Browsing Category
Politics
୪ ରାଜ୍ୟସଭା ପ୍ରାର୍ଥୀଙ୍କର ସାମ୍ନାକୁ ଆସିଲା ସମ୍ପତି ତଥ୍ୟ
ଭୁବନେଶ୍ୱର: ରାଜ୍ୟସଭା ଆସନ ଲାଗି ପ୍ରାର୍ଥୀପତ୍ର ଦାଖଲ କରିଥିବା ୪ ବିଜେଡି ପ୍ରାର୍ଥୀଙ୍କ ସମ୍ପତି ତଥ୍ୟ ସାମ୍ନାକୁ ଆସିଛି । ସୁବାସ ସିଂହ, ମୁନ୍ନା ଖାଁ, ସୁଜିତ କୁମାର ଏବଂ ମମତା ମହାନ୍ତଙ୍କ ମଧ୍ୟରୁ କେବଳ ଜଣେ ପ୍ରାର୍ଥୀ…
Read More...
Read More...
ବିଜେପିରେ ସାମିଲ ହେଲେ ସିନ୍ଧିଆ
ନୂଆଦିଲ୍ଲୀ: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ପଦ୍ମ ଧରିଛନ୍ତି ମଧ୍ୟପ୍ରଦେଶ ରାଜପରିବାରର ମହାରାଜ ଜ୍ୟୋତିରାଦିତ୍ୟ ସିନ୍ଧିଆ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ସିନ୍ଧିଆ ବିଜେପିରେ…
Read More...
Read More...
କଂଗ୍ରେସରୁ ଇସ୍ତଫା ଦେଲେ ସିନ୍ଧିଆ
ନୂଆଦିଲ୍ଲୀ: ପରିଶେଷରେ ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଥିବା ଜଣାପଡିଛି…
Read More...
Read More...
ମଧ୍ୟପ୍ରଦେଶ ରାଜନୀତି: ମୋଦୀଙ୍କୁ ଭେଟିଲେ ସିନ୍ଧିଆ
ଭୋପାଳ: ମଧ୍ୟପ୍ରଦେଶର ରାଜନୈତିକ ଟଣା ଓଟରା ମଧ୍ୟରେ ସମ୍ପୂର୍ଣ୍ଣ ବାଜିକୁ ନିଜ ପଟକୁ କରିନେଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । କଂଗ୍ରେସ ଉପରେ ନାରାଜ ଥିବା ସିନ୍ଧିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ୍…
Read More...
Read More...
ଜଗନ୍ନାଥ ମନ୍ଦିରକୁ ନେଇ ରାଜନୀତି କରିବା ବିଜୟଙ୍କ ପୁରୁଣା ଅଭ୍ୟାସ: ବିଜେଡି
ଭୁବନେଶ୍ୱର : ଜଗନ୍ନାଥ ମନ୍ଦିର ସହ ଜଡିତ ପ୍ରସଙ୍ଗକୁ ନେଇ ରାଜନୀତି କରିବା ବିଜେପି ନେତା ବିଜୟ ମହାପାତ୍ରଙ୍କର ପୁରୁଣା ଅଭ୍ୟାସ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସୁବାସ ସିଂହ । ୟେସ ବ୍ୟାଙ୍କ୍ରେ ଶ୍ରୀମନ୍ଦିର ଅର୍ଥ ଜମା…
Read More...
Read More...
ଜଗନ୍ନାଥଙ୍କ ଅର୍ଥର ସୁରକ୍ଷା ନକରି ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି: ବିଜେଡି
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ତାଲିକାରେ ରହିଛି ବ୍ୟାଙ୍କ୍ । ଭାରତ ସରକାରଙ୍କ ଅଧିନରେ ଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ପ୍ରତ୍ୟକ୍ଷ ତତ୍ୱାବଧାନରେ ବ୍ୟାଙ୍କ୍ ଗୁଡିକ କାର୍ଯ୍ୟ କରିଥାଏ । ୟେସ୍ ବ୍ୟାଙ୍କ୍ ସିଡ୍ୟୁଲ…
Read More...
Read More...
ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ରଖନ୍ତୁ ରାଜ୍ୟ ସରକାର : ବିଜେପି
ଭୁବନେଶ୍ୱର: ଏକ ସରକାରୀ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସମ୍ବିଧାନ ବିରୋଧୀ ମନ୍ତବ୍ୟକୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଘୋର୍ ନିନ୍ଦା କରିଛି ରାଜ୍ୟ ବିଜେପି ।…
Read More...
Read More...
ଯୋଗ୍ୟତା କାର୍ଡ ବାଂଟି ଅଯୋଗ୍ୟ ହିତାଧିକାରିଙ୍କୁ ଯୋଗ୍ୟ କରିବା ପାଇଁ ଷଡଯନ୍ତ୍ର ରଚିଛି ଶାସକ ବିଜେଡି :ବିଜେପି
ଭୁବନେଶ୍ୱର: ୨୦୨୨ ସୁଦ୍ଧା ସମସ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ସମସ୍ତ କଚ୍ଚା ଘରକୁ ପକ୍କା କରାଯିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । କିନ୍ତୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ…
Read More...
