Browsing Category

Politics

ପୋଷ୍ଟାଲ ବାଲାଟରେ ଭୋଟ୍‌ ଦେବେ ବୟସ୍କ ଓ ଦିବ୍ୟାଙ୍ଗ

ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ବିଗୁଲ୍‌ ବାଜିଛି। ମହାମାରୀ କରୋନା ଭିତରେ ନଭେମ୍ବର ୩ ତାରିଖରେ ଉଭୟ ଆସନରେ ହେବ ନିର୍ବାଚନ। ଗୋଟିଏ ବୁଥ୍‌ରେ ସର୍ବାଧିକ ୧ ହଜାର ଭୋଟର ଭୋଟ ଦେଇପାରିବେ। ଭୋଟର…
Read More...

ନଭେମ୍ବର ୩ରେ ହେବ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଉପନିର୍ବାଚନ

ଭୁବନେଶ୍ୱର: ବାଜିଲା ଉପନିର୍ବାଚନୀ ବିଗୁଲ । ଘୋଷଣା ହେଲା ତାରିଖ । ନଭେମ୍ବର ୩ରେ ହେବ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଉପନିର୍ବାଚନ । ଏନେଇ ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ଘୋଷଣା ହୋଇଛି । ନଭେମ୍ବର ୧୦ ରେ ଭୋଟ ଗଣତି…
Read More...

କଳ୍ପତରୁ ଓଝାଙ୍କୁ ବହିଷ୍କୃତ କଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୋମବାର ଜଣେ ବିଜେଡି ନେତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ସେ ହେଉଛନ୍ତି କଳ୍ପତରୁ ଓଝା । ଦଳ ବିରୋଧୀ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କୁ ଦଳରୁ…
Read More...

ବ୍ୟୋମକେଶ ଯୁବ, ଦେବୀ ତ୍ରିପାଠୀ ଛାତ୍ର ବିଜେଡ଼ି ସଭାପତି

ଭୁବନେଶ୍ୱର : ବିଜୁ ଯୁବ ଜନତା ଓ ବିଜୁ ଛାତ୍ର ଜନତା ଦଳର ଏକ ବୃହତ କମିଟି ଘୋଷଣା କରିବା ପରେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଏହି ଦୁଇ ମୋର୍ଚ୍ଚାର ରାଜ୍ୟ ସଭାପତି ନିଯୁକ୍ତ କରିଛନ୍ତି । ଚାନ୍ଦବାଲି ବିଧାୟକ ବ୍ୟୋମକେଶ…
Read More...

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

ପାଟନା: ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ରବିବାର ଦିନ ଜେଡିୟୁରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ବାସଭବନରେ ସେ ବିଧିବଦ୍ଧ ଭାବେ ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି ।ଗଣମାଧ୍ୟମକୁ…
Read More...

ବିଜେପିର ନୂତନ କାର୍ଯ୍ୟକାରିଣୀ ତାଲିକା ଘୋଷଣା କଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ନୂଆଦିଲ୍ଲୀ:  ବିଜେପି ଅଧ୍ୟକ୍ଷ ହେବାର ନଅ ମାସ ପରେ ନିଜର ନୂଆ ଟିମ୍ ଘୋଷଣା କଲେ ଜେପି ନଡ୍ଡା। ଭାରତୀୟ ଜନତା ପାର୍ଟି ଆଜି ନିଜର ନୂଆ କେନ୍ଦ୍ରୀୟ କାର୍ଯ୍ୟକର୍ତ୍ତାଙ୍କ ନାଁ ଘୋଷଣା କରିଛି। ନଡ୍ଡାଙ୍କ ଏହି ଟିମରେ ୧୨ ଜଣ…
Read More...

ବିଜୁ ଯୁବ ଜନତା ଦଳର ଜିଲ୍ଲା ଦାୟିତ୍ୱ; କାହାକୁ ମିଳିଲା ଦାୟିତ୍ୱ ଜାଣନ୍ତୁ…

ଭୁବନେଶ୍ୱର : ବିଜୁ ଜନତା ଦଳର ଏକ ବିଶାଳ ଟିମ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ୩୦ ଜିଲ୍ଲାର ସଭାପତି ମଧ୍ୟ ନିଯୁକ୍ତ କରିଛନ୍ତି । ଯାଜପୁର : ପ୍ରତାପ ମହାନ୍ତି ସୋନପୁର : ଅଶୋକ ନନ୍ଦ…
Read More...

ଅନିର୍ଦ୍ଦିଷ୍ଟ କାଳଯାଏଁ ରାଜ୍ୟସଭା ମୁଲତବୀ

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ଯୋଗୁଁ ଅକ୍ଟୋବର ପହିଲା ପର୍ଯ୍ୟନ୍ତ ଚାଲିବାକୁ ସମୟ ନିର୍ଘଣ୍ଟ ଧାର୍ଯ୍ୟ ହୋଇଥିବା ସଂସଦର ମୌସୁମୀ ଅଧିବେଶନକୁ ବୁଧବାର ଦିନ କମାଇ ଦିଆଯାଇଛି। ସେହିଭଳି ରାଜ୍ୟସଭାକୁ ମଧ୍ୟ…
Read More...

