Browsing Category

Politics

ଗଞ୍ଜାମରୁ କରୋନା ହଟିବା ଚାହୁଁ ନାହିଁ ବିଜେପି: ବିଜେଡି

ଭୁବନେଶ୍ୱର: ରାଜ୍ୟର ସମ୍ବଲପରୁ ହେଉ କିମ୍ବା ମୟୂରଭଞ୍ଜ ଅଥବା ଅନ୍ୟ କୌଣସି ଅଞ୍ଚଳରେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଲେ ସରକାର ଅନ୍ୟ ସ୍ଥାନରୁ ସେଠାକୁ ଡାକ୍ତର ଏବଂ କର୍ମଚାରୀ ପଠାଇ ସ୍ଥିତି ମୁକାବିଲା କରିଥାନ୍ତି ।…
Read More...

ପାଇଲଟ ଓ ତାଙ୍କ ଟିମ୍‌କୁ ୨୪ ଯାଏଁ ଆଶ୍ୱସ୍ତି

ଜୟପୁର: ଥମୁନି ରାଜସ୍ଥାନ ରାଜନୀତି ସଂକଟ । ଏହାରି ଭିତରେ କଂଗ୍ରେସର ବିଦ୍ରୋହୀ ନେତା ସଚିନ ପାଇଲଟ ଓ ତାଙ୍କ ଟିମ୍‌ଙ୍କୁ ମିଳିଛି ସାମୟିକ ଆଶ୍ୱସ୍ତି । ରାଜସ୍ଥାନ ହାଇକୋର୍ଟ ମଙ୍ଗଳବାର ଦିନ ବାଚସ୍ପତିଙ୍କ ନୋଟିସ ବିରୋଧରେ…
Read More...

ହେଲିକପ୍ଟର ଗସ୍ତକୁ ନେଇ ବିଜେପି ଆଣିଥିବା ଅଭିଯୋଗରେ ପ୍ରତିକ୍ରିୟା ରଖିଲେ ସଞ୍ଜୟ ଦାସବର୍ମା

ଭୁବନେଶ୍ୱର: ହେଲିକପ୍ଟର ଗସ୍ତକୁ ନେଇ ବିଜେପି ଆଣିଥିବା ଅଭିଯୋଗରେ ପ୍ରତିକ୍ରିୟା ରଖିଲେ ସଞ୍ଜୟ ଦାସବର୍ମା । ସେ କହିଛନ୍ତି ଯେ, ମୁଁ ପ୍ରଥମେ ଧନ୍ୟବାଦ ଜଣେଇବି ବିଜେପିର ବିଧାୟକ ନିତ୍ୟାନନ୍ଦ ଗଣ୍ଡକୁ । ସେ ମୋ ସହିତ ଅନେକ…
Read More...

କରୋନା ମହାମାରୀ ପ୍ରକୋପ ସମୟରେ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ହେଲିକପ୍ଟରରେ ଦକ୍ଷିଣ ଓଡିଶା ଗସ୍ତର ଉଦ୍ଦେଶ୍ୟ…

ଭୁବନେଶ୍ୱର: ଓଡିଶା ସରକାରଙ୍କ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଲମ୍ବା ପ୍ରବାସ ପରେ ତା-୧୮.୦୭.୨୦୨୦ ଦିନ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରିଛନ୍ତି । ଏହି ଗସ୍ତକୁ ନେଇ ବିଭିନ୍ନ ମହଲରେ ବହୁତ ପ୍ରଶ୍ନ ଉଠୁଛି । ଯୋଜନା ବୋର୍ଡ…
Read More...

୧୦ ସାଙ୍ଗଠନିକ ଜିଲ୍ଲାର ଯୁବ କଂଗ୍ରେସ କମିଟି ସଭାପତିଙ୍କ ନାଁ ଘୋଷଣା

ଭୁବନେଶ୍ୱର: ରାଜ୍ୟ ଯୁବ କଂଗ୍ରେସ ସଭାପତି ଡକ୍ଟର ସ୍ମୃତି ରଞ୍ଜନ ଲେଙ୍କା ୧୦ଟି ସାଙ୍ଗଠନିକ ଜିଲ୍ଲାର ଯୁବ କଂଗ୍ରେସ କମିଟି ସଭାପତିଙ୍କ ନାଁ ଘୋଷଣା କରିଛନ୍ତି। ଅଖିଳ ଭାରତୀୟ ଯୁବ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ଏହି…
Read More...

୨୨ରେ ଶପଥ ନେବେ ଓଡ଼ିଶାର ୪ ରାଜ୍ୟସଭା ସଦସ୍ୟ

ଭୁବନେଶ୍ୱର: ଓଡ଼ିଶାର ୪ ନିର୍ବାଚିତ ରାଜ୍ୟସଭା ସଦସ୍ୟ ସୁବାସ ସିଂ, ମୁନା ଖାଁ, ସୁଜିତ କୁମାର ଓ ମମତା ମହନ୍ତ ୨୨ରେ ଶପଥ ଗ୍ରହଣ କରିବେ। ଏହି ଚାରି ଜଣ ସଦସ୍ୟ ଗତ ଏପ୍ରିଲ ପ୍ରଥମ ସପ୍ତାହରେ ଶପଥ ନେବାର ଥିଲା। କିନ୍ତୁ କରୋନା…
Read More...

କାହିଁକି ମାନସଙ୍କୁ ଦଳୀୟ ମିଡିଆ ଦାୟୀତ୍ୱ ଦେଲେ ନବୀନ

ଭୁବନେଶ୍ୱର : ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଗୁରୁବାର ୩୬ଜଣ ରାଜ୍ୟସ୍ତରୀୟ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତି ଦେବା ସହ ଦାୟିତ୍ୱ ବଣ୍ଟନ କରିଛନ୍ତି । ଏମାନଙ୍କ ଭିତରେ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଥିବା…
Read More...

