Browsing Category
Politics
କାଲି ଅମିତ ଶାହଙ୍କ ଓଡିଶା ଗସ୍ତ, ସିଏଏ ସପକ୍ଷ ସଭାରେ ଦେବେ ଉଦବୋଧନ
ଭୁବନେଶ୍ବର : କାଲିଠୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାଙ୍କ ଦୁଇ ଦୁନିଆ ଓଡିଶା ଗସ୍ତ ।ପୂର୍ବାଞ୍ଚଳ ରାଜ୍ୟ ମାନଙ୍କ ବୌଠକରେ ଯୋଗଦେବା ସହ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ ଅମିତ ଶାହ। ଜନତା ମଇଦାନରେ ଦଳର ସିଏଏ ସପକ୍ଷ…
Read More...
Read More...
ଭାସ୍କରଙ୍କ ରଣନୀତି, ରାୟଗଡା ଜିଲ୍ଲା ପରିଷଦ ସଭାପତି ପଦ ଛଡ଼ାଇ ନେଲା ବିଜେଡି
ରାୟଗଡ଼ା,: ଓଲଟିଗଲା ସାଧାରଣ ନିର୍ବାଚନ ବେଳର ଚର୍ଚ୍ଚା । ଯଉଁମାନେ ବିଜେଡି ବରିଷ୍ଠ ନେତା ସାଂସଦ ଭାସ୍କର ରାୟଙ୍କ ରାଜନୈତିକ ରଣନୀତି ନେଇ ପ୍ରଶ୍ନ ଉଠାଉଥିଲେ ସେମାନଙ୍କୁ କୁଆଡେ ଏକ ପ୍ରକାର ଜବାବ ମିଳିଛି । ସଂଖ୍ୟା ବଳରେ…
Read More...
Read More...
ବେରୋଜଗାର ବିରୁଦ୍ଧରେ ବିଜେପି ଯୁବ ମୋର୍ଚ୍ଚାର ବିକ୍ଷୋଭ
ଭୁବନେଶ୍ବର: ଓଡିଶା ସରକାର ରାଜ୍ୟର ଯୁବକ ଓ ଯୁବତୀମାନଙ୍କୁ ନିଯୁକ୍ତି ଦେବାରେ ସବୁଠୁ ପଛରେ ରହିଛନ୍ତି। ଯାହାକି ସାରା ଦେଶରେ ଏକ ନମ୍ବର ଅଟେ। ବିଧାନସଭାରେ ସଭ୍ୟଙ୍କ ଏକ ପ୍ରଶ୍ନ ର ଉତରରୁ ଜଣାପଡ଼ିଛି ଏହି ତଥ୍ୟ । ଆଉ…
Read More...
Read More...
ପୁଣି ପ୍ରଭାରୀଙ୍କ ସାମନାରେ କଂଗ୍ରେସ କାର୍ଯ୍ୟାଳୟରେ ମୁହାଁମୁହିଁ ଦୁଇ ଗୋଷ୍ଠୀ
ଭଦ୍ରକ: ପୁରୀ ପରେ ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଭଦ୍ରକ ଜିଲ୍ଲା ଗସ୍ତ ସମୟରେ ଏପରି ଘଟଣା ଦେଖିବାକୁ…
Read More...
Read More...
ରାୟଗଡା ଜିଲ୍ଲା ପରିଷଦ ଉପନିର୍ବାଚନ: ବିଜେଡି ପ୍ରାର୍ଥୀ ଗଙ୍ଗାଧର ପୁଆଲା ବିଜୟୀ
ରାୟଗଡା: ଜିଲ୍ଲା ପରିଷଦ ଉପନିର୍ବାଚନରେ ୧୩ ଖଣ୍ଡ ଭୋଟ ପାଇ ବିଜେଡି ପ୍ରାର୍ଥୀ ଗଙ୍ଗାଧର ପୁଆଲା ବିଜୟୀ। କଂଗ୍ରେସ ପ୍ରାର୍ଥୀ ୫ ଖଣ୍ଡ ଭୋଟ ପାଇଥିବା ବେଳେ ଓ ଗୋଟିଏ ଭୋଟ ନାକଚ ହୋଇଥିବା ନିର୍ବାଚନ ଅଧିକାରୀ ଅମୃତ ଋତୁରାଜ…
Read More...
