Browsing Category

Politics

ଆନ୍ଧ୍ର କ୍ୟାବିନେଟରେ ରହିବେ ୫ ଉପମୁଖ୍ୟମନ୍ତ୍ରୀ: ଜଗନଙ୍କ ଐତିହାସିକ ନିଷ୍ପତ୍ତି

ବିଜୟନଗର: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ୫ଜଣ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନୁସଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ଜାତି, ସଂଖ୍ୟାଲଘୁ ଏବଂ କାପୁ ସମୁଦାୟରୁ ଜଣେ ଜଣେ…
Read More...

କଂଗ୍ରେସକୁ ଏକ ବଡ ଝଟକା

ହାଇଦରାବାଦ : ଲୋକସଭା ନିର୍ବାଚନର ଶୋଚନୀୟ ପରାଜୟ ଗ୍ଲାନିରୁ ବାହାରି ପାରିନଥିବା କଂଗ୍ରେସକୁ ତେଲଙ୍ଗାନାରୁ ବଡ଼ ଝଟକା ଲାଗିଛି। ତେଲଙ୍ଗାନା କଂଗ୍ରେସର ୧୮ ବିଧାୟକଙ୍କ ମଧ୍ୟରୁ ୧୨ଜଣ ଦଳ ଛାଡ଼ିବାକୁ ବିଧାନସଭାରେ ଆବେଦନ…
Read More...

୮ କ୍ୟାବିନେଟ କମିଟିର ପୁନର୍ଗଠନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ୟ ପାଳିରେ ଅନେକ ମନ୍ତ୍ରଣାଳୟରେ ବଡ଼ ଧରଣର ପରିବର୍ତ୍ତନ କରିଥିବାବେଳେ ଅମିତ ଶାହଙ୍କୁ ଗୁରୁ ଦାୟିତ୍ଵ ମିଳିଛି। ସେହିପରି କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ କ୍ୟାବିନେଟ…
Read More...

୫ ପ୍ରଭାବଶାଳୀଙ୍କୁ ନେଇ ଗଠିତ ହେଲା ପ୍ରତିରକ୍ଷା କ୍ୟାବିନେଟ କମିଟି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨.୦ କ୍ୟାବିନେଟର ଅତ୍ୟନ୍ତ ପ୍ରଭାବଶାଳୀ ବିବେଚିତ ହେଉଥିବା ୫ ଜଣ ସଦସ୍ୟଙ୍କୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଆଜି ନିଜର ଉଚ୍ଚ କ୍ଷମତା ସଂପନ୍ନ ପ୍ରତିରକ୍ଷା କ୍ୟାବିନେଟ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବେନଶ୍ଵର: ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଭୁବନେଶ୍ଵରର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ସଚିବାଳୟ ଯାଇ ଭେଟିଛନ୍ତି। ସୌଜନ୍ୟମୂଳକ…
Read More...

ଏମଏସଏମଇ ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ନେଲେ ପ୍ରତାପ ଷଡ଼ଙ୍ଗୀ

ନୂଆଦିଲ୍ଲୀ: ମଙ୍ଗଳବାର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ପ୍ରତାପ ଷଡ଼ଙ୍ଗୀ | ଅଣୁ,କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ବିଭାଗର କ୍ୟାବିନେଟ ମନ୍ତ୍ରୀ ଭାବେ ନିତିନ ଗଡ଼କରୀ ଦାୟିତ୍ୱ ନେଇଛନ୍ତି | ତାଙ୍କ ଉପସ୍ଥିତିରେ…
Read More...

ଜୁନ ୨୦ରୁ ରାଜ୍ୟସଭା ଅଧିବେଶନ

ନୂଆଦିଲ୍ଲୀ : ଆସନ୍ତା ୨୦ ତାରିଖରୁ ଜୁଲାଇ ୨୬ ପର୍ଯ୍ୟନ୍ତ ରାଜ୍ୟସଭାର ଅଧିବେଶନ ଚାଲିବ । ଏ ସଂପର୍କରେ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ଜାରି ହୋଇଛି ବୋଲି ରାଜ୍ୟସଭା ମହାସଚିବ ଦେଶଦିପକ ବର୍ମା ସୂଚନା ଦେଇଛନ୍ତି । ସଂସଦର…
Read More...

