Browsing Category

Politics

ନଭେମ୍ବର ୨୯ ସୁଦ୍ଧା ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ଉପ-ନିର୍ବାଚନ

ଭୁବନେଶ୍ୱର:  ନଭେମ୍ବର ୨୯ ତାରିଖ ସୁଦ୍ଧା ଓଡ଼ିଶାର ଦୁଇ ବିଧାନସଭା ଆସନରେ ହେବ ଉପ- ନିର୍ବାଚନ। ବାଲେଶ୍ୱର ସଦର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ବିଧାୟକ ଆସନ ଏବେ ଖାଲିପଡ଼ିଥିବାବେଳେ ଏହି ଦୁଇ ଆସନରେ ଉପ-ନିର୍ବାଚନ…
Read More...

ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଆଗାମୀ ୩୦ ଦିନ ଭିତରେ କେନ୍ଦ୍ରକୁ ଦିଅନ୍ତୁ…

ଭୁବନେଶ୍ୱର: କାଳିଆ ଯୋଜନାକୁ ନେଇ ରାଜ୍ୟସରକାର ଅନେକ ମିଛ ରାଜ୍ୟବାସୀଙ୍କୁ କହିଛନ୍ତି । ୨୦୧୯ ମସିହାରେ ନିର୍ବାଚନ ଜିତିବା ପର ଦିନ କାଳିଆ ଅର୍ଥ ଦେବେ ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । କିନ୍ତୁ ଯୋଗ୍ୟ…
Read More...

ବଗଲା ଧର୍ମଶାଳାକୁ ସୁରକ୍ଷା ଦେବା ପାଇଁ ଅନଲାଇନ୍ ପିଟିସନ ଅଭିଯାନକୁ ଶୁଭାରମ୍ଭ କଲେ ରାଜ୍ୟ ସଭାପତି

ଭୁବନେଶ୍ୱର: ପୁରୀରେ ଥିବା ବଗଲା ଧର୍ମଶାଳାକୁ ରାଜ୍ୟସରକାର ଓ ଜିଲ୍ଲାପ୍ରଶାସନ ବେଆଇନ ଭାବେ ପ୍ଲଟିଂ କରି ବିକ୍ରି କରିଛନ୍ତି । ଧର୍ମଶାଳା ଜମି ବିଶେଷ କରି ଦାନରେ ମିଳିଥିବା ସଂପତିକୁ ବିକ୍ରି କରାଯାଇ ପାରିବ ନାହିଁ ବୋଲି…
Read More...

ପୁରୀ ବଗଲା ଧର୍ମଶାଳା ପ୍ରସଙ୍ଗରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ ଡ.ସମ୍ବିତ ପାତ୍ର

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ପୁରୀ ବଗଲା ଧର୍ମଶାଳା ମାମଲାଟି ହାଇକୋର୍ଟ ବିଚାରାଧିନ ଅଛି । ମାତ୍ର ରାଜ୍ୟ ସରକାର ଚଂଚକତା କରି ଏହି ଜମିକୁ ପ୍ଲଟିଂ କରି ବିକ୍ରି କରିଛନ୍ତି । ଅନ୍ୟ ପଟେ କେନ୍ଦ୍ର ସରକାରଙ୍କ ପ୍ର୍ରସାଦ ଯୋଜନା…
Read More...

ଆସନ୍ତା ସେପ୍ଟେମ୍ବର ୫ ରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ଗତ କାଲି ବିଜେପି ରାଜ୍ୟ ପଦାଧିକାରୀମାନଙ୍କ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ସଭାପତିତ୍ୱରେ ଏହି ବୈଠକ…
Read More...

ଛଟେଇ ବଦଳରେ ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦିଅନ୍ତୁ ରାଜ୍ୟସରକାର: ଉମାକାନ୍ତ ପଟ୍ଟନାୟକ

ଭୁବନେଶ୍ୱର: ଦୀର୍ଘ ୨୦ ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀ ନୂତନ ନିଯୁକ୍ତି ସୃଷ୍ଟି କରିବାରେ ସଂପୂର୍ଣ୍ଣଭାବେ ବିଫଳ ହୋଇଛନ୍ତି । ଆଉ ଏବେ କରୋନା ସଙ୍କଟ ସମୟରେ ରାଜ୍ୟସରକାର ଠିକା କର୍ମାଚାରୀ ମାନଙ୍କୁ ଛଟେଇ କରିବା ପାଇଁ…
Read More...

ବିପନ୍ନଙ୍କ ପାଖେ ବବି : ଜଳମଗ୍ନ ଯାଜପୁରରେ ବନ୍ୟା କ୍ଷତିଗ୍ରସ୍ତଙ୍କୁ ସାହା ହେଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ

ଯାଜପୁର : କରୋନା ମହାମାରୀ ସାଙ୍ଗକୁ ବନ୍ୟା ଏବେ ବେଡି ଉପରେ କୋରଡା ମାଡ ପରି ହୋଇଛି । ବୈତରଣୀ ନଦୀରେ ବନ୍ୟା ଆସିବାରୁ ଯାଜପୁରରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଅନେକ ଲୋକ ଘେରରେ ଅଛନ୍ତି । ଲୋକଙ୍କ ଏଭଳି ଦୁଃଖରେ କାଳ…
Read More...

