Browsing Category

Politics

ପରୀ ହତ୍ୟାକାଣ୍ଡ ଘଟଣା : ସତ କହୁଛି କିଏ?ଗୃହରାଷ୍ଟ୍ରମନ୍ତ୍ରୀ ନା ଏସଆଇଟି ମୁଖ୍ୟ -ପ୍ରଦୀପ୍ତ ନାଏକ

ଭୁବନେଶ୍ୱର : ପରୀ ହତ୍ୟାକାଣ୍ଡ ଘଟଣାରେ ରାଜ୍ୟବ୍ୟାପୀ ଜନଆନ୍ଦୋଳନ ହେଉଥିବା ସମୟରେ ପରୀର ବାପା ମା’ ହତ୍ୟାକାରୀ ବାବୁଲି ନାଏକ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ କହୁଥିବା ସମୟରେ ଏସଆଇଟି ଜଣେ ନାବାଳକକୁ ଗିରଫ କରିଛି । ପରୀ…
Read More...

ବିଜେଡିର ପ୍ରଥମ କାର୍ଯ୍ୟକାରିଣୀ ବୈଠକ : ରାଜ୍ୟର ହକ୍ ଓ ସ୍ଵାର୍ଥ ପାଇଁ ଦଳର ରଣନୀତି ପ୍ରସ୍ତୁତ , ୯ଟି ପ୍ରସ୍ତାବ ଉପରେ…

ଭୁବନେଶ୍ୱର  : ବିଜେଡି କାର୍ଯ୍ୟକାରୀଣୀ ବୈଠକରେ ରଣନୀତି ସ୍ଥିର ହେବା ସହ ୯ଟି ପ୍ରସ୍ତାବ ଗୃହୀତ ହୋଇଛି। ରାଜ୍ୟର ହକ ଓ ସ୍ବାର୍ଥ ପାଇଁ କେନ୍ଦ୍ର ବିରୋଧରେ ବିଜେଡି ଲଢ଼େଇ ଜୋରଦାର କରିବ। ସେଥିପାଇଁ କାର୍ଯ୍ୟ ଖସଡା ପ୍ରସ୍ତିତ…
Read More...

ଅଗ୍ରାଧିକାର ଭିତ୍ତିରେ ଲୋକଙ୍କ କାମ  କରିବାକୁ ଦଳୀୟ କର୍ମକର୍ତ୍ତାଙ୍କୁ  ନବୀନଙ୍କ ଆହ୍ଵାନ

ଭୁବନେଶ୍ୱର: ଅଗ୍ରାଧିକାର ଭିତ୍ତିରେ ଲୋକଙ୍କ କାମ  କରିବାକୁ ଦଳୀୟ କର୍ମକର୍ତ୍ତାଙ୍କୁ  ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ଵାନ । ଆଜି ବିଜୁ ଜନତା ଦଳର ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟଠାରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ…
Read More...

ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ରାଜନୈତିକ ପ୍ରସ୍ତାବ ଗୃହୀତ : କେନ୍ଦ୍ରର ଅବହେଳା, ଅଣଦେଖା ଓ ନକରାତ୍ମକ ଆଭିମୁଖ୍ୟ…

ଭୁବନେଶ୍ୱର  : ବିଜେଡି କାର୍ଯ୍ୟକାରିଣୀ ବୈଠକରେ ରାଜନୈତିକ ପ୍ରସ୍ତାବ ଗୃହୀତ । ପୁଣି କେନ୍ଦ୍ର ଅବହେଳା ପ୍ରସଙ୍ଗ ଦୋହରାଇଲା ଦଳ। କେନ୍ଦ୍ରର ଅବହେଳା, ଅଣଦେଖା ଓ ନକରାତ୍ମକ ଆଭିମୁଖ୍ୟ ରାଜ୍ୟ ବିକାଶରେ ବାଧକ ସାଜିଛି । ଏ ସବୁ…
Read More...

