇଜି ଆଶିଷ ସିଂ, କଟକ ଏସ୍‌ପି, ଫରେନସିକ ଟିମ ସହ…
Read More...

ପ୍ରଧାନମନ୍ତ୍ରୀ ମୋଦି କାଳେ ନାଁ ନେଇଯିବେ ; ଏପ୍ରକାର ଡରରେ ନରହି ରାଜ୍ୟ ସରକାର ନିଜ କର୍ତବ୍ୟ ପାଳନ କରନ୍ତୁ –…

ଭୁବନେଶ୍ୱର : ରାଜ୍ୟରେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)ଙ୍କୁ ଉଭୟ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଓ ସାମାଜିକ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ (ଏସ୍‌ଇବିସି)ଙ୍କୁ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ଦିଆନଯିବା ରାଜ୍ୟ…
Read More...

ମୁଖ୍ୟମନ୍ତ୍ରୀଙ୍କ ପୁରୀ ଠାରେ ଆନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ଦାବି ରାଜ୍ୟ ବିକାଶ ପ୍ରତି ଥିବା ପ୍ରତିବଦ୍ଧତାକୁ…

ଭୁବନେଶ୍ବର : ବିଶ୍ୱ ପ୍ରସିଦ୍ଧ ଶ୍ରୀକ୍ଷେତ୍ର ପୁରୀରେ ଏକ ଅନ୍ତଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆ ବର୍ଷରେ…
Read More...

ବିଜୁ ପକ୍କା ଘର ତିଆରି ରାଜ୍ୟ ସରକାରଙ୍କ ସଫଳତା ଦେଖି ବିଜେପି ଈର୍ଷାନିତ, ଭୟବିତ ଓ ବିଚଳିତ : ଲେନିନ ମହାନ୍ତି

ଭୁବନେଶ୍ୱର : ବିଜୁ ପକ୍କା ଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଂପର୍କରେ ବିଜେପି ନେତାଙ୍କ ପାଖରେ ବୋଧ ହୁଏ କିଛି ତଥ୍ୟ ନାହିଁ । ରାଜ୍ୟରେ ପକ୍କା ଘର ତିଆରି ଲାଗି କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ପୁରସ୍କୃତ…
Read More...

ଓଡିଶାର ଶେଷ ଯୋଗ୍ୟ ହିତାଧିକାରୀ ଘର ପାଇବା ପର୍ଯ୍ୟନ୍ତ ଲଢେଇ ଜାରି ରଖିବବିଜେପି : ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର : ରାଜ୍ୟସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜାନାର ଫଳକରେ ପ୍ର.ଆ.ଯୋ ଲେଖି ଷ୍ଟିକର ମାରିବା ଏବଂ ତଳେ ବିଜୁ ବାବୁଙ୍କ ବଡ ଫଟୋ ସହ ବିଜୁ ପକ୍କା ଘର ଯୋଜନା ଲେଖି ଓଡିଶାବାସୀଙ୍କୁ ଭ୍ରମିତ କରିଚାଲିଥିଲେ । କେବଳ…
Read More...

‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ବ୍ୟବସ୍ଥା ହେଲେ ଦେଶରେ ନିର୍ବାଚନ ଖର୍ଚ୍ଚ ହ୍ରାସ ହେବା ସହ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ…

ଭୁବନେଶ୍ୱର : ଦେଶରେ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ବ୍ୟବସ୍ଥା ଲାଗୁ ହେଲେ ନିର୍ବାଚନ ମଡେଲ କୋଡ କାର୍ଯ୍ୟକାରୀ ହେବା ପରେ ଉନ୍ନୟନ କାର୍ଯ୍ୟ ଯେଉଁ ପରିମାଣରେ ବାଧାପ୍ରାପ୍ତ ହେଉଥିଲା ତାହା ହେବ ନାହିଁ ଏବଂ ମାନବ ସମ୍ବଳ,…
Read More...

ମୋଦି ସରକାର ନୂଆ କୃଷିନୀତି ବାତିଲ୍ କରନ୍ତୁ ଏବଂରାଜ୍ୟ ସରକାର ପଞ୍ଜାବ ଓ କେରଳ ପରି ବିଲ୍ ଆଣିବାକୁ କଂଗ୍ରେସର ଦାବି

ଭୁବନେଶ୍ୱର :  ମୋଦି ସରକାରଙ୍କ ଦ୍ୱାରା ପ୍ରବର୍ତିତ ୩ଟି ଯାକ ନୂଆ କୃଷି ଆଇନ୍ ବିରୋଧରେ ଦେଶ ତମାମ କୃଷକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଉଥିବାରୁ ସରକାର ଏହି କଳା ଆଇନ୍‌ଗୁଡିକୁ କାଳବିଳମ୍ବ ନକରି ପ୍ରତ୍ୟାହାର…
Read More...