ଗ୍ରାମାଞ୍ଚଳ ଗୃହ ନିର୍ମାଣ ନେଇ ଭ୍ରମିତ କରୁଛି ବିଜେପି: ବିଜେଡି

ଭୁବନେଶ୍ୱର: ରାଜ୍ୟରେ ସଫଳତାର ସହ ପକ୍କାଘର ନିର୍ମାଣ ପାଇଁ ବିଜେପି କେନ୍ଦ୍ର ସରକାର ଦିଲ୍ଲୀରେ ଓଡିଶାକୁ ପୁରସ୍କୃତ କରୁଥିବାବେଳେ ଓଡିଶା ବିଜେପି କିନ୍ତୁ ନିୟମିତ ଭାବେ ଏ ସଂକ୍ରାନ୍ତରେ ମିଥ୍ୟା ସୂଚନା ଦେବା ସହିତ…
Read More...

କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ଭାବେ ଦାୟିତ୍ୱ ତୁଲାଇବେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ଆଜି କଂଗ୍ରେସ ପାର୍ଟିର ଅନ୍ତରୀଣ ମୁଖ୍ୟ ସୋନିଆ ଗାନ୍ଧୀଙ୍କ ଚତୁପାର୍ଶ୍ଵରେ ସମଗ୍ର କଂଗ୍ରେସ ଦଳ ଘେରାଏ ନାଚିଯିବା ପରେ ଦିନିକିଆ ନାଟକରେ ଯବନିକା ପଡ଼ିଛି। ଆସନ୍ତା ଛଅ ମାସ ମଧ୍ୟରେ ‘ଏଆଇସିସି’ ଅଧିବେଶନ ଡକା…
Read More...

କଂଗ୍ରେସ ଅଧ୍ୟକ୍ଷ ପଦ ଛାଡିବାକୁ ସୋନିଆଙ୍କ ଇଚ୍ଛା ପ୍ରକାଶ; ଆସନ୍ତାକାଲି କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ

ନୂଆଦିଲ୍ଲୀ: କଂଗ୍ରେସର ମଙ୍ଗ ଧରିବାକୁ ନେଇ ଦଳରେ ଦ୍ଵନ୍ଦ ଉପୁଜିଥିବା ସମୟରେ ଅଧ୍ୟକ୍ଷ ପଦ ଛାଡିବା ନେଇ ସୋନିଆ ଗାନ୍ଧୀ ଇଚ୍ଛା ପ୍ରକାଶ କରିଥିବା ଖବର ସାମ୍ନାକୁ ଆସିଛି । ସେପଟେ ସୋମବାର କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ…
Read More...

ରାଜ୍ୟ ସରକାର ତୁରନ୍ତ ବଗଲା ଧର୍ମଶାଳା ପ୍ଲଟିଂ ବନ୍ଦ କରନ୍ତୁ: ସମ୍ବିତ ପାତ୍ର

ଭୁବନେଶ୍ୱର: ପୁରୀରେ ଥିବା ବଗଲା ଧର୍ମଶାଳାକୁ ରାଜ୍ୟସରକାର ଓ ଜିଲ୍ଲାପ୍ରଶାସନ ବେଆଇନ ଭାବେ ପ୍ଲଟିଂ କରି ବିକ୍ରି କରିବା ଆରମ୍ଭ କରିଛନ୍ତି । କିନ୍ତୁ ଧର୍ମଶାଳା ଜମି ବିକ୍ରି ହୋଇପାରିବ ନାହିଁ ବୋଲି ଆଇନ ରହିଛି । ବିଶେଷ…
Read More...

ରାଜ୍ୟସରକାର ତୁରନ୍ତ ଜଳମଗ୍ନ ଚାଷଜମିର କ୍ଷୟକ୍ଷତି ଆକଳନ କରି କ୍ଷତିଗସ୍ତ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ…

ଭୁବନେଶ୍ୱର: ଗତ କିଛିଦିନ ତଳେ ଉପକୂଳ ଅଂଚଳର ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡା ଜିଲ୍ଲାରେ ଲଘୁଚାପ ବର୍ଷା ପ୍ରଭାବରେ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି । ଜମିରେ ପାଣି ଥିବାରୁ ରୁଆ ବେଉଷଣ କାର୍ଯ୍ୟ…
Read More...

ବିହାର ବିଧାନସଭା ନିର୍ବାଚନ; ନିର୍ବାଚନ ଆୟୋଗ ଜାରି କଲା ଗାଇଡ ଲାଇନ

ନୂଆଦିଲ୍ଲୀ:ଆଗାମୀ ବିହାର ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ଗାଇଡ ଲାଇନ ଜାରି କରିଛନ୍ତି । ଜାରି ହୋଇଥିବା ଗାଇଡ ଲାଇନ କେବଳ ବିହାର ବିଧାନସଭା ନିର୍ବାଚନ ପାଇଁ ଉଦ୍ଦିଷ୍ଟ । ଗାଇଡ ଲାଇନ ଅନୁସାରେ ବିହାର…
Read More...

୪୫ ସମ୍ପାଦକ ଓ ୪୧ ଯୁଗ୍ମ ସମ୍ପାଦକକୁ ନିଯୁକ୍ତ କଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର : ବିଜୁ ଜନତା ଦଳ (ବିଜେଡ଼ି) ପକ୍ଷରୁ ଆଜି ବିଭିନ୍ନ କ୍ଷେତ୍ର ପାଇଁ ୪୫ ଜଣ ସମ୍ପାଦକ ଓ ୪୧ ଜଣଙ୍କୁ ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି । ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସବୁ ନୂଆ…
Read More...