Browsing Category

Politics

କରୋନାରେ ଅର୍ଥନୈତିକ ମାନ୍ଦାବସ୍ଥା କାରଣରୁ ହୋଇଥିବା ରାଜସ୍ୱ କ୍ଷତିରୁ ମୁକ୍ତି ଦେବ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର  :  ଆର୍ଥକ ବର୍ଷ ପାଇଁ ଓଡ଼ିଶାକୁ ୫ ହଜାର ୧୨୨ କୋଟି ଟଙ୍କା ଜିଏସଟି ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ଓଡ଼ିଶାକୁ ଏହି ବର୍ଦ୍ଧିତ ଜିଏସଟି ସହାୟତା ରାଶି ପ୍ରଦାନ କୋରନା ମହାମାରୀରେ ଅର୍ଥନୈତିକ…
Read More...

ଅପରାଧୀଙ୍କୁ ଅପରାଧ କରିବାକୁ ପୂରା ସ୍ୱାଧୀନତା ଦେଉଛନ୍ତି ରାଜ୍ୟସରକାର:ମହିଳାମୋର୍ଚ୍ଚା

ଭୁବନେଶ୍ୱର: ବିଜେଡି ଶାସନରେ ଆଦିବାସୀ ମହିଳା ହୋଇ ଜନ୍ମହେବା ଅଭିଶାପ ପାଲଟିଛି । ଏଠି ଶାସକ ଦଳ ନେତାଙ୍କ ଇଙ୍ଗିତରେ ସରକାରୀ ଅଧିକାରୀମାନେ କିଛି ବି ବେନିୟମ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି । ଜୁଲାଇ୨୦ ତାରିଖରେ…
Read More...

ରାଜସ୍ଥାନରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଓଡିଶା ପ୍ରଦେଶ କଂଗ୍ରେସ ର ରାଜଭବନ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର : କେନ୍ଦ୍ରର ବିଜେପି ସରକାର ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରୁଛି ଏବଂ କ୍ରମାଗତ ଭାବେ କଂଗ୍ରେସ ଶାସିତ ରାଜ୍ୟ ମାନଙ୍କରେ ଲୋକଙ୍କ ଦ୍ୱାରା ନିର୍ବାଚିତ ସରକାରଙ୍କୁ ଅନୈତିକ ଉପାୟରେ…
Read More...

ବିଧାନସଭା ଅଧିବେଶନ ପାଇଁ ଅନୁମତି ଦେଲେ ରାଜସ୍ଥାନ ରାଜ୍ୟପାଳ

ଜୟପୁର: ରାଜସ୍ଥାନରେ କ୍ଷମତା ଯୁଦ୍ଧ ଚାଲିଥିବା ବେଳେ ରାଜ୍ୟପାଳ କଲରାଜ ମିଶ୍ର ଗେହଲଟ ସରକାରକୁ ବିଧାନସଭା ଅଧିବେଶନ ଡାକିବାକୁ ଅନୁମତି ଦେଇଛନ୍ତି। ୨୧ ଦିନ ମଧ୍ୟରେ ବିଧାନସଭା ଡାକିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି।…
Read More...

ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ଦେଇଥିବା ଧର୍ମଶାଳା ବିଡିଓଙ୍କୁ ଚାକିରୀରୁ ବହିଷ୍କାର କରନ୍ତୁ ମୁଖ୍ୟମନ୍ତ୍ରୀ: ବିଜେପି

ଭୁବନେଶ୍ୱର: ରାଜ୍ୟରେ ରାସନକାର୍ଡ ବଂଟନ ନେଇ ବ୍ୟାପକ ଦୁର୍ନୀତି ଚାଲିଛି । ରାଜ୍ୟସରକାର ଏବଂ ଜିଲ୍ଲା ପ୍ରଶାସନ ଜାଣିଶୁଣି ରାସନ କାର୍ଡ ତାଲିକାରୁ ଯୋଗ୍ୟ ହିତାଧିକାରୀଙ୍କୁ ବଂଚିତ କରୁଛନ୍ତି । ଯାଜପୁର ଜିଲ୍ଲା ଧର୍ମଶାଳା…
Read More...

ରାଜ୍ୟର ଚାଷୀଭାଇ ମାନେ ଗୋଟିଏ ବି ଟଙ୍କା ଫେରସ୍ତ କରନ୍ତୁ ନାହିଁ: ପ୍ରଦୀପ୍ତନାଏକ

ଭୁବନେଶ୍ୱର: କାଳିଆ ଯୋଜନାକୁ ରାଜ୍ୟ ସରକାର ତରବରିଆ ଭାବେ ଆରମ୍ଭ କରିଥିଲେ । ଶାସକ ବିଜେଡି ନିର୍ବାଚନ ଜିତିବା ଓ କ୍ଷମତା ଆପଣେଇବା ପାଇଁ କାଳିଆ ଯୋଜନା ଲାଗୁ କରିଥିଲା । ଦଳୀୟ କର୍ମୀମାନଙ୍କୁ ହିତାଧିକାରୀ ଚିହ୍ନଟ କରି ଏହି…
Read More...

କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ ସାମିଲ କରି କେବଳ ମିଛ ବାହାସ୍ପଟ ମାରୁଛନ୍ତି ରାଜ୍ୟସରକାର:ବିଜେପି

ଭୁବନେଶ୍ୱର: ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀମାନଙ୍କୁ ମାଗଣାରେ ୫ କିଲୋ ଚାଉଳ ଏବଂ ୧ କିଲୋ ଡାଲି ଯୋଗାଇଦେବାର ଘୋଷଣା କରିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ରାଜ୍ୟସରକାର କେଉଁମାନଙ୍କୁ…
Read More...