Read More...
ରାଜ୍ୟରେ ବଢୁଛି ବେରୋଜଗାର; ୨୦ରେ ବିକ୍ଷୋଭ କରିବ ବିଜେପି ଯୁବ ମୋର୍ଚ୍ଚା
ଭୁବନେଶ୍ବର: ରାଜ୍ୟରେ ବଢୁଛି ବେରୋଜଗାର । ବେରୋଜଗାରକୁ ନେଇ ଆଗାମୀ ୨୦ ତାରିଖରେ ସାରା ରାଜ୍ୟର ସବୁ ଜିଲ୍ଲାରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କରାଯିବ ବିକ୍ଷୋଭ ପ୍ରଦର୍ଶନ। ବେରୋଜଗାର ନେଇ ରାଜ୍ୟ ସରକାରଙ୍କୁ ପଚରାଯିବ…
Read More...
Read More...
ପ୍ରଭାରୀଙ୍କ ଉପସ୍ଥିତିରେ ପୁରୀ ଜିଲ୍ଲା କଂଗ୍ରେସରେ କନ୍ଦଳ: ୩ ଆହତ
ପୁରୀ: ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ କନ୍ଦଳ । ୨ ଗୋଷ୍ଠୀ ମଧ୍ୟରେ ସଂର୍ଘଷ ହୋଇ ୩ ଆହତ । ସମସ୍ତ ଆହତଙ୍କୁ ପୁରୀ ମେଡିକାଲରେ ଭର୍ତି କରାଯାଇଛି । ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ଉପସ୍ଥିତିରେ ଘଟଣା…
Read More...
Read More...
ଶାସକ ଦଳର ଅଯୋଗ୍ୟ ହିତାଧୀକାରିମାନଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟସରକାର ରଚିଛନ୍ତି ବଡ ଷଡଯନ୍ତ୍ର:ବିଜେପି
ଭୁବନେଶ୍ୱର: ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ୧୦ଅକ୍ଟୋବରରେ ପ୍ରଥମ ତାଲିକା ପ୍ରକାଶ କରିଥିଲେ ଯେଉଁଥିରେ ୧୨ ଲକ୍ଷ ୭୫ ହଜାର ପକ୍କାଘର…
Read More...
Read More...
ଓଡିଶା ସରକାର ପଛୁଆବର୍ଗଙ୍କୁ କେବେ ଦେବେ ସଂରକ୍ଷଣ ସୁବିଧା?:ବିଜେପି
ଭୁବନେଶ୍ୱର: ମଣ୍ଡଳ କମିଶନଙ୍କ ସୁପାରିଶ ଏବଂ ସୁପ୍ରିମକୋର୍ଟଙ୍କ ଅନୁମୋଦନ ପରେ ପଛୁଆ ବର୍ଗକୁ ସରକାରୀ
ଚାକିରୀ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମ ଲେଖା ଏବଂ ପଂଚାୟତ ଓ ମୁନିସିପାଲିଟି ନିର୍ବାଚନରେ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା…
Read More...
Read More...
ପଛୁଆବର୍ଗଙ୍କ ଲାଗି ବିଜେପିର ପ୍ରତିବଦ୍ଧତା ନାହିଁ : ବିଜେଡି
ଭୁବନେଶ୍ୱର: ପଛୁଆବର୍ଗଙ୍କ ଉପରେ ବିଜେପି ନେତାଙ୍କ ମନ୍ତବ୍ୟକୁ ନିନ୍ଦା କରିବା ସହିତ ସେମାନଙ୍କର ଯଦି ଏହି ବର୍ଗଙ୍କ ବିକାଶ ଲାଗି କୌଣସି ପ୍ରତିବଦ୍ଧତା ଥାଏ ତେବେ ୨୦୧୧ ମସିହାରେ ହୋଇଥିବା ଜାତିଭିତ୍ତିକ ଗଣନାର ପରିସଂଖ୍ୟାନ…
Read More...