ପରୀ ପ୍ରସଙ୍ଗରେ ମାଇଲେଜ ନେବାକୁ ବିଜେପି ହୀନ ରାଜନୀତି କରୁଛି :ବିଜେଡି ସାଂସଦ ପିନାକୀ ମିଶ୍ର

ଭୁବନେଶ୍ୱର: ପରୀ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର । ପରୀ ହତ୍ୟା ପ୍ରସଙ୍ଗରେ ମାଇଲେଜ ନେବାକୁ ବିଜେପି ହୀନ ରାଜନୀତି କରୁଛି ବୋଲି କହିଛନ୍ତି ପିନାକୀ । ମାମଲାରେ SIT ତଦନ୍ତ ଚାଲିଛି ।…
Read More...

ପରୀ ସମେତ ନିଖୋଜ ଶିଶୁମାନଙ୍କୁ ନ୍ୟାୟ ଦେବା ପାଇଁ ଲଢେଇ ଜାରିରହିବ : ବିଜେପି

ଭୁବନେଶ୍ୱର : ନୟାଗଡଜିଲ୍ଲା ଯଦୁପୁରଗାଁର ୫ ବର୍ଷୀୟଝିଅ ‘ପରୀ’ରହୃଦୟ ବିଦାରକହତ୍ୟା ଓ ତତ୍‌ସଂଲଗ୍ନ ଅଙ୍ଗଚୋରୀ ଓ ଦୋଷୀଙ୍କୁଘଂଟଘୋଡାଇବାରକୁତ୍ସୀତ ପ୍ରୟାସରାଜ୍ୟବାସିଙ୍କୁଗଭୀର ଆଘାତ ଦେଇଛି । ଖୋଦ୍ ରାଜ୍ୟସରକାରଙ୍କକ୍ଷମତାଶୀନ…
Read More...

ପ୍ରଦେଶ ଛାତ୍ର କଂଗ୍ରେସର ‘କମ୍ପନ’ ସମାବେଶ ଆୟୋଜିତ

ଭୁବନେଶ୍ୱର : ଓଡିଶାର ଛାତ୍ର ସମାଜର ସ୍ୱାର୍ଥ, ଅଧିକାର ଏବଂ ସ୍ୱାଭିମାନ ପାଇଁ ଲଢ଼େଇ ଉଦ୍ଦେଶ୍ୟରେ ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ନବନିଯୁକ୍ତ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ କମ୍ପନ ସମାବେଶ…
Read More...

ପଂଚମ ଅଟଳ ସମ୍ମାନରେ ସମ୍ମାନୀତ ହେବେ  ଡ. ନବକିଶୋର ରାଉତ

ଭୁବନେଶ୍ୱର : ଡିସେମ୍ବର ୨୫ ତାରିଖରେ ସାରା ଭାରତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଦିବସକୁ ସୁଶାସନ ଦିବସ ଭାବେ ପାଳନ କରାଯାଉଛି । ଏଭଳି ଜଣେ ମହାନ ରାଷ୍ଟ୍ରଭକ୍ତଙ୍କ ଜନ୍ମ ଦିବସକୁ ରାଜ୍ୟ…
Read More...

ଓଡ଼ିଶାବାସୀ ଆମର ବସ୍ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶାବାସୀ ଆମର ବସ୍, ଓଡ଼ିଶା ହକ୍ ପାଇଁ ଲଢ଼େଇ ଚାଲିଛି । ଯୁବ ବିଜେଡି କାର୍ଯ୍ୟକାରିଣୀରେ ଉଦବୋଧନ ଦେଇ ଏହା କହିଛନ୍ତି ଵିଜୁ ଜନତା ଦଳ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ବାଚନ ଜିତି କ୍ଷମତା…
Read More...

୨୬ରେ ବିଜେଡି ପ୍ରତିଷ୍ଠା ଦିବସ : ୨୦ରେ ବିଜେଡ଼ି ରାଜ୍ୟ କାର୍ଯ୍ୟକାରିଣୀ, ୨୧ରେ ପରିବର୍ଦ୍ଧିତ ପରିଷଦ ବୈଠକ

ଭୁବନେଶ୍ୱର : ଆସନ୍ତା ୨୬ ତାରିଖରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ । ୨୩ ବର୍ଷ ପୁରି ଦଳ ୨୪ ବର୍ଷରେ ପଦାର୍ପଣ କରିବାକୁ ଯାଉଛି । ଏହି ଉପଲକ୍ଷେ ପ୍ରତିଷ୍ଠା ଦିବସର ଅବ୍ୟବହିତ ପୂର୍ବରୁ ଆସନ୍ତା ୨୦ ତାରିଖରେ ବିଜୁ ଜନତା…
Read More...