Read More...
ବବିଙ୍କୁ ବଡ ଦାୟୀତ୍ବ ଦେଲେ ନବୀନ, ପ୍ରଣବ ଧରିଲେ ବିଜେଡି ସଂଗଠନ ମଙ୍ଗ
ଭୁବନେଶ୍ବର : ବିଧାୟକ ପ୍ରଣବ ପ୍ରକାଶ ଦାସ ବିଜେଡିର ସଂଗଠନ ସଂପାଦକ ନିଯୁକ୍ତି କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଔପଚାରିକ ଭାବେ ବିଜେଡିର ସଭାପତି ନିର୍ବାଚନ ହେବା ପରେ ନବୀନ ବିଜୁ ଜୟନ୍ତିରେ ଏହି ଘୋଷଣା…
Read More...
Read More...
ପଞ୍ଚାୟତକୁ କ୍ଷମତା ପ୍ରଦାନରେ ଓଡିଶା ଆଗରେ : ବିଜେଡି
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍େୱ ର ରାଜ୍ୟରେ ଚାଲିଥିବା ବିଜେଡି ସରକାର ଅମଳରେ ହିଁ ପଞ୍ଚାୟତିରାଜ ସଂସ୍ଥା ଗୁଡିକରେ କ୍ଷମତାର ବିକେନ୍ଦ୍ରୀକରଣ ହୋଇପାରିଛି । ଓଡିଶାର ଏଭଳି ପଦକ୍ଷେପ ଦେଶର ଅନ୍ୟ…
Read More...
Read More...
ପଂଚାୟତର କ୍ଷମତାକୁ ସଙ୍କୁଚିତ କରି ପଂଚାୟତକୁ ପଙ୍ଗୁ କରୁଛନ୍ତି ରାଜ୍ୟସରକାର :ବିଜେପି
ଭୁବନେଶ୍ୱର: ପଂଚାୟତରାଜ ବ୍ୟବସ୍ଥାର ଅସଲ ଉଦ୍ଦେଶ୍ୟ ହେଉଛି ଶାସନ ବ୍ୟବସ୍ଥାର ବିକେନ୍ଦ୍ରିକରଣ । ଶାସନ ବ୍ୟବସ୍ଥାର ବିକେନ୍ଦ୍ରିକରଣ ହେଲେ ସାଧାରଣ ଜନତା ପାଖରେ ଯୋଜନା ପହଂଚିବା ସହଜ ହେବ । କିନ୍ତୁ ଓଡିଶାରେ ଦିନକୁ ଦିନ…
Read More...
Read More...
୪ ଯୁବ ବିଧାୟକଙ୍କୁ ମିଳିଲା ମୟୂରଭଞ୍ଜ ଜିଲ୍ଲାର ଦାୟିତ୍ବ
ବାରିପଦା: ମୟୂରଭଞ୍ଜରେ ସଂଗଠନ ସଜାଡ଼ିବା ପାଇଁ ଅଂଟା ଭିଡ଼ିଲା ବିଜେଡି । ଏହି କ୍ରମରେ ଆଜି ଦଳ ୪ ଯୁବ ବିଧାୟକଙ୍କୁ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ବିଧାନସଭା ଦାୟିତ୍ୱ ବାଂଟିଛି ।କରଞ୍ଜିଆ, ଯଶିପୁର ପାଇଁ ପର୍ଯ୍ୟବେକ୍ଷକ…
Read More...
Read More...
ରାଜ୍ୟ ସଭା ଅଙ୍କ :୪ର୍ଥ ସିଟକୁ ନେଇ ବଢୁଛି ସସ୍ ପେନ୍ସ
ଭୁବନେଶ୍ବର : ରାଜ୍ୟ ସଭା ଅଙ୍କକୁ ନେଇ ଆକଳନ । ସଂଖ୍ୟା ଖେଳରେ ବିଜେଡି ୩ଟି ଆସନ ନେବା ସିଷ୍ଟ ଥିବାବେଳେ ୪ ର୍ଥ ଆସନ ଲାଗି ସପନେସ୍ସ ରହିଛି । ସେପଟେ କଂଗ୍ରେସ ନାମାଙ୍କନ ପତ୍ର ଦାଖଲ କରିବାର ସଂଖ୍ୟା କମ ଥିବାବେଳେ ବିଜେପି…
Read More...
Read More...
ସମାଜବାଦୀ ପାର୍ଟି ଆଜମ ଖାନଙ୍କ ପୁଅ ଅବଦୁଲ୍ଲାଙ୍କ ବିଧାନସଭା ସଦସ୍ୟତା ରଦ୍ଦ
ଲକ୍ଷ୍ନୌ: ଉତରପ୍ରଦେଶର ରାମପୁର ଲୋକସଭା ସାଂସଦ ତଥା ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନଙ୍କ ପୁଅ ଅବଦୁଲ୍ଲା ଆଜମ ଖାନଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରାଯାଇଛି । ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ତାଙ୍କର ନିର୍ବାଚନ ରଦ୍ଦ…
Read More...
Read More...