ଆନ୍ଦୋଳନ କରିବାକୁ ଘୋଷଣା କଲେ ମମତା

କୋଲକାତା: ତୃଣମୂଳ କଂଗ୍ରେସ(ଟିଏମସି)ର ଅଧ୍ୟକ୍ଷ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକସଭା ନିର୍ବାଚନରେ ବ୍ୟବହୃତ ଇଲେକ୍ଟ୍ରୋନିକ  ଭୋଟିଂ ମେସିନ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଅନ୍ୟ ବିରୋଧୀ ଦଳକୁ ଅପିଲ…
Read More...

ଓଡିଶାକୁ ବିଳମ୍ବରେ ଛୁଇଁବ ମୌସୁମୀ

ଭୁବନେଶ୍ୱର: ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଜାରୀ ରହିଛି । ଏହା ସହିତ କାଳବୈଶାଖୀ ପ୍ରଭାବରେ ସମୟେ ସମୟେ ଝଡବର୍ଷା ଅନୁଭୂତ ହୋଇଛି । ଏହି ମଧ୍ୟରେ ଚଳିତ ବର୍ଷ ଓଡିଶାକୁ ମୌସୁମୀ ଛୁଇଁବାରେ ବିଳମ୍ବ ହେବ ବୋଲି ପାଣିପାଗ…
Read More...

ଏକାକୀ ଉପନିର୍ବାଚନ ଲଢିବେ ମାୟାବତୀ

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ଫଳ ପ୍ରକାଶ ପାଇସାରିଛି। ଏଥିରେ ବିଜେପି ବହୁମତ ପାଇ କେନ୍ଦ୍ରରେ ସରକାର ଗଠନ କରିଛି ।ଏହାକୁ ନେଇ ଜାତୀୟ ରାଜନୀତିରେ ବିରୋଧୀ ଦଳଙ୍କ ମଧ୍ୟରେ ନିରାଶା ଛାଇଯାଇଛି। ଏହି କ୍ରମରେ…
Read More...

ମମତାଙ୍କ ଦାଦାଗିରି

କୋଲକାତା: ୨୦୧୯ ଲୋକସଭା ନିର୍ବାଚନ ସରିଥିଲେ ବି ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଲାଗିଥିବା ବିବାଦର ଅନ୍ତ ଘଟି ନାହିଁ । ଏବେ ପୁଣି ଏକ ଚମକପ୍ରଦ ଖବର ମିଳିଛି। ତାହା ହେଲା କି ନିଜେ ମୁଖ୍ୟମନ୍ତ୍ରୀ…
Read More...

ବିଜେପୁର ଛାଡିଲେ ନବୀନ

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ବିଧାନସଭା ଆସନରୁ ଇସ୍ତଫା ଦେଇଛନ୍ତି । ଚଳିତ ଥର ୨ଟି ବିଧାନସଭା ଆସନରୁ ଜିତିଥିବା ମୁଖ୍ୟମନ୍ତ୍ରୀ ହିଞ୍ଜିଳି ଆସନ ରଖି ବିଜେପୁର ଆସନ ଛାଡିଛନ୍ତି । ରବିବାର ସେ ନିଜର…
Read More...

ପିନାକୀ ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା, ଭର୍ତ୍ତୃହରି ଷ୍ଟାଣ୍ଡିଂ କିମିଟି ଅଧ୍ୟକ୍ଷ

ନୂଆଦିଲ୍ଲୀ : ପୁରୀ ସାଂସଦ ପିନାକୀ ମିଶ୍ର ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ଭାବେ ନିଯୁକ୍ତ ହୋଇଛନ୍ତି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ପଦରେ ନିଯୁକ୍ତ କରିଛନ୍ତି । ତେବେ…
Read More...

ଆମେ ପ୍ରତିଦିନ ବିଜେପି ସହ ଲଢ଼ିବା: ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ଲୋକସଭା ନିର୍ବାଚନରେ ବଡ଼ ଧରଣର ପରାଜୟର ସମ୍ମୁଖୀନ ହୋଇଥିଲେ ହେଁ ସଂସଦରେ ବିଜେପି ସହ ଲଢ଼େଇ ଜାରି ରଖିବ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର କଂଗ୍ରେସ ସଂସଦୀୟ ଦଳ ବୈଠକରେ ଯୋଗଦେବା ଅବସରରେ…
Read More...