କର୍ମୀଙ୍କ ମନୋବଳ ବଢାଇବାକୁ ବିଜେପିର ଓଡ଼ିଶା ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ମିଛ କହୁଛନ୍ତି : ବିଜେଡି

ଭୁବନେଶ୍ୱର : ଦୁଇ ଦୁଇଟି ଉପନିର୍ବାଚନରେ ହାରିଥିବା ବିଜେପି କର୍ମକର୍ତ୍ତାଙ୍କ ମନୋବଳ ବଢାଇବାପାଇଁ ରାଜ୍ୟ ଗସ୍ତରେ ଆସିଥିବା ବିଜେପିର ଓଡ଼ିଶା ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଲୋକଙ୍କୁ ମିଛ କହୁଛନ୍ତି । ଏଭଳି ପ୍ରବଞ୍ଚନା…
Read More...

ପକ୍କା ଘର, ପିଇବା ପାଣି ଓ ଆଇନ ଶୃଙ୍ଖଳା ପ୍ରସଙ୍ଗ କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ରାଜ୍ୟ ପ୍ରଭାରୀ…

ଭୁବନେଶ୍ୱର :  ରାଜ୍ୟରେ ଦୂର୍ନୀତି ଓ ଭ୍ରଷ୍ଟାଚାର ବୃଦ୍ଧି ପାଇବାରେ ଲାଗିଛି । କୋଇଲା, ଜଙ୍ଗଲ, ଚିଟଫଣ୍ଡ, ଜମି ଭଳି ଅନେକ ଦୂର୍ନୀତିରେ ବିଜେଡି ନେତାମାନଙ୍କର ସଂପୃକ୍ତି ରହିଛି । ବିଜେଡିର ପୂର୍ବତନ ସାଂସଦ ରାମଚନ୍ଦ୍ର…
Read More...

ପରୀକୁ ନ୍ୟାୟ ନମିଳିବା ଯାଏଁ ଲଢେଇ ଜାରୀ ରହିବ : ଡି.ପୁରନ୍ଦେଶ୍ୱରୀ

ଭୂବନେଶ୍ୱର :ନୂତନ ଭାବେ ନିଯୁକ୍ତ ହୋଇଥିବା ରାଜ୍ୟ ପ୍ରଭାରୀ ଶ୍ରୀମତୀ ଡି.ପୁରନ୍ଦେଶ୍ୱରୀ ୪ ଦିନିଆ ଓଡିଶା ଗସ୍ତରେ ଆସି ଗତ କାଲି ସନ୍ଧ୍ୟାରେ ଭୂବନେଶ୍ୱର ପହଂଚିଛନ୍ତି । ଆଜି ନୟାଗଡ ଜିଲ୍ଲା ଯଦୁପୁର ଗାଁକୁ ଯାଇ ପରୀ…
Read More...

କୃଷି ଓ କୃଷକକଲ୍ୟାଣ ପାଇଁ ମୋଦି ସଂକଳ୍ପବଦ୍ଧ : ସମୀର ମହାନ୍ତି

ଭୂବନେଶ୍ୱର : ଆତ୍ମନିର୍ଭର ଭାରତର ଆଧାର ଆତ୍ମନିର୍ଭର କୃଷକ ହୁଅନ୍ତୁ, ଏଥିପାଇଁ ମୋଦି ସରକାର ସଂକଳ୍ପବଦ୍ଧ । ଆର୍ଥିକସଂପର୍ଣ୍ଣ ହେଲେ, କୃଷକ ଆତ୍ମନିର୍ଭରର ଜୀବନ ବଂଚିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସାରା ଦେଶ…
Read More...