ଧାରଣରତ ନିଲମ୍ବିତ ସାଂସଦଙ୍କୁ ଚା’ ପିଆଇଲେ ରାଜ୍ୟସଭା ଉପାଧ୍ୟକ୍ଷ, ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କୃଷି ବିଲକୁ ବିରୋଧ କରି ରାଜ୍ୟସଭାରେ ହଙ୍ଗାମା କରିଥିବା ୮ଜଣ ସାଂସଦଙ୍କୁ ନିଲମ୍ବିତ କରାଯିବା ପରେ ସଂସଦ ବାହାରେ ଧାରଣାରେ ବସିଛନ୍ତି ସାଂସଦ । ହେଲେ ଆଜି ସକାଳୁ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା…
Read More...

ଚାଷୀଙ୍କ ଅପେକ୍ଷା ନିଜ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ବିରୋଧୀ ଦଳ : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ରାଜନୈତିକ ଦଳର ନେତାମାନେ ବିଶେଷ ଭାବରେ ଯେଉଁମାନେ ଚାଷୀ ମାନଙ୍କ ସମସ୍ୟା କଥା ଉଠାଇଥିଲେ ସେମାନେ ଆବଶ୍ୟକ ସମୟରେ ଏହାକୁ ଅନ୍ୟ ଦିଗରେ ଭାବୁଛନ୍ତି । ବିରୋଧୀ ଦଳମାନେ କୃଷକଙ୍କ ଅପେକ୍ଷା ନିଜ…
Read More...

ସଂସଦରେ ଚାଷୀଙ୍କ ହିତରେ ଐତିହାସିକ ବିଲ୍ ପାସ୍ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ : ବିଜେପି

ଭୁବନେଶ୍ୱର: ସଂସଦରେ ଆଜି ଚାଷୀଙ୍କ ହିତରେ ଐତିହାସିକ କୃଷି ବିଲ୍ ପାରିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଧନ୍ୟବାଦ ଦେଇଛନ୍ତି ରାଜ୍ୟ…
Read More...

ପ୍ରବଳ ହଟ୍ଟଗୋଳରେ ରାଜ୍ୟସଭାରେ ପାରିତ ହେଲା କୃଷି ବିଲ୍‌

ନୂଆଦିଲ୍ଲୀ: ରାଜ୍ୟସଭାରେ ପାରିତ ହେଲା କୃଷି ବିଲ । ପ୍ରବଳ ହଟ୍ଟଗୋଳ ମଧ୍ୟରେ ବିଲକୁ ପାରିତ କରାଯାଇଛି । କୃଷି ବିଲ ଆଲୋଚନା ସମୟରେ ରାଜ୍ୟସଭା ସମୟ ବୃଦ୍ଧିକୁ ନେଇ ଗୃହରେ ହଙ୍ଗାମା କରିଥିଲେ । ଗୃହ ମଧ୍ୟଭାଗକୁ ଆସି…
Read More...

ରାଜ୍ୟସଭାରେ କୃଷି ବିଲକୁ ବିରୋଧ କଲା ବିଜେଡି

ଭୁବନେଶ୍ୱର: ଆଜି ରାଜ୍ୟସଭାରେ କୃଷି ବିଲକୁ ବିରୋଧ କରିଛି ବିଜୁ ଜନତା ଦଳ। ବିଜେଡି ସାଂସଦ ଅମର ପଟ୍ଟନାୟକ ଆଜି ରାଜ୍ୟସଭାରେ କହିଛନ୍ତି ଯେ, ସରକାର ଏହି ବିଲକୁ ସିଲେକ୍ଟ କମିଟ ପଠାଇ କିଛି ପରିବର୍ତ୍ତନ କରନ୍ତୁ। ସେ…
Read More...

ଓଡ଼ିଶା ପାଇଁ ଗର୍ବର ଦିନ: ୨୦ ବର୍ଷ ପରେ ରାଜ୍ୟସଭାରେ ସଭାପତିତ୍ୱ‌ କଲେ ଓଡ଼ିଆ ସାଂସଦ

ନୂଆଦିଲ୍ଲୀ: ଆଜି ଓଡ଼ିଶା ପାଇଁ ଏହା ଏକ ଗର୍ବର ଦିନ। ଦୀର୍ଘ ୨୦ ବର୍ଷ ପରେ ଜଣେ ଓଡ଼ିଆ ସାଂସଦ ରାଜ୍ୟସଭା ପ୍ରକ୍ରିୟାରେ ଅଧ୍ୟକ୍ଷତା କରିଛନ୍ତି। ବିଜୁ ଜନତା ଦଳର ସାଂସଦ ଡକ୍ଟର ସସ୍ମିତ ପାତ୍ର ଆଜି ରାଜ୍ୟସଭାର ଉପାଧ୍ୟକ୍ଷ…
Read More...