ଓଡିଶା ସରକାରଙ୍କ ସହାୟତା ନେଇ ବିଜେପି ଅବଗତ ନୁହେଁ : ବିଜେଡି

ଭୁବନେଶ୍ୱର : ଓଡିଶା ସରକାର ଗତ ଏପ୍ରିଲ ମାସଠାରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ର କାର୍ଡଧାରୀ ମାନଙ୍କୁ ଅଗ୍ରୀମ ଭାବେ ମାସକୁ ୫କିଲୋ ଚାଉଳ ଓ ଏକ କିଲୋ ଡାଲି ଯୋଗାଇ ଦେଉଛନ୍ତି ଏବଂ ଆଗାମୀ ୫ମାସ ପାଇଁ ମାଗଣାରେ ଅନୁରୂପ…
Read More...

ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲେରେ ଓଡିଆ ସାଂସଦ ଡକ୍ଟର ସସ୍ମିତ ପାତ୍ର

ଭୁବନେଶ୍ୱର : ଓଡିଶା ପାଇଁ ଏକ ବଡ ଖବର । ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲେ ସ୍ଥାନ ପାଇଛନ୍ତି ଓଡିଆ ଯୁବ ସାଂସଦ ଡକ୍ଟର ସସ୍ମିତ ପାତ୍ର । ଏନେଇ ଆଜି ରାଜ୍ୟସଭା ପକ୍ଷରୁ ବିଂଗ୍ୟପ୍ତି ପ୍ରକାଶ ପାଇଛି । ତାଲିକାରେ ମୋଟ ୬ ଜଣ…
Read More...

ଅଯୋଗ୍ୟଙ୍କୁ ଯୋଗ୍ୟ ଦର୍ଶାଇ କାଳିଆ ଯୋଜନାରେ ସାମିଲ କରିଥିବା ସରକାରୀ ଅଧିକାରୀମାନଙ୍କ ଠାରୁ ଟଙ୍କା ଆଦାୟ କରନ୍ତୁ…

ଭୁବନେଶ୍ୱର: ବିଗତ ୨୦ ବର୍ଷ ଧରି ରାଜ୍ୟରେ ଏକ କୃଷକ ବିରୋଧୀ ସରକାର ଚାଲିଛି । ଶାସକ ବିଜେଡି ନିର୍ବାଚନ ଜିତିବା ଓ କ୍ଷମତା ଆପଣେଇବା ପାଇଁ କାଳିଆ ଯୋଜନା ଲାଗୁ କରିଥିଲା । ଦଳୀୟ କର୍ମୀମାନଙ୍କୁ ହିତାଧିକାରୀ ଚିହ୍ନଟ କରି…
Read More...

ଅସ୍ଥାୟୀ ଓ ଉଠାଦୋକାନୀଙ୍କୁ ବୀମା ଭୃକ୍ତ କରାଇ ପ୍ରିମିୟମରାଶି ଖୋଦ୍‌ ରାଜ୍ୟସରକାର ଭରଣା କରନ୍ତୁ :ବିଜେପି

ଭୁବନେଶ୍ୱର: ରାଜ୍ୟ ସମେତ ବିଭିନ୍ନ ମହାନଗର ନିଗମ ଗୁଡିକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ବର୍ତମାନ ରାଜ୍ୟସରକାର ଭୁବନେଶ୍ୱର ମହାନଗର ସମେତ କଟକ ମହାନଗର ଏବଂ…
Read More...

ବିଜେପିର ୩୬ ସାଂଗଠନିକ ଜିଲ୍ଲାର ପ୍ରଭାରୀ ନିଯୁକ୍ତି

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ୩୬ ସାଂଗଠନିକ ଜିଲ୍ଲାର ପ୍ରଭାରୀ ନିଯୁକ୍ତି କରାଯାଇଛି । ୧. ଅନୁଗୁଳ- ସୀମାଂଚଳ ଖଟେଇ ୨.ବାଲେଶ୍ୱର-ଗୋଲକ ପ୍ରସାଦ ମହାପାତ୍ର…
Read More...

ଶପଥ ନେଲେ ଓଡିଶାର ୪ ରାଜ୍ୟସଭା ସାଂସଦ

ନୂଆଦିଲ୍ଲୀ: ଆଜି ଶପଥ ନେଇଛନ୍ତି ଓଡିଶାର ୪ ନବନିର୍ବାଚିତ ରାଜ୍ୟସଭା ସାଂସଦ। ନବନିର୍ବାଚିତ ସାଂସଦଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କିଆ ନାଇଡ଼ୁ ଶପଥପାଠ କରାଇଛନ୍ତି।ଓଡ଼ଶାର ୪ ସଦସ୍ୟ ସୁବାସ ସିଂ, ମୁନ୍ନା ଖାଁ, ମମତା…
Read More...

ଆଜି ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ୪ ସଦସ୍ୟ କରିବେ ଶପଥ ଗ୍ରହଣ

ଭୁବନେଶ୍ୱର: ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ୪ ସଦସ୍ୟ ଆଜି ଶପଥ ଗ୍ରହଣ କରିବେ। ସୁବାସ ସିଂହ, ମୁନ୍ନା ଖାଁ, ମମତା ମହନ୍ତ ଏବଂ ସୁଜିତ କୁମାର ଆଜି ରାଜ୍ୟସଭା ସଭ୍ୟ ଭାବେ ଶପଥ ନେବେ। ମାର୍ଚ୍ଚ ୨୬ରେ ଅନୁଷ୍ଠିତ…
Read More...