Read More...
୨୫ରୁ ବିଜେପି ପକ୍ଷରୁ ରାଜ୍ୟରେ ଓବିସି ଜନ ଜାଗରଣ ଅଭିଯାନ
ଭୁବନେଶ୍ୱର: ୨୫ରୁ ବିଜେପି ପକ୍ଷରୁ ରାଜ୍ୟରେ ଆରମ୍ଭ ହେବ ଓବିସି ଜନ ଜାଗରଣ ଅଭିଯାନ । ରାଜ୍ୟର ପଛୁଆ ବର୍ଗକୁ ଉପଯୁକ୍ତ ସଂରକ୍ଷଣ ନେଇ ସଚେତନ କରିବା ପାଇଁ ଦଳ ପକ୍ଷରୁ ଏଭଳି ଅଭିଯାନ ଆରମ୍ଭ କରାଯିବ ବୋଲି ଆଜି ବିଜେପି ନେତା…
Read More...
Read More...
ଆବାସ ଅନିୟମିତତା ଅଭିଯୋଗ : କେନ୍ଦ୍ର ପଂଚାୟତିରାଜ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ବିଜେପି ସାଂସଦ
ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଓଡିଶାର ବିଜେପି ସାଂସଦମାନେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତଥା ଘର ବଂଟନ ମାମଲାରେ ଅନିୟମିତତା ନେଇ କେନ୍ଦ୍ର ଗ୍ରାମୀଣ ବିକାଶ ଏବଂ ପଂଚାୟତିରାଜ…
Read More...
Read More...
ରାଜ୍ୟରେ ଓବିସିଙ୍କୁ ଶିକ୍ଷା ଓ ନିଯୁକ୍ତିରେ ସଂରକ୍ଷଣ ମିଳୁନଥିବା ପ୍ରତିବାଦରେ କେନ୍ଦ୍ରୀୟ ଓବିସି କମିଶନଙ୍କୁ ବିଜେପିର…
ଭୁବନେଶ୍ୱର : ବର୍ଷର ଲମ୍ବା ଶାସନରେ ଏସଇବିସି ଓ ଓବିସିଙ୍କୁ ସାମ୍ବିଧାନିକ ଅଧିକାର ପ୍ରଦାନ କରିବାରେ ରାଜ୍ୟସରକାର ସଂପୂର୍ଣ୍ଣ ବ୍ୟର୍ଥ ହୋଇଛନ୍ତି । ଏହା ସହ ରାଜ୍ୟରେ ଓବିସିଙ୍କୁ ଶିକ୍ଷା ଓ ନିଯୁକ୍ତିରେ ସଂରକ୍ଷଣ…
Read More...
Read More...
ଗରୀବ ବାସହୀନମାନଙ୍କୁ ଗୋଟିଏ ପରେ ଗୋଟିଏ ଦିବା ସ୍ୱପ୍ନ ଦେଖାଇ ପ୍ରତାରଣା କରୁଛନ୍ତି ରାଜ୍ୟ ସରକାର : ବିଜେପି
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ରାଜ୍ୟ ସରକାର ସର୍ବଦା ମିଛ ତଥ୍ୟ ଓ ବିଜ୍ଞାପନ ମାଧ୍ୟମରେ ନିରୀହ ଗରୀବ ହିତାଧିକାରୀଙ୍କୁ ବିଭ୍ରାନ୍ତ କରିବା ସହ ତାଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ହକ୍ ପାଇବାରୁ ବଂଚିତ…
Read More...
Read More...