ବିଜେଡ଼ିରେ ୩୬ ସାଧାରଣ ସମ୍ପାଦକ : ମାନସ ମଙ୍ଗରାଜକୁ ଗଣମାଧ୍ୟମ ଦାୟିତ୍ୱ

ଭୁବନେଶ୍ୱର: ସାଂଗଠନିକ ପୁନର୍ବିନ୍ୟାସର ଚତୁର୍ଥ ପାଳିରେ ବିଜୁ ଜନତା ଦଳରେ ୩୬ ସାଧାରଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି । ଦଳ ସଭାପତି ନବୀନ ପଟ୍ଟନାୟକ ଏମାନଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ସହ ନିଯୁକ୍ତି ଦେଇଛନ୍ତି ।୧.…
Read More...

ହାଇକୋର୍ଟ ଗଲେ ସଚିନ ପାଇଲଟ୍‌

ଜୟପୁର: ଜଟିଳ ହେଉଛି ରାଜସ୍ଥାନର ରାଜନୈତିକ ଡ୍ରାମା । ସଚିନ ପାଇଲଟ୍ ଏବଂ ତାଙ୍କ ସମର୍ଥକ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ଲାଗି କଂଗ୍ରେସ ବାଚସ୍ପତିଙ୍କ ନିକଟରେ ଦ୍ୱାରସ୍ଥ ହେବା ପରେ ବାଚସ୍ପତି ସେମାନଙ୍କୁ କାରଣ ଦର୍ଶାଅ…
Read More...

ପିଏମ କିଷାନ ଯୋଜନାର ଲାଭ ପାଇବାରୁ ଓଡିଶାର ଚାଷୀ ବଂଚିତ : ବିଜେପି କୃଷକ ମୋର୍ଚ୍ଚା

ଭୁବନେଶ୍ୱର: କୃଷକର ଆୟକୁ ୨୦୨୨ ମସିହା ସୁଦ୍ଧା ଦୁଇ ଗୁଣା କରିବା ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ବିଭିନ୍ନ କୃଷକ କଲ୍ୟାଣ ଯୋଜନାମାନ ଘୋଷଣା ଥିବାବେଳେ,…
Read More...

ସାମ୍ବାଦିକ ସମ୍ମଳିନୀରେ ବିଜେପି ମୁଖପାତ୍ର ମାସ୍କ ନପିନ୍ଧିବା ଏକ ବିଡମ୍ବନା: ବିଜେଡି

ଭୁବନେଶ୍ୱର: କୋଭିଡ ସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ କରିବା ସମୟରେ ବିଜେପି ମଖୁ ପାତ୍ର ନିଜେ ମାସ୍କ ପରିଧାନ ନକରିବା ହେଉଛି ଏକ ବିଡମ୍ବନା । ଏଭଳି ଆଚରଣ ଖୋଦ୍‍ କେନ୍ଦ୍ର ସରକାର ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ…
Read More...

କଂଗ୍ରେସ ସଭାପତି ପଦବୀ ସହିତ ଉପମୁଖ୍ୟମନ୍ତ୍ରୀ ପଦବୀରୁ ବିଦା ହୋଇଛନ୍ତି ସଚିନ ପାଇଲଟ

ଜୟପୁର: ରାଜସ୍ଥାନ ପ୍ରଦେଶ କଂଗ୍ରେସ ସଭାପତି ପଦବୀ ସହିତ ଉପମୁଖ୍ୟମନ୍ତ୍ରୀ ପଦବୀରୁ ବିଦା ହୋଇଛନ୍ତି କଂଗ୍ରେସ ନେତା ସଚିନ ପାଇଲଟ। ପାଇଲଟଙ୍କ ସହିତ ମନ୍ତ୍ରିମଣ୍ଡଳରେ ଥିବା ତାଙ୍କର ଦୁଇ ଅନୁଗତଙ୍କୁ ମଧ୍ୟ ଦଳ ବିଦା କରିଛି।…
Read More...

ରାଜ୍ୟ କଂଗ୍ରେସର ମଙ୍ଗୁଆଳ ବଦଳିବେ !

ଭୁବନେଶ୍ୱର: ଖୁବଶୀଘ୍ର ରାଜ୍ୟ କଂଗ୍ରେସର ମଙ୍ଗୁଆଳ ବଦଳିପାରନ୍ତି । ଏଥିପାଇଁ ରେସରେ ୧୩ ଜଣ ବରିଷ୍ଠ ନେତା ଅଛନ୍ତି ବୋଲି ଆଜି ଭବିଷ୍ୟବାଣୀ କରିଛନ୍ତି ଜଟଣୀ ବିଧାୟକ ତଥା ବରିଷ୍ଠ ନେତା ସୁରେଶ ରାଉତରାୟ ।ସୁର କହିଛନ୍ତି,…
Read More...

ସଂଗଠନ, ସେବା, ସଂଘର୍ଷ ଓ ସମ୍ବାଦକୁ ଆଧାର କରି ଆଗକୁ ବଢ଼ିବା ପାଇଁ ଋଣନୀତି ପ୍ରସ୍ତୁତ ହେଉ : ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟକୁ ଦୁର୍ନୀତି ମୁକ୍ତ କରିବା ବିଜେପିର ଲକ୍ଷ୍ୟ : ସମୀର ମହାନ୍ତିଭୁବନେଶ୍ୱର: ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ରାଜ୍ୟ ବିଜେପି ପଦାଧିକାରୀଙ୍କ ପ୍ରଥମ ଭର୍ଚୁଆଲ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଥିବା ବେଳେ ବୈଠକରେ…